October 23, 2024

Odia Express

Leading Odia News Portal of Odisha

ମଜାଦାର ପଜଲ – ପ୍ରଥମ ଚିତ୍ରରେ ଆପଣଙ୍କୁ ଏକ କଳା ରଙ୍ଗର ଦାଗ ଦେଖାଯାଇଛି ଏବଂ ଦ୍ୱିତୀୟ ଚିତ୍ରରେ ଏକ ଷ୍ଟ୍ରବେରୀ ଅଛି ତେବେ ଏହାକୁ ଦେଖି ଆପଣଙ୍କୁ ଏକ ଫୋନର ନାମ ବତାଇବାର ଅଛି – ୯୯ ପ୍ରତିଶତ ଲୋକ ଫେଲ ହେଇଯିବେ..

ସାଙ୍ଗମାନେ ଆପଣଙ୍କୁ ସ୍ୱାଗତ।ଏହି ଆର୍ଟିକିଲରେ ଆମେ ଆପଣଙ୍କୁ କିଛି କୌତୁହଳ ପୂର୍ଣ ଏବଂ ମଜଳିଆ ପଜଲ ଦେବୁ।ଯଦି ଆପଣ ଏହି ସବୁ ପଜଲର ଉତ୍ତର ୧୦ ସେକେଣ୍ଡ ମଧ୍ୟରେ ଭାବିବାରେ ସକ୍ଷମ ହୋଇପାରିଛନ୍ତି ତେବେ ଆପଣ ବହୁତ ବୁଦ୍ଧିମାନ ଅଟନ୍ତି।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ପଜଲ ଆରମ୍ଭ କରିବା।

ପଜଲ ନମ୍ବର ୧:- ସାଙ୍ଗମାନେ ଆପଣଙ୍କ ସାମ୍ନାରେ ଏକ ଚିତ୍ର ଦେଖାଯାଇଛି ଏବଂ ଯାହାଦ୍ୱାରା ଆପଣଙ୍କୁ ଏକ ସ୍ତାନ ନାମ ଭାବିବାର ଅଛି।ଏହି ପଜଳରେ ଆପଣଙ୍କ ସାମ୍ନାରେ ଏକ ନିଆଁର ଚିତ୍ର ଅଛି ଏବଂ ଏହା ସହିତ ଏକ ହିନ୍ଦୀ ଆକ୍ଷର ରା ଅଛି।ତେବେ ଏହାର ଉତ୍ତର ୧୦ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଆଗ୍ରା।କାରଣ ନିଆଁକୁ ହିନ୍ଦୀ ଭଷାରେ ଆଗ ବୋଲି କୁହାଯାଇଥାଏ।ଏବଂ ଆଗ ଏବଂ ଗ୍ରାକୁ ମିଶାଇବା ଦ୍ୱାରା ଆଗ୍ରା ହୋଇଥାଏ।

ପଜଲ ନମ୍ବର ୨:- ସାଙ୍ଗମାନେ ଏଠାରେ ଆପଣଙ୍କ ସାମ୍ନାରେ ଏକ ଚିତ୍ର ଦେଖାଯାଇଛି।ଯାହାକୁ ଦେଖିକି ଆପଣଙ୍କୁ ଏକ ମୁଭିର ନାମ ବତାଇବାର ଅଛି।ଏଠି ଚିତ୍ରରେ ପ୍ରଥମେ ଏକ ଘରର ଚିତ୍ର ଦେଖାଯାଇଛି ଏବଂ ଏହା ସହିତ ଏକ ଫୁଲର ଚିତ୍ର ଦେଖାଯାଇଛି।ତେବେ ୧୦ ସେକେଣ୍ଡ ମଧ୍ୟରେ ଏହି ମୁଭିର ନାମ ବତାଇବାକୁ ଚେଷ୍ଟା କରନ୍ତୁ।

ଏହାର ଉତ୍ତର ହେଉଛି ହାଉସଫୁଲ।ପ୍ରଥମ ଚିତ୍ରରେ ଆପଣ ଏକ ଘର ଦେଖିପାରୁଥିବେ ଯାହାକୁ ଇଂରାଜୀରେ ହାଉସ କୁହାଯାଏ ଏବଂ ଦ୍ୱିତୀୟ ଚିତ୍ରରେ ଆପଣ ଏକ ଫୁଲ ଦେଖିପାରୁଥିବେ ତେବେ ଏହାକୁ ମିଶାଇବାଦ୍ୱାରା ମୁଭିର ନାମ ହେବ ହାଉସଫୁଲ।

ପଜଲ ନମ୍ବର ୩:-ଆପଣଙ୍କ ସାମ୍ନାରେ ଏକ ଚିତ୍ର ଦେଖାଯାଇଛି ଏବଂ ଏହାକୁ ଦେଖି ଆପଣଙ୍କୁ ଏକ ଝିଅର ନାମ ବତାଇବାର ଅଛି।ଏହି ଚିତ୍ରରେ ପ୍ରଥମେ ଆପଣଙ୍କୁ ଏକ ପାତ୍ରରେ କିଛି ଫଳ ଦେଖାଯାଇଛି ଏବଂ ଏହାପରର ଏକ ପ୍ଲେଟରେ ଚାହାକପ ରଖାଯାଇଛି।ଏହାର ଉତ୍ତର ୧୦ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଫ୍ରୁଟି।ପ୍ରଥମ ଚିତ୍ରରେ ଥିବା ଫଳକୁ ଇଂରାଜୀରେ ଫ୍ରୁଟ କୁହାଯାଏ ଏବଂ ଚାହାକୁ ଟି।ତେବେ ଏହାକୁ ମିଶାଇବା ଦ୍ୱାରା ହେବ ଫ୍ରୁଟି।

ପଜଲ ନମ୍ବର ୪:-ଆପଣଙ୍କ ସାମ୍ନାରେ ଏକ ଚିତ୍ର ଦେଖାଯାଇଛି ଏବଂ ଏହାକୁ ଦେଖି ଆପଣଙ୍କୁ ଏକ ପୁଅର ନାମ ବତାଇବାର ଅଛି।ଏହି ଚିତ୍ରରେ ଆପଣଙ୍କ ସାମ୍ନାରେ ଏକ କାର ଦେଖାଯାଇଛି ଏବଂ ଏହାପରେ ଏକ ବ୍ୟକ୍ତି ଦୌଡୁଥିବାର ଚିତ୍ର ଦେଖାଯାଇଛି।ତେବେ ଏହାର ଉତ୍ତର ୧୦ ସେକେଣ୍ଡ ମଧ୍ୟରେ ଦେବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି କରନ।ପ୍ରଥମ ଚିତ୍ରରେ ଥିବା କାର ଏବଂ ଦ୍ୱିତୀୟ ଚିତ୍ରରେ ଦୌଡ଼ିବାକୁ ଇଂରାଜୀରେ ରନ କୁହାଯାଏ।ତେବେ ଏହାକୁ ମିଶାଇବାଦ୍ୱାରା ହେବ କରନ।

ପଜଲ ନମ୍ବର ୫:-ଆପଣଙ୍କ ସାମ୍ନାରେ ଏକ ଚିତ୍ର ଦେଖାଯାଇଛି ଏବଂ ଏହାକୁ ଦେଖି ଆପଣଙ୍କୁ ଏକ ଫୋନର ନାମ ବତାଇବାର ଅଛି।ପ୍ରଥମ ଚିତ୍ରରେ ଆପଣଙ୍କୁ ଏକ କଳା ରଙ୍ଗର ଦାଗ ଦେଖାଯାଇଛି ଏବଂ ଦ୍ୱିତୀୟ ଚିତ୍ରରେ ଏକ ଷ୍ଟ୍ରବେରୀ।ତେବେ ଏହାର ଉତ୍ତର ଆପଣ ୧୦ ସେକେଣ୍ଡ ମଧ୍ୟରେ ଭାବନ୍ତୁ।

ଏହାର ସଠିକ ଉତ୍ତର ହେବ ବ୍ଲାକବେରୀ।କଳାକୁ ଇଂରାଜୀରେ ବ୍ଲାକ କୁହାଯାଏ ଏବଂ ଏହା ସହିତ ବେରୀକୁ ମିଶାଇବା ଦ୍ୱାରା ହେବ ବ୍ଲାକବେରୀ।

ପଜଲ ନମ୍ବର ୬:-ଆପଣଙ୍କ ସାମ୍ନାରେ ଏକ ଚିତ୍ର ଦେଖାଯାଇଛି ଏବଂ ଏହାକୁ ଦେଖି ଆପଣଙ୍କୁ ଏକ ପରିବାର ନାମ ବତାଇବାର ଅଛି।ପ୍ରଥମ ଚିତ୍ରରେ ଆପଣଙ୍କୁ ଏକ ମାଠିଆ ଦେଖାଯାଇଛି ଏବଂ ଏହାପରେ ଏକ ଅଟୋ।ତେବେ ୧୦ ସେକେଣ୍ଡ ମଧ୍ୟରେ ଏହାର ଉତ୍ତର ଭାବନ୍ତୁ।

ଏହାର ସଠିକ ଉତ୍ତର ହେବ ପଟାଟୋ।ପ୍ରଥମ ଚିତ୍ରରେ ଆପଣଙ୍କୁ ପଟ ଦେଖାଯାଇଛି ଏବଂ ଦ୍ୱିତୀୟ ଚିତ୍ରରେ ଅଟୋ।ଏହାକୁ ମିଶାଇବାଦ୍ୱାରା ହେବ ପଟାଟୋ।

ପଜଲ ନମ୍ବର ୭:-ଆପଣଙ୍କ ସାମ୍ନାରେ ଏକ ଚିତ୍ର ଦେଖାଯାଇଛି ଏବଂ ଏହାକୁ ଦେଖି ଆପଣଙ୍କୁ ଏକ ଝିଅର ନାମ ବତାଇବାର ଅଛି।ପ୍ରଥମ ଚିତ୍ରରେ ଏକ ଜାହାଜ ଦେଖାଯାଇଛି ଏବଂ ଏହାପରେ ଏକ ହିନ୍ଦୀ ଅକ୍ଷର ରା।ତେବେ ଏହାର ଉତ୍ତର ଆପଣ ୧୦ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ଉତ୍ତର ହେଉଛି ସିପ୍ରା।କାରଣ ଜାହାଜର ଇଂରାଜୀ ହେଉଛି ସିପ।ଏବଂ ହିନ୍ଦୀ ଅକ୍ଷର ‘ରା’କୁ ମିଶାଇବା ଦ୍ୱାରା ହେବ ସିପ୍ରା।

ପଜଲ ନମ୍ବର ୮:-ଆପଣଙ୍କ ସାମ୍ନାରେ ଏକ ଚିତ୍ର ଦେଖାଯାଇଛି ଏବଂ ଏହାକୁ ଦେଖି ଆପଣଙ୍କୁ ଏକ ଗୀତ ନାମ ବତାଇବାର ଅଛି।ପ୍ରଥମ ଚିତ୍ରରେ ଆପଣଙ୍କୁ କିଛି ଲୋକଙ୍କ ଚାଲିବାର ଚିତ୍ର ଦେଖାଯାଇଛି ଏବଂ ଏହାପରେ ଏକ ହାତୀର ଚିତ୍ର ଦେଖାଯାଇଛି।ତେବେ ୧୦ ସେକେଣ୍ଡ ମଧ୍ୟରେ ଏହାର ଉତ୍ତର ଭାବନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଚଲ ଚଲ ଚଲ ମେରେ ହାତୀ।

Leave a Reply

Your email address will not be published. Required fields are marked *