October 18, 2024

Odia Express

Leading Odia News Portal of Odisha

ଭୟଙ୍କରରୁ ଭୟଙ୍କର ଗ୍ୟାସ ଏବଂ ଏସିଡିଟିର ରାମ ବାଣ ଚିକିତ୍ସା – ଆଉ ଜୀବନରେ କେବେ ହେବ ନାହିଁ ଏହି ସମସ୍ୟା…

ସାଙ୍ଗମାନେ ବର୍ତ୍ତମାନ ସମୟରେ ବାରମ୍ବାର ଗରିଷ୍ଠ ଖାଦ୍ୟର ସେବନ କରିବା ଦ୍ୱାରା ଏବଂ ଅଧିକ ସିଙ୍ଘଡା, ପିଜା, ବର୍ଗର ଭଳି ଗରିଷ୍ଠ ଖାଦ୍ୟ ଆଦିର ସେବନ କରିବା ଦ୍ୱାରା ଆଜିର ସମୟରେ ପ୍ରତ୍ୟେକ ଲୋକ ଗୋଟାଏ ପ୍ରକାର ରୋଗର ଶିକାର ହେଉଛନ୍ତି।ସେହି ରୋଗ ହେଉଛି ଗ୍ୟାସ, କୋଷ୍ଠକାଠିନ୍ୟ ଏବଂ ଏସିଡିଟି।ପ୍ରତି ଦଶ ଜଣବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଏପରି ଥାଆନ୍ତି ଯାହାଙ୍କୁ ଭୟଙ୍କର କୋଷ୍ଠକାଠିନ୍ୟର ସମସ୍ୟା ରହିଥାଏ।ଏବଂ ସକାଳୁ ସକାଳୁ ସେହି ବ୍ୟକ୍ତିର ପେଟ ସଫା ରହୁନଥାଏ।ଏବଂ ଲଗାତାର ଏହି ସମସ୍ୟା ବହୁତ ବର୍ଷରୁ ରହିଥାଏ।

ତେବେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଏକ ବହୁତ କାର୍ୟ୍ଯକାରୀ ଏବଂ ସରଳ ଉପାୟ ବିଷୟରେ।ଏହି ଉପାୟ ଏତେ ସରଳ ଅଟେ ଯେ ଆପଣ ଏହାକୁ ଯେକୌଣସି ସମୟରେ ଅତି ସହଜରେ କରିପାରିବେ।ଏହି ଉପାୟ ଅତି ସରଳ ହେବା ସଙ୍ଗେ ସଙ୍ଗେ ବହୁତ କାର୍ୟ୍ଯକାରୀ ମଧ୍ୟ ଅଟେ।ଯେବେ ଆପଣ ଏହି ଏଲୋପାତିକ ଔଷଧର ସେବନ କରନ୍ତି ତେବେ ତାହା ଆପଣଙ୍କ କିଡନୀ ଏବଂ ଯକୃତକୁ ସବୁଠାରୁ ଅଧିକ କ୍ଷତି କରିଥାଏ।କିନ୍ତୁ ଯଦି ଆପଣ ଏହି ଘରୋଇ ଉପାୟର ସେବନ କରନ୍ତି ତେବେ ଏହାଦ୍ୱାରା ଆପଣଙ୍କ ଶରୀରକୁ କୌଣସି ପ୍ରକାର କ୍ଷତି ହୋଇନଥାଏ।

ଏବଂ ଏହା ଅନ୍ୟ ଏଲୋପାତିକ ଔଷଧ ତୁଳନାରେ ବହୁତ କାର୍ୟ୍ଯକାରୀ ହୋଇଥାଏ।ଏହି ଉପାୟ ସମ୍ପୂର୍ଣ୍ଣ ଭାବରେ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।ସାଙ୍ଗମାନେ ବର୍ତ୍ତମାନ ସମୟରେ ପେଟରେ ଗ୍ୟାସ ହେବା, କୋଷ୍ଠକାଠିନ୍ୟ ହେବା, ଏବଂ ଏସିଡିଟିର ସମସ୍ୟା ହେବା ବହୁତ ସାଧାରଣ ଅଟେ।ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଏହି ରୋଗ ଦେଖାଯାଇଥାଏ।

ଏଥିପାଇଁ ଆପଣଙ୍କୁ ସର୍ଵପ୍ରଥମେ ଦରକାର ହେବ ଜୁଆଣି।ଜୁଆଣି ପେଟ ଜନିତ ସମସ୍ୟା ଯେପରି ଗ୍ୟାସ ହେବା ଏସିଡିଟି ହେବା ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଗୁଡିକ ପାଇଁ ରାମ ବାଣ ଔଷଧ ଭଳି କାମ କରିଥାଏ।ଜୁଆଣି ଯେକୌଣସି ସଉଦା ଦୋକାନରେ ଆପଣଙ୍କୁ ମିଳିଯାଇଥାଏ।ଏହି ଉପାୟକୁ ଆପଣ ନିଜ ପାପୁଲିର ପ୍ରୟୋଗରେ ତିଆରି କରି ପାରିବେ।ନିଜ ହାତ ପାପୁଲିରେ କିଛି ମାତ୍ରାରେ ଜୁଆଣି ନିଅନ୍ତୁ।ଗରମ ଋତୁ ସମୟରେ ଜୁଆଣିର ସେବନ ଅଳ୍ପ ମାତ୍ରାରେ କରନ୍ତୁ।

ଜୁଆଣି ନେବାପରେ ଆପଣଙ୍କୁ ନେବାର ଅଛି ସୈନ୍ଧବ ଲବଣ।ଯଦି ଆପଣଙ୍କ ଘରେ ସୈନ୍ଧବ ଲବଣ ନଥାଏ ତେବେ ଆପଣ ସାଧାରଣ ଲବଣର ବ୍ୟବହାର କରିପାରିବେ।ପାପୁଲିରେ ନେଇଥିବା ଜୁଆଣିରେ ଅଳ୍ପ ସୈନ୍ଧବ ଲବଣ ମିଶାନ୍ତୁ।ଏହାପରେ ଆପଣଙ୍କୁ ନେବାର ଅଛି ଘିଅ।ଯଦି ଆପଣଙ୍କ ଘରେ ସୁଧ ଗାଈର ଘିଅ ଥାଏ ତେବେ ତାହା ବହୁତ ଲାଭଦାୟୀ ଅଟେ।ପାପୁଲିରେ ନେଇଥିବା ଜୁଆଣି ଏବଂ ସୈନ୍ଧବ ଲବଣରେ ଅଳ୍ପ ଘିଅ ମିଶାନ୍ତୁ ଏବଂ ତାହାକୁ ଭଲ ଭାବରେ ମିଶାଇଦିଅନ୍ତୁ ।ଏହାକୁ ଭଲ ଭାବରେ ମିଶାଇଦେବା ପରେ ଏହାକୁ ନିଜ ପାଟିରେ ରଖନ୍ତୁ ଏବଂ କିଛି ସମୟ ରଖିବାପରେ ତାହାକୁ ବିନା ଚୋବାଇ ଗିଳିଦିଅନ୍ତୁ ଏବଂ ତାହା ସହିତ ହାଲ୍କା ଗରମ ପାଣି ମଧ୍ୟ ପିଅନ୍ତୁ।

ଏହାର ୫ ରୁ ୧୦ ମିନିଟ ପରେ ଆପଣ ଦେଖିବେ ଆପଣଙ୍କ ପେଟରେ ଯେଉଁ ଗ୍ୟାସ ହୋଇଥିଲା ସେଥିରୁ ଆପଣଙ୍କୁ ଉପଶମ ମିଳିବ ଏବଂ ଆପଣଙ୍କ ଭାରି ଥିବା ପେଟ ହାଲ୍କା ଲାଗିବ।ଆପଣ ଏହାର ପ୍ରୟୋଗ ଯେତେଥର ଚାହିଁବେ ସେତେଥର କରିପାରିବେ।ଏଥିରୁ ଆପଣଙ୍କ ଶରୀରର କୌଣସି କ୍ଷତି ହୋଇନଥାଏ।ତେବେ ଏହାର ପ୍ରୟୋଗ କରି ନିଶ୍ଚିତ ଦେଖନ୍ତୁ।

Leave a Reply

Your email address will not be published. Required fields are marked *