December 26, 2024

Odia Express

Leading Odia News Portal of Odisha

ସମସ୍ତ ପ୍ରକାର ଜ୍ୱର ଥଣ୍ଡାରୁ ଗୋଟେ ଥରରେ ହିଁ ମୁକ୍ତି ପାଆନ୍ତୁ ଏହି ଉପାୟ ଦ୍ୱାରା – ଜାଣିବା ନିହାତି ଦରକାର..

ସାଙ୍ଗମାନେ ଆଜିର ଏହି  କାଳରେ ଅଳ୍ପ କାଶ ଆରମ୍ଭ ହେବା ମାତ୍ରେ ଲୋକମାନଙ୍କ ମନରେ ଚିନ୍ତା ହେବାକୁ ଲାଗିଥାଏ ଯେ ସାମ୍ନା ବ୍ୟକ୍ତି କରୋନାରେ ପିଡ଼ିତ ତ ନୁହେଁ?ଭାରତରେ କରୋନାର ଲହର ପୁନର୍ବାର ଫେରି ଆସିଛି।ସେମିତିରେ ଲୋକମାନଙ୍କୁ କରୋନା ଭ୍ୟାକ୍ସିନ ଲାଗିବା ଆରମ୍ଭ ହୋଇଗଲାଣି କିନ୍ତୁ ଏହା ଜଣାନାହିଁ ଯେ ଆପଣଙ୍କ ନମ୍ବର କେତେବେଳେ ଆସିବ।ଏଥିରେ ଯଦି ଆପଣଙ୍କୁ କରୋନାର ଲକ୍ଷଣ ନଜର ଆସେ ତେବେ ଆପଣ ଡାକ୍ତରଙ୍କ ପାଖକୁ ନଯାଇ ଘରେ ରହି ନିଜର ସଠିକ ଚିକିତ୍ସା କରିପାରିବେ।କାରଣ ଏବେ ଦୋକାନ ସବୁ ବନ୍ଦ ଅଛି ଏବଂ ଔଷଧ ଠିକ ଟାଇମରେ ମିଳୁନାହିଁ।

ଆଜିର ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଜଣାଇବୁ ଆପଣ କିପରି ନିଜର କାଶ ଭଲ କରିପାରିବେ ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା।କରୋନା ସହିତ ଲଢ଼ିବା ପାଇଁ ଆୟୁରବେଦିକ ଜାଡ଼ିବୁଟି ବହୁତ ଲାଭଦାୟୀ ହୋଇଥାଏ।ସାଙ୍ଗମାନେ ଭାରତର ଅଧିକାଂଶ ଘରେ ତୁଳସୀର ପୂଜା କରାଯାଇଥାଏ।ଆୟୁର୍ବେଦ ରେ ମଧ୍ୟ ତୁଳସୀର ଅନେକ ଉପକାରୀ ଗୁଣ ବିଷୟରେ କୁହାଯାଇଛି।ଏହା ଆମର ଜ୍ୱର,ଥଣ୍ଡା ଏବଂ ଗଳାକୁ ଠିକ କରିଥାଏ।

ସାଙ୍ଗମାନେ ଏଠାରେ ଆପଣଙ୍କୁ ନେବାର ଅଛି ଅଳ୍ପ ତୁଳସୀର ପତ୍ର।ଏବଂ ଏହାର ରସ କାଢ଼ିବାର ଅଛି।ଏହାପରେ ଆପଣଙ୍କୁ ନେବାର ଅଛି ଅଦାର ଜୁସ।ଏହାପରେ ଏକ ସଫା ପାତ୍ର ନେଇ ସେଥିରେ ଦୁଇ ଚାମଚ ତୁଳସୀର ରସ ନିଅନ୍ତୁ।ଏହାପରେ ଏଥିରେ ଏହାପରେ ଏଥିରେ ଦୁଇ ଚାମଚ ଅଦାର ରସ ନିଅନ୍ତୁ ଏବଂ ଏହି ଦୁଇଟି ରସକୁ ଭଲ ଭାବରେ ମିଶାଇ ଦିଅନ୍ତୁ।ଏହା ଏକ ବହୁତ ସହଜ ଏବଂ ବହୁତ କାର୍ଯ୍ୟକାରୀ ଉପାୟ ଅଟେ।

ଏବେ ଆସନ୍ତୁ ଜାଣିବା ଏହାର କିପରି ସେବନ କରିବାର ଅଛି।ସାଙ୍ଗମାନେ ଏହାର ସେବନ ଆପଣଙ୍କୁ ସକାଳୁ ଖାଲି ପେଟରେ ଏବଂ ରାତ୍ରିରେ ଶୋଇବା ସମୟରେ କରିବାର ଅଛି।ଯଦି ଏହା ଆପଣଙ୍କୁ କଡା ଲାଗୁଥାଏ ତେବେ ଆପଣ ଏଥିରେ ଅଧା ଚାମଚ ମହୁ ମିଶାଇ ଏହାର ସେବନ କରିପାରିବେ।ମହୁ ମଧ୍ୟ ଆମର ଜ୍ୱର ଥଣ୍ଡା ଏବଂ ଗଳାକୁ ଭଲ କରିବାରେ ସାହାଯ୍ୟ କରିଥାଏ।ଯଦି ଆପଣ ଏହାର ବ୍ୟବହାର ଲଗାତାର ତିନି ଦିନ ପର୍ଯ୍ୟନ୍ତ କରିବେ ତେବେ ଆପଣଙ୍କ ଜ୍ୱର ଏବଂ ଥଣ୍ଡା ଏବଂ ଗଳା ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ।ଏହା ଏକ ଶତ ପ୍ରତିଶତ କାର୍ୟ୍ଯକାରି ଉପାୟ ଅଟେ।ଏହାର ନିଶ୍ଚିତ ବ୍ୟବହାର କରି ଦେଖନ୍ତୁ।ଏହାଦ୍ୱାରା ଆପଣଙ୍କୁ ନିଶ୍ଚିତ ଉପଶମ ମିଳିବ।

Leave a Reply

Your email address will not be published. Required fields are marked *