October 19, 2024

Odia Express

Leading Odia News Portal of Odisha

କୋରନା କାରଣରୁ ଏଠାରେ ବହୁତ କମ୍ ପଇସାରେ ବିକ୍ରି ହେଉଛି ଗାଡି ଗୁଡିକ – ନିଜ ପସନ୍ଦ ର ଗାଡି ଆଣିପାରିବେ ମାତ୍ର କିଛି ହଜାର ଦେଇକି..

ସମସ୍ତେ ଚାହଁନ୍ତି କି ତାଙ୍କ ପାଖରେ ଗୋଟେ ଗାଡି ଓ ଏକ ବଡ ଘର ହୋଇଥିବ, କିନ୍ତୁ ଆଜିକାଲିର ମହଙ୍ଗା ଯୁଗରେ ଗାଡି କିଣିବା ସମସ୍ତଙ୍କ ପକ୍ଷରେ ସଂମ୍ଭବ ନୁହେଁ , କିନ୍ତୁ ଯଦି ଆପଣ ଗାଡି କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ବଜେଟ୍ କମ୍ ଅଛି ତେବେ କିଛି କଥା ନୁହେଁ , ଯେପରି କି ଆପଣ ଜାଣିଛନ୍ତି କି କରୋନା ମହାମାରୀର କାରଣରୁ ସବୁ ସେକ୍ଟରରେ ଏବେ ମାନ୍ଦା ଅବସ୍ଥା ଚାଲୁଛି, ଓ ଅଟୋ ସେକ୍ଟରରେ ବି ଲଗାତାର ମାନ୍ଦା ହିଁ ହେଉଛି, ଆଜି ଆମେ ଆପଣଙ୍କୁ ଏମିତି ଏକ କାର୍ ମାର୍କେଟ୍ ବିଷୟରେ ସୁଚନା ଦେବୁ ଯେଉଁଠି ଆପଣ ଲାଟେଷ୍ଟ ମଡେଲର ଗାଡିଗୁଡିକ ଖୁବ୍ ଅଳ୍ପ ପଇସାରେ କିଣିପାରିବେ ।

ଏହି ମାର୍କେଟରେ କିଛି ସେକେଣ୍ତ୍ ହ୍ୟାଣ୍ତ ଗାଡିଗୁଡିକ ଅଛି ଯାହା ବାଇକ୍ ଠାରୁ କମ୍ ଦାମ୍ ଅଟେ, ତେବେ ଆପଣ ଯଦି ବାଈକ୍ କିଣିବାକୁ ଚାହୁଂଛନ୍ତି ତେବେ ଏକ କାର୍ କିଣିପାରିବେ , ଆପଣଙ୍କୁ ଜଣାଥିବ କି ଦିଲ୍ଲୀରେ ନୁଆ କାର୍ ଗୁଡୀକ ସହ ସେକେଣ୍ତ ହ୍ୟାଣ୍ତ କାର୍ ର ଚାହିଦା ବି ଅଧିକା ସେଥିପାଇଁ ଏକ ବଡ ବଜାର ଅଛି, ବହୁତ ଲୋକ ଦିଲ୍ଲୀରୁ ଗାଡିଗୁଡିକ କିଣିଥାନ୍ତି ଆମେ କଥା ହେଉଛୁ, ଚଡ୍ଡା ମୋଟର୍ସ ବିଷୟରେ ଯାହାକି ଦିଲ୍ଲୀର ପ୍ରୀତ୍ ବିହାରରେ ଅଛି ।

ଏଠାରୁ ଆପଣ ଗୋଟେ ରୁ ଦୁଇ ବର୍ଷ ପୁରୁଣା ବିଲକୁଲ୍ ନୁଆ ପରି କଂଣ୍ତିସନ୍ କାର୍ କେବଳ ୧,୨୫,୦୦୦ ଟଙ୍କାର ଦାମ୍ ରୁ କିଣିପାରିବେ , ସବୁଠାରୁ ପ୍ରଥମେ କହିଲେ ହୁଣ୍ତାଇ ଆସେଣ୍ଟ ୨୦୦୯ ମଡେଲ୍ ପେଟ୍ରୋଲ୍ କାର୍ ସିଙ୍ଗଲ୍ ୟୁଜଡ୍ ବିଲକୁଲ୍ ନୁଆ କଣ୍ତିସନରେ ଆପଣଙ୍କୁ ଏଠାରେ କେବଳ ୧,୨୫,୦୦୦ ଟଙ୍କା ଦାମ୍ ରେ ମିଳିଯିବ, ଏହାପରେ ଆସେ ମାରୁତି ସୁଜୁକି A ଷ୍ଟାର୍ ଅଟୋ ଗିୟର୍ ସିଫ୍ଟିଙ୍ଗ୍ କାର୍ ଯାହା ୨୦୧୩ ମଡେଲ୍ ରେ ଅଛି ତାହାର୍ ଦାମ୍ ୨,୮୦,୦୦୦ ଟଙ୍କା ଅଛି ।

ଏହାପରେ ଆମେ କଥା ହେବା ମାରୁତି ବୋଲେନୋ ୨୦୧୮ ମଡେଲ୍ କାର୍ ନୁଆ କଣ୍ତିସନରେ ତେବେ ଏହା ମିଳିଯିବ , ଏହି ମଡେଲ୍ ନୁଆ କାର୍ ଶୋରୁମ୍ ପ୍ରାଇସ୍ ୧୦ ଲକ୍ଷ ଅଟେ, କିନ୍ତୁ ଏଠାରେ ଆପଣଙ୍କୁ କେବଳ ୭,୮୦,୦୦୦ ରେ ମିଳିଯିବ,  ଏହି ପରି ବହୁତ୍ ଶାନଦାର୍ ଗାଡି ଆପଣ ବହୁତ କମ୍ ଦାମରେ ପାଇପାରିବେ , ପୁରା ସୁଚନା ପାଇଁ ଆପଣ ନିମ୍ନ ଲିଖିତ ଠିକଣାରେ ଯୋଗାଯୋଗ କରିପାରିବେ । ଓ ଦେଖନ୍ତୁ ପୁରା ଭିଡିଓ ।କାମର୍ସିୟାଲ କମ୍ପ୍ଲେକ୍ସ ପ୍ରୀତ ବିହାର,ଦିଲ୍ଲୀ

Leave a Reply

Your email address will not be published. Required fields are marked *