October 17, 2024

Odia Express

Leading Odia News Portal of Odisha

ବାଛନ୍ତୁ କେଉଁ ଗୋଟିଏ ଫୁଲତୋଡ଼ା ଓ ଜାଣନ୍ତୁ ଆପଣଙ୍କର ଆଗାମୀ ଜୁନ ମାସ କିପରି କଟିବ…

କୁହାଯାଏ କି ବ୍ୟକ୍ତିର ପସନ୍ଦ ନା ପସନ୍ଦ ତାର ସ୍ୱଭାବର ଆଇନା ହୋଇଥାଏ।କାହାର ଚଏସ ତାର ଜୀବନ ଓ ସ୍ଵଭାବ ସହିତ ଜଡିତ କିଛି ଲୁଚିଥିବା ରହସ୍ୟ ବିଷୟରେ କହିଥାଏ।ଆଜି ଏଠାରେ ମୁ ଆପଣଙ୍କୁ ମଜାଦାର ଛବି କୁଇଜ ଗେମ ଦେଇଛି। ମୁଁ ଏଠାରେ ଆପଣଙ୍କୁ ପାଞ୍ଚୋଟି ଅଲଗା ଅଲଗା ପ୍ରକାର ଫୁଲତୋଡ଼ାର ଛବି ଦେଖାଇବି ଯେଉଁଥିରୁ ଆପଣ ନିଜ ପସନ୍ଦର ଗୋଟିଏ ଛବି ବାଛିବେ।ଏଥିପାଇଁ ଆପଣଙ୍କୁ ପାଞ୍ଚ ସେକେଣ୍ଡ ସମୟ ଦିଆଯିବ। ତା ପରେ ଆପଣ ବାଛିଥିବା ଛବି ଅନୁସାରେ ଆପଣଙ୍କୁ କଣ ମିଳିବ ତାହା କହିବି। ତ ଚାଲନ୍ତୁ ଆରମ୍ଭ କରିବା ଏହି ଗେମ।

ନମ୍ୱର-୧:- ଯଦି ଆପଣ ବାଛିଛନ୍ତି ପ୍ରଥମ ଫୁଲତୋଡ଼ା ତ ଆପଣଙ୍କୁ ଆଗକୁ ଆସୁଥିବା ଜୁନ ମାସରେ କିଛି ବଡ଼ ସରପ୍ରାଇଜ ଗିଫ୍ଟ ମିଳିପାରେ ଯାହାଦ୍ଵାରା ଆପଣ ବହୁତ ଖୁସି ଦେଖାଯିବେ।ଆପଣଙ୍କୁ ଏହା ବହୁତ ଖୁସି ଦେବ।ଆପଣଙ୍କୁ ଏପରି କିଛି ଜିନିଷ ମିଳିବ ଯାହା ଆପଣ କେବେବି ଭାବି ନଥିବେ।

ନମ୍ୱର-୨:- ଯଦି ଆପଣ ବାଛିଛନ୍ତି ଦ୍ଵିତୀୟ ଫୁଲତୋଡ଼ା ତ ଆପଣଙ୍କୁ ଜୁନ ମାସରେ ଏକ ବେଷ୍ଟ ଫ୍ରେଣ୍ଡ ମିଳିପାରେ।ଅଥବା ଏକ ଭଲପାଉଥିବା ଲୋକ ମିଳିପାରେ ଯିଏ ଆପଣଙ୍କୁ ସବୁ ପରିସ୍ଥିତିରେ ଖୁସି ରଖିପାରିବ।ଆପଣଙ୍କୁ ଏକ ଏମିତି ସାଥୀ ମିଳିବ ଯାହାକୁ ଆପଣ ବହୁତ ଦିନରୁ ଅପେକ୍ଷା କରିଥିଲେ ଯାହା ସହିତ ଆପଣ ଭଲ ପାଇବାର ମୁହୂର୍ତ୍ତ ବିତାଇବେ।ଭଲ ପାଇବା ବିଷୟରେ ଆପଣ ବହୁତ ଲକି ଅଟନ୍ତି।ବହୁତ ଜଲଦି ଆପଣଙ୍କୁ ଏକ ବେଷ୍ଟ ପାର୍ଟନର ମିଳିବ।

ନମ୍ବର- ୩:- ଯଦି ଆପଣ ବାଛିଛନ୍ତି ତ୍ରୁତୀୟ ଫୁଲତୋଡ଼ା ତ ଆପଣଙ୍କୁ ଜୁନ ମାସରେ ଏକ ନୂଆ ମୋବାଇଲ ଫୋନ ମିଳିପାରେ ଯାହାକୁ ଆପଣ ବହୁତ ଦିନ ଧରି ଅପେକ୍ଷା କରିଥିଲେ।ଆପଣଙ୍କର ଦୀର୍ଘ ଦିନର ଅପେକ୍ଷା ଦୂର ହେବ।

ନମ୍ୱର-୪:- ଯଦି ଆପଣ ବାଛିଛନ୍ତି ଚତୁର୍ଥ ଫୁଲତୋଡ଼ା ତ ଆପଣଙ୍କୁ ଜୁନ ମାସରେ ପଇସା ମିଳିପାରେ ଯାହା ଆପଣଙ୍କ ନିଜ ପରିଶ୍ରମରେ ହେବ।ଆପଣ ବହୁତ ଭଲ ଅନୁଭବ କରିବେ।ସମସ୍ତଙ୍କୁ ଆପଣଙ୍କ ଉପରେ ଗର୍ବ ହେବ ଓ ସମସ୍ତେ ଆପଣଙ୍କୁ ସାବାସୀ ଦେବେ।ଏହା ଆପଣଙ୍କ ପାଇଁ ଗର୍ବର ବିଷୟ ହେବ

ନମ୍ୱର-୫:- ଯଦି ଆପଣ ବାଛିଛନ୍ତି ପଞ୍ଚମ ଫୁଲତୋଡ଼ା ତ ଆପଣଙ୍କୁ ଜୁନ ମାସରେ କିଛି ବି ମିଳିବ ନାହିଁ।ଆପଣ ଏହି ମାସରେ କିଛି ନୂଆ କରିପାରିବେ।ଯେପରି ଆପଣ କିଛି ନୂଆ ଡିସ ବନାଇ ଖାଇପାରିବେ।ଆପଣ ଏହି ମାସରେ ଏପରି କିଛି କରନ୍ତୁ ଯାହା ଆପଣଙ୍କ ଆଖପାଖରେ ଦୃଷ୍ଟି ଆକର୍ଷିତ କରିବ।ଆପଣ କିଛି ୟୁନିକ କରିପାରିବେ।ଆପଣ କୌଣସି ଜାଗାକୁ ବୁଲିବାକୁ ମଧ୍ୟ ଯାଇପାରିବେ।

Leave a Reply

Your email address will not be published. Required fields are marked *