December 26, 2024

Odia Express

Leading Odia News Portal of Odisha

ଚତୁର ପ୍ରଶ୍ନ ଉତ୍ତର – କେଉଁ ପଶୁ ଶୋଇବା ସମୟରେ ହାତ ଧରି ଶୋଇଥାଏ ?ପ୍ରାୟ ୯୯ ପ୍ରତିଶତ ଲୋକ ସଠିକ ଉତ୍ତର ଦେଇ ପାରିବେ ନାହିଁ

ୟୁପିଏସ୍ ସି ସିଭିଲ୍ ସର୍ଭିସେସ୍ ପରୀକ୍ଷା କ୍ଲିୟର୍ କରିବା ନିଜ ମଧ୍ୟରେ ଏକ ବଡ ସଫଳତା ମାନାଯାଏ , ଓ ଏହି ପରୀକ୍ଷାକୁ କେବଳ ସେହି ଲୋକ ହିଁ ପାସ୍ କରିପାରିବେ ଯିଏ ପୁରା ପରିଶ୍ରମ ଓ ଏହି ପରିକ୍ଷାକୁ ପ୍ରସ୍ତୁତି କରନ୍ତି, ଟାଇମ୍ ମ୍ୟାନେଜମେଣ୍ଟ ଉପରେ ବିଶ୍ୱାସ ଧ୍ୟାନ ରଖନ୍ତି, ୟୁପିଏସ୍ ସି ସିଭିଲ୍ ସର୍ଭିସେସ୍ ପରୀକ୍ଷାକୁ ପାସ୍ କରିବା ନିଜ ଜୀବନର ଲକ୍ଷ୍ୟ ବନାଇଦିଅନ୍ତି । ସେମିତି ୟୁପିଏସ୍ ସି ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ପୁରା ହୋଇଥାଏ, ଯାହା ଆଶାର୍ଥୀ ଏହି ପରୀକ୍ଷାର ପ୍ରୀ ଓ ମେନ୍ସ କ୍ଲିଅର୍ କରିନିଏ ତାକୁ ଶେଷ ରାଉଣ୍ତ ମାନେ ଇଣ୍ଟରଭ୍ୟୁ ରାଉଣ୍ତ ପାଇଁ ପଠାଯାଏ , ଓ ଏହି ଇଣ୍ଟରଭ୍ୟୁରେ ପରୀକ୍ଷାର୍ଥୀକୁ ପର୍ସନାଲିଟି, ମେଣ୍ଟାଲ୍ ଆବଲିଟି, ତର୍କଶକ୍ତି, ରିଜଏନିଙ୍ଗ୍ ପାୱାର ପରି ଜିନିଷ ପରଖାଯାଏ , ଓ ଏହି ଇଣ୍ଟରଭ୍ୟୁରେ ପରୀକ୍ଷାର୍ଥୀକୁ ବହୁତ କରେଣ୍ଟ ଆଫେୟାର୍ ଓ ଟିକ୍ରି ପ୍ରଶ୍ନ ପଚାରାଯାଇଥାଏ, ଯାହା ବହୁତ ଟଫ୍ ହୋଇଥାଏ, ଓ ଆଜି ଆମେ ଆପଣଙ୍କ ପାଇଁ କିଛି ମହତ୍ତ୍ୱପୁର୍ଣ୍ଣ ପ୍ରଶ୍ନର ଉତ୍ତର ନେଇକରି ଆସିଛୁ, ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ।

୧) ବନ୍ୟ ଜୀବ ସଂରକ୍ଷଣ ଅଧିନିୟମ, ୧୯୭୨ ର ଅଧିନରେ କେଉଁ ଜୀବର ସଂରକ୍ଷଣ କରାଯାଉଥିଲା ?

ଉତ୍ତର- ସାହି

୨) ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟଙ୍କ କାର୍ଯ୍ୟ ଅବଧୀ କେତେ ହୋଇଥାଏ ?

ଉତ୍ତର- ୨ ବର୍ଷ

୩) କେଉଁ ଦେଶର ପାଖରେ କେଉଁ ବି ଅନ୍ୟ ଦେଶର ତୁଳନାରେ ପ୍ରତି ପରିବାର ଅଧିକା ପଶୁ ଅଛନ୍ତି ? ଉତ୍ତର-ନ୍ୟୁଜିଲାଣ୍ତ

୪) ଭାରତରେ ଏମିତି କେଉଁ ରେଲୱେ ଷ୍ଟେସନ ଅଛି ଯାହାର ଅଧା ଭାଗ ମହାରାଷ୍ଟ୍ରରେ ଓ ଅଧା ଗୁଜୁରାଟରେ ଅଛି ?

ଉତ୍ତର- ନବାପୁର

୫) ସମୁଦ୍ରୀ ବେପାରର ସନ୍ଦର୍ଭରେ କାର୍ତାଜ୍ ବ୍ୟବସ୍ଥାର ଉପଯୋଗ କାହାଦ୍ୱାରା କରାଯାଉଥିଲା ? ଉତ୍ତର- ପୁର୍ତ୍ତୁଗାଲି

୬) ବକ୍ସରର ଲଢେଇରେ ଇଷ୍ଟ ଇଣ୍ତିଆ କମ୍ପାନୀ ଦ୍ୱାରା କାହା ସହ ଲଢେଇ ହୋଇଥିଲା ? ଉତ୍ତର- ମୀର୍ କାଶିମ୍

୭) ଅଗ୍ନିର ପ୍ରଥମ ପ୍ରୟୋଗ କରିଥିବା ପ୍ରଗୌତିହାସିକ ମାନବ ସଂମ୍ଭବତଃ କିଏ ଥିଲା ? ଉତ୍ତର- ଜାବା କପି ମାନବ ।

୮) ପୃଥିବୀ ଉପରେ ବର୍ତ୍ତମାନ ମାନବ ହୋମୋସୋପିୟନ୍ସ ଇତିହାସ କେତେ ବର୍ଷ ପୁର୍ବରୁ ଆରମ୍ଭ ହୋଇଥିଲା ?

ଉତ୍ତର- ୧୦ ହଜାର ବର୍ଷ ପୁର୍ବରୁ

୯) ପ୍ରାକୃତିକ ଚୟନ ବିଷୟରେ ଆମର ଆଧୁନିକ ବୁଝାମଣା ଅନୁସାରେ ଯୋଗ୍ୟତମ ସଦସ୍ୟ କଣ ଅଟେ ?

ଉତ୍ତର- ଯେଉଁଥିରେ ବାତାବରଣ ଅନୁସାରେ ଅନୁକୁଳ ସବୁଠାରୁ ଅଧିକା କ୍ଷମତା ହୋଇଥାଏ ।

୧୦) ଲ୍ୟୁକୋମିଆ ଏକ ପ୍ରକାର କ୍ୟାନ୍ସର ଅଟେ, ଯେଉଁଥିରେ କେଉଁଠି ଅସାଧାରାଣ ବୃଦ୍ଧି ହୋଇଥାଏ ? ଉତ୍ତର- ଶ୍ୱେତ ରକ୍ତ କୋଷିକାର ସଂଖ୍ୟାରେ

୧୧) ମାନବ ରକ୍ତଧାନ ପାଇଁ କେଉଁ ରକ୍ତ ସମୁହ ସାର୍ବତ୍ରିକ ଦାତା ହୋଇଥାନ୍ତି ?ଉତ୍ତର- O ସମୁହ

୧୨) ଆଙ୍ଗୁଠିର ଚିହ୍ନର ବହୁରଙ୍ଗୀୟ ସ୍ତରରେ ବାହାରୁଥିବା ହେତୁ ନିମ୍ନରେ କଣ ପ୍ରଯୁକ୍ତ ହୋଇଥାଏ ?

ଉତ୍ତର-ଫ୍ଲ୍ରୋସେଣ୍ଟ ପାଉଡର୍

୧୩) ରାଷ୍ଟ୍ରିୟ ଧ୍ୱଜ ତିରଙ୍ଗାରେ ତିନି କ୍ଷେତ୍ରିଜ ପଟ୍ଟି କେଉଁ ଅନୁପାତରେ ରହିଥାନ୍ତି ? ଉତ୍ତର- ୧:୧:୧

୧୪) ରାଷ୍ଟ୍ରିୟ ସର୍ବୋଚ୍ଚ ନାୟ୍ୟାଳୟରେ ଅନ୍ୟ ନ୍ୟାୟାଧିଶର ନିଯୁକ୍ତି କାହା ପରାମର୍ଶରେ ହୋଇଥାଏ ? ଉତ୍ତର- ମୁଖ୍ୟ ନାୟାଧୀଶ

୧୫) ଖାଦ୍ୟ ପାନୀୟ ବସ୍ତୁଗୁଡିକ ପ୍ୟାକ୍ କରିବାପାଇଁ କେଉଁ ଧାତୁର ପତ୍ର ବନାଯାଏ ? ଉତ୍ତର- ଆଲୁମିନିୟମ୍

୧୬) ସଂଘ ଲୋକସେବା ଆୟୋଗ ନିଯୁକ୍ତି କିଏ କରିଥାଏ ? ଉତ୍ତର- ରାଷ୍ଟ୍ରପତି

୧୭) ବିଶ୍ୱର ସବୁଠାରୁ ଲମ୍ବା (୯୪୩୮ କିମି ରେଲମାର୍ଗ ଟ୍ରାନ୍ସ ସାଇବେରିଆ ରୁସ୍ କେଉଁ ଦୁଇଟି ସହରକୁ ଯୋଡିଥାଏ ?

ଉତ୍ତର- ସେଣ୍ଟ ପିଟର୍ସବର୍ଗ, ଓ ବ୍ଲାଦିବୋଷ୍ଟକ

୧୮ ଅମରକଂଣ୍ଟକ କେଉଁ ନଦୀର ଉଦମ ସ୍ଥଳ ଅଟେ ? ଉତ୍ତର- ନର୍ମଦା

୧୯) ଭାରତରେ ଜିପ୍ସମ ସର୍ବାଧିକ ଉତ୍ପାଦନ କେଉଁ ରାଜ୍ୟରେ ହୋଇଥାଏ ? ଉତ୍ତର-ରାଜସ୍ଥାନ

୨୦) ଇଂରେଜ ମାନେ ଇଷ୍ଟ ଇଣ୍ତିଆ କମ୍ପାନୀ କାରାଖାନା କେଉଁଠି ଲଗାଇଥିଲେ ? ଉତ୍ତର-ସୁରଟ୍ ଗୁଜୁରାଟରେ

୨୧) ଆଇନା ଆକବରୀ ପୁସ୍ତକ କିଏ ଲେଖିଥିଲେ ? ଉତ୍ତର- ଅବଦୁଲ୍ ଫଜଲ୍

୨୨) ବୁଲି ଶବ୍ଦ କେଉଁ ରେ ପ୍ରୟୁକ୍ତ ହୋଇଥାଏ ? ଉତ୍ତର-ହକି

୨୩) ଉଡନ ପରି କାହାକୁ ଡକାଯାଏ ? ଉତ୍ତର- ପିଟି ଉଷାଙ୍କୁ

୨୪) ହ୍ରଦର ନଗରି କେଉଁ ସହର କୁହାଯାଏ ? ଉତ୍ତର-ଉଦୟପୁର

୨୫) କେଉଁ ପଶୁ ଶୋଇବା ସମୟରେ ହାତ ଧରି ଶୋଇଥାଏ ? ଉତ୍ତର- ସମୁଦ୍ରୀ ଉଦବିଲାବ

Leave a Reply

Your email address will not be published. Required fields are marked *