October 16, 2024

Odia Express

Leading Odia News Portal of Odisha

ଅକ୍ସିଜେନ ଲେଭେଲ ବଢ଼ାଇବାର ଘରୋଇ ଉପାୟ – ଏହାଦ୍ୱାରା ଆପଣଙ୍କ ଅକ୍ସିଜେନ ଲେଭେଲ ୯୫ରୁ ଅଧିକ ହୋଇଯିବ..

ସାଙ୍ଗମାନେ ଏବେ ପୁରା ଦୁନିଆରେ କରୋନା ମହାମାରୀର ହାହାକାର ମାତିଛି।ଏବଂ ଏହି ସମୟରେ ଲୋକମାନଙ୍କୁ ଅକ୍ସିଜେନର ଆବଶ୍ୟକତା ଅଛି।କିନ୍ତୁ ତାଙ୍କୁ ଅକ୍ସିଜେନ ମିଳୁନାହିଁ।ଏବଂ ଏହି ଅକ୍ସିଜେନର କମି କାରଣରୁ ଲୋକମାନେ ବୋବୁତ କଷ୍ଟସହି ନିଜର ପ୍ରାଣ ହରାଉଛନ୍ତି।ସମସ୍ତିଙ୍କୁ ଏହି ସମୟରେ ଏହା ଡର ଲାଗୁଛିଯେଆମର କଣ ହେବ।ଆପଣଙ୍କୁ ଏହି ସମୟରେ ଡ଼ରିବାର କୌଣସି ଆବଶ୍ୟକତା ନାହିଁ।ଏହି ପରିସ୍ଥିତି ସହିତ ଲଢ଼ିବାପାଇଁ ଆପଣଙ୍କ ପାଖରେ ଏବଂ ଆପଣଙ୍କ ନିଜ ଘରେହିଁ ଏହିପରି ଉପାୟ ଅଛି ଯାହାକୁ ଅପଣେଇବାଦ୍ୱାରା ଆପଣଙ୍କ ଅକ୍ସିଜେନ ଲେଭେଲ କେବେହେଲେ କମ ହେବ ନାହିଁ।ଏବଂ ଯଦି କୌଣସି ବ୍ୟକ୍ତିଙ୍କର ଅକ୍ସିଜେନ ଲେଭେଲ କମ ହେଉଥାଏ ତେବେ ତାହା ବହୁତ ଜଲ୍ଦି ବଢ଼ିବାରେ ଲାଗିବ।

ଏହି ଉପାୟ ଯଦି ଆପଣ ଆପଣେଇନିଅନ୍ତି ତେବେ ଆପଣ ନିଜର ଏବଂ ନିଜର ଆଖ ପାଖର ଜୀବନ ବଞ୍ଚାଇପାରିବେ।ଆଜି ଆମେ ଆପଣଙ୍କୁ ଏହି ଉପାୟ ବିଷୟରେ ଜଣାଇବୁ ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଯେଉଁମାନେ କରୋନା ଦ୍ୱାରା ପିଡ଼ିତ ଅଛନ୍ତି ଏବଂ ଘରେ ରହି ନିଜେ ଚିକିତ୍ସିତ ହେଉଛନ୍ତି ସେମାନେ ନିଜର ଅକ୍ସିଜେନ ଲେଭେଲ କିପରି ବଢାଇବେ ଆସନ୍ତୁ ଜାଣିବା।

ସାଙ୍ଗମାନେ ଅକ୍ସିଜେନ ଲେଭେଲକୁ ବଢାଇବାପାଇଁ ଏବଂ ନିଶ୍ୱାସ ନେବାରେ ଯେଉଁ ଅସୁବିଧା ଆସେ ତାହାକୁ କମ କରିବାପାଇଁ ଆପଣଙ୍କୁ ବହୁତ ଭଲ ଘରୋଇ ଉପାୟ ଜଣାଇବାକୁ ଯାଉଛୁ ଏବଂ ଏହା ଶତ ପ୍ରତିଶତ କାର୍ଯ୍ୟକାରୀ ଉପାୟ ଅଟେ।ସର୍ବ ପ୍ରଥମେ ଆପଣଙ୍କୁ ଏଠାରେ ଦରକାର ହେବ ଏକ ଚାମଚ ଜୁଆଣି।ଏବଂ ଏଥିରେ ଆମେ ମିଶାଇବା ଲବଙ୍ଗ।ତେବେ ଏକ ପାତ୍ରରେ ଏକ ମୁଠା ଜୁଆଣି ନେଇ ଏଥିରେ କିଛି ଲବଙ୍ଗ ମିଶାନ୍ତୁ।

ଏହାପରେ ତୃତୀୟ ଜିନିଷ ଆପଣଙ୍କୁ ଦରକାର ହେବ ଅଳେଇଚ।ଏହାର ଉପର ଭାଗକୁ ଖୋଲିଦିଅନ୍ତୁ।ଏହାଦ୍ୱାରା ଏହାର ସୁଗନ୍ଧ ଆପଣଙ୍କ ପାଖକୁ ଆସିବ।ଏଠାରେ ଆପଣ ଦୁଇଟି ଅଳେଇଚ ନିଅନ୍ତୁ ଏବଂ ସେହି ପାତ୍ରରେ ମିଶାନ୍ତୁ।ଏହାପରେ ଏଥିରେ ତିନୋଟି କର୍ପୁର ମିଶାନ୍ତୁ।ଏହାପରେ ଏକ ସଫା ଧଳା ରୁମାଲ ନେଇ ପାତ୍ରରେ ନେଇଥିବା ଜିନିଷ ସେଥିରେ ପକାନ୍ତୁ।ଏବଂ ଏହାପରେ ଏହାକୁ ବାନ୍ଧିଦିଅନ୍ତୁ।ସାଙ୍ଗମାନେ ଏହି ରୁମାଲର ପୋଟଲି ଏବେ ସମସ୍ତିଙ୍କ ପାଖରେ ରହିବା ଉଚିତ।

ଏହାକୁ ତିଆରି କରିବା ପରେ ପ୍ରତି ଅଧଘଣ୍ଟାରେ ନାକରେ ରଖି ଶୁଙ୍ଘିବା ଉଚିତ।ଏହା ଆପଣଙ୍କ ଅକ୍ସିଜେନ ଲେଭେଲକୁ ବଢ଼ିବାରେ ପ୍ରତିଦିନ ସାହାଯ୍ୟ କରିଥାଏ।ସାଙ୍ଗମାନେ ପାହାଡ଼ରେ ଚଢ଼ିବା ବ୍ୟକ୍ତି ପ୍ରତିଦିନ ଏହାର ବ୍ୟବହାର କରିଥାନ୍ତି।କାରଣ ଆପଣ ଯେତେ ଉପରକୁ ଯିବେ ଅକ୍ସିଜେନର ମାତ୍ରା ସେତେ କମ ହୋଇଥାଏ।ତେବେ ଆପଣ ଏହାର ବ୍ୟବହାର ନିଶ୍ଚିତ କରନ୍ତୁ।ଏହାର ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଅକ୍ସିଜେନ ଲେଭେଲ ବଢିବା ସହିତ ଥଣ୍ଡା ଜ୍ୱର ମଧ୍ୟ ଭଲ କରିବାରେ ସାହାଯ୍ୟ କରିଥାଏ।ଏହା ଶତ ପ୍ରତିଶତ କାର୍ୟ୍ଯକରି ଉପାୟ ଅଟେ।ଏହାର ଆମେ ମଧ୍ୟ ବ୍ୟବହାର କରିଛୁ।ଏବଂ ଏହାକୁ ଆପଣ ବ୍ୟବହାର କରିବା ସଙ୍ଗେସଙ୍ଗେ ନିଜର ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କୁ ମଧ୍ୟ ବ୍ୟବହାର କରିବାକୁ ଉପଦେଶ ଦିଅନ୍ତୁ।

Leave a Reply

Your email address will not be published. Required fields are marked *