October 22, 2024

Odia Express

Leading Odia News Portal of Odisha

ଆଜିର ନୂଆ ଜୋକ୍ସ- ବାପ ପୁଅ ଯଦି ଶଶୁରଘର ବାଇକ୍ ଦେଇଦିଅନ୍ତି, ତେବେ କାର୍ ମାଗିବ ଆଉ କୁଲର ଦେଲେ ଏସି ମାଗିବୁ ଏହା ଶୁଣି ପୁଅ ଯାହା କହିଲା ବାପା ଖୁସିରେ ବେହୋସ ହେଇଗଲେ

ମଣିଷ ଜୀବନରେ ଏତେ ବ୍ୟସ୍ତ ହୋଇଯାଇଛି କି ସେ ଦିନ ସାରା ମଣିଷ ନିଜ କାମ ଧନ୍ଦାରେ ଲାଗିରହିଥାଏ , ମଣିଷ ପାଖରେ ସେମିତି ନିଜ ପାଈଁ ସମୟ ରୁହେ ନାହିଁ । ନିଜ ବିଜି ଲାଇଫ୍ ଯେପରି ସମୟ ବାହାର କରି ସେ ନିଜ ପରିବାର ସମୟ ଦେଇଥାଏ , କିନ୍ତୁ ଖୁସି ତେବେ ମିଳିଥାଏ ଯେବେ ମଣିଷ ହୃଦୟରୁ ଖୁସିରେ ରହିଥାଏ ,ଯାହା ମଣିଷ ସବୁବେଳେ ଖୁସିରେ ରହିଥାଏ , ତାଙ୍କ ସ୍ୱାସ୍ଥ୍ୟ ବି ଭଲ ରହିଥାଏ , ଆଜି ଆମେ ଏହି ପୋଷ୍ଟରେ ମାଧ୍ୟମରେ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହା ସୋସିଆଲ୍ ମିଡିଆରେ ବହୁତ ଅଧିକା ଭାଇରାଲ୍ ହେଉଛି । ସବୁ ୟୁଜର୍ସ ଏହି ମଜାଦାର୍ ଚୁଟକୁଲା ବହୁତ ପସନ୍ଦ କରୁଛନ୍ତି । ତେବେ ଚାଲନ୍ତୁ  ଆଉ ଡେରି କାହିଁକି ଆରମ୍ଭ କରିବା ହସିବା ହସାଇବାର ଏହି ମଜାଦାର୍ ସିଲସିଲା

୧) ୧୨ ବର୍ଷ ପରେ ସେ ଜେଲ୍ ରୁ ମଇଳା କୁଚୁଳା କପଡାରେ ବହୁତ ଥକି ହୋଇ ଘର ପହଞ୍ଚିଲା, ଘରେ ପହଞ୍ଚିକରି ସ୍ତ୍ରୀ ଚିଲ୍ଲାଇଲା କେଉଁଠି ଥିଲ ଏତେ ଦିନ, ତୁମର ମୁକୁଳିବାର ତ ୨ ଘଣ୍ଟା ପୁର୍ବରୁ ହିଁ ହୋଇଯାଈଥିଲା ନା , ସେ ବ୍ୟକ୍ତି ପୁଣି ଆଉଥରେ ଜେଲ୍ କୁ ଚାଲିଗଲା ।

୨) ଜୋକ୍ସ- ବାପା – ଧ୍ୟାନ ରଖିବୁ ପୁଅଯଦି ଶଶୁରଘର ବାଇକ୍ ଦେଇଦିଅନ୍ତି, ତେବେ କାର୍ ମାଗିବ,କୁଳର ଦେଲେ ଏସି ମାଗିବୁ ଘର ଦେଲେ ବଡ ବଙ୍ଗଳା ମାଗିବୁ ,ପୁଅ – ଆଉ ବାପା ଯଦି ସେଇ ଟୋଟାଲ ଝିଅ ନଦେଲେ ତେବେ ? ତା ମାକୁ ମାଗି ଦେଲେ ଚଲିବ କି ?ଏହା ଶୁଣିକି ବାପା ତ ଖୁସିରେ ବେହୋସ ହେଇଗଲେ ଆଉ

୩) ସ୍ତ୍ରୀ ଅଫିସ୍ ରୁ ଟିକିଏ ଜଲଦି ଘରେ ପହଞ୍ଚିଲା ତ ବେଡ୍ ରୁମ୍ କବାଟ ଖୋଲି ଦେଖିଲା ତ କମ୍ବଳରେ ୨ ଟି ଗୋଡ ଜାଗାରେ ୪ ଟି ଗୋଡ ଦେଖାଯାଉଥିଲା । ସେ ଆଉ କିଛି ଦେଖିଲାନାହିଁ , ଜୋର୍ ଜୋର୍ ରେ କ୍ରିକେଟ୍ ବ୍ୟାଟ୍ ରେ ମାରିବାକୁ ଲାଗିଲା,  ଯେବେ ମାରିମାରି ଥକିଗଲା ତେବେ ପାଣି ପିଇବାକୁ କିଚେନ୍ ଗଲା, ତେବେ ସେ ଦେଖିଲା କି ସ୍ୱାମୀ ବାଲକୋନୀରେ ବସି ମ୍ୟାଗଜିନ୍ ପଢୁଛନ୍ତି । ସ୍ୱାମୀ- ଆରେ ତୋର ଭାଇ-ଭାଉଜ ଆସିଥିଲେ , ମୁଁ ତାଙ୍କୁ ବେଡରୁମ୍ ରେ ଶୁଆଇ ଦେଇଛି, ଯା ଦେଖାକରିଦେ ।

୪) କାଳିକାକୁ ଝାଡା ଲାଗିଲା ସେ ଡାକ୍ତରକୁ ଦେଖାଇବାକୁ ଗଲା, ଡାକ୍ତର କହିଲେ- ଲେମ୍ବୁର ବ୍ୟବହାରକର, ଆଗାମୀ ଦିନ ଡାକ୍ତର- ଏବେ କେମିତି ଅଛ ? କାଳିଆ- ଲେମ୍ବୁ ହଟାଇବାପରେ ପୁଣି ଆରମ୍ଭ ହେଇଯାଉଛି ।

୫) ଶିକ୍ଷକ- ଏକ କିସ୍ ବହୁତ ଖତରନାକ୍ ହୋଇଥାଏ ଛାତ୍ର- କିପରି ? ଶିକ୍ଷକ- ଗୋଟେ ଥରରେ ଚାଳିଶ୍ ହଜାର୍ କିଟାଣୁ ଟ୍ରାନ୍ସଫର୍ ହୋଇଯାଏ , ଛାତ୍ର- ଏହାର କୌଣସି ଚିକିତ୍ସା ଅଛି ଆପଣଙ୍କ ନଜରରେ ଶିକ୍ଷକ- ଏହାର କିଛି ବି ଚିକିତ୍ସା ନାହିଁ , ଛାତ୍ର- ମୋର ପାଖରେ ଏହାର ଶତ୍ରିୟା ଚିକିତ୍ସା ଶିକ୍ଷକ- କଣ ଚିକିତ୍ସା ହୋଇପାରିବ ? ଛାତ୍ର- କିସ୍ କୁ ଫେରାଇଦିଅ ।

୬) ସାନ୍ତା- ରେଲୱେ ଷ୍ଟେସନରେ ଏକ ଚିରାଗ ମିଳିଲା , ତାହାକୁ ଉଠାଇଲା ଓ ରଗଡିବା ଆରମ୍ଭ କରିଦେଲା,  ଜୋରଦାର୍ ଧମାକା ହେଲା,  ଓ ସେ ମରିଗଲା ଶିକ୍ଷା- ଏବେ ଆଲ୍ଲାଦିନ ଜମାନା ଗଲା , ଲାବାରିସ୍ ବସ୍ତୁ ଠାରୁ ଦୁରରେ ରୁହନ୍ତୁ,  କିଛି ଜିନିଷ ଆଲ୍ଲାଦିନ ନୁହେଁ , ମୁଜାହିଦିନ୍ ବି ହୋଇପାରେ , ଜନହିତ ପାଇଁ ଜାରୀ ।

୭) ସେ ପଡୋଶୀନୀ ବି ଆତଙ୍କବାଦୀ ବି କମ୍ ନୁହେଁ , ଯିଏ ନୁଆ ଶାଢୀ କିଣିକରି ସିଧା ଆପଣ ସ୍ତ୍ରୀକୁ ଦେଖାଇବାକୁ ଆସିଥାଏ ,

୮) ଆଜିକାଲି କୁଲ୍ ଡୁଡ୍ ହୋଇକରି , ବୁଲୁଥିବା ପୁଅଙ୍କୁ କଣ ଜଣା, ଆମେ ତ ସେହି ସମୟରେ କଟାଉଥିଲେ ଯେବେ ଝିଅର କେବଲ ସୁନ୍ଦର ହ୍ୟାଣ୍ତରାଇଟିଙ୍ଗ୍ ଦେଖିକରି ପଟିଯାଉଥିଲା ।

୯) ମ୍ୟାଡାମ୍- ପୁଅ ମାନିନିଅ, ଯଦି ଚୋର ପଛର କବାଟରେ ଘରେ ପଶିଆସନ୍ତି , ତେବେ ତୁମେ ପ୍ରଥମେ କଣ କରିବ ? ଛୁଆ- ଏମିତି ସ୍ଥିତିରେ ୧୦୦ ନମ୍ବରକୁ ପଛରୁ ଆରମ୍ଭ କରି ୦୦୧ କଲ୍ କରିବି, ଯାହାଦ୍ୱାରା ପୋଲିସ୍ ପଛରେ କବାଟ ପଛରୁ ଆସିଲେ , ଯାହାଦ୍ୱାରା ପୋଲିସ୍ ବି କବାଟ ପଛରେ ଆସିଲେ , ମ୍ୟାଡାମ୍ ବେହୋସ୍ ।

Leave a Reply

Your email address will not be published. Required fields are marked *