ବାଛନ୍ତୁ ଏକ ଦ୍ୱାର ଏବଂ ଜାଣନ୍ତୁ ନିଜ ବିଷୟରେ ଏକ ସତ୍ୟତା – ନିଶ୍ଚୟ ଦେଖନ୍ତୁ ଏବେ ଏହି ବଡ କଥା..
ସାଙ୍ଗମାନେ ଆପଣଙ୍କୁ କେଉଁ ପ୍ରକାର ଜିନିଷ ଆକର୍ଷିତ କରିଥାଏ ଏହା ଆପଣଙ୍କ ସ୍ଵଭାଵ ଏବଂ ଆପଣଙ୍କ ଭାବନା ବିଷୟରେ କହିଥାଏ।ବିଭିନ୍ନ ଗବେଷଣାରୁ ଏହା ଜଣାଯାଏ କି କୌଣସି ବ୍ୟକ୍ତିର ଆଶା ତାର ସ୍ଵଭାଵ ଏବଂ ଭାବନାରୁ ହି ଜଣା ପଡ଼ିଥାଏ।ତାକୁ କେଉଁ ଜିନିଷ ପସନ୍ଦ ଥାଏ ଏବଂ କେଉଁଥିରେ ରୁଚି ଥାଏ ଏବଂ କେଉଁ ଜିନିଷଠୁ ସେ ଦୂରକୁ ଯାଇଥାଏ।ଏଥିରୁ ତାଙ୍କ ଚରିତ୍ର ବିଷୟରେ ବହୁତ କଥା ଜଣାପଡ଼ିଥାଏ।ଏହି ଚିତ୍ରରେ ଆପଣଙ୍କୁ ୬ଟି କବାଟ ଦେଖା ଯାଇଅଛି।ସବୁ କବାଟରେ ଏକ ଅଲଗା ଦୃଶ୍ୟ ରହିଅଛି।ଏହା ମଧ୍ୟରୁ କେଉଁ କବାଟରେ ଥିବା ଦୃଶ୍ୟ ଆପଣଙ୍କୁ ସବୁଠୁ ଅଧିକ ପସନ୍ଦ ଆସିଛି ଏବଂ ସେଥିରୁ ଜାଣନ୍ତୁ ନିଜ ଭାବନା ବିଷୟରେ ଏକ ଖାସ କଥା।ତ ବାଛନ୍ତୁ ନିଜ ପସନ୍ଦର ଏକ କବାଟ।
ପ୍ରଥମ କବାଟ:-ଯଦି ଆପଣ ପ୍ରଥମ କବାଟକୁ ବାଛିଛନ୍ତି ତାହେଲେ ଆପଣ ସ୍ୱତନ୍ତ୍ରତା ପସନ୍ଦ ବ୍ୟକ୍ତି ଅଟନ୍ତି।ଆପଣଙ୍କ ଭାବନା ମଧ୍ୟ ଠିକ ଏହିପରି ଅଟେ।ଯେବେ ଆପଣ ଜୀବନରେ କୌଣସି ନିଷ୍ପତି ନିଅନ୍ତି ତାହେଲେ ବ୍ୟସ୍ତ ହେବା ଅପେକ୍ଷା ଧର୍ଯ୍ୟର ସହିତ କାମ କରିଥାନ୍ତି ଏବଂ ଆଗକୁ ବଢ଼ିଥାନ୍ତି।
ଦ୍ୱିତୀୟ କବାଟ:-ଯଦି ଆପଣ ଏହି କବାଟର ଚୟନ କରିଛନ୍ତି ତାହେଲେ ଆପଣ ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ ଅଟନ୍ତି ଯିଏ ନିଜର ଏକ ଅଲଗା ଦୁନିଆରେ ରହିବାକୁ ପସନ୍ଦ କରନ୍ତି।ଏକା ରହିବା ଏବଂ ନିଜ ଭାବନାକୁ ଗୁରୁତ୍ୱ ଦେବା ଆପଣଙ୍କ ଗୁଣ କୁହାଯାଇପାରେ।ଏମିତି ନୁହେଁ କି ଆପଣଙ୍କ ଜୀବନରେ ସାଙ୍ଗ ନାହାନ୍ତି କିନ୍ତୁ କିଛି ଖାସ କାର୍ଯ୍ୟକୁ ଆପଣ ନିଜେ କରିବାକୁ ପସନ୍ଦ କରିଥାନ୍ତି।ଆପଣ ଏକ ବୁଲିବାକୁ ପସନ୍ଦ କରିଥାନ୍ତି ଯେମିତି ଦୁନିଆକୁ ଏକ ଅଲଗା ନଜରିଆରେ ଦେଖିପାରିବେ।
ତୃତୀୟ କବାଟ:-ଏହି କବାଟକୁ ବାଛୁଥିବା ଲୋକ ବହୁତ ଖୁସିରେ ରହନ୍ତି କାରଣ ଏମାନଙ୍କୁ ଜୀବନର ରଙ୍ଗ ସହିତ ପ୍ରେମ ରହିଥାଏ।ପ୍ରତ୍ୟେକ କଥାକୁ ଏମାନେ ନିଜ ଭାବନାର ରଙ୍ଗବିରଙ୍ଗ ରଙ୍ଗ ସହିତ ଯୋଡିଥାନ୍ତି।ଏମାନଙ୍କ ଏକ ଖାସ କଥା ହେଲା ଜୀବନସାରାର ଉତ୍ସୁକତା ଏମାନଙ୍କ ମଧ୍ୟରେ କେବେ ଶେଷ ହୁଏ ନାହିଁ।
ଚତୁର୍ଥ କବାଟ:-ଏହି କବାଟକୁ ବାଛିଥିବା ଲୋକଙ୍କ ମଧ୍ୟ ଭରପୁର ଜୋସ ରହିଥାଏ।ଏମାନଙ୍କ ମଧ୍ୟରେ ଅଲଗା ପ୍ରକାରର ଜୋସ ରହିଥାଏ ଯାହା ଏମାନଙ୍କୁ କେବେ ବୋର ହେବାକୁ ଦେଇନଥାଏ କିନ୍ତୁ ବହୁତଥର ଏହି ଜୋସ ଏମାନଙ୍କୁ ନିୟମରୁ ହଟି କାମ କରିବାକୁ ମଧ୍ୟ ପ୍ରୋତ୍ସାହନ କରିଥାଏ ଏବଂ ଏଥିପାଇଁ ଏମାନେ ବହୁତ ନିୟମ ଭାଙ୍ଗିଥାନ୍ତି କିନ୍ତୁ ତଥାପି ଏମାନଙ୍କ ଏହି ଶୈଳୀ ଏମାନଙ୍କ ଆଖପାଖରେ ଥିବା ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ ଏବଂ ଶେଷରେ ଏମାନେ ଏକ ଅଲଗା ରୂପରେ ଦୁନିଆରେ ରହିଥାନ୍ତି।
ପଞ୍ଚମ କବାଟ:-ଯଦି ଆପଣ ନିଜ ପାଇଁ ଏହି କବାଟ ବାଛିଛନ୍ତି ତାହେଲେ ଆପଣ ସେହିପରି ଲୋକ ଅଟନ୍ତି ଯିଏ ବହୁଥିବା ଜଳ ସହ ବୋହିଗଲା ଭଳି ହୋଇଥାନ୍ତି ଅର୍ଥାତ ଯେମିତି ପରିସ୍ଥିତି ସେମିତିହି ନିଜକୁ ତିଆରି କରିନିଅନ୍ତି।ଏମାନଙ୍କ ଠାରୁ ପରିବାର ବହୁତ ଖୁସି ହୁଅନ୍ତି।ଏମାନେ ଭଲ ସମ୍ପର୍କୀୟ, ବନ୍ଧୁ ଏବଂ ଅବିଭାବକ ହୋଇଥାନ୍ତି।ଏମାନଙ୍କୁ ନିଜ ଭାବନାକୁ ମଧ୍ୟ କାବୁ କରିବା ଆସିଥାଏ ଏବଂ ସେଥିପାଇଁ ସମସ୍ତେ ତାଙ୍କୁ ପସନ୍ଦ କରିଥାନ୍ତି।
ଷଷ୍ଠ କବାଟ:-ଯଦି ଆପଣ ଏହି କବାଟ ବାଛିଛନ୍ତି ତାହେଲେ ଆପଣଙ୍କ ଜୀବନରେ ବହୁତ ସ୍ଥିରତା ରହିଥାଏ।ଆପଣ ନିଜ ଜୀବନରେ ଶାନ୍ତି ପସନ୍ଦ କରିଥାନ୍ତି।ଏମାନଙ୍କ ମଧ୍ୟରେ କଳା ଭରି ରହିଥାଏ ଏବଂ ଏମାନେ ଭଲ ଲେଖକ କିମ୍ବା କବି ହୋଇଥାନ୍ତି।ଏହାଛଡା ଏହି ଲୋକ ଜୀବନରେ ସତକୁ ଭଲ ପାଇଥାନ୍ତି ଏବଂ ଅନ୍ୟଠୁ ମଧ୍ୟ ଏହା ଆଶା କରନ୍ତି।