October 21, 2024

Odia Express

Leading Odia News Portal of Odisha

ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ହୋଇଥାନ୍ତି ଧନୀ – ଜୀବନରେ ଏହି ଲୋକଙ୍କୁ ଅନେକ ମାତ୍ରାରେ ସଫଳତା ମିଳିଥାଏ..

ସାଙ୍ଗମାନେ ଆପଣଙ୍କୁ ସ୍ୱାଗତ।ଆଜିର ଏହୂ ଆର୍ଟିକିଲରେ ଆମେ ଜାଣିବା ଏହି ଜନ୍ମଦିନ ଥିବା ବ୍ୟକ୍ତିମାନେ ଭାଗ୍ୟରୁ ହୋଇଥାନ୍ତି ଧନୀ।ଏବଂ ଏମାନଙ୍କ ଉପରେ ମହା ଲକ୍ଷ୍ମୀଙ୍କର ରହିଥାଏ ବିଶେଷ କୃପା।ଏହା ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।

ଅଙ୍କ ଜ୍ୟୋତିଷ ଅନୁସାରେ ୧ ରୁ ନେଇ ୯ ପର୍ଯ୍ୟନ୍ତ ମୂଳାଙ୍କ ହୋଇଥାଏ।ଯେଉଁଥିରୁ ୩ ଏପରି ମୂଳାଙ୍କ ଥାଏ ଯିଏ ଟଙ୍କା ମାମଲାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।ଏହି ମୂଳାଙ୍କର ବ୍ୟକ୍ତି ପରିଶ୍ରମ ଦ୍ୱାରା ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥାନ୍ତି।ଏବଂ ଯେକୌଣସି ବ୍ୟକ୍ତିର ଜନ୍ମଦିନର ମୂଳାଙ୍କ ଦ୍ୱାରା ସେହି ବ୍ୟକ୍ତିର ସ୍ୱଭାବ ଜାଣିହୋଇପାରେ।ଏବଂ ପ୍ରତି ମୂଳାଙ୍କ କେଉଁ ନା କେଉଁ ଗ୍ରହ ସହିତ ସମ୍ୱନ୍ଧ ରଖିଥାଏ।ଆଜି ଆମେ କଥା ହେବା ସେହି ମୂଳାଙ୍କ ବିଷୟରେ ଯେଉଁ ମୂଳାଙ୍କରେ ମହାଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ।ଏବଂ ଯେଉଁମାନଙ୍କ ଆର୍ଥିକ ସ୍ଥିତି ସବୁବେଳେ ମଜବୁତ ରହିଥାଏ।

ମୂଳାଙ୍କ ୧ ଥିବା ବ୍ୟକ୍ତି।ଯେଉଁ ବ୍ୟକ୍ତିଙ୍କ ଜନ୍ମ ମାସର ୧,୧୦,୧୯ ତଥା ୨୮ ତାରିଖ ଦିନ ହୋଇଥାଏ ସେମାନଙ୍କ ମୂଳାଙ୍କ ୧ ହୋଇଥାଏ।ଏବଂ ସେମାନଙ୍କ ସ୍ୱମୀ ଗ୍ରହ ସୁର୍ଯ୍ୟ ଅଟନ୍ତି।ଅଙ୍କଜୋତିଶ ଅନୁସାରେ ଏହି ନମ୍ବର ବ୍ୟକ୍ତିଙ୍କୁ ସବୁବେଳେ ନମ୍ବର ୧ ରେ ରହିବା ପସନ୍ଦ ହୋଇଥାଏ।ଏମାନଙ୍କର ନେତୃତ୍ୱ ନେବାର କ୍ଷମତା ଅଧିକ ଥାଏ।ଏମାନେ ନିଜ ପରିଶ୍ରମ ଦ୍ୱାରା ନିଜର ଅଲଗା ପରିଚୟ ସୃଷ୍ଟି କରିଥାନ୍ତି।ଏମାନେ ପ୍ରତ୍ୟେକ କାର୍ଯ୍ୟକୁ ଭଲ ଭାବରେ କରିଥାନ୍ତି।ଏମାନଙ୍କ ଆର୍ଥିକ ସ୍ଥିତି ବହୁତ ଭଲ ରହିଥାଏ ଏବଂ ଏମାନଙ୍କ ଉପରେ ମହାଲକ୍ଷ୍ମୀଙ୍କ କୃପା ସବୁବେଳେ ରହିଥାଏ।

ମୂଳାଙ୍କ ୫ ଥିବା ବ୍ୟକ୍ତି।ଯେଉଁମାନଙ୍କ ଜନ୍ମ ମାସର ୫,୧୪ କିମ୍ବା ୨୩ ତାରିଖ ଦିନ ହୋଇଥାଏ ସେମାନଙ୍କ ମୂଳାଙ୍କ ୫ ହୋଇଥାଏ।ଏବଂ ଏମାନଙ୍କ ସ୍ୱାମୀଗ୍ରହ ବୁଧ ଅଟନ୍ତି।ଅଙ୍କ ଜୋତିଶ ଅନୁସାରେ ଏମାନଙ୍କ ବୁଦ୍ଧି ବହୁତ ତୀବ୍ର ହୋଇଥାଏ।ଏମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି।ଏମାନଙ୍କୁ ଲାଇଫରେ ରିକ୍ସ ନେବା ପସନ୍ଦ ହୋଇଥାଏ।ଏମାନେ ସହାସି ଏବଂ ନିଜ କାମପ୍ରତି ସତର୍କ ହୋଇଥାନ୍ତି।ଏମାନେ ନିଜ ବୁଦ୍ଧି ବଳରେ ଭଲ ଧନ ଲାଭ କରିପାରିଥାନ୍ତି।ଏବଂ ବ୍ୟବସାୟରେ ମଧ୍ୟ ଏମାନେ ଲାଭବାନ ହୋଇଥାନ୍ତି।

ମୂଳାଙ୍କ ୯ ଥିବା ବ୍ୟକ୍ତି।ଯେଉଁମାନଙ୍କ ଜନ୍ମ ମାସର ୯,୧୮ ଏବଂ ୨୭ ତାରିଖ ଦିନ ହୋଇଥାଏ ସେମାନଙ୍କ ମୂଳାଙ୍କ ୯ ହୋଇଥାଏ।ଏବଂ ଏମାନଙ୍କ ସ୍ୱମୀ ଗ୍ରହ ମଙ୍ଗଳ ହୋଇଥାଏ।ଏମାନେ ପ୍ରତ୍ୟେକ କାମ ପ୍ରତି ବହୁତ ଉତ୍ସାହିତ ଥାନ୍ତି ଏବଂ ଏମାନଙ୍କ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ଏବଂ ଏମାନେ ଖୋଲା ହାତରେ ଖର୍ଚ୍ଚ କରିଥାନ୍ତି।ଏବଂ ଏମାନେ ନିଜ ଜୀବନରେ ଭଲ ଧନ ଅର୍ଜିତ କରିଥାନ୍ତି।

Leave a Reply

Your email address will not be published. Required fields are marked *