December 24, 2024

Odia Express

Leading Odia News Portal of Odisha

ଗୋଟେ ଥରରେ ହିଁ ଜ୍ୱର ଏବଂ କାଶରୁ ମୁକ୍ତି ପାଆନ୍ତୁ ଏହି ଉପାୟ ଦ୍ୱାରା – ଏହି ବର୍ଷା ରେ ଏହି ଉପାୟ ଗୁଡିକ ଜାଣିରଖନ୍ତୁ..

ଆଜି ଆମେ ଆପଣଙ୍କ ପାଇଁ ବହୁତ ସରଳ ଏବଂ ପ୍ରଭାବୀ ଘରୋଇ ନୁଷ୍କା ନେଇକରି ଆସିଛୁ ଯାହା ଆପଣଙ୍କ ଥଣ୍ଡା,କାଶ ଏବଂ ଜ୍ୱରର ରାମବାଣ ଉପାୟ ଅଟେ।ଆପଣଙ୍କ କାଶ ଯେତେ ପୁରୁଣା ହେଉନା କାହିଁକି କି ନାକରୁ ଯେତେ ପାଣି ବାହାରୁ ନା କାହିଁକି କିମ୍ବା ନାକ ବନ୍ଦର ସମସ୍ୟା ପୁରା ଠିକ ହୋଇଯିବ।

ଦେଶରେ ଏବେ ବହୁତ ଜୋରରେ ବଢ଼ୁଅଛି ଏବଂ ସବୁଆଡେ ହାହାକାର ପଡ଼ିଅଛି।ଏହି ସମୟରେ ଯଦି କୌଣସି ରୋଗ ଲୋକଙ୍କୁ ଅସୁବିଧାରେ ପକାଉଛି ତାହା ହେଉଛି ଜ୍ୱର,ଥଣ୍ଡା ଏବଂ କାଶ କାରଣ ଏହା ମୁଖ୍ୟ କାରଣ ଅଟେ।ଏହି ସମୟରେ ଯାହାକୁ ଜ୍ୱର,ଥଣ୍ଡା ଏବଂ କାଶ ହଉଛି ସେମାନେ ଡରି ଯାଉଛନ୍ତି କିନ୍ତୁ ସାଙ୍ଗମାନେ ଏବେ ଏହି ପାଗ ବଦଳୁଥିବା ଯୋଗୁ ଆପଣଙ୍କୁ ଜ୍ୱର,ଥଣ୍ଡା ଏବଂ କାଶ ହୋଇପାରେ।ଏହି ସମୟରେ ଆପଣ ଜମାବି ଡରନ୍ତୁ ନାହିଁ।ତ ସାଙ୍ଗମାନେ ଆଜି ଆମେ ଏହି ଆର୍ଟିକିଲରେ ଆପଣଙ୍କୁ ବହୁତ ସରଳ ଘରୋଇ ନୁଷ୍କା କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ନିଜ ଜ୍ୱର,ଥଣ୍ଡା ଏବଂ କାଶକୁ ଆରାମରେ ଠିକ କରିପାରିବେ।

ସାଙ୍ଗମାନେ ଏହାକୁ ତିଆରି କରିବା ପାଇଁ ଆମକୁ ଆବଶ୍ୟକ ଏକ ଚାମଚ ମହୁ କାରଣ ଏଥିରେ ଅନ୍ତି ଇଫେକ୍ଟିଭ ଗୁଣ ରହିଥାଏ ଯାହା ଆମ ତଣ୍ଟି ବଥାକୁ ବହୁତ ସହଜରେ ଦୁର କରିଥାଏ ଏବଂ ଥଣ୍ଡା ଜ୍ବରରେ ବହୁତ ଅଧିକ ପ୍ରଭାବିତ କରିଥାଏ।ଏଥିରେ ଯେଉଁ ଦ୍ୱିତୀୟ ଜିନିଷ ନେବା ତାହା ହେଉଛି ହଳଦୀ କାରଣ ଏହା ଆମ ଥଣ୍ଡା,ଜ୍ଵର ପାଇ ବହିଟି ଅଧିକ ଲାଭ ଦାୟକ ହୋଇଥାଏ।ଏଥିରେ ଆମେ ଅଧା ଚାମଚ ପାଖାପାଖି ହଳଦୀ ପାଉଡର ମିସେଇବା।ତ ସାଙ୍ଗମନେ ଆମର ଏହି ନୁଷ୍କା ତିଆରି ହୋଇସାରିଛି।ତ ଆପଣ ଏହାକୁ ଦିନରେ ୨ ଥର ନିଶ୍ଚୟ ନିଅନ୍ତୁ ସକାଳେ ଏବଂ ସନ୍ଧ୍ୟା।ତ ଏହା ସାହାଯ୍ୟରେ ଆମେ ନିଜ ଜ୍ୱର ଏବଂ ଥଣ୍ଡାକୁ ବହୁତ ଶୀଘ୍ର ଦୁର କରିପାରିବେ।

ଆପଣ ତ ଜାଣିଛନ୍ତି ଏହି କଠୋର ପରିସ୍ଥିତିରେ ଜୀବନଯାପନ କେତେ କଷ୍ଟ ହୋଇଯାଇଅଛି।ସେଥିପାଇଁ ଆଜିକାଲି ଯଦି କେବେଳ ସାଧା ଥଣ୍ଡାଜର ମଧ୍ୟ ହୁଏ ତାହେଲେ ଲୋକ ଭାବିଥାନ୍ତି ଏହା କୋରନାର ଲକ୍ଷଣ ବୋଲି।ଏହି ସବୁରୁ ଦୁରେଇ ରହିବା ପାଇଁ ଯଦି ଆପଣଙ୍କୁ କାଶ,କଫ ଏବଂ ଥଣ୍ଡା ଆସି ଅସୁବିଧା ହୋଇଥାଏ ତାହେଲେ ଏହି ଉପଚାରକୁ ନିଶ୍ଚୟ ଆପଣାନ୍ତୁ ଦେଖିବେ ସବୁ ସମସ୍ୟା ଦୂର ହୋଇଯିବ।ଏହି ପରିସ୍ଥିତିରେ ନିଜକୁ ବଞ୍ଚେଇବା ପାଇଁ ଯେତେ ପାରୁଛନ୍ତି ଗହଳି ଜାଗାରୁ ଦୁରେଇ ରୁହନ୍ତୁ ଏବଂ ନିଜକୁ ଯେତେ ପାରୁଛନ୍ତି ଘରେ ରଖନ୍ତୁ କାରଣ ଆମେ ସତର୍କ ରହିଲେ ଏହି ମହାମାରୀ ମଧ୍ୟ କାବୁରେ ରହିବ।ନମସ୍କାର।

ତ ସାଙ୍ଗମାନେ ଏହା ଥିଲା ଜ୍ୱର,ଥଣ୍ଡା ଦୂର କରିବାର ରାମବାଣ ଉପଚାର।ଏହି ଉପଚାର ଆପଣଙ୍କୁ କେମିତି ଲାଗିଲା ଆମକୁ ନିଶ୍ଚୟ କହିବେ ଏବଂ ନିଜ ବନ୍ଧୁ ଏବଂ ପରିବାର ମଧ୍ୟରେ ନିଶ୍ଚୟ ସେୟାର କରିବେ।ଆପଣ କଣ ଏହିପରି କେବେ ଅସୁବିଧାରେ ପଡିଛନ୍ତି?ଯଦି ପଡ଼ିଥାନ୍ତି ତାହେଲେ ଏହି ଉପଚାରକୁ ନିଶ୍ଚୟ ଚେଷ୍ଟା କରନ୍ତୁ ସମସ୍ତ ଛାତି ସମସ୍ୟା ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *