October 17, 2024

Odia Express

Leading Odia News Portal of Odisha

ବାଛନ୍ତୁ କୌଣସି ଗୋଟିଏ ଗୋଲାପ ଆଉ ଜାଣନ୍ତୁ ଆପଣଙ୍କ ବିଷୟରେ ସବୁଠନରୁ ଏହି ମହତ କଥା – ଯାହା ଜାଣିଲେ ଆପଣଙ୍କ ମନ ମଧ୍ୟ ନାଚି ଉଠିବ..

ବାଛନ୍ତୁ କେଉଁ ଗୋଟିଏ ଗୋଲାପ ଆଉ ଜାଣନ୍ତୁ ଭଲ ପାଇବାରେ କଣ ମିଳିବ?କୁହାଯାଏ କି ବ୍ୟକ୍ତିର ପସନ୍ଦ ନା ପସନ୍ଦ ତାର ସ୍ୱଭାବର ଆଇନା ହୋଇଥାଏ।କାହାର ଚଏସ ତାର ଜୀବନ ଓ ସ୍ଵଭାବ ସହିତ ଜଡିତ କିଛି ଲୁଚିଥିବା ରହସ୍ୟ ବିଷୟରେ କହିଥାଏ।ଆଜି ଏଠାରେ ମୁ ଆପଣଙ୍କୁ ମଜାଦାର ଛବି କୁଇଜ ଗେମ ଦେଇଛି।ମୁଁ ଏଠାରେ ଆପଣଙ୍କୁ ପାଞ୍ଚୋଟି ଅଲଗା ଅଲଗା ପ୍ରକାର ଗୋଲାପ ଛବି ଦେଖାଇବି ଯେଉଁଥିରୁ ଆପଣ ନିଜ ପସନ୍ଦର ଗୋଟିଏ ଗୋଲାପ ବାଛିବେ।ଏଥିପାଇଁ ଆପଣଙ୍କୁ ପାଞ୍ଚ ସେକେଣ୍ଡ ସମୟ ଦିଆଯିବ। ତା ପରେ ଆପଣ ବାଛିଥିବା ଗୋଲାପ ଅନୁସାରେ ଆପଣଙ୍କୁ କଣ ମିଳିବ ତାହା କହିବି।

ଗୋଲାପ ନଂ ୧:-ସବୁଠୁ ପ୍ରଥମେ କଥା ହେବା ସେମାନଙ୍କ ବିଷୟରେ ଯେଉଁ ମାନେ ପ୍ରଥମ ଗୋଲାପ ବାଛିଛନ୍ତି।ଯଦି ଆପଣ ବାଛିଛନ୍ତି ପ୍ରଥମ ନମ୍ୱରର ଗୋଲାପ ତ ଆପଣଙ୍କୁ ଆପଣକଂ ଭାଇଭଉଣୀ ବହୁତ ଲାଇକ କରନ୍ତି।ସେ ତାଙ୍କ ହୃଦୟରେ ସବୁବେଳେ ଆପଣଂକ କଥା ହିଁ ଭାବୁଥାନ୍ତି। କାରଣ ତାଙ୍କୁ ଦାୟିତ୍ଵ ଭାବ ବହୁତ ପସନ୍ଦ ହୋଇଥାଏ ଓ ତାଙ୍କ ପାଇଁ ଆପଣ ବହୁତ ଭଲ ଅଟନ୍ତି।

ଗୋଲାପ ନଂ ୨:- ଏବେ କଥା ହେବା ସେମାନଙ୍କ ବିଷୟରେ ଯେଉଁ ମାନେ ଦ୍ଵିତୀୟ ଗୋଲାପ ବାଛିଛନ୍ତି।ଯଦି ଆପଣ ବାଛିଛନ୍ତି ଦ୍ଵିତୀୟ ନମ୍ୱରର ଗୋଲାପ ତ ଆପଣଙ୍କୁ ଆପଣକଂ ଲଭର ବହୁତ ଭଲ ପାଆନ୍ତି।ସେ ସର୍ବଦା ତାଙ୍କ ହୃଦୟରେ ଆପଣଙ୍କୁ ରଖିଥାନ୍ତି। କାରଣ ତାଙ୍କୁ ଆପଣଙ୍କ ସୁନ୍ଦରତା ବହୁତ ପସନ୍ଦ ହୋଇଥାଏ।

ଗୋଲାପ ନଂ ୩:- ଏବେ କଥା ହେବା ସେମାନଙ୍କ ବିଷୟରେ ଯେଉଁ ମାନେ ତୃତୀୟ ଗୋଲାପ ବାଛିଛନ୍ତି।ଯଦି ଆପଣ ବାଛିଛନ୍ତି ତୃତୀୟ ନମ୍ୱରର ଗୋଲାପ ତ ଏକ ଅଜଣା ସାଥୀ ଆପଣଙ୍କୁ ବହୁତ ଲାଇକ କରନ୍ତି।ସେ ତାଙ୍କ ହୃଦୟରେ ଆପଣଙ୍କୁ ସବୁବେଳେ ରଖିଥାନ୍ତି।କାରଣ ତାଙ୍କୁ ଆପଣଙ୍କ ସ୍ଵଭାବ ଓ ବ୍ୟବହାର ବହୁତ ପସନ୍ଦ ଆସିଥାଏ।

ଗୋଲାପ ନଂ ୪:- ଏବେ କଥା ହେବା ସେମାନଙ୍କ ବିଷୟରେ ଯେଉଁ ମାନେ ଚତୁର୍ଥ ଗୋଲାପ ବାଛିଛନ୍ତି।ଯଦି ଆପଣ ବାଛିଛନ୍ତି ଚତୁର୍ଥ ନମ୍ୱରର ଗୋଲାପ ତ ଆପଣକଂ କୌଣସି ଖାସ ସମ୍ପର୍କୀୟ ବା ଆପଣଙ୍କ ପଡୋଶୀ ଆପଣଙ୍କୁ ତାଙ୍କ ହୃଦୟ ଭିତରେ ରଖନ୍ତି।କାରଣ ତାଙ୍କୁ ଆପଣଙ୍କ ଅନ୍ଦାଜ ଓ ଆପଣଙ୍କ ସାହାଯ୍ୟ ମନୋଭାବ ବହୁତ୍ ଭଲ ଲାଗେ।

ଗୋଲାପ ନଂ ୫:- ଏବେ କଥା ହେବା ସେମାନଙ୍କ ବିଷୟରେ ଯେଉଁ ମାନେ ପଞ୍ଚମ ଗୋଲାପ ବାଛିଛନ୍ତି ।ଯଦି ଆପଣ ବାଛିଛନ୍ତି ପଞ୍ଚମ ନମ୍ବରର ଗୋଲାପ ତ ଆପଣଙ୍କୁ ଚାହୁଁଥିବା ବ୍ୟକ୍ତି ତାଙ୍କ ହୃଦୟରେ ଆପଣଙ୍କୁ ରଖନ୍ତି।କାରଣ ଆପଣଙ୍କ ଷ୍ଟାଇଲ ଓ ଫ୍ରେଣ୍ଡଲି ନେଚର ତାଙ୍କୁ ବହୁତ ଭଲ ଲାଗିଥାଏ।ସେ ଆପଣଙ୍କୁ ବହୁତ ଭଲପାଆନ୍ତି।

Leave a Reply

Your email address will not be published. Required fields are marked *