October 22, 2024

Odia Express

Leading Odia News Portal of Odisha

ମଶା ମାନଙ୍କ କାଳ – ପିଆଜକୁ ଏପରି ଭାବରେ ଲଗାନ୍ତୁ ଗୋଟେ ହେଲେ ମଶା ଆପଣଙ୍କ ଘରକୁ ଆସିବ ନାହିଁ..

ସାଙ୍ଗମାନେ ମଶା ଦେଖିବାରେ ଯେତେ ସାମାନ୍ୟ ଯିବ ଲାଗିଲେ ମଧ୍ୟ ଯେତେବେଳେ ରାତ୍ରିରେ ଶୋଇବା ସମୟରେ ଯେତେବେଳେ ମଶା କାମୁଡି ଥାନ୍ତି ସେହି ସମୟରେ ଆପଣଙ୍କର ପୁରା ନିଦହିଁ ଦୂର ହୋଇଜାଇଥାଏ।ଆପଣମାନେ ମଶାକୁ ମରାଯାଉଥିବା କଏଲର ପ୍ରୟୋଗ ତ ନିଶ୍ଚିତ ଭାବରେ କରୁଥିବେ।ଏବଂ ଯଦି ଆପଣ ଏହାର ବ୍ୟବହାର କରନ୍ତି ତେବେ ଆପଣ ନିଶ୍ଚିତ ଏହାର ଖରପ ପରିଣାମ ମଧ୍ୟ ଜାଣିଥିବେ।

ଏହି କଏଲର ପ୍ରୟୋଗ କରିବାଦ୍ୱାରା ଯେଉଁ ଧୂଆଁ ବାହାରୁଥାଏ ସେହି ଧୂଆଁ ଆପଣଙ୍କ ଶରୀର ଏବଂ ଫୁସଫୁସ ପାଇଁ ବହୁତ କ୍ଷତିକାରକ ହୋଇଥାଏ।ଏବଂ ଆମେ ଆପଣଙ୍କୁ ଏଠାରେ ଏହା ଜଣାଇବାକୁ ଚାହିଁବୁ ଯେ ଏହା ଅନେକ ଦେଶରେ ବ୍ୟାନ ଅଛି।ଏହାକୁ ଆପଣ ସେହି ଦେଶ ମାନଙ୍କରେ ଜଳାଇପାରିବେ ନାହିଁ।ଆପଣଙ୍କ ମଧ୍ୟରୁ ଯେତେ ଲୋକ ଏହି କଏଲର ବ୍ୟବହାର କରନ୍ତି ଆପଣ ଏହା ନିଶ୍ଚିତ ଅନୁଭବ କରିଥିବେ ଯେତେବେଳେ ଆପଣ ଏହି କଏଲର ବ୍ୟବହାର କରନ୍ତି ଜଳିବାର କିଛି ସମୟ ପରେ ଆପଣଙ୍କ ମୁଣ୍ଡରେ ଦଶଜ ହେବାକୁ ଲାଗୁଥିବ।ଏବଂ କିଛି ଏପରି ଲୋକ ମଧ୍ୟ ଥାନ୍ତି ଯେଉଁମାନଙ୍କୁ ଏମାନଙ୍କ ମହକ ପସନ୍ଦ ଅସୁନାଥାଏ।

ଆଜିର ଏହି ଆର୍ଟିକିଲରେ ଆମେ ଏକ ଅତି ସହଜ ଉପାୟ ବତାଇବାକୁ ଯାଉଛୁ ଯାହା ସହାୟତାରେ ମଶା ଦୂର ହୋଇଯିବେ।ଏବଂ ଏହି ଉପାୱ କଏଲ ଭଳି ମଶା ମାରିବାରେ କାମ କରିଥାଏ।ଏବଂ ସବୁଠାରୁ ମୁଖ୍ୟ କଥା ହେଉଛି ନା ଆପଣଙ୍କୁ ଏହାକୁ ଜଳାଇବାର ଅଛି ନା ଏହାର କୌଣସି ଖରାପ ପରିଣାମ ଅଛି।ଏଥିପାଇଁ ଆପଣ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ମଶା ମାରିବାର ଉପାୟ ବିଷୟରେ।

ଏଥିପାଇଁ ଆପଣଙ୍କୁ ସର୍ଵପ୍ରଥମେ ଦରକାର ହେବ ପିଆଜ।ପିଆଜର ମହକ ବହୁତ ତୀବ୍ରଗତିରେ ବାହାରୁ ଥାଏ।ଯେତେବେଳେ ପିଆଜ ଷଢ଼ି ଯାଇଥାଏ ଷଢ଼ିଯିବା ପରେ ଏହାର ମହକ ଅନେକ ଲୋକଙ୍କୁ ବରଦାସ୍ତ ହୋଇନଥାଏ।ଏଥିପାଇଁ ଆପଣଙ୍କୁ ଏଠାରେ ସାଧା ପିଆଜ ନେବାର ଅଛି।ପିଆଜକୁ ନେବାପରେ ଏହାର ଉପର ଭାଗକୁ ଛୁରି ସାହାଯ୍ୟରେ ବାହାର କରି ଦିଅନ୍ତୁ।ଏବଂ ଏହାର ଚୋପା ମଧ୍ୟ ଅଲଗା କରିଦିଅନ୍ତୁ।

ଏହାପରେ ଆପଣଙ୍କୁ ଦରକାର ଅଛି ଛୁଞ୍ଚିର।ଛୁଞ୍ଚି ନେଵାପରେ ଏଥିରେ ଆପଣ ସୁତା ଭର୍ତ୍ତିକରନ୍ତୁ।ଏବଂ ସେହି ଛୁଞ୍ଚିକୁ ପିଆଜର ଏକ ପାର୍ଶ୍ୱରେ କଣା କରି ଅନ୍ୟ ପାର୍ଶ୍ୱରେ ବାହାର କରନ୍ତୁ।ଏହାପରେ ସେହି ସୁତାର ଏକ ଗଣ୍ଠି ବାନ୍ଧିଦିଅନ୍ତି।ଏହିପରି ଗଣ୍ଠି ବାନ୍ଧିବାପରେ ଆପଣଙ୍କୁ ନେବାର ଅଛି ଲୋବାନର ତେଲ।ଏହି ତେଲ ଆପଣଙ୍କୁ ଦୋକାନରେ ମିଳିଯିବ।ଏହି ତେଲର ମହକ ମଧ୍ୟ ବହୁତ ଅଧିକ ହୋଇଥାଏ।ଏହାର ମହକ ମଶା ମାନଙ୍କୁ ବରଦାସ୍ତ ହୋଇନଥାଏ।ଏବଂ ଏହାକୁ ପିଆଜ ଉପରେ ଲଗାଇବା ଦ୍ୱାରା ଏହାର ମହକ ଅତି ତୀବ୍ରଗତିରେ ବାହାରିଥାଏ।ଏବଂ ଯାହାଦ୍ୱାରା ମଶା ବାହାରକୁ ଯିବାରେ ଲାଗିଥାନ୍ତି।

ସେହି ତେଲ ଲଗାଇବାପରେ ପିଆଜକୁ ନେଇ ଆପଣ ନିଜ ଶୋଇବାଘର ପାଖରେ ଟାଙ୍ଗିଦିଅନ୍ତୁ।ଏହାକୁ ଆପଣ ଖୋଲା ସ୍ଥାନରେ ରଖିବାର ନାହିଁ।ଖୋଲା ସ୍ଥାନରେ ରଖିବାଦ୍ୱାରା ଅପଣଙ୍କୁ ସେତେ ଅଧିକ ଲାଭ ମିଳିନଥାଏ।କିନ୍ତୁ ଯଦି ଆପଣ ଏହାକୁ ଏକ ରୁମରେ ରଖନ୍ତି ଆପଣଙ୍କୁ ଏହାର ପ୍ରଭାବ ଦେଖାଯିବ।ଏହା ଶତ ପ୍ରତିଶତ କାର୍ଯ୍ୟକାରୀ ଅଟେ।ଏହାକୁ ନିଶ୍ଚିତ ବ୍ୟବହାର କରି ଦେଖନ୍ତୁ।

Leave a Reply

Your email address will not be published. Required fields are marked *