December 27, 2024

Odia Express

Leading Odia News Portal of Odisha

ଓଡ଼ିଆ ନଟିଆ ହସକଥା: ଗୋଟେ ପାର୍ଟିରେ ସ୍ତ୍ରୀ ସ୍ୱାମୀକୁ କହେ ଦେଖ ହୋ ସେ ପୁଅ ମୋତେ କେତେବେଳରୁ ମୋ ଆଡକୁ ଅନେଇଛି ତାପରେ ସ୍ୱାମୀ କହିଲେ ଏପରି କଥା ଯେ..

ଜୋକ୍ସର ଏହି ମଜାଦାର୍ ଦୁନିଆଁରେ ଆପଣଙ୍କୁ ଆଉଥରେ ସ୍ୱାଗତ, ତେବେ ଆମେ ସବୁ ଭଲରେ ଜାଣିଛେ କି ଖୁସି ରହିବା ଆମ ଜୀବନ ପାଇଁ କେତେ ଜରୁରୀ ହୋଇଥାଏ , କାରଣ ଖୁସି ରହିଲେ ଆମ ଜୀବନର ଅଧା ଚିନ୍ତା ଦୁର ହୋଇଯାଏ , ଏହି କଥାକୁ ଧ୍ୟାନରେ ରଖି ଆମେ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ ଯାହାକୁ ପଢିବା ପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ଗୋଟେ ଛୁଆ ରାତିରେ ଏକ ସ୍ୱପ୍ନ ଦେଖିଲା । ଓ ସକାଳୁ ଉଠିକରି ମା ପାଖକୁ ଗଲା ଓ କହିଲା ମା ମୁଁ ଏକ ସ୍ୱପ୍ନ ଦେଖିଲି , ମା ପଚାରିଲେ- କଣ ଦେଖିଲୁ ସ୍ୱପ୍ନରେ ? ଛୁଆ- ମୁଁ ଦେଖିଲି କି ମୋର ଗୋଟେ ପାଦ ମାଟିରେ ଓ ଆଉ ଏକ ପାଦ ଆକାଶରେ ଅଛି , ମା- ଏବେ ନାଲାୟକ, ଏମିତି ସ୍ୱପ୍ନ ଆଉ ଦେଖେନି, ଗୋଟେ ହିଁ କଚ୍ଚା ଅଛି ତୋର ପାଖରେ ତାକୁ ବି ଫାଡିଦେବୁ ନା କଣ ?

୨) ରେଳର ଡବାରେ ଚିଣ୍ଟୁର ମା ଚିଣ୍ଟୁକୁ କହିଲେ – ଚୁପ୍ ଚାପ୍ ବସିଯା, ବେଶୀ ଦୁଷ୍ଟ ହେଲେ ମାରିବି । ଚିଣ୍ଟୁ- ତୁମେ ମୋତେ ମାରିଲେ ମୁଁ ଟିକେଟ୍ ଚେକରକୁ ନିଜ ବୟସ କହିଦେବି ।

୩) ସ୍ତ୍ରୀ- ନୁଆ ଘର ହେବା ପାଇଁ ଏବେ ୬ ମାସ ଆହୁରି ଲାଗିଯିବ । ସ୍ୱାମୀ- ଆରେ ନାହିଁ ଚାରିଜଣ ଲୋକ ଆହୁରି ଲଗାଇଦେବି ଜଲଦି ହୋଇଯିବ , ପୁଅ- ମା ମୁଁ କେତେ ଦିନ ଜନ୍ମ ହୋଇଥିଲି ? ମା- ୯ ମାସରେ ପୁଅ, ପୁଅ- ଆରେ କଣ ପାଇଁ ଚାରିଜଣ ଲୋକ ଲଗାଇଦେଇଥାନ୍ତ ନା ।

୪) ମାଲିକାଣୀ ଉଦାସ ବସିଥିବାର ଦେଖିକରି ଚାକରାଣୀ ପଚାରିଲା କଣ ହେଲା ମା ଏତେ ଉଦାସ କଣ ପାଇଁ ହେଇଛ ? ମାଲିକାଣୀ- କଣ କହିବି ତୋତେ, ତୋର ସାହେବ ଅଫିସ୍ ରେ ଏକ ଝିଅକୁ ଭଲ ପାଉଛନ୍ତି , ଚାକରାଣୀ- ଏମିତି ହୋଇନଥିବ ଏହା ସବୁ ମୋତେ ଇର୍ଶା କରାଇବ ବୋଲି କହୁଛ , ସାହେବ ମୋତେ ତ କେବଳ ଭଲ ପାଉଛନ୍ତି ।

୫) ଯେଉଁ ଛାତ୍ର ପାସ୍ ହୋଇଗଲେ ତାଙ୍କୁ congratulation ଓ ଯେଉଁ ଛାତ୍ର ଫେଲ୍ ହୋଇଯିବେ ତାଙ୍କୁ Double congratulation Bcoz ଏବେ ତାଙ୍କ କ୍ଲାସରେ ନୁଆ ନୁଆ ଝିଅ ଆସିବେ , Moral- ଫେଲ୍ ହେଲେ କିଛି କ୍ଷତି ହୋଇନଥାଏ ।

୬) ଭାଇ କଳିଯୁଗ ଆସିଯାଇଛି ଯେଉଁ ସାଙ୍ଗଙ୍କ ବାହାଘରରେ ନାଚୁଥିଲେ ଆଜି ସେ ନିଜ ସ୍ତ୍ରୀ ସହ ଆଲବମ ଦେଖିକରି କହିଥାଏ ଶଳା ଇଏ ମଦୁଆ ।

୭) ଏକ ପହଲିବାନ ଛୁଆ ଏକ ଦୁର୍ବଳ ଛୁଆକୁ ଚାପୁଡା ମାରିଲା , ଦୁର୍ବଳ ପିଲା ପଚାରିଲା- ଏଇ ଚାପୁଡା ମୋତେ ରାଗରେ ମାରିଲୁ ନା ମଜାକ୍ ରେ , ପହଲିବାନ ଛୁଆ କହିଲା- ରାଗରେ , ଦୁର୍ବଳ ପିଲା କହିଲା- ତାହେଲେ ଠିକ୍ ଅଛି କାରଣ ମୋତେ ମଜାକ୍ ପସନ୍ଦ ଲାଗେନି ।

୮) କେଉଁ ଗୋଟେ ବାହାଘରରେ ବ୍ରାହ୍ମଣ ବରର ହାତରେ କନ୍ୟାର ହାତ ଥୋଇଦେଲେ , ଗୋଟେ ଛୁଆ ଏଇ ସବୁ ଦେଖୁଥିଲା ସେ ନିଜ ବାପାକୁ ପଚାରିଲା ବାହା ବର ଓ କନ୍ୟା ପରସ୍ପର ହାତ କଣପାଇଁ ମିଳାନ୍ତି ? ବାପା କହିଲେ – ପୁଅ ପହଲିବାନ ଆଖାଡାରେ ବାହାରିବା ପୁର୍ବରୁ ହାତ ମିଳାଇଥାଏ ।

୯) ଗୋଟେ ପାର୍ଟିରେ ସ୍ତ୍ରୀ ସ୍ୱାମୀକୁ କହେ ଦେଖ ହୋ ସେ ପିଲା ମୋତେ କେତେ ବେଳରୁ ବୁଲିବୁଲି ଅନାଉଛି, ସ୍ୱାମୀ- ସେ ପିଲାର ପାଖକୁ ଯାଇକରି ତାକୁ ଦୁଇ ଚାପୁଡା ଥୋଇଦେଲେ ତାପରେ କହିଲେ- ସଳା ତିନି ବର୍ଷ ପୁର୍ବରୁ ତୁ ଏହିପରି ବୁଲିବୁଲି କରିଦେଖିଥାନ୍ତା ହେଲେ ମୋର ଜୀବନ ବଞ୍ଚିଯାଇଥାନ୍ତା ।

୧୦) ଝିଅ- ମୋର ଓଠ କେତେ ଖରାପ ହୋଇଛି, ଡାକ୍ତର- ତୁମେ ପ୍ଲାଷ୍ଟିକ୍ ସର୍ଜରୀ କରାଇନିଅ ଏବେ , ଝିଅ- କେତେ ପଇସା ଲାଗିବ , ଡାକ୍ତର- ଛଅ ଲକ୍ଷ ଟଙ୍କା, ଝିଅ- ଯଦି ମୁଁ ପ୍ଲାଷ୍ଟିକ୍ ସର୍ଜରୀ ନିଜେ କରେଇ ନେବି ତ ?ଡାକ୍ତର- ଶୁଣ ଫେବିକଲ୍ ବି ଆଣିଥିବ ଫ୍ରୀରେ ଲଗାଇଦେବି ।

Leave a Reply

Your email address will not be published. Required fields are marked *