December 26, 2024

Odia Express

Leading Odia News Portal of Odisha

ଷ୍ଟାଇଲ୍ ମାମଲାରେ ଏହି ରାଶିର ଝିଅ ମାନେ ହେଇଥାନ୍ତି ସବୁଠୁ ଆଗରେ, ଦେଖିକରି ପୁଅମାନେ ହୋଇଯାଆନ୍ତି ପୁରା ଫିଦା..

ସେମିତି ଆମ ଜୀବନରେ ସବୁଦିନ ନା ଜଣା କେତେ ଝିଅ ସାମ୍ନାରେ ଆସନ୍ତି , କିନ୍ତୁ ଏମାନଙ୍କ ମଧ୍ୟରୁ କିଛି ହୋଇଥାନ୍ତି ଯାହାଙ୍କୁ ଦେଖିକରି ପ୍ରଥମ ଦେଖାରେ ପ୍ରେମ ହୋଇଯାଏ , ଏହି ଝିଅମାନଙ୍କ ମଧ୍ୟରେ କିଛି ଖାସ୍ ଥାଏ ଯାହାର କାରଣରୁ ଯେଉଁ ପୁଅ ବି ଦେଖେ ସେ ନିଜ ମନ ହୃଦୟ ଦେଇ ବସେ , ପ୍ରଥମ ଦେଖାରେ ପ୍ରେମ ଯିଏ ସାମ୍ନା ବାଲା ସବୁଠାରୁ ଅଧିକା ପ୍ରଭାବିତ କରେ, ଆପଣ ବିଶ୍ୱାସ କରନ୍ତୁ କି ନାହିଁ କିଛି ଝିଅମାନଙ୍କର ଷ୍ଟାଇଲ୍ ତାଙ୍କ ଛୁଆବେଳରୁ ଥାଏ, ଯେବେ କେଉଁ ବ୍ୟକ୍ତି ଜନ୍ମ ନେଇଥାଏ , ତେବେ ତାର ରାଶି ସହ ଯୋଡୀ ହୋଇଥିବା ଗ୍ରହ ଓ ନକ୍ଷତ୍ରର ସ୍ଥିତି ଏହା ତୟ କରେ କି ବ୍ୟକ୍ତିର ସ୍ୱଭାବ ଓ ବ୍ୟକ୍ତିତ୍ୱ କିପରି ରହିବ ,ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ରାଶିଗୁଡିକ ବିଷୟରେ କହିବୁ ଯେଉଁଠି ଏହି ରାଶିର ଝିଅମାନେ ନିଜ ଷ୍ଟାଇଲ୍ ପାଇଁ ପୁଅମାନଙ୍କୁ ଆକର୍ଷୀତ କରାନ୍ତି, ତେବେ ଆସନ୍ତୁ ଜାଣିବା ସେହି ଝିଅମାନଙ୍କର ବିଷୟରେ ।

୧) ମେଷ ରାଶି-ଏହି ରାଶିର ଝିଅମାନଙ୍କର କଥା ଅଲଗା ପ୍ରକାରର ହୋଇଥାଏ , ଏମାନଙ୍କ ଅନ୍ଦାଜ ବାକି ସବୁ ଝିଅଙ୍କ ଅପେକ୍ଷା କିଛି ଭିନ୍ନ ହୋଇଥାଏ, ଏହି ଝିଅମାନଙ୍କର ଏକ ଖାସ୍ କଥା ଏହା କି ଏମାନେ ଏତେ ସରଳ ଥିଲେ ବି ଆକର୍ଷିତ ଲାଗନ୍ତି , ଏମାନଙ୍କ କଥା ବାର୍ତ୍ତା କରିବାର ଶୈଳୀ, ଉଠିବା ବସିବାର ଅନ୍ଦାଜ ବହୁତ ଅଲଗା ହୋଇଥାଏ , ଏମାନଙ୍କ ଏହି ଗୁଣକୁ ନେଇ ପୁଅମାନେ ଦିୱାନା ହୋଇଯାଆନ୍ତି , ଏହି ରାଶିର ଝିଅମାନେ କେବଳ ପୁଅଙ୍କୁ ଟାଇମ୍ ପାସ୍ ନଜରରେ ଦେଖନ୍ତି ନାହିଁ । ବରଂ ପ୍ରକୃତରେ ଜୀବନସାଥୀ ବନାଇବାର ଇଚ୍ଛା ରଖନ୍ତି ।

୨) ତୁଳା ରାଶି-ଏହି ରାଶିର ଝିଅଙ୍କ ବିଷୟରେ କହିଲେ ତାଙ୍କ ବିଷୟରେ ଯେତେ ଆଲୋଚନା କଲେ ବି କମ୍ ହେବ , ଖାସ୍ କରି ଏମାନଙ୍କ କଥାବାର୍ତ୍ତା କରିବାର ଶୈଳୀ ପୁଅମାନଙ୍କୁ ନିଜ ବଶରେ କରିଦିଏ , ଏମାନେ ବଡ ଭଲ ବ୍ୟବହାର ସହ ପୁଅଙ୍କ ସହ କଥା ହୁଅନ୍ତି , ଏମାନଙ୍କ କଥାବାର୍ତ୍ତାରେ ବହୁତ ମଧୁରତା ଥାଏ, ଯାହା ସାମ୍ନା ବାଲାର ହୃଦୟକୁ ତରଳାଇଦିଏ , ଏମାନଙ୍କ ଖାସ୍ କଥା ଏହା କି ଏମାନେ ଏତେ ଭଲ ହୋଇଥାନ୍ତି , ଲୋକେ ଚାହିଁଲେ ବି ଏମାନଙ୍କ ଉପରେ ରାଗିପାରିବେ ନାହିଁ ଏମାନଙ୍କ ଏହି ସବୁ ଗୁଣ ଯୋଗୁଁ ଏମାନଙ୍କର ସମସ୍ତେ ପ୍ରେମିକ ହୋଇଥାନ୍ତି ।

୩) କୁମ୍ଭ ରାଶି- ଏହି ରାଶିର ଝିଅମାନେ ଭିଡ ଭିତରେ କିଛିଅଲଗା ହୋଇଥାନ୍ତି , ଏମାନେ ନିଜ ଗ୍ରୁପର ଲିଡର୍ ହୋଇଥାନ୍ତି, ଏମାନେ ଯେଉଁ ବି ସ୍କୁଲ୍ କିମ୍ବା କଲେଜରେ ଯାଆନ୍ତି ସେଠାରେ ଚର୍ଚ୍ଚା ହୋଇଥାଏ , ନିଜ ଷ୍ଟାଇଲ୍ ଦେଖାଇବ ସହ ଏମାନେ ଭଲ କମେଡି ବି କରନ୍ତି , ଏମାନେ ଯେଉଁ ପାର୍ଟି କିମ୍ବା ସମାରୋହକୁ ଯାଆନ୍ତି ସେଠାରେ ହସଖୁସିର ମାହୋଲ୍ ସୃଷ୍ଟି ହୁଏ , ଏମାନଙ୍କ ଗୋଟେ ହସରେ ଅଧିକାଂଶ ପୁଅମାନେ ତରଳିଯାଆନ୍ତି , ଥରେ ଏମାନଙ୍କ ସହ ସାକ୍ଷାତ ଯିଏ କଲା ସେ ବହୁତ ଦିନ ଯାଏଁ ତାଙ୍କୁ ଭୁଲି ପାରିବା ଅସଂମ୍ଭବ ।

Leave a Reply

Your email address will not be published. Required fields are marked *