October 22, 2024

Odia Express

Leading Odia News Portal of Odisha

ବୁଦ୍ଧିମାନ ଓଡ଼ିଆ ପଜାଲ – ଏହି ଚିତ୍ର ରେ ଏକ ରେଡ ଡଟ ରହିଛି ଓ ଏହା ପରେ ଏକ ବାସନ ଡ଼ିସ ରହିଛି – ତେବେ ଏଥିରେ ଆପଣଙ୍କୁ ଏକ ପରିବାର ନାମ କହିବାର ଅଛି – ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ

ପରିବାର ନାମ କୁହନ୍ତୁ ଏବଂ ଯାହାର ଉତ୍ତର ୯୯ ପ୍ରତିଶତ ଲୋକ ଭୁଲ ଦେଇଛନ୍ତି।ଏହି ଆର୍ଟିକିଲରେ ଆପଣଙ୍କୁ କିଛି ଆକର୍ଷକ ଚିତ୍ର ପଯଲ ଦିଆଯାଇଅଛି ଯାହାର ଉତ୍ତର ଆପଣଙ୍କୁ ୧୦ ସେକେଣ୍ଡରେ ଦେବାର ଅଛି।ଯଦି ଆପଣ ଏହାର ଉତ୍ତର ୧୦ ସେକେଣ୍ଡରେ ଦେଇ ଦିଅନ୍ତି ତାହେଲେ ଆପଣ ବହୁତ ବୁଦ୍ଧିମାନ ଅଟନ୍ତି।ତେବେ ଆସନ୍ତୁ ଏବେ ଆରମ୍ଭ କରିବା।

ପଜଲ ନମ୍ବର ୧:-ଏହି ପଯଲରେ ଆପଣଙ୍କୁ ଏହି ବ୍ୟକ୍ତିର ନାମ କହିବାର ଅଛି।ଅପଣଙ୍କ ସମୟ ଆରମ୍ଭ ହଉଛି ଏବେ।

ଏହି ପଯଲର ସଠିକ ଉତ୍ତର ହେଉଛି ଅରୁଣ।ପ୍ରଥମ ଚିତ୍ରରେ ଆପଣଙ୍କୁ A ଦିଆହୋଇଅଛି ଏବଂ ଦ୍ଵିତୀୟରେ ଆପଣଙ୍କୁ ଦୌଡୁଥିବା ଏକ ବ୍ୟକ୍ତିର ଚିତ୍ର ଦିଆହୋଇଅଛି ତ ଏହିପରି ମିଶିକରି ଏହା ହେଲା ଅରୁଣ।

ପଜଲ ନମ୍ବର ୨:-  ଆପଣଙ୍କ ସାମ୍ନାରେ ଏହି ଏକ ଚିତ୍ର ଦିଆଯାଇଅଛି ଯେଉଁଠୁ ଆପଣଙ୍କୁ ଏକ ପରିବାର ନାମ କହିବାର ଅଛି।ଆପଣଙ୍କ ସମୟ ଆରମ୍ଭ ହଉଚି ଏବେ।

ଏହାର ସଠିକ ଉତ୍ତର ହଉଛି ଲେଡି ଫିଙ୍ଗର ଅର୍ଥାତ ଭେଣ୍ଡି।ପ୍ରଥମ ଚିତ୍ରରେ ଆପଣଙ୍କୁ ଲେଡି ଦେଖାଯାଇଛି ଏବଂ ଦ୍ଵିତୀୟରେ ଫିଙ୍ଗର ଦେଖାଯାଇଛି।ତ ଏହିପରି ମିସିକି ହୁଏ ଲେଡି ଫିଙ୍ଗର।

ପଜଲ ନମ୍ବର ୩:- ଏହି ପଯଲରେ ଆପଣଙ୍କୁ ଏକ ଫଳର ନାମ କହିବାର ଅଛି।ଆପଣଙ୍କ ସମୟ ଆରମ୍ଭ ହଉଛି ଏବେଠୁ।

ଏହାର ଉତ୍ତର ହେଉଛି ମ୍ୟାଙ୍ଗୋ ଅର୍ଥାତ ଆମ୍ବ।ପ୍ରଥମ ଚିତରେ ଆପଣଙ୍କୁ ମ୍ୟାନ ଅର୍ଥାତ ପୁରୁଷ ଦେଖାଯାଇଛି ଏବଂ ଦ୍ୱିତୀୟ ଚିତ୍ରରେ ଆପଣଙ୍କୁ ଟ୍ରାଫିକ ଲାଇଟର ଗୋ ସିଗ୍ନାଲ ଦେଖାଯାଇଛି ଯାହାକୁ ମିସାଇଲେ ଆମେ ମ୍ୟାଙ୍ଗୋ ପାଇବା।

ପଯଲ ନମ୍ବର ୪: ଏହି ପଜଲରେ ଆପଣଙ୍କୁ ଏକ ସହରର ନାମ କହିବାର ଅଛି।ଆପଣଙ୍କ ସମୟ ଆରମ୍ଭ ହଉଚି ଏବେ।

ଏହାର ସଠିକ ଉତ୍ତର ହେଉଛି ଦିଲ୍ଲୀ।ପ୍ରଥମ ଚିତ୍ରରେ ଆପଣଙ୍କୁ ଦିଲ ଦେଖାଯାଇଛି ଏବଂ ଦ୍ୱିତୀୟ ଚିତରେ ଆପଣଙ୍କୁ ଲିଲି ଫୁଲ ଦେଖାଯାଇଛି ଏବଂ ସେଥିପାଇଁ ଏମାନଙ୍କୁ ମିଶାଇ ତିଆରି ହେଲା ଦିଲ୍ଲୀ।

ପଯଲ ନମ୍ବର ୫:- ଏହି ପଯଲରେ ଆପଣଙ୍କୁ ଏକ ଝିଅର ନାମ କହିବାର ଅଛି।ଆପଣଙ୍କ ସମୟ ଆରମ୍ଭ ହେଉଛି ଏବେ।

ଏହାର ସଠିକ ଉତ୍ତର ହେଉଛି ସୋନାଲ।ପ୍ରଥମ ଚିତରେ ଆପଣଙ୍କୁ ୧୦୦ ଦେଖାଯାଇଛି ଏବଂ ଦ୍ୱିତୀୟରେ ନଳ ଦେଖାଯାଇଛି।ତେଣୁ ଏହାକୁ ମିଶାଇ ଏହା ସୋନାଲ ତିଆରି କରୁଛି।

ପଯଲ ନମ୍ବର ୬:- ଏଥିରେ ଆପଣଙ୍କୁ ଏକ ପରିବାର ନାମ କହିବାର ଅଛି।ଆପଣଙ୍କ ସମୟ ଆରମ୍ଭ ହଉଚି ଏବେ।

ଏହାର ସଠିକ ଉତ୍ତର ହେଉଛି ରେଡ୍ଡିସ ଅର୍ଥାତ ମୂଳା।ପ୍ରଥମ ଚିତ୍ରରେ ଆପଣଙ୍କୁ ଲାଲ ଅର୍ଥାତ ରେଡ ଦେଖାଯାଇଛି ଏବଂ ଦ୍ଵିତୀୟରେ ଡିସ ଦେଖାଯାଇଛି।ଯାହାକୁ ମିସାଇଲେ ରେଡ୍ଡିସ ହଉଚି।ଅର୍ଥାତ ମୂଳା

ପଯଲ ନମ୍ବର ୭:-  ଏହି ଚିତରେ ଆପଣଙ୍କୁ ଏକ ପୁଅର ନାମ କହିବାର ଅଛି।ଆପଣଙ୍କ ସମୟ ଆରମ୍ଭ ହଉଚି ଏବେଠୁ।

ଏହାର ଉତ୍ତର ହେଉଛି ରୋହନ।ପ୍ରଥମ ଚିତ୍ରରେ ଆପଣଙ୍କୁ କାନ୍ଦିବାର ଇମୋଜି ଦେଖାଯାଇଛି ଯାହାକୁ ହିନ୍ଦୀରେ ରୋନା କୁହାଯାଏ। ଏବଂ ଆପଣଙ୍କୁ କୁକୁଡାର ଚିତ୍ର ଦେଖାଯାଇଛି ଯାହାକୁ ଇଂରାଜୀରେ ହେନ କୁହାଯାଏ।ତ ଏମାନଙ୍କୁ ମିସାଇଲେ ଏହା ରୋହନ ହେଉଛି।

ଏହା ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ଏହାକୁ ନିଶ୍ଚୟ ସେୟାର କରନ୍ତୁ ନିଜ ପରିବାର ଏବଂ ବନ୍ଧୁଙ୍କ ସହ।ନମସ୍କାର।

Leave a Reply

Your email address will not be published. Required fields are marked *