December 23, 2024

Odia Express

Leading Odia News Portal of Odisha

ଦିନରେ ଗୋଟେ ଥର ନିଅନ୍ତୁ ଏବଂ ଭୟଙ୍କର ଗ୍ୟାସ ଏବଂ କବ୍ଜ ହେବ ନଷ୍ଟ – ଘରେ ଏହି ସାଧାରଣ ଉପାୟ କରନ୍ତୁ..

ସାଙ୍ଗମାନେ ବହୁତ ଥର କଣ ହୁଏକି ବହୁତ ଅଧିକ ଖାଇଦେଲେ କିମ୍ବା ତେଲ କିମ୍ବା ମସଲାଯୁକ୍ତ ଖାଇବା ଖାଇଦେଲେ ଆମ ପାଚନଶକ୍ତି ଦୁର୍ବଳ ପଡିଯାଏ ଏବଂ ଖାଇବା ଠିକ ଭାବରେ ହଜମ ହୁଏ ନାହିଁ ଏବଂ ବାରମ୍ବାର ଗ୍ୟାସ ହୋଇଥାଏ।ଏହାସହିତ ବଦହଜମ ମଧ୍ୟ ହୋଇଥାଏ ଏବଂ ସକାଳୁ ପେଟ ଭଲ ଭାବରେ ସଫା ମଧ୍ୟ ହୁଏ ନାହିଁ।ଦେଖିବାକୁ ଗଲେ ଏହି ରୋଗ ବହୁତ ସାଧାରଣ ହୋଇଗଲାଣି କାରଣ ପାଖାପାଖି ପ୍ରତ୍ୟେକ ଲୋକ ଏହି ରୋଗରେ ପଡ଼ିଥାନ୍ତି।ତ ଆଜି ଆମେ ଆପଣଙ୍କ ସହିତ ଏମିତି ଏକ ସହଜ ନୁଷ୍କା ସେୟାର କରିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ହଜମ ଶକ୍ତିକୁ ବଢ଼େଇ ପାରିବେ।ଯଦି ଆପଣ ବହୁତ ଅଧିକ ଖାଇବା ଖାଇଦିଅନ୍ତି ଏବଂ ଖାଇବା ପରେ ଯଦି ଆପଣ ଏହାକୁ ନିଅନ୍ତି ତାହେଲେ ଖାଇଥିବା ଖାଇବା ବହୁତ ସହଜରେ ହଜମ ହୋଇଯିବ।

ଆପଣ ଏହି ନୁଷ୍କାକୁ ନିଜ ହାତରେ ହି ତିଆରି କରିପାରିବେ।ଏହା ଏକ ବହୁତ ସହଜ ଉପାୟ ଅଟେ ଗ୍ୟାସ,ଏସିଡିଟି ଏବଂ ବଦହଜମକୁ ଦୁର କରିବା ପାଇଁ।ତ ଆସନ୍ତୁ ଆରମ୍ଭ କରିବା।ତ ସବୁଠୁ ପ୍ରଥମେ ଆପଣ ଜୁଆଣି ନେବେ।ଏହା ମଧ୍ୟରେ ରାସାୟନିକ ଥୈମୋଲ ରହିଥାଏ ଯାହା ପାଚନ ଶକ୍ତିକୁ ବଢ଼ାଇଥାଏ ତଥା ପାଚନ ଏଞ୍ଜାଇମକୁ ବଢ଼ାଇଥାଏ।ଯାହାଦ୍ୱାରା ବଦହଜମ ଏବଂ ଗ୍ୟାସ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।ଏହା ଆମ ପେଟକୁ ପୁରା ସଫା କରିଦେଇଥାଏ ଏବଂ ଆମ ହଜମଶକ୍ତିକୁ ଦୃଢ଼ କରିଥାଏ।ଏହାକୁ ଆପଣ ନିଜ ପାପୁଲିରେ ହି ତିଆରି କରିପାରିବେ।ତ ଆସନ୍ତୁ ଜାଣିବା ଏହାକୁ କିପରି ତିଆରି କରିବେ।

ପ୍ରଥମେ ୨ ଚୁଟିକି ପାଖାପାଖି ଜୁଆଣିକୁ ନିଜ ହାତରେ ନିଅନ୍ତୁ।ଏହାର ପ୍ରକୃତି ବହୁତ ଅଧିକ ଗରମ ହୋଇଥାଏ ସେଥିପାଇଁ ମାତ୍ରାର ଧ୍ୟାନ ରଖିବେ।ଦ୍ୱିତୀୟ ଜିନିଷ ଆପଣ ଯାହା ନେବେ ତାହା ହେଉଛି ଗୁଡ଼।ଏହା ପାଚନକୁ ବଢାଇବା ସହିତ ପଟରେ ଗ୍ୟାସ ହବାକୁ ଦିଏନାହିଁ,ପଚାନଶକ୍ତିକୁ ବଢ଼ାଇଥାଏ ଏବଂ ବଦହଜମ ସମସ୍ୟାକୁ ଦୁର କରିଥାଏ।ଯଦି ଆପଣ ଖାଇବା ପରେ ଅଳ୍ପ ମାତ୍ରାରେ ଗୁଡ଼ ଖାଇ ଦିଅନ୍ତି ତାହାଲେ ଖାଇଥିବା ଖାଦ୍ୟ ବହୁତ ସହଜରେ ହଜମ ହୋଇଯାଏ।ତ ହାତରେ କିଛି ମାତ୍ରାରେ ଆପଣ ଏହି ଗୁଡକୁ ନିଅନ୍ତୁ।ଯଦି ଅପଣଙ୍କ ପେଟରେ ବାରମ୍ବାର ଗ୍ୟାସ ହୋଇଥାଏ ତାହେଲେ ଆପଣ ଏଥିରେ ଅଳ୍ପ ମାତ୍ରାରେ ବିଟଲୁଣ ମିଶାଇ ପାରିବେ।ଏହାପରେ ଆପଣ ନିଜ ଆଙ୍ଗୁଠି ସାହାଯ୍ୟରେ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ ଏବଂ ଆପଣ ଯେତେବେଳେ ଖାଇବା ଖାଆନ୍ତି ତାହେଲେ ଖାଇବା ଖାଇବାର ୧୫ ମିନିଟ ପରେ ଆପଣ ଏହାକୁ ଖାଇଦିଅନ୍ତୁ ଏବଂ ଆପଣ ଯଦି ଚାହିଁବେ ଏହାକୁ ଦିନରେ ଦୁଇଥର କହିପାରିବେ।

ଏବେ ଯେଉଁ ପ୍ରେଗନାଣ୍ଟ ମହିଳା ରହିଲେ କି ଯେଉଁମାନଙ୍କୁ ଅଳ୍ପ ଅଳ୍ପ ଗ୍ୟାସ ହୋଇଥାଏ କିମ୍ବା ଯାହାକୁ ଏହା ସୁଟ କରେନାହି।ଆପଣ କଣ କରିବେ ନା ଗୁଡ଼କୁ ଟିକେ କାଟିକରି ମୁହଁ ଉପରେ ରଖନ୍ତୁ ଏବଂ ଚୁସନ୍ତୁ।ଏହି ଯେଉଁ ଉପାୟ ଅଛି ଏହା ଆପଣ ଛୁଆଙ୍କୁ ମଧ୍ୟ ଦେଇପରିବେ।ପ୍ରେଗନାଣ୍ଟ ମହିଳା ଯାହାକୁ ଅର୍ଷ ରହିଛି କିମ୍ବା ଗ୍ୟାସ ରହିଛି ତାଙ୍କୁ ଅଧିକଁ ଜୁଆଣି ନବା କଥା ନୁହଁ ଏହି ଗୁଡ଼ାରେ ହି କାମ ଚଳାଇବାକୁ ପଡ଼ିଥାଏ।

Leave a Reply

Your email address will not be published. Required fields are marked *