ଆଇଏଏସ୍ ଇଣ୍ଟରଭ୍ୟୁ ପ୍ରଶ୍ନ , ତାହା କେଉଁ କାର୍ଯ୍ୟ ଅଟେ ଯାହା କେବଳ ରାତିରେ କରାଯାଏ ?ବୁଦ୍ଧିମାନ ଲୋକ ହେଇଥିଲେ ସଠିକ ଉତ୍ତର ଦେବେ
ୟୁପିଏସ୍ ସି ସିଭିଲ୍ ପରୀକ୍ଷା ପାସ୍ କରିବା ପରେ ଆଇଏଏସ୍ ଓ ଆଇପିଏସ୍ ଅଫିସର ହେବାର ସ୍ୱପ୍ନ ଆମର ଦେଶରେ ଅଧିକାଂଶ ଯୁବା ଦେଖିଥାନ୍ତି , ଓ ସେଠାରେ ୟୁପିଏସ୍ ସି କ୍ୟାଣ୍ତିଡେଟ୍ସଙ୍କ ପାଇଁ ୟୁପିଏସ୍ ସି ସିଭିଲ୍ ପରୀକ୍ଷା କେଉଁ ଅଗ୍ନି ପରୀକ୍ଷାରୁ କମ୍ ହୋଇନଥାଏ, ଓ ଏହି ପରୀକ୍ଷାକୁ ପାସ୍ କରିବାପାଇଁ କ୍ୟାଣ୍ତିଡେଟ୍ସଙ୍କୁ ରାତିଦିନ କଡା ପରିଶ୍ରମ କରିବା ପରେ ହିଁ ତାଙ୍କୁ ସଫଳତା ହାସିଲ୍ ହୋଇଥାଏ , ଏହି ପରୀକ୍ଷାରେ ଲିଖିତ ପରୀକ୍ଷା ଛଡା ଇଣ୍ଟରଭ୍ୟୁ ରାଉଣ୍ତ ବି କରାଯାଏ , ଓ ଏହା ପରୀକ୍ଷାର ଅନ୍ତିମ ଚରଣ ହୋଇଥାଏ , ଓ ଏହି ଇଣ୍ଟରଭ୍ୟୁରେ ଆଶାର୍ଥୀ ପ୍ରାର୍ଥୀଙ୍କୁ ବହୁତ ଅଜବଧରଣର ପ୍ରଶ୍ନ ପଚାରାଯାଏ , ଯାହା ପରୀକ୍ଷାର୍ଥୀର ତର୍କଶକ୍ତି ଓ ରିଜିଏନିଙ୍ଗ୍ ପାୱାର ପରଖାଯାଏ, ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ଆଇଏଏସ୍ ଇଣ୍ଟରଭ୍ୟୁରେ ପଚାରାଯାଇଥିଲା । ଯାହା ଆପଣଙ୍କୁ ବହୁତ କାମରେ ଆସିବ ।
୧) ପ୍ରଶ୍ନ- Buxwaha Forest ଅଭିଯାନ କଣପାଇଁ ଆରମ୍ଭ କରାଯାଇଥିଲା ?
ଉତ୍ତର- ଏହି ଅଭିଯାନ ମଧ୍ୟପ୍ରଦେଶ ଦ୍ୱାରା ଛତ୍ରପୁର ଜିଲ୍ଲାରେ ପ୍ରାୟ ୨,୧୫ ଲକ୍ଷ ଗଛର କଟା ଉପରେ ଅଟେ, ଏହି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ହୀରା ଖନନ ପ୍ରକିୟା ବିପକ୍ଷରେ ସ୍ୱର ଉତ୍ତୋଳନ କରିଥିଲେ ।
୨) ଭାରତୀୟ ସେନା ପାଇଁ ଏକ୍ସୋସ୍କେଲେଟନ୍ ସୁଟ୍ କାହାଦ୍ୱାରା ବନାହୋଇଛି ?
ଉତ୍ତର- ଏହା ରକ୍ଷା ଅନୁସଂନ୍ଧାନ ଏବଂ ବିକାଶ ସଂଗଠନ(DRDO)ଙ୍କ ଦ୍ୱାରା ବନାଯାଇଛି ।
୩) FAO କାହାର ଏଜେନ୍ସି ଅଟେ ?
ଉତ୍ତର- ସଂଯୁକ୍ତ ରାଷ୍ଟ୍ର ଖାଦ୍ୟ ଓ କୃଷି ସଂଗଠନ (FAO) ସଂଯୁକ୍ତ ରାଷ୍ଟ୍ରର ଏକ ବିଶେଷ ଏଜେନ୍ସି ଅଟେ ଯାହା ଭୋକକୁ ହରାଇବାପାଇଁ ଅନ୍ତରାଷ୍ଟ୍ରିୟ ପ୍ରୟାସର ନେତୃତ୍ୟ କରିଥାଏ ।
୪) ପୃଥୀରାଜ ଚୌହାନ ମହମ୍ମଦ ଘୋରୀଙ୍କ ସହ କେଉଁ ଲଢେଇ ଜିତିଥିଲେ ?
ଉତ୍ତର- ସେ ତରାଓରି ପ୍ରଥମ ଲଢେଇ ବା ତରାଇନ୍ ଲଢାଇ ଜିତିଥିଲେ, କିନ୍ତୁ ତରାଇନ୍ ଦ୍ୱିତୀୟ ଲଢେଇ ହାରିଯାଇଥିଲେ ।
୫) ବିଶ୍ୱ ମହାସାଗର ଦିବସ କେବେ ପାଳିତ ହୁଏ ?
ଉତ୍ତର- ବିଶ୍ୱ ମହାସାଗର ଦିବସ ୮ ଜୁନ୍ କୁ ପାଳିତ ହୁଏ ।
୬) ଜୁନ୍ ମାସର ନାଁ କାହା ନାଁ ଉପରେ ରଖାଯାଇଥିଲା?
ଉତ୍ତର- ଜୁନ୍ ମାସର ନାଁ ରୋମାନ୍ ଦେବୀ ଜୁନୋଙ୍କ ନାଁରେ ରଖାଯାଇଇଥିଲା ।
୭) LAC ରେ ନିଯୁକ୍ତ କରିବାପାଇଁ ଭାରତର କେଉଁ ଇଜ୍ରାଇଲି ଡ୍ରୋନ୍ କୁ ଲିଜ୍ ଉପରେ ଦିଆଯାଉଛି ?
ଉତ୍ତର- ଭାରତୀୟ ସଶସ୍ତ୍ର ବଳ ଜଲଦି ଉନ୍ନତ ଉଜ୍ରାଇଲି ଡ୍ରୋନ୍ ହିରୋନ୍ ଟିପି ପ୍ରାପ୍ତ କରିପାରିବେ , ଓ LAC ଉପରେ ନିଯୁକ୍ତ କରିପାରିବେ ।
୮) ସିବିଆଇ କେଉଁ ମନ୍ତ୍ରାଳୟ ଦ୍ୱାରା କାମ କରିଥାଏ ?
ଉତ୍ତର- ଭାରତୀୟ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ କାର୍ମିକ, ଲୋକ ଅଭିଯୋଗ, ଓ ପେନସନ୍ ମନ୍ତ୍ରାଳୟ ର ଅଧିକାର କ୍ଷେତ୍ରରେ କାର୍ଯ୍ୟ କରିଥାଏ ।
୯) Baitoushan Volcano କେଉଁଠି ଅଛି ?
ଉତ୍ତର- ଜ୍ୱାଲାମୁଖୀ ଉତ୍ତର ପୁର୍ବ ଚୀନରେ ଏକ ବଡ ଷ୍ଟେଟିକ୍ ଜ୍ୱାଲାମୁଖୀ ଅଟେ ।
୧୧) କେଉଁ ରାଜ୍ୟରେ ଲୋକଟାକ ହ୍ରଦ୍ ଅଛି ?ଉତ୍ତର- ଲୋକଟାକ ହ୍ରଦ ମଣିପୁରରେ ସ୍ଥିତ ଅଛି ।
୧୨) ଚକର ସହ ସୁର୍ଯ୍ୟ ଦେବତାଙ୍କ ରଥ ରୁପରେ କେଉଁ ମନ୍ଦିର ବନାଯାଇଛି ?ଉତ୍ତର- କୋଣାର୍କର ସୁର୍ଯ୍ୟ ମନ୍ଦିର ।
୧୩) ଭାରତର ରାଜକୋଷିୟ ନୀତି କିଏ ତୟ କରିଥାଏ ?
ଉତ୍ତର- ବିତ୍ତ ମନ୍ତ୍ରାଳୟ
୧୪) ପରମାଣୁ ଉର୍ଜା ସଂୟନ୍ତ୍ର ରେ କେଉଁ ୟୁରୋନିୟମ୍ ସମସ୍ଥାନିକ ର ଉପଯୋଗ ବିଜୁଳି ଉତ୍ପାଦନ ପାଇଁ କରାଯାଏ ?
ଉତ୍ତର- U-235
୧୫) ସେ କେଉଁ କାର୍ଯ୍ୟ ଅଟେ ଯାହା କେବଳ ରାତିରେ କରାଯାଇଥାଏ ?
ଉତ୍ତର- ଡିନର୍ ବା ରାତ୍ରୀ ଭୋଜନ ।