December 26, 2024

Odia Express

Leading Odia News Portal of Odisha

ମହାଭାରତରେ ଶ୍ରୀକୃଷ୍ଣଙ୍କ ଭୁମିକାରେ ନଜର ଆସିଥିବା ନିତିଶ ଭରତ୍ୱାଜ ଅଟନ୍ତି ଚାରୋଟି ଛୁଆଙ୍କ ବାପା, ଅଭିନେତା କରିଥିଲେ ଦୁଇଟି ବିବାହ

ଧାର୍ମିକ ସିରିଆଲ୍ ମହାଭାରତରେ ଭଗବାନ ଶ୍ରୀକୃଷ୍ଣଙ୍କର ଅଦ୍ଭୁତ ଅଭିନୟ ଦ୍ୱାରା ସମସ୍ତଙ୍କୁ ମତୁଆଲା କରିଥିବା ଅଭିନେତା ନିତିଶ ଭରତ୍ୱାଜ ଏବେ ୫୮ ବର୍ଷୀୟ ହୋଇସାରିଛନ୍ତି , ନିତିଶ ଭରତ୍ୱାଜ ନିଜ କ୍ୟାରିୟରର ବହୁତ ଶୋ ଓ ଅନ୍ୟାନ୍ୟ ଫିଲ୍ମରେ ଏକ ଗୁରୁତ୍ୱପୁର୍ଣ୍ଣ ଯୋଗଦାନ ଦେଇଛନ୍ତି, କିନ୍ତୁ ଶ୍ରୀକୃଷ୍ଣଙ୍କ ଭୁମିକାରେ ସେ ଅଧିକା ଲୋକପ୍ରିୟତା ହାସିଲ୍ କରିଥିଲେ,  ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ତାଙ୍କର ପ୍ରଫେସନାଲ୍ ଲାଇଫ୍ ନୁହେଁ ବରଂ ବ୍ୟକ୍ତିଗତ ଜୀବନ ବିଷୟରେ ଜଣାଇବାକୁ ଯାଉଛୁ ।ନିତିଶଙ୍କ କଥା କହିଲେ ତେବେ ଅଭିନୟରେ ସେ ବହୁତ ସଉକ ରଖନ୍ତି , ଓ ସେ ଅଭିନୟର ଦୁନିଆଁରେ ଆସିବା ପୁର୍ବରୁ ଏକ ରେସକୋର୍ସରେ ଜଣେ ଆସିଷ୍ଟାଣ୍ଟ ବେଟରିନେରିୟନ୍ କାମ କରୁଥିଲେ , କହିଦେବୁ କି ଘୋଡା ଓ ବାଘ ବି ନିତିଶଙ୍କ ବହୁତ ଇଚ୍ଛା ଥିଲା,  ଏହି ଚାକିରିରେ ତାଙ୍କ ମନ ଲାଗିଲା ନାହିଁ ଯାହାଦ୍ୱାରା ସେ ଏହି କାମକୁ ଛାଡିଦେଇଥିଲେ,  ଓ ନିଜ କଲେଜର ସମୟରେ ସେ ଅଭିନୟ ଆଡକୁ ନେଇ ଟିକିଏ ଅଧିକା ଗୁରୁତ୍ୱ ଦେବାକୁ ଲାଗିଲେ , ସେ ଏକ ଥିଏଟର୍ ଗ୍ରୁପ୍ ଜଏନ୍ କଲେ ।

କ୍ୟାରିୟର କଥା କହିଲେ ସେ ମରାଠି ଥିଏଟର୍ ଜରିଆରେ ଅଭିନୟର ଆରମ୍ଭ କରିଥିଲେ,  ଓ ସେହି ସମୟରେ ସେ ହିନ୍ଦୀ ଥିଏଟର୍ ବି ଏଣ୍ଟ୍ରି କଲେ , ନିତିଶ୍ ସେହି ଦିନରେ ବମ୍ବେର ଦୁରଦର୍ଶନରେ ଆନାଉନ୍ସର୍ ଓ ନ୍ୟୁଜ୍ ରିଡର୍ ପୋଷ୍ଟ ପାଇଥିଲେ, ଯେଉଁଠି ସେ କିଛି ସମୟ ଅତିବାହିତ କଲେ , ଏହାପରେ ସେ ୧୯୮୭ ରେ ଏକ ମରାଠି ଫିଲ୍ମ କରିଥିଲେ , ଓ ତାପରେ ନାନା ପାଟେକରଙ୍କ ସାଙ୍ଗରେ ତୃଷାଗ୍ନି ଜରିଆରେ ନିଜ କ୍ୟାରିୟର ଆରମ୍ଭ କଲେ । ଏହି ଫିଲ୍ମର ସହ ନିତିଶ୍ ଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ରୋଲ୍ ମିଳିଲା,  ଓ ସେ ବହୁତ ପରିଶ୍ରମ କରିଥିଲେ , କହିଦେବୁ କି ସେ ଶ୍ରୀକୃଷ୍ଣଙ୍କ ପୁର୍ବରୁ ବିଦୁର ରୋଲ୍ ଦିଆଯାଇଥିଲା , କିନ୍ତୁ ସେ ରୋଲ୍ ରେ ସେ ଫିଟ୍ ହୋଇନଥିଲେ ତାପରେ ସେ ସହଦେବ ରୋଲ୍ ଦିଆଗଲା ।

କିନ୍ତୁ କହିଦେବୁ କି ଅସଲରେ ନିତିଶ୍ ଅଭିମନ୍ୟୁ ଙ୍କ ଅଭିନୟ କରିବାକୁ ଚାହୁଁଥିଲେ , କିନ୍ତୁ ବି ଆର୍ ଚୋପ୍ରା ତାଙ୍କୁ ଶ୍ରୀକୃଷ୍ଣଙ୍କ ରୋଲ୍ କରିବାକୁ ପ୍ରୋତ୍ସାହନ କରାଇଲେ , ଓ ତାଙ୍କୁ ଶ୍ରୀକୃଷ୍ଣଙ୍କ ରୋଲ୍ ଦିଆଗଲା । ସେମିତି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ ସେ ନିଜ ଜୀବନ ମଧ୍ୟରେ ଦୁଇଟି ବିବାହ କରିଛନ୍ତି , ଯେଉଁଥିରେ ୨୭ ଡିସେମ୍ବର ୧୯୯୧ ରେ ସେ ମୋନିଶା ସିଂ ସହ ପ୍ରଥମ ବିବାହ କରିଥିଲେ ଓ ପରେ ସେ ଦୁଇଟି ଛୁଆଙ୍କ ବାପା ହେଲେ , ଯେଉଁଠି ଗୋଟେ ପୁଅ ଓ ଏକ ଝିଅ ଅଛି, ପରେ ଏହି ବୈବାହିକ ଜୀବନ ଅଧିକା ଦିନ ଯାଏଁ ରହିନଥିଲା ତାପରେ ୨୦୦୫ ରେ ତାଙ୍କର ଛାଡପତ୍ର ହୋଇଗଲା ଯାହା ପରେ ସେ ତାଙ୍କ ସ୍ତ୍ରୀ ମୋନିସା ଛୁଆଙ୍କ ସହ ନେଇକରି ଲଣ୍ତନ ଚାଲିଗଲେ ।

ଏହାପରେ ପ୍ରାୟ ତିନି ବର୍ଷ ପରେ ମାନେ ୨୦୦୮ ରେ ସେ ଦ୍ୱିତୀୟ ବିବାହ କରିଥିଲେ,  କହିଦେବୁ କି ସ୍ମିତା ଗେଟ୍ ଙ୍କ ସହ ନିତିଶ୍ ଦ୍ୱିତୀୟ ବିବାହ କରିଥିଲେ,  ଓ ତାଙ୍କ ସ୍ତ୍ରୀ ସ୍ମିତାଙ୍କ ପାଇଁ ବି ଏହା ଦ୍ୱିତୀୟ ବିବାହ ଥିଲା,  ଓ ଏହି ଦୁହେଁଙ୍କ ଜାଆଁଳା ଛୁଆ ବି ହେଲେ ଓ ଏବେ ତାଙ୍କ ବୈବାହିକ ଜୀବନ ସୁଖଦ ଅଛି ।

ଏବେ କହିଲେ ଏଣ୍ଟରଟେଣ୍ଟମେଣ୍ଟ ଇଣ୍ତଷ୍ଟ୍ରିର କଥା ଏବେ ନିତିଶ୍ ରାଜନୀତିରେ ନିଜ ପାଦ ଥାପି ସାରିଛନ୍ତି, ୧୯୯୬ ରେ ଅଭିନେତା ନିତିଶ୍ ଭରତ୍ୱାଜ ବିଜେପି ଟିକେଟ୍ ରୁ ଜମସେଦପୁର୍ ରୁ ଇଲେକସନ୍ ଜିତି ସାରିଛନ୍ତି ।

Leave a Reply

Your email address will not be published. Required fields are marked *