October 22, 2024

Odia Express

Leading Odia News Portal of Odisha

ଘରର ମୁଖ୍ୟଦ୍ୱାରରେ ଏହି ଜିନିଷ ଲଗାନ୍ତୁ ମାତ୍ର କିଛି ଦିନରେ ଆପଣ ଙ୍କ ଭାଗ୍ୟ ବଦଳିଯିବ..

ସାଙ୍ଗମାନେ ଯଦି ଆପଣ ନିଜ ଘରୁ ନକାରତ୍ମକ ଶକ୍ତିକୁ ଦୁର କରିବାକୁ ଚାହୁଁଛନ୍ତି।ଆପଣଙ୍କ ଘରେ ଯେଉଁ ବି କାମ ଆପଣ କରନ୍ତି ସେହି କାମ ହଉ ହଉ ବିଗିଡି ଯାଏ।ଆପଣଙ୍କ ଦ୍ୱାରା କରାଯାଉଥିବା କାମ କିଛି ଶୁଭ ହେଉନାହିଁ।ଆପଣଙ୍କୁ ଲାଗିଥାଏ କି ଆପଣଙ୍କ ଘରେ ଖରାପ ଶକ୍ତିର ବାସ ଅଛି ଏବଂ ଆପଣ ନିଜ ଘରର ଉପଚାର କଟିକରି ଥକି ଗଲେଣି କିନ୍ତୁ ତଥାପି ଆପଣଙ୍କୁ କୌଣସି ପରିଣାମ ମିଳୁନାହିଁ।ତାହେଲେ ସାଙ୍ଗମାନେ ବାସ୍ତୁ ଅନୁସାରେ ଯଦି ଆପଣ ଏହି ଗୋଟେ କାର୍ଯ୍ୟ କରିଦିଅନ୍ତି ତାହେଲେ ଆପଣଙ୍କ ଘରର ସବୁ ନକରାତ୍ମକ ଶକ୍ତି ଦୁର ହୋଇଯିବ।ଆପଣଙ୍କ ଘରେ କେବେବି ପଇସାର ଅସୁବିଧା ହେବ ନାହିଁ ଏବଂ କେବେବି ଗରିବତା ଆସିବ ନାହିଁ।ତ ଆସନ୍ତୁ ଜାଣିବା ଏହି ଉପାୟ କଣ ଅଟେ।

ସାଙ୍ଗମାନେ ସବୁ ବ୍ୟକ୍ତି ଚାହିଁଥାନ୍ତୁ କି ତାଙ୍କ ଘରେ ସମସ୍ତ କାର୍ଯ୍ୟ ଠିକଠାକ ହେଉ।ସେ ଜଉ ପରିଶ୍ରମ କରିଥାଏ ସେହି ପରିଶ୍ରମର ଫଳ ଠିକ ଭାବରେ ମିଳୁ କିନ୍ତୁ ଆଜିକାଲିର ଜୀବନଶୈଳୀରେ ଏହା ହୁଏ ନାହିଁ କାରଣ ଆଜିକାଲିର ମଣିଷ ନିଜ ଭଲ ପାଇଁ ଅନ୍ୟ ଘରେ ଗୁଣୀ କରିଦିଅନ୍ତି ଯାହା ଫଳରେ ସେ ହସୁଥିବା ଏବଂ ଖେଳୁଥିବା ପରିବାର ଭିକାରୀ ହୋଇଯାନ୍ତି ଅର୍ଥାତ ତାଙ୍କ ଘରେ କଳିଝଗଡା ବଢିଯାଏ।ଯଦି ଆପଣଙ୍କ ଘରେ ମଧ୍ୟ ଏହା ହଉଛି ଏବଂ ଆପଣଙ୍କୁ ଏହା ଲାଗିଥାଏ କି କିଏ ଆପଣଙ୍କ ଘରେ ଗୁଣୀ କରିଦେଇଛି ଏବଂ ଆପଣଙ୍କ ଘରେ କଳିଝଗଡା ଆରମ୍ଭ ହୋଇଯାଇଛି।ଏହା ଯଦି ଆପଣଙ୍କ ଘରୁ ବହରୁନାହିଁ ତାହେଲେ ସାଙ୍ଗମାନେ ଆପଣ ହଳଦୀର ଉପାୟରେ ଏହାକୁ ନିଜ ଘରୁ ବାହାର କରିପାରିବେ।

ହଳଦୀ ବାସ୍ତୁ ଅନୁସାରେ କଳିଝଗଡା ଏବଂ ଘରେ ହେଉଥିବା ନକାରତ୍ମକ ଶକ୍ତିକୁ ଦୁର କରୁଥିବା ଏକ ଅଚୁକ ଉପାୟ ଅଟେ।ହଳଦୀର ବସ୍ତୁଦୋଷକୁ ଦୁର କରିବାପାଇଁ ଏକ ଶକ୍ତି ରହିଥାଏ।ଏହି ବସ୍ତୁଶାସ୍ତ୍ର ଅନୁସାରେ ଆପଣ ନିଜ ମୁଖ୍ୟଦ୍ୱାର ଉପରେ ହଳଦୀର ଏକ ସ୍ୱସ୍ତିକ ଚିହ୍ନ ତିଆରି କରିଦିଅନ୍ତୁ।ଏହି ଚିହ୍ନ ହଲଦୀରେ ତିଆରି ହୋଇଯିବା ପରେ ଜାଣି ନିଅନ୍ତୁ ଆପଣଙ୍କ ଘରେ ସବୁ ନକାରତ୍ମକ ଶକ୍ତି ଦୁର ହୋଇଯାଇଛି।ତ ସାଙ୍ଗମାନେ ଆପଣ ଏହି ଉପାୟ କରି ଆପଣ ନିଜ ଘରର ସବୁ ନକାରତ୍ମକ ଶକ୍ତିକୁ ନିଜ ଘରୁ ଦୁର କରିପାରିବେ।ସାଙ୍ଗମାନେ ଆପଣ ଏହି ଉପାୟ କରନ୍ତୁ ଯେପରି ଆପଣଙ୍କ ଘର ସବୁ ନକାରତ୍ମକ ଶକ୍ତିଠୁ ଦୂରରେ ରହିବ ଏବଂ ଆପଣଙ୍କ ଘର ସ୍ବଛ ଏବଂ ସୁସ୍ଥ ବାତାବରଣ ଦ୍ୱରା ଭରପୁର ରହୁ।ଆପଣ ଘରେ ସବୁବେଳେ ସକାରତ୍ମକ ଶକ୍ତିର ବାସ ରହୁ ଏବଂ ଦେବିଦେବତା ସବୁ ଏମାନଙ୍କ ଉପରେ କୃପା ରଖିଥାନ୍ତୁ।

ଯଦି ସାଙ୍ଗମାନେ ଆପଣଙ୍କୁ ଏହି ଆର୍ଟିକିଲ ଭଲ ଲାଗିଲା ତାହେଲେ ଏହାକୁ ନିଜ ବନ୍ଧୁ ଏବଂ ପରିବାର ମଧ୍ୟରେ ନିଶ୍ଚୟ ସେୟାର କରନ୍ତୁ ଏବଂ ଆପଣଙ୍କୁ ଏହା ଭଲ ଲାଗିଲା କି ନାହିଁ ଆମକୁ ନିଶ୍ଚୟ ଜଣେଇବେ।ଆପଣଙ୍କର ଘରେ କଣ ନକରାତ୍ମକ ଶକ୍ତି ରହିଅଛି।ଯଦି ଅଛି ତାହେଲେ ଶୀଘ୍ର ହି ଏହାର ଉପଚାର କରନ୍ତୁ ଏବଂ ଯଦି ନ ବି ନଥାଏ ତଥାପି ଏହା କରନ୍ତୁ କାରଣ ଏହା ସ୍ବଛ ସକାରତ୍ମକ ଉର୍ଜା ଦେଇଥାଏ।ନମସ୍କାର।

Leave a Reply

Your email address will not be published. Required fields are marked *