October 22, 2024

Odia Express

Leading Odia News Portal of Odisha

ବାଛନ୍ତୁ କେଉଁ ଗୋଟିଏ ହାର୍ଟ ଆଉ ଜାଣନ୍ତୁ ଭଲ ପାଇବାରେ କଣ ମିଳିବ ? ଏହି କଥା ଜାଣିଲେ ଆପଣଙ୍କ ମନ ମଧ୍ୟ ନାଚି ଉଠିବ..

କୁହାଯାଏ କି ବ୍ୟକ୍ତିର ପସନ୍ଦ ନା ପସନ୍ଦ ତାର ସ୍ୱଭାବର ଆଇନା ହୋଇଥାଏ।କାହାର ଚଏସ ତାର ଜୀବନ ଓ ସ୍ଵଭାବ ସହିତ ଜଡିତ କିଛି ଲୁଚିଥିବା ରହସ୍ୟ ବିଷୟରେ କହିଥାଏ।ଆଜି ଏଠାରେ ମୁ ଆପଣଙ୍କୁ ମଜାଦାର ଛବି କୁଇଜ ଗେମ ଦେଇଛି।ଏଇଟା କେବଳ ଏକ କୌତୁହଳପୂର୍ଣ୍ଣ ମଜାଦାର ଗେମ। ମୁଁ ଏଠାରେ ଆପଣଙ୍କୁ ପାଞ୍ଚୋଟି ଅଲଗା ଅଲଗା ପ୍ରକାର ହାର୍ଟ ଛବି ଦେଖାଇବି ଯେଉଁଥିରୁ ଆପଣ ନିଜ ପସନ୍ଦର ଗୋଟିଏ ହାର୍ଟ ବାଛିବେ।ଏଥିପାଇଁ ଆପଣଙ୍କୁ ପାଞ୍ଚ ସେକେଣ୍ଡ ସମୟ ଦିଆଯିବ। ତା ପରେ ଆପଣ ବାଛିଥିବା ହାର୍ଟ ଅନୁସାରେ ଆପଣଙ୍କୁ କଣ ମିଳିବ ତାହା କହିବି।

ହାର୍ଟ ନଂ ୧:-ସବୁଠୁ ପ୍ରଥମେ କଥା ହେବା ସେମାନଙ୍କ ବିଷୟରେ ଯେଉଁ ମାନେ ପ୍ରଥମ ହାର୍ଟ ବାଛିଛନ୍ତି।ଯଦି ଆପଣ ବାଛିଛନ୍ତି ପ୍ରଥମ ନମ୍ୱରର ହାର୍ଟ ତ ଆପଣଙ୍କୁ ଆପଣକଂ ପାର୍ଟନର ବହୁତ ଲାଇକ କରନ୍ତି କାରଣ ତାଙ୍କୁ ଆପଣଙ୍କ ବିଶ୍ଵସ୍ତ ଭାବ ଓ ଦାୟିତ୍ଵ ଭାବ ବହୁତ ପସନ୍ଦ ହୋଇଥାଏ ଓ ତାଙ୍କ ପାଇଁ ଆପଣ ବହୁତ ଭଲ ଅଟନ୍ତି।

ହାର୍ଟ ନଂ ୨:-ଏବେ କଥା ହେବା ସେମାନଙ୍କ ବିଷୟରେ ଯେଉଁ ମାନେ ଦ୍ଵିତୀୟ ହାର୍ଟ ବାଛିଛନ୍ତି।ଯଦି ଆପଣ ବାଛିଛନ୍ତି ଦ୍ଵିତୀୟ ନମ୍ୱରର ହାର୍ଟ ତ ଆପଣଙ୍କୁ ଆପଣକଂ ଲଭର ବହୁତ ଲାଇକ କରନ୍ତି କାରଣ ତାଙ୍କୁ ଆପଣଙ୍କ ସୁନ୍ଦରତା ବହୁତ ପସନ୍ଦ ହୋଇଥାଏ ଓ ତା ସାଥିରେ ତାଙ୍କୁ ଆପଣଙ୍କ ଭଏସ ବହୁତ ଭଲ ଲାଗିଥାଏ।

ହାର୍ଟ ନଂ ୩:-ଏବେ କଥା ହେବା ସେମାନଙ୍କ ବିଷୟରେ ଯେଉଁ ମାନେ ତୃତୀୟ ହାର୍ଟ ବାଛିଛନ୍ତି।ଯଦି ଆପଣ ବାଛିଛନ୍ତି ତୃତୀୟ ନମ୍ୱରର ହାର୍ଟ ତ ଆପଣଙ୍କ ସାଥୀ ଆପଣଙ୍କୁ ବହୁତ ଲାଇକ କରନ୍ତି।କାରଣ ତାଙ୍କୁ ଆପଣଙ୍କ ସ୍ଵଭାବ ଓ ବ୍ୟବହାର ବହୁତ ପସନ୍ଦ ଆସିଥାଏ। ତା ସାଥିରେ ଆପଣଂକ ଖୋଲା ବିଚାର ତାଙ୍କୁ ବହୁତ ଇମ୍ପ୍ରେସ କରିଥାଏ।

ହାର୍ଟ ନଂ ୪:-ଏବେ କଥା ହେବା ସେମାନଙ୍କ ବିଷୟରେ ଯେଉଁ ମାନେ ଚତୁର୍ଥ ହାର୍ଟ ବାଛିଛନ୍ତି।ଯଦି ଆପଣ ବାଛିଛନ୍ତି ଚତୁର୍ଥ ନମ୍ୱରର ହାର୍ଟ ତ ଆପଣକଂ ଜୀବନସାଥି ଆପଣଙ୍କୁ ବହୁତ ଲାଇକ କରନ୍ତି।କାରଣ ତାଙ୍କୁ ଆପଣଙ୍କ ଅନ୍ଦାଜ ଓ ଆପଣଙ୍କ ସାହାଯ୍ୟ ମନୋଭାବ ବହୁତ୍ ଭଲ ଲାଗେ।ଆପଣକଂ ସାହସୀ ମନୋଭାବ ମଧ୍ୟ ତାଙ୍କୁ ବହୁତ ଭଲ ଲାଗେ।

ହାର୍ଟ ନଂ ୫:-ଏବେ କଥା ହେବା ସେମାନଙ୍କ ବିଷୟରେ ଯେଉଁ ମାନେ ପଞ୍ଚମ ହାର୍ଟ ବାଛିଛନ୍ତି ।ଯଦି ଆପଣ ବାଛିଛନ୍ତି ପଞ୍ଚମ ନମ୍ବରର ହାର୍ଟ ତ ଆପଣଂକ ପାର୍ଟନର ଆପଣକୁ ବହୁତ ଲାଇକ କରନ୍ତି।କାରଣ ଆପଣଙ୍କ ଷ୍ଟାଇଲ ଓ ଫ୍ରେଣ୍ଡଲି ନେଚର ତାଙ୍କୁ ବହୁତ ଭଲ ଲାଗିଥାଏ।

Leave a Reply

Your email address will not be published. Required fields are marked *