December 27, 2024

Odia Express

Leading Odia News Portal of Odisha

ଅତି ଜୋରରେ ହେଉଥିବା ମୁଣ୍ଡବିନ୍ଧା ମାତ୍ର ପାଞ୍ଚ ମିନିଟରେ କମାନ୍ତୁ ଏହି ଉପାୟ ଦ୍ଵାରା – ଆଜି ଘରେ କରନ୍ତୁ ଏହି ଉପଚାର..

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ମୁଣ୍ଡବିନ୍ଧାରୁ ରକ୍ଷା ପାଇବା ପାଇଁ ଏକ ବହୁତ ପ୍ରଭାବଶାଳୀ ଉପାୟ କହିବି ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର ଏହି ସମସ୍ୟା ପାଞ୍ଚ ମିନିଟରେ ଦୂରେଇ ଯିବ।ଯେପରି ମୌସୁମୀ ବଦଳିବା ଦ୍ଵାରା ଆମକୁ ଥଣ୍ଡା ହୋଇ ଯାଇଥାଏ। ଏହି କାରଣରୁ ଆମକୁ ମୁଣ୍ଡବିନ୍ଧା ମଧ୍ୟ ହୋଇଥାଏ।ଏହା ହେବ ଦ୍ଵାରା ବ୍ୟକ୍ତିର କୌଣସି କାମରେ ମନ ଲାଗି ନଥାଏ।କିନ୍ତୁ ଆଜି ମୁଁ ଆପଣ ମାନଙ୍କୁ ଏଥିପାଇଁ ଏକ ଅତି ସହଜ ଉପାୟ କହିବି।

ଏପରି ହେବା ଅତି ସାଧାରଣ କଥା ହୋଇଥାଏ ଓ ଏହା ପ୍ରତି ଘରେ ଦେଖା ଦେଇଥାଏ।ଏଥିପାଇଁ ମୁଁ ଆପଣ ମାନଙ୍କୁ ଏକ ଘରୋଇ ଉପାୟ କହିବାକୁ ଯାଉଚି ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ମୁଣ୍ଡବିନ୍ଧା ପୁରା କମିଯିବ।ଆପଣ ପୁରା ସୁସ୍ଥ ଅନୁଭବ କରିବେ ଓ ମତେ ଧନ୍ୟବାଦ ଦେବେ।ଆପଣ ଏହାକୁ କେବଳ ନିଜ ପର୍ଯ୍ୟନ୍ତ ସୀମିତ ରଖିବେ ନାହିଁ ଆପଣଙ୍କର ସାଙ୍ଗ ସାଥି ,ବନ୍ଧୁ ଆଦି ଯିଏ ବି ଏହି ରୋଗରେ ପୀଡିତ ଥିବେ ତାଙ୍କୁ ଆପଣ କହିବେ।

ଆପଣ ପ୍ରଥମେ ଏକ ଚାମଚ ଜିରା ନେବେ ଓ ତା ସହିତ ଗୋଟିଏ ଖଣ୍ଡ ଅଦାକୁ ପେଶିକରି ଏକ ଚାମଚ ଜିରା ସହିତ ସମାନ କରି ନେବେ।ଏଥି ସହିତ ତୁଳସୀ ୧୦ ବା ୧୨ଟି ପତ୍ର ନିଅନ୍ତୁ।ଆପଣ ଦୁଇ ଗ୍ଲାସ ପାଣି ନେଇ ସେଥିରେ ଏସବୁ ପକାଇ ସିଝାଇ ଦିଅନ୍ତୁ।ଏହାକୁ ପୁରା କଡ଼ା ଭାବରେ ଗରମ କରିବେ।ଯେବେ ଦୁଇ ଗ୍ଲାସ ପାଣି ମରିକି ଏକ ଗ୍ଲାସ ହୋଇଯିବ ସେତେବେଳେ ଏହାକୁ ଛାଣି ଦେବେ।ଏଥିରେ ମହୁ ମିଶାଇ କରି ଆରାମସେ ଅଳ୍ପ ଅଳ୍ପ କରି ପିଇବେ।ଧ୍ୟାନ ରଖିବେ ମହୁ ପୁରା ଶୁଦ୍ଧ ହୋଇଥିବ। ନଚେତ ଆପଣ ମହୁ ଜାଗାରେ ଦେଶୀ ଘିଅ ମଧ୍ୟ ବ୍ୟବହାର କରିପାରିବେ।

ଏବେ ଆଉ ଏକ ଉପାୟ କହୁଚି।ଆପଣ କିଛି ପାଖୁଡା ରସୁଣ ଆଣି ତାକୁ ଅଳ୍ପ ସୋରିଷ ତେଲରେ ଗରମ କରନ୍ତୁ।ଯଦି ଆପଣଙ୍କ ପାଖରେ ସୋରିଷ ତେଲ ନାହିଁ ତ ଆପଣ ନଡ଼ିଆ ତେଲ ମଧ୍ୟ ବ୍ୟବହାର କରିପାରିବେ।ଏବେ ଆପଣ ଏହି ତେଲକୁ ନିଜ ମୁଣ୍ଡରେ ମାଲିସ କରନ୍ତୁ।ଦେଖିବ ମାତ୍ର ୧୦ ମିନିଟ ଭିତରେ ଆପଣଙ୍କ ମୁଣ୍ଡବିନ୍ଧା କମିଯିବ।ଯଦି ଆପଣଙ୍କ ଦେହରେ ଥଣ୍ଡା ଅଛି ତ ଏହାକୁ ନିଜ ଗୋଡ଼ ହାତରେ ମାଲିସ କରନ୍ତୁ।ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ।ଯଦି ଆପଣଙ୍କ ଦେହ ହାତ ଦରଜ ମଧ୍ୟ ଅଛି ତ ଆପଣ ଏହାର ବ୍ୟବହାର ମଧ୍ୟ କରିପାରିବେ।ଆପଣଙ୍କୁ ଏହି ଜିନିଷ ପାଇଁ କୌଣସି କଷ୍ଟ କରିବା ପାଇଁ ପଡ଼ିବ ନାହିଁ ଏହା ଆପଣଙ୍କୁ ଆପଣଙ୍କ ରୋଷେଇ ଘରେ ମଧ୍ୟ ମିଳିଯିବ।

Leave a Reply

Your email address will not be published. Required fields are marked *