December 22, 2024

Odia Express

Leading Odia News Portal of Odisha

ବୃଷରାଶି ୧୩,୧୪,୧୫,୧୬,୧୭ ମେ ମାସରେ ଏହି ୫ ଦିନ ମିଳିବ ସୌଭାଗ୍ୟ – ନିଶ୍ଚୟ ଜାଣିରଖନ୍ତୁ ଏହି କଥା ଗୁଡିକ..

ଆଜି ଆମେ ଜାଣିବା ବୃଷ ରାଶିମାନଙ୍କ ପାଇଁ ଆସୁଥିବା ୫ ଦିନ କିପରି ରହିବ ଏବଂ ତାଙ୍କୁ କେଉଁ ସୋଭାଗ୍ୟ ମିଳିବାକୁ ଯାଉଛି।ଏହା ତାଙ୍କୁ ବ୍ୟବସାୟରେ ମିଳିପାରେ କିମ୍ବା କୌଣସି ବନ୍ଧୁଠାରୁ ମଧ୍ୟ ମିଳିପାରେ।ଯେବେ ଭାଗ୍ୟ ସାଥ ଦିଏନାହିଁ ତେବେ ମନେ ରଖନ୍ତୁ ପରିଶ୍ରମ ସାଥ ଅବଶ୍ୟ ଦବ।ଚେଷ୍ଟା ସବୁବେଳେ ଶେଷ ନିଶ୍ୱାସ ଯାଏ କରିବାର ଅଛି କାରଣ ଏହା ଯୋଗୁ ଲକ୍ଷ ମିଳିପାରେ କିମ୍ବା ଭଲ ଅନୁଭବ ମଧ୍ୟ ମିଳିପାରେ।ଏବେ ଜାଣିବା ଆଉଥିବା ୫ ଦିନ ବୃଷ ରାଶିମାନଙ୍କ ପାଇଁ କିପରି ରହିବ।

ଆଜି କୌଣସି ଖୁସି ଖବର ମିଳିବା ଦ୍ୱାରା ମନ ପୁରା ଖୁସି ରହିବ ତଥା ଭାବନାତ୍ମକ ରୂପରେ ବହୁତ ସସକ୍ତ ଅନୁଭବ କରିବେ।କୌଣସି ସାଙ୍ଗକୁ କଷ୍ଟ ସମୟରେ ତାହାର ସାହାଯ୍ୟ କରିବା ଆପଣଙ୍କୁ ଆତ୍ମିକ ସୁଖ ପ୍ରଦାନ କରିବ।କିଛି କାମରେ ବାଧା ଆସିବା ଦ୍ୱାରା ଆପଣ ଭାଙ୍ଗି ପାରନ୍ତି।ଦର୍ଯ୍ୟ ରଖନ୍ତୁ ଏବଂ ଉଚିତ ସମୟର ଅପେକ୍ଷା କରନ୍ତୁ।କାର୍ଯ୍ୟ କ୍ଷେତ୍ରରେ ଧନକୁ ନେଇକରି କୌନସି ପ୍ରକାର ବୁଝାବଣ କରନ୍ତୁ ନାହିଁ।

ଆପଣ ନିଜର ବୌଦ୍ଧିକ ଗୁଣ ପାଇଁ ଏମାନେ ଜ୍ଞାନକୁ ମଧ୍ୟ ବହୁତ ଗୁରୁତ୍ୱ ଦେଇଥାନ୍ତି।ଯେଉଁଠୁ ବି କିଛି ଜାଣିବାକୁ ମିଳିଲା ତାକୁ ଗ୍ରହଣ କରନ୍ତି।ବହୁତ ପରିଶ୍ରମ କରି ଜିନିଷ ପଇଥାନ୍ତି ଏବଂ ସେଥିପାଇଁ ସବୁ କ୍ଷେତ୍ରରେ ସଫଳ ହୋଇଥାନ୍ତି।ଏମାନେ ପ୍ରତିଭାର ପରିପୂର୍ଣ ହୋଇଥାନ୍ତି।ନୂଆ କାମ ହେଉ କି କ୍ରିଏଟିଭିଟିର ଆବଶ୍ୟକତା ହେଉ ଏମାନଙ୍କ ଦ୍ୱାରା କରାଯାଇଥିବା ସମସ୍ତ କାମ ଏକଦମ ନୂଆ ଏବଂ ପ୍ରଭାବଶାଳୀ ହୋଇଥାଏ।ଏମାନେ ସଚ୍ଚୋଟ ହୋଇଥାନ୍ତି ଏବଂ ଏମାନଙ୍କୁ ସତ କହିବା ପସନ୍ଦ ଆସିଥାଏ।ଏଥିପାଇ ଅନ୍ୟର କାମରେ ମଧ୍ୟ ତାକୁ ପୁରା କ୍ରେଡିଟ ଦେଇଥାନ୍ତି।

ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥିବା ସହିତ ଏମାନଙ୍କ ବ୍ୟକ୍ତିତ୍ୱ ବହୁତ ଆକର୍ଷକ ହୋଇଥାଏ।କହିବା ଢଙ୍ଗଠୁ ଆରମ୍ଭ କରି କପଡା ପନ୍ଧିବାର ଶୈଳୀ ଯାଏ ସବୁ ଜିନିଷ ଏମାନଙ୍କ ନିରାଲା ହୋଇଥାଏ ଯାହାଦ୍ୱାରା ଲୋକଁ ପ୍ରଭାବିତ ନ ହୋଇ ରହିପାରନ୍ତି ନାହିଁ।ସଚ୍ଚୋଟ ହେବା କାରଣରୁ ଏମାନେ ରିସ୍ତା,କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟ ପୂର୍ଣ ଭାବରେ ବିଶ୍ୱାସୀ ହୋଇଥାନ୍ତି।ପ୍ରେମ ଅଥବା ବୈବାହିକ ସମ୍ବନ୍ଧରେ ମଧ୍ୟ ସାଥି ସହିତ ସଚ୍ଚୋଟ ରହିବାକୁ ଏମାନେ ପ୍ରାଥମିକତା ଦେଇଥାନ୍ତି।ଏମାନେ ରୋମାଣ୍ଟିକ ହୋଇନଥାନ୍ତି।ଏହାସହିତ ଏମାନଙ୍କ ଏକ କମି ଏହା ବି ଥାଏ କି ସମ୍ବନ୍ଧରେ ନିଜର ହକ ଜାହିର କରିବାକୁ ପସନ୍ଦ କରିଥାନ୍ତି ଏବଂ କେତେଥର କେବେଳ ଏଥିପାଇଁ ନିଜ ବୈବାହିକ ଏବଂ ପ୍ରେମ ସମ୍ବନ୍ଧ ଲମ୍ବା ସମୟ ରହେନାହିଁ।

ଆଜି ନିଜ କର୍ମଚାରୀଙ୍କୁ ପ୍ରେରିତ କରିବା ପାଇଁ ନିଜ ରଚନାତ୍ମକତାର ବ୍ୟବହାର କରନ୍ତୁ ଏବଂ ତାଙ୍କ ପ୍ରଶଂସା କରିବା ଜମା ଭୁଲନ୍ତୁ ନାହିଁ ଏବଂ ତାଙ୍କୁ ଏହା ମଧ୍ୟ କୁହନ୍ତୁ କି ସେ ଆପଣଙ୍କ ପାଇଁ କେତେ ଆବଶ୍ୟକ ଅଟନ୍ତି।ଆପଣ ଯଦି କୌଣସି ହସ୍ତଶିଳ୍ପ କିମ୍ବା କଳାକାର ହୋଇଥାନ୍ତି ତାହେଲେ ଆଜି ସମ୍ପୂର୍ଣ ଦିନ ଆପଣଙ୍କର ଅଟେ।ଆଜି ଆପଣ ପାଇବେ କି ଆପଣଙ୍କ କଳାତ୍ମକତା ଆପଣଙ୍କ ଚରମସୀମାରେ ଅଛି।ଆଜି ଆପଣ ଜାଣିବେ କି ଖରାପ କାମ କରିବା,ଖରାପ ଖାଇବା ଏବଂ କମ ବ୍ୟାୟାମ ଆଦିର ପରିଣାମ ହେଉଛି ରୋଗ।ତେଣୁ ଆପଣ ଏଥିରୁ ଦୁରେଇ ରହିବାକୁ ଚେଷ୍ଟା କରିବେ।

Leave a Reply

Your email address will not be published. Required fields are marked *