October 22, 2024

Odia Express

Leading Odia News Portal of Odisha

କୁମ୍ଭ ରାଶି ବ୍ୟକ୍ତି ମାନଙ୍କ ଜୁନ ମାସର ରାଶିଫଳ – ଏହି ମାସ ରେ ହେଇଯିବେ ମାଲାମାଲ – ଦେଖନ୍ତୁ କଣ ଖୁସି ଖବର ମିଳିବ..

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ବର୍ଷ ୨୦୨୧ରେ ଜୁନ ମାସ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ କିପରି ରହିବ।ଜୁନ ମାସ୧ ତାରିଖ ଠାରୁ ୩୦ ଜୁନ ପର୍ଯ୍ୟନ୍ତ ସମୟ ଅବଧିରେ ଗ୍ରହ ଅନୁସାରେ କୁମ୍ଭ ରାଶି ଜାତକଙ୍କ କେଉଁ ପ୍ରକାର ସମ୍ଭାବନାର ନିର୍ମାଣ ହେବାକୁ ଯାଉଛି।କେଉଁ କ୍ଷେତ୍ରରେ ଆପଣଙ୍କୁ ବଡ଼ ଖୁସି ଖବର ଦେଖିବାକୁ ମିଳିବ?ଏବଂ କେଉଁଠାରେ କୁମ୍ଭ ରଶି ଜାତକଙ୍କୁ ନିଜ କର୍ମରେ ସୁଧାର କରିବାକୁ ପଡିବ।ଏବଂ କେଉଁଠାରେ ସାବଧାନ ରହିବାକୁ ପଡିବ?ଏବଂ ଆପଣଙ୍କ ଜୀବନ ସହିତ ଯୋଡିହୋଇଥିବା କ୍ଷେତ୍ର ବିଷୟରେ ଆପଣ ଜାଣିବେ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।

ଏହି ଜୁନ ମାସରେ ଆପଣଙ୍କ ରାଶିର ସ୍ୱମୀ ଶନିଦେବ ରହିବେ।ଏବଂ ଏହି ସମ୍ପୂର୍ଣ୍ଣ ମାସ ରହିବେ।ଗୁରୁଦେବ ବୃହସ୍ପତି ଯିଏ ଜ୍ଞାନ ଏବଂ ଧନର କାରଗ୍ରହ ମନାଯାଆନ୍ତି ସେ ଆପଣଙ୍କ ରାଶିର ଲଗାଣ ଭାଗରେ ବିରାଜିତ ରହିବେ।ରାଶିର ଚତୁର୍ଥ ଭାଗରେ ସୁର୍ଯ୍ୟଦେବ ଏବଂ ରହୁଙ୍କ ଗ୍ରହଣ ମଧ୍ୟ ପର୍ୟ୍ଯନ୍ତ ରହିବେ।ଏବଂ ଏହାପରେ ଏହା ସମାପ୍ତ ହୋଇଯିବ।ଆପଣଙ୍କ ରାଶିର ପଞ୍ଚମ ଭାଗରେ ମଙ୍ଗଳ ବୁଧ ଏବଂ ଶୁକ୍ର ଏହି ତିନି ଗ୍ରହ ରହିବେ।ଏବଂ ମଧ୍ୟରେ ଏହା ପରିବର୍ତ୍ତନ ମଧ୍ୟ ହୋଇପାରେ।ଏବଂ ଆପଣଙ୍କ ରାଶିର ଦଶମ ଭାଗରେ କେତୁ ରହିବେ।

କୁମ୍ଭ ରାଶିର ଅନେକ ବ୍ୟକ୍ତି ବହୁତ ପରିଶ୍ରମ କରୁଛନ୍ତି ଏବଂ ପରିଶ୍ରମରେ କିଛି କମି କରୁନାହାନ୍ତି।ଏବଂ ଅନେକ କୁମ୍ଭ ରାଶି ବ୍ୟକ୍ତିଙ୍କୁ ଅସଫଳତା ଦେଖିବାକୁ ମିଳିଛି।କିନ୍ତୁ ଏହି ମାସରେ ଆପଣଙ୍କୁ ଆପଣଙ୍କ ପରିଶ୍ରମର ପରିଣାମ ଦେଖିବାକୁ ମିଳିବ।ଏବଂ ଦୌଡା ଧପୁଡା ନିରନ୍ତର ବନି ରହିବ।ଏବଂ ଆପଣ ଏହି ମାସରେ ଯେଉଁ କାର୍ୟ୍ଯ କରିବେ ତାହାର ପ୍ରସନତା ଆପଣଙ୍କୁ ମିଳିବ।

କୁମ୍ଭ ରାଶିର ଯେଉଁ ବ୍ୟକ୍ତି ବ୍ୟବସାୟରେ ସଂଲଗ୍ନ ଅଛନ୍ତି ତାଙ୍କୁ ବ୍ୟବସାୟରେ ଭଲ ପରିଣାମ ଦେଖିବାକୁ ମିଳିବ।ଆପଣ ନୂଆ ଯୋଯନାକୁ ଫଳପ୍ରଦ କରିବେ।ଏବଂ ଏଥିରେ ଆପଣଙ୍କୁ ସର୍ଵଶ୍ରେଷ୍ଠ ଏବଂ ଭଲ ପରିଣାମ ଦେଖିବାକୁ ମିଳିବ।ଏବଂ କୁମ୍ଭ ରାଶିର ଅନେକ ଜାତକ ଯେଉଁମାନେ କାର୍ୟ୍ଯର ତାଲାସରେ ଅଛନ୍ତି ଏବଂ କାର୍ୟ୍ଯ ନ ମିଳିବା କାରଣରୁ ମନରେ ନିରୁତ୍ସାହିତା ଉତ୍ପନ୍ନ ହେଉଛି ଏହି ମାସରେ ଆପଣଙ୍କୁ କାର୍ୟ୍ଯର ଅବସର ମଧ୍ୟ ଦେଖିବକୁ ମିଳିବ।ଆପଣମାନେ ଏକା ସହିତ ଅନେକ କାର୍ୟ୍ଯ କରନ୍ତୁ ନାହିଁ।ଏକ କାର୍ୟ୍ଯ ସମ୍ପୂର୍ଣ୍ଣ କରି ଅନ୍ୟ ଏକ କାର୍ୟ୍ଯ କରନ୍ତୁ।

କୁମ୍ଭ ରାଶିର ଜାତକଙ୍କ ଆର୍ଥିକ ପରିଣାମ ଉତ୍ତମ ରହିବ ଏବଂ ଭଲ ପରିଣାମ ଦେଖିବାକୁ ମିଳିବ।କିନ୍ତୁ ଧନର ନିବେଶ କରିବା ସମୟରେ ସାବଧାନ ରୁହନ୍ତୁ।ଏବଂ ଖର୍ଚ୍ଚ କରିବା ସମୟରେ ସାବଧାନ ରୁହନ୍ତୁ।ଏହି ମାସରେ କୁମ୍ଭ ରାଶିର ଜାତକ ସକାରତ୍ମକ କାର୍ୟ୍ଯ କରି ଧନ ଅର୍ଜନ କରିବାର ଦେଖାଯିବେ।ଏବଂ ଏକରୁ ଅଧିକ ମଧ୍ୟମରୁ ଧନ ଅର୍ଜନ ହେବ।

କୁମ୍ଭ ରାଶିର ଶିକ୍ଷାରେ ଯୋଡିହୋଇଥିବା ଜାତକଙ୍କ ବିଷୟରେ ଆସନ୍ତୁ ଜାଣିବା।ଶିକ୍ଷା ପାଇଁ ଆପଣଙ୍କ ସମୟ ବହୁତ ଉତ୍ତମ ଅଟେ।ଯଦି ଆପଣ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣଙ୍କ ମନୋବଳ ଏବଂ ଏକାଗ୍ରତାରେ ବୃଦ୍ଧି ଦେଖିବାକୁ ମିଳିବ।ଏବଂ ଆପଣଙ୍କ ପ୍ରଦର୍ଶନ ବହୁତ ଉତ୍ତମ ରହିବ।ଏଥିପାଇଁ ଆପଣ ପୂର୍ଣ ରୂପରେ ଉତ୍ସାହିତ ହୋଇ ଅଧ୍ୟାୟନରେ ଲିପ୍ତ ରୁହନ୍ତୁ।

ଆପଣଙ୍କ ପ୍ରେମ ଜୀବନ ମଧ୍ୟ ଭଲ ରହିବ।ଏବଂ କିଛି କିଛି ପରିସ୍ଥିତିରେ ବଦ ବିବାଦ ଦେଖାଦେଇପାରେ।ଏବଂ ଏଥିପାଇଁ ସାବଧାନ ରୁହନ୍ତୁ।ତେବେ ଏହାଥିଲା କିପରି ରହିବ କୁମ୍ଭ ରାଶି ଜାତକଙ୍କ ପାଇଁ ୨୦୨୧ର ଜୁନ ମାସ।

Leave a Reply

Your email address will not be published. Required fields are marked *