October 22, 2024

Odia Express

Leading Odia News Portal of Odisha

୫ ମିନିଟ ଏବଂ କାନବଥା ତୁରନ୍ତ ହୋଇଯିବ ଠିକ – ଘରେ ଆଜି କରନ୍ତୁ ଏହି ଉପାୟ..

ସାଙ୍ଗମାନେ ଯେତେ ଆମ ବୟସ ବଢ଼ିଥାଏ ତାହେଲେ କାନ ସହ ଯୋଡିଥିବା ବହୁତ ସମସ୍ୟା ଦେଖିବାକୁ ମିଳିଥାଏ କେମିତି ଅଧିକ ସୁଭିବା କିମ୍ବା କମ ସୁଭିବା କିମ୍ବା କାନରେ ସର ସର ଶବ୍ଦ ସୁଭିବା ଆଦି।କାନ ବୋହିବା କାହାକୁ ମଧ୍ୟ ହୋଇପାରେ।ତ ଆପଣ ଏହିବସବୁ ସମସ୍ୟାକୁ ଠିକ କରିପାରିବେ।ଏହି ଯେଉଁ ନୁଷ୍କା ରହିଛି ତାହା କାନ ବଥାରବେକ ରାମବାଣ ନୁଷ୍କା ଅଟେ।କାନ ଇଂଫକ୍ସନ କାରଣରୁ ଆମ କାନ ବୋହିବା ଆରମ୍ଭ ହୋଇଥାଏ।କେତେକ ଥର ଆମ କାନ ଭିତରକୁ ପୋକ ପସିଯାଇଥାଏ ଏବଂ ଭିତରକୁ ପଶିବା ପରେ ମରିଯାଏ ଏବଂ ମରିବା ପରେ ପଚିଯାଏ ଯଦି ଏହା ସମୟରେ ବାହାରକୁ ନ ବାହାରେ ଏବଂ ଏହା ଇଂଫେକ୍ସନ କରିଥାଏ ଯାହା ଫଳରେ କାନ ବଥା କିମ୍ବା କମ ସୁଭିବା ଆଦି ସମସ୍ୟା ହୋଇଥାଏ।

ତ ସର୍ବପ୍ରଥମେ ଏହି ନୁଷ୍କାକୁ ଟିଆରି କରିବା ପାଇଁ ଆପଣଙ୍କୁ ଦରକାର ହେବ ପିଆଜ।ପିଆଜ ଆଣ୍ଟିସେପ୍ଟିକ ହୋଇଥାଏ ଏହା ମଧ୍ୟରେ ଜୀବାଣୁ ରୋଧୀ ତତ୍ତ୍ୱ ରହିଥାଏ।ଏହା ଆପଣଙ୍କ କାନରେ ଯଦି ଇଂଫେକ୍ସନ ହୋଇଥାଏ ତାହେଲେ ଏହା ତାହାକୁ ଠିକ କରିଦେଇଥାଏ।ଆପଣଙ୍କୁ ଲାଲ ରଙ୍ଗର ପିଆଜ ନବାର ଅଛି।ଏହାକୁ ନେବାପରେ ଆପଣ ଏହାର ଉପର ଏବଂ ତଳ ଅଂଶକୁ କାଟି ଦିଅନ୍ତୁ ଏବଂ ଏହାର ଉପର ଲେୟରକୁ ମଧ୍ୟ ଛଡେଇ ଦିଅନ୍ତୁ।ଏଥି ମଧ୍ୟରୁ ଆପଣଙ୍କୁ ଏକ ଛୋଟ ଭାଗ ନବାର ଅଛି।ଏହାକୁ ନେବା ପରେ ଆପଣ ଏହାକୁ ଭଲ ଭାବରେ ଘଷି ଦିଅନ୍ତୁ।ଏହାପରେ ଏକ ଷ୍ଟିଲ ବାସନ ନିଅନ୍ତି ଏବଂ ଏକ କପଡା ନେଇ ଏହାର ଜୁସ ବାହାର କରିଦିଅନ୍ତୁ।ଯେହେତୁ ଆପଣଙ୍କୁ ଏହାକୁ କାନରେ ବ୍ୟବହାର କରିବାର ଅଛି ସେଥିପାଇଁ ଏହି କପଡ଼ାରେ ଛାଣିଦିଅନ୍ତୁ ନହେଲେ ଏହି ଛୋଟ ଛୋଟ ପିଆଜ ଆପଣଙ୍କ କାନ ମଧ୍ୟରେ ପସିପାରେ।

ବାହାର କରିବା ପରେ ଆପଣଙ୍କୁ ଏହାକୁ ଅଳ୍ପ ଗରମ କରିବାର ଅଛି।ଯେତେବେଳେ ଏହା ଟିକେ ଗରମ ହୋଇଯିବ ଏହାକୁ ବାହାର କରିଦିଅନ୍ତୁ।ଧ୍ୟାନ ରଖନ୍ତୁ ଆପଣଙ୍କୁ ଏହାକୁ ପୁରା କମ ଗ୍ୟାସରେ ଗରମ କରିବାର ଅଛି।ଏହାପରେ ଏକ ତୁଳା ନିଅନ୍ତୁ ଏବଂ ଏହାକୁ ଏଥିରେ ବୁଡନ୍ତୁ ଏବଂ କାନ ଭିତରେ ୨ କିମ୍ବା ୩ ବୁନ୍ଦା ଏହି ରସକୁ ପକାନ୍ତୁ।ଦେଖିବେ ଆପଣ ଏହା କାନ ବଥା ପାଇ ଏକ ରାମବାଣ ଭଳି କାମ କରିବ ଏବଂ ପରବର୍ତ୍ତୀ ୨ ରୁ ୩ ଦିନ ଭିତରେ ହି ଆପଣଙ୍କ କାନର ବଥା ବିଲକୁଲ ଠିକ ହୋଇଯିବ।ଏହା ଖାସ କରି କାନବଥା ପାଇଁ ଏକ ଅଚୁକ ନୁଷ୍କା ଅଟେ ଏବଂ ଏହା ସହିତ ଏହା କାନ ବହିବାକୁ ମଧ୍ୟ ଦୁର କରିଥାଏ।କାନକୁ ଯଦି କମ ଶୁଣାଯାଏ ତାହେଲେ ତାହା ମଧ୍ୟ ଠିକ ହୋଇଥାଏ କିନ୍ତୁ ଆପଣ ଏହାର ବ୍ୟବହାର ଖାସ କରି କାନ ବୋହିବା ବନ୍ଦ କରିବାକୁ କରନ୍ତୁ।

ତ ଆଜିର ଆର୍ଟିକିଲ ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ତାହେଲେ ଏହାକୁ ନିଜ ବନ୍ଧୁ ଏବଂ ପରିବାର ମଧ୍ୟରେ ନିଶ୍ଚୟ ସେୟାର କରିବେ ଏବଂ ଯଦି ଆପଣଙ୍କୁ କାନର କୌଣସି ସମସ୍ୟା ରହିଥାଏ ତାହେଲେ ଆପଣ ଏହି ନୁଷ୍କାକୁ ନିଶ୍ଚୟ ବ୍ୟାବହର କରନ୍ତୁ ଏବଂ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେଲା କି ନାହିଁ ଆମକୁ ନିଶ୍ଚୟ କୁହନ୍ତୁ।ନମସ୍କାର।

Leave a Reply

Your email address will not be published. Required fields are marked *