ମନ ଦେଇକି ପାଠ ପଢ଼ିବାର ଏହି ବଡ ଉପାୟ – ଏହି ସିକ୍ରେଟ ଜାଣିଲେ ଆପଣ ଦିନ ରାତି ପଢିବା ପାଇଁ ଇଚ୍ଛା କରିବେ..
ଆଜି ଆମେ ଆପଣଙ୍କ ପାଖରେ ଏକ ମହତ୍ତ୍ୱପୂର୍ଣ ବିଚାର ତଥା ତଥ୍ୟ ନେଇକି ଆସିଛୁ।ଆଜି ଆମେ ଆପଣଙ୍କ ପାଖରେ କ୍ଳାସରେ ଟପର ହେବାର ନୂଆ ତରିକା ନେଇକି ଆସିଛୁ ଯାହା ସବୁ ସ୍ତୁଡେଣ୍ଟ ପାଇଁ ଜରୁରୀ ହେଇଥାଏ।ସବୁ ଛାତ୍ର ଏବଂ ଛାତ୍ରୀ ଏହା ଚେଷ୍ଟା କରେ କି ସେ ଟପର ହେଉ।ଆଉ ସମସ୍ତେ ଏହା ଭାବି ଆଶ୍ଚର୍ଯ୍ୟ ହୁଅନ୍ତି କି ଟପର ମାମେ ଏତେ ସମୟ କିପରି ପଢି ପାରନ୍ତି।ଆଉ ଏହା ଭାବି ଭାବି ସେମାନେ ଘଣ୍ଟା ଘଣ୍ଟା ପାଠ ବି ପଢ଼ନ୍ତି ମାତ୍ର ତାଙ୍କୁ ଫଳାଫଳ ମିଳି ନଥାଏ।ଆଜି ଆମେ ଆପଣଙ୍କ ପାଖରେ ଏକ ମହତ୍ତ୍ୱପୂର୍ଣ ତଥ୍ୟ ଆଣି ଆସିଛୁ।
ଆପଣ ଯଦି ଟପର ହେବାକୁ ଚାହାନ୍ତି ତ ସବୁଠୁ ପ୍ରଥମ ଜିନିଷ ଯାହା ଆପଣଙ୍କର ଦରକାର ତାହା ହେଉଛି ଆତ୍ମବିଶ୍ୱାସ।ଆପଣ ପାଠ ପଢନ୍ତୁ ଅଥବା ଯେକୌଣସି କାମ କରନ୍ତୁ ଆପଣଙ୍କୁ ଆତ୍ମବିଶ୍ୱାସ ନିହାତି ଦରକାର।ଏହା ଆପଣଙ୍କୁ କାମ କରିବାର ଶକ୍ତି ପ୍ରଦାନ କରିଥାଏ।
ଜଣେ ଟପରର ସବୁଠୁ ଖାସ କଥା ଏଇଆ ହେଇଥାଏ କି ସେ ନିଜ ପ୍ଲାନିଂ ଦ୍ୱାରା ହି ସବୁକିଛି କରିଥାଏ।ସେ ପ୍ଲାନିଂ ଦ୍ୱାରା ପାଠ ପଢ଼ିଥାଏ ଆଉ ପ୍ଲାନିଂ କରି ହି ସେ ସବୁ ଲାଭ କରିଥାଏ।ଆପଣ ବି ନିଜର ଏକ ପଢ଼ାର ପ୍ଲାନିଂ କରନ୍ତୁ ଯେପରିକି ଆପଣଙ୍କୁ ଏହି ସପ୍ତାହ କେତେ କୋର୍ସ ସାରିବାର ଅଛି ଆଉ କଣ କଣ କରିବାର ଅଛି।ଏହାଦ୍ୱାରା ବି ଆପଣଙ୍କୁ ଫାଇଦା ହେଇପାରେ।
ଆପଣ ସାଂପଲ ପେପର ମାନଙ୍କର ଭଲ ଭାବରେ ପ୍ରାକ୍ଟିସ୍ କରନ୍ତୁ।ଆପଣ ପରୀକ୍ଷାରେ ଭଲ କରିବା ପାଇଁ ହେଲେ ଆପଣଙ୍କୁ ପରୀକ୍ଷା ଭଳି ଅନ୍ୟ ପେପର ମାନଙ୍କର ଭଲ ଭାବରେ ଅଭ୍ୟାସ କରିବା ନିହାତି ଦରକାର।ତ ଆପଣ ସାଂପଲ ପେପର ମାନଙ୍କର ଭଲରେ ଅଭ୍ୟାସ କରନ୍ତୁ।
ଘଣ୍ଟା ଘଣ୍ଟା ପଢନ୍ତୁ ନାହିଁ:- ଆପଣ ଭାବୁଥିବେ କି ଟପର ମାନେ ବହୁତ ଘଣ୍ଟା ପାଠ ପଢ଼ନ୍ତି ଆଉ ଦିନ ରାତି ଏକ କରି ପାଠ ପଢ଼ନ୍ତି ମାତ୍ର ଏହା ଆପଣ ଭୁଲ ଭାବୁଛନ୍ତି।ଆପଣ ଏହା ଭାବିବା ଜମା ବି ଉଚିତ ନୁହଁ କି ଟପର ମାନେ ଏତେ ସମୟ ଏକାଥରେ ପାଠ ପଢ଼ନ୍ତି ବରଂ ଆପଣ ଏହା ଭାବିବା ଦରକାର କି ଆପଣ କମ ସମୟ ବି ପଢନ୍ତୁ ମାତ୍ର ପ୍ରଭାବଶାଳୀ ପାଠ ପଢନ୍ତୁ।ସେହି ଜିନିଷରୁ ଦୂରରେ ରୁହନ୍ତୁ ଯାହା ଆପଣଙ୍କୁ ଅନ୍ୟ ମନସ୍କ କରିବାରେ ଲାଗିଛି।
ଆପଣ ନିଜର ଦୁର୍ବଳତା ଉପରେ ଅଧିକ ଧ୍ୟାନ ଦିଅନ୍ତୁ:- ଟପର ହେବା ପାଇଁ କେବଳ ନିଜର ଷ୍ଟ୍ରଙ୍ଗ ବିଷୟ ମାନଙ୍କ ଉପରେ କାମ କରିଲେ ହି ହେଇ ପାରିବେନି।ଆପଣ ନିଜର ଦୁର୍ବଳତା ଉପରେ ଅଧିକ କାମ କରନ୍ତୁ ଆଉ ଏହା ହି ଆପଣଙ୍କୁ ଭଲ ରେଜଲ୍ଟ ଆଣି ଦେବ।ଆପଣ ଏହାକୁ ବେସି ପଢନ୍ତୁ।
ନୋଟ୍ସ ବନାନ୍ତୁ:- ବହି ଅଧିକ ଲମ୍ବା ହେଇଥାଏ ଯାହା ଆମର ଅଧିକ ସମୟ ବର୍ବାଦ କରିଥାଏ ତେଣୁ ସବୁ ଟପର ଲୋକ ସର୍ବଦା ନୋଟ୍ସ ମାନଙ୍କର ବ୍ୟବହାର କରନ୍ତି।ଆପଣ ବି ନିଜର କିଛି ନୋଟ୍ସ ବନାନ୍ତୁ ଆଉ ପରୀକ୍ଷା ସମୟରେ ନୋଟ୍ସ ବନାନ୍ତୁ ନାହିଁ।ଆପଣ ପୂର୍ବରୁ ନୋଟ୍ସ ବନାନ୍ତୁ ଆଉ ତାକୁ ପରୀକ୍ଷା ସମୟରେ ଫାଇଦା ନିଅନ୍ତୁ।