October 18, 2024

Odia Express

Leading Odia News Portal of Odisha

ମଜାଦାର୍ କମେଡି ଜୋକ୍ସ : ଏକ କଞ୍ଜୁସ୍ ପୁଅ କୁ କଞ୍ଜୁସ୍ ଝିଅ ସହ ପ୍ରେମ ହୋଇଗଲା , ଝିଅ- ଯେବେ ବାପା ଶୋଇଯିବେ ତେବେ ମୁଁ ଗଳିରେ ଏକ ପଇସା ପକାଇବି ତମେ ଆସିଯିବ ଆଉ ତାପରେ ଯାହା ହେଲା ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ..

କହନ୍ତି କି ହସିବା ହେଉଛି ସବୁଠାରୁ ଭଲ ମେଡିସିନ୍ ଓ ହସିବା ହସାଇବା ଜୀବନରେ ଖୁସି ରହିବା ଆମ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଉତ୍ତମ ମାନାଯାଏ , ଓ ସେମିତି ଆପଣ ନିଜକୁ ଖୁସି ରଖିବା ପାଇଁ ଜୋକ୍ସ କେଉଁ ମେଡିସିନ୍ ରୁ କମ୍ ନୁହେଁ ଓ ଆଜି ଆମେ ଆପଣଙ୍କ ପାଇଁ ଆଉଥରେ କିଛି ମଜାଦାର୍ ଜୋକ୍ସ ନେଇକରି ଆସୁଛୁ, ଯାହାକୁ ପଢିବା ପରେ ଆପଣ ହସି ହସି ବେଦମ୍ ହୋଇଯିବେ । ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ପପୁ ମାକୁ- ଆଜି ସକାଳୁ ଯେବେ ମୋ ବାପାଙ୍କ ସହ ବସରେ ଆସିଲି ତେବେ ଏକ ଆଣ୍ଟି ପାଇଁ ମୋତେ ସିଟ୍ ଛାଡିବାକୁ କହିଲେ , ମା- କିନ୍ତୁ ପୁଅ ଏହା ତ ଭଲ କଥା ଅଟେ, ବଡଙ୍କ ସମ୍ମାନ କରିବା ଉଚିତ୍ , ପପୁ –କିନ୍ତୁ ମା ମୁଁ ତ ପୁର୍ବରୁ ବାପାଙ୍କ କୋଳରେ ବସିଥିଲି ।

୨)ୟୁଏସ୍ ର ଅଟ୍ଟାଳିକାରେ ନିଆଁ ଲାଗିଗଲା,  ପପୁ- ଫାୟାର ବ୍ରିଗେଡ୍ କୁ- ଲୋକଙ୍କୁ ଜଣେ ଜଣେ କରିକି ତଳକୁ ଫିଙ୍ଗ, କ୍ୟାଚ୍ କରିନେବି ମୁଁ । ପ୍ରଥମେ ଏକ ପୁଅ ଆସିଲା, ତାପରେ ଝିଅ, ତାପରେ ବ୍ୟକ୍ତି, ତାପରେ ଜଣେ ମହିଳା, ପପୁ ସମସ୍ତଙ୍କୁ ଧରିପକାଇଲା , ଏକ ନିଗ୍ରୌ ଆସିଲା ତ ପପୁ ତାକୁ ଛାଡିଦେଲା , ଓ କହିଲା- ଆବେ ଶଳା ଯିଏ ଜଳିଯାଇଛି ତାକୁ ପକାଅନି

୩) ସାନ୍ତା ବାନ୍ତାକୁ- ତୁ କାଚର ସାମ୍ନାରେ ବସିକରି କଣ ପଢୁଛୁ ? ବାନ୍ତା- ଏହାର୍ ତିନୋଟି ଫାଇଦା ଅଛି,୧) ନିଜ ଉପରେ ନଜର ରୁହେ, ୨) ତା ସହ ରିଭିଜନ୍ ବି ହୋଇଯାଏ , ୩) ପଢିବା ପାଇଁ କମ୍ପାନୀ ବି ମିଳିଯାଏ ।

୪) ସାନ୍ତା ସିଂ ହୋଟେଲ୍ ରେ ଏକ ସ୍କିମ୍ ଦେଖିଲେ, ଓ ଡୀନର୍ କରି ପହଞ୍ଚିଲା , ୱେଟର୍- ସାର୍ ଆପଣଙ୍କ ବିଲ୍ ,ସାନ୍ତା- ନିଅ କାର୍ଡ ରଖିନିଅ, ୱେଟର୍-କିନ୍ତୁ ସାର୍, ଏହା ତ ଆପଣଙ୍କ ବାହାଘର କାର୍ଡ ଅଟେ , ସାନ୍ତା-କିନ୍ତୁ ବାହାରେ ତ ଲେଖାହୋଇଛି କି ଅଲ୍ କାର୍ଡସ୍ ଆକ୍ସେପଟେଡ୍ ,ୱେଟର୍- ବେହୋସ୍

୫) ଗପ୍ପୁ- ଆଜି ମୁଁ ପରିବା ବାଲାଠୁ ୫ ଟଙ୍କାର ୩ ଟି ପିଆଜ ନେଇକରି ଆସିଛି, ଡବୁ –କେମିତି ? ପିଆଜ ତ ମହଙ୍ଗା ଅଛି, ଗପୁ- ପରିବା ବାଲା ମୋତେ ପାଞ୍ଚ ଟଙ୍କାର ଗୋଟେ ପିଆଜ ଦେଲା< ତେବେ ମୁଁ ଗୋଟେ ଥାଳିରୁ ଉଠାଇ ଧରି ଆସିଲି, ଓ ଦ୍ୱିତୀୟ ତାକୁ ଫିଙ୍ଗିଦେଲି,

୬) ଲୋକଙ୍କ ଟିକେଟ୍ ଦେଖିକରି ଟିସି- ଟିକେଟ୍ ଦେଖା ଟିକେଟ୍ , ଗୁଡୁ- ଏଇ ନିଅ ସାର୍, ଟିସି- ଆରେ ଇଏ ତ ପୁରୁଣା ଟିକେଟ୍ ଅଟେ, କେଉଁଟା ଏବେ ଏବେ ତ ଶୋରୁମ୍ ରୁ ଆସିଛି ।

୭) ନାଶାର ତିନିଜଣ ସର୍ଦାରଙ୍କୁ ଚନ୍ଦ୍ରରେ ପଠାଗଲା, ରକେଟ୍ ଉଡିଲା, କିନ୍ତୁ ଅଧା ରାସ୍ତାରୁ ଫେରିଆସିଲା, ଯେବେ ତାଙ୍କୁ ଏହି ବିଷୟରେ କାରଣ ପଚାରାଗଲା , ତେବେ ସେ କହିଲେ କି ଆଜି ତ ଅମାବାସ୍ୟା ଚନ୍ଦ୍ର ତ ନଥିବ ନା ।

୮) ଜଣେ ବ୍ୟକ୍ତି ଚିକେନ୍ କିଣିବାକୁ ଗଲା, ଓ ଦୋକାନୀକୁ କହିଲା- ଭାଈ ସାହେବ , ଏକ କିଲୋ ଚିକେନ୍ ଦିଅ, ଏତେ ବେଲେ କୁକୁଡା କହିଲା ଭାଇସାହେବ, ଖୁଚୁରା ଅଛି ତ କାଟିବ ମୋତେ –ନହେଲେ ୫୦୦-୧୦୦ ଚକ୍କରରେ ମୋତେ ମାରିଦେବ ।

୯) ଥରେ ପପୁ ଜଙ୍ଗଲରେ ଯାଉଥିଲା, ଅଚାନକ ଭାଲୁ ଦେଖିକରି ନିଶ୍ୱାସ ରୋକିବାପାଇଁ ତଳେ ଶୋଇଗଲା, ଏହା ଦେଖିକରି ଭାଲୁ ଆସିଲା ଓ ତାର କାନରେ କହିଲା- ଶଳା ଭୋକ ଲାଗୁନି ନହେଲେ ତୋତେ ଛୁଆବେଲେ ମୁଁ ବି ଶୁଣିଛି ।

୧୦) ଜଣେ କଞ୍ଜୁସ୍  କୁ ଏକ କଞ୍ଜୁସ୍ ଝିଅ ସହ ପ୍ରେମ ହୋଇଗଲା ଝିଅ- ଯେବେ ବାପା ଶୋଇଯିବେ , ତେବେ ମୁଁ ଗାଳିରେ ଏକ ପଇସା ପକାଇବି, ଆବାଜ୍ ଶୁଣିକରି ତୁରନ୍ତ ଘରକୁ ଚାଳିଆସିବ , କିନ୍ତୁ ପୁଅ ପଇସା ଫିଙ୍ଗିବାର ଏକ ଘଣ୍ଟା ପରେ ଆସିଲା, ଝିଅ- ଏତେ ସମୟ କଣପାଇଁ ଲଗାଇଦେଲ , ପୁଅ- ସେ ମୁଁ ସେଇ ପଇସା ଖୋଜୁଥିଲି, ଝିଅ- ଆରେ ପାଗଳ ସେ ତ ପଇସାକୁ ଫିତା ଲଗାଈ ଫିଙ୍ଗିଥିଲି ପୁଣି ଆଉଥରେ ଟାଣି ଆଣିଲି ।ଏକଥା ଶୁଣିକି ଟୋକା ବେହୋସ

Leave a Reply

Your email address will not be published. Required fields are marked *