ବାଛନ୍ତୁ ନିଜ ଜନ୍ମ ତାରିଖ ଏବଂ ଜାଣନ୍ତୁ କେତେ ରୋମାଣ୍ଟିକ ଅଟନ୍ତି ଆପଣ – ନିଶ୍ଚୟ ଦେଖନ୍ତୁ..
ଆପଣ ଯେଉଁ ତାରିଖରେ ଜନ୍ମ ନେଇଥାନ୍ତି ତାହାର ଆପଣଙ୍କ ଜୀବନ ସହିତ ଗଭୀର ସମ୍ବନ୍ଧ ରହିଥାଏ।ଆପଣଙ୍କ କୌଣସି ବିଶେଷ ତାରିଖରେ ଜନ୍ମ ନେବା ଆପଣଙ୍କୁ ନିଜ ବ୍ୟବହାର ଏବଂ ଆସୁଥିବା ଭବିଷ୍ୟତର ଝଲକ ଦେଇଥାଏ ଏବଂ ଏହା ବି କହିଥାଏ କି ଆପଣଙ୍କ ନିଜ ଜୀବନସାଥି ପ୍ରତି କେତେ ସ୍ନେହ ରହିବ।ଏହା କହିଥାଏ କି ଆପଣ ନିଜ ସାଥି ସହ ରୋମାଣ୍ଟିକ ଅଟନ୍ତି କି ନୁହେଁ ଏବଂ ସବୁଠୁ ମହତ୍ୱପୂର୍ଣ୍ଣ ଆପଣ ନିଜ ସାଥୀକୁ କେତେ ଗୁରୁତ୍ୱ ଦେଇଥାନ୍ତି।ତ ଆସନ୍ତୁ ଜାଣିବା ଏହି ବିଷୟରେ।
ଅଙ୍କଶାସ୍ତ୍ରରେ ସର୍ବ ପ୍ରଥମ ସଂଖ୍ୟା ୧ ହୋଇଥାଏ।ଏମାନେ ସୂର୍ଯ୍ୟ ଭଳି ଚମକନ୍ତି ଏବଂ ଆତ୍ମବିଶ୍ବାସରେ ପରିପୂର୍ଣ ଅଟନ୍ତି।ଯଦି ଆପଣଙ୍କ ଜନ୍ମ ୧,୧୦ କିମ୍ବା ୨୮ ରେ ହୋଇଛି ତାହେଲେ ଆପଣଙ୍କ ମୂଳାଙ୍କ ୧ ହୋଇଥାଏ।ଯେପରି ସୂର୍ଯ୍ୟ ପ୍ରତ୍ୟେକ ଗ୍ରହର ନେତୃତ୍ୟ ନେଇଥାଏ ଠିକ ସେହିପରି ଆପଣ ନିଜ ସାଥିକୁ ନିୟନ୍ତ୍ରଣରେ ରଖିବାକୁ ପସନ୍ଦ କରିଥାନ୍ତି।ପ୍ରେମ ସମ୍ବନ୍ଧରେ ଆପଣ ଭାବୁକ ନ ହୋଇ ଦିମାଗରୁ ଭାବିଥାନ୍ତି।
ତାରିଖ ୨,୧୧,୨୯ ଏବଂ ୨୦ ରେ ଜନ୍ମିଥିବା ଲୋକଙ୍କର ମୂଳାଙ୍କ ୨ ଏବଂ ଗ୍ରହ ଚଂଦ୍ରମା ହୋଇଥାଏ।ଏମାନେ ବହୁତ ଭାବୁକ ଏବଂ ସମ୍ବେଦନଶୀଳ ବ୍ୟକିତ୍ୱର ହୋଇଥାନ୍ତି।ଆପଣଙ୍କ ପାଇଁ ନିଜ ସାଥି ସହିତ ଶାରୀରିକ ସମ୍ଭନ୍ଧରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ହୃଦୟରୁ ଯୋଡିହୋଇରହିବା।ଯଦି ଆପଣଙ୍କୁ ନିଜ ମଧ୍ୟରେ ଡୁବି ରହିଥିବା ସାଥି ମିଳିଥାଏ ଆପଣ ଦୁଖୀ ରହିଥାନ୍ତି କିନ୍ତୁ ତଥାପି ଆପଣଙ୍କ ଭଲ ପାଇବା ନିଜ ସାଥି ପାଇଁ କେବେବି କମେନାହିଁ।
୩,୧୨,୨୧ ଏବଂ ୩୦ ତାରିଖରେ ଜନ୍ମିଥିବା ଲୋକ ମୂଳାଙ୍କ ୩ ଏବଂ ବୃହସ୍ପତି ଗ୍ରହର ଅଧିନ ହୋଇଥାନ୍ତି।ଏହାର ଗ୍ରହ ବିଶାଳ ଏବଂ ଶକ୍ତିଶାଳୀ ହୋଇଥାଏ ଏବଂ ଠିକ ଏହିପରି ବ୍ୟବହାର ଭଲ ପାଇବାରେ ମଧ୍ୟ ଦେଖିଥାନ୍ତି ଏହି ଲୋକ।ଆପଣ ରୋମାଣ୍ଟିକ ନୁହନ୍ତି ଏବଂ ପ୍ରେମ ସମ୍ବନ୍ଧରେ ମଧ୍ୟ ହୃଦୟରୁ ନୁହଁ ମସ୍ତିଷ୍କରୁ ଭାବିଥାନ୍ତି।ଏମାନଙ୍କ ପାଇଁ ପ୍ରେମ ଠାରୁ ଅଧିକ କରିୟର ହୋଇଥାଏ।ଏମାନଙ୍କୁ ଯଦି ତାଙ୍କ କଥା ମାନୁଥିବା ସାଥି ମିଳିଥାଏ ତାହେଲେ ସମ୍ବନ୍ଧ ଠିକ ରହିଥାଏ।
ଯଦି ଆପଣଙ୍କ ଜନ୍ମ ୪,୧୩,୨୨ କିମ୍ବା ୩୧ ରେ ହୋଇଥାଏ ତାହେଲେ ଆପଣଙ୍କ ମୂଳାଙ୍କ ୪ ଏବଂ ଗ୍ରହ ରାହୁ ହୋଇଥାଏ।ଏମାନେ ଅଧିକ ରୋମାଣ୍ଟିକ ନ ହୋଇଥିଲେ ମଧ୍ୟ ନିଜ ସାଥିର ସବୁ କଥା ମାନିବା ଏବଂ ତାଙ୍କ ପାଇଁ ଏକ ପରଫେକ୍ଟ ସାଥି ହେବ ପାଇଁ ଚେଷ୍ଟା କରିଥାନ୍ତି।ଏମାନେ ନିଜ ରାଗ କାରଣରୁ ରିସ୍ତାରେ ଫାଟ ଆଣିଥାନ୍ତି।ଯଦି ଏମାନଙ୍କୁ କେହି ପ୍ରେମରେ ବାନ୍ଧି ରଖିପାରେ ତାହେଲେ ସେମାନେ ହେଉଛନ୍ତି ମୂଳାଙ୍କ ୨,୬ ଏବଂ ୮ରେ ଜନ୍ମିଥିବା ଲୋକ।
ଯଦି ଆପଣଙ୍କ ଜନ୍ମ ୫,୧୪ କିମ୍ବା ୨୩ ରେ ହୋଇଥାଏ ତାହେଲେ ତାହାର ମୂଳାଙ୍କ ୫ ଏବଂ ଗ୍ରହ ବୁଧ ହୋଇଥାଏ।ଏମାନଙ୍କୁ ପ୍ରତ୍ୟେକ ରିସ୍ତାରେ ଚେଞ୍ଜ ଦରକାର ହୋଇଥାଏ ଏଥିପାଇଁ ପ୍ରେମରେ ମଧ୍ୟ ଏମାନେ ରହିପାରନ୍ତି ନାହିଁ।ମୂଳାଙ୍କ ୩ ଭଳି ଏମାନେ ମଧ୍ୟ ପ୍ରେମରେ ହୃଦୟରୁ ନୁହଁ ମସ୍ତିଷ୍କରୁ ଅଧିକ ଭାବିଥାନ୍ତି।
ତାରିଖ ୬,୧୫ ଏବଂ ୨୪ ରେ ଜନ୍ମିଥିବ ଲୋକଙ୍କ ମୂଳାଙ୍କ ୬ ହୋଇଥାଏ ଏବଂ ଗ୍ରହ ଶୁକ୍ର ହୋଇଥାଏ।ପ୍ରେମରେ ଏହି ଗ୍ରହ ସମସ୍ତ ଗ୍ରହକୁ ପଛରେ ଛାଡ଼ିଥାଏ।ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି ଏବଂ କାହାକୁ କିପରି ନିଜ ଆଡକୁ ଆକର୍ଷିତ କରିବାର ଅଛି ଏମାନଙ୍କୁ ବହୁତ ଭଲସେ ଆସିଥାଏ।ଏମିତି ବି ବ୍ୟକ୍ତି ଥାନ୍ତି ଯେଉଁମାନେ ଏକ ରୁ ଅଧିକ ରିସ୍ତା କରିଥାନ୍ତି।ଏହା କେବଳ ସେବେ ହୁଏ ଯେବେ ଏମାନେ ନିଜ ସାଥି ସହ ଭାବନାତ୍ମକ ଭାବେ ଯୋଡିହୋଇ ନ ପାରିବେ।
୬,୧୬ ଏବଂ୨୫ ତାରିଖରେ ଜନ୍ମିଥିବା ଲୋକଙ୍କ ମୂଳାଙ୍କ ୭ ଏବଂ ଗ୍ରହ କେତୁ ହୋଇଥାଏ।ଏମାନେ ସବୁବେଳେ ଖୋଇହୋଇ ରହିଥାନ୍ତି କିନ୍ତୁ ଏହାର ମାନେ ଏହା ନୁହେଁ କି ଏମାନେ ରୋମାଣ୍ଟିକ ନୁହନ୍ତି।ମୂଳାଙ୍କ ୨ ଭଳି ଏମାନେ ମଧ୍ୟ ନିଜ ସାଥି ସହିତ ଭାବନାତ୍ମକ ରୂପେ ଯୋଡି ହୋଇଥାନ୍ତି।ଯଦି ସାଥି ଦୁଃଖ ଦିଏ ତାହେଲେ ଏମାନେ ତାହାକୁ ସହି ପାରନ୍ତି ନାହିଁ।
ଯଦି ଆପଣଙ୍କ ଜନ୍ମ ୮,୧୭ କିମ୍ବା ୨୬ ରେ ହୋଇଛି ତାହେଲେ ଆପଣଙ୍କ ମୂଳାଙ୍କ ୮ ଏବଂ ଗ୍ରହ ଶନି ଅଟେ।ଆପଣ ବହୁତ ଭାବୁକ ହୋଇଥାନ୍ତି କିନ୍ତୁ ନିଜ ବ୍ୟକ୍ତିତ୍ୱର ଏହି ଭାଗ ଆପଣ କାହା ସାମ୍ନାକୁ ଆସିବାକୁ ଦିଅନ୍ତି ନାହିଁ।ଆପଣ ନିଜ ସାଥି ସହ ସବୁବେଳେ ବଫାଦାର ଥାନ୍ତି କିନ୍ତୁ ଆପଣଙ୍କୁ କେହି ଠିକସେ ଭୁଝି ପାରନ୍ତି ନାହିଁ।ସେଥିପାଇଁ ମୂଳାଙ୍କ ୮ ଥିବା ମହିଳା ମାନଙ୍କ ବୈବାହିକ ଜୀବନ ସଂଘର୍ଷମୟ ରହିଥାଏ।କେହି ନୂଆ ବ୍ୟକ୍ତିକୁ ଅପଣେଇବାକୁ ବହୁତ ସମୟ ଲଗାଇଥାନ୍ତି ଆପଣ କିନ୍ତୁ ଯଦି କାହା ସହିତ ଆପଣଙ୍କ ଭାବନା ଯୋଡିଯାଏ ତାହେଲେ ପଛଘୁଞ୍ଚା ଦିଅନ୍ତି ନାହିଁ।
ଯଦି ଆପଣଙ୍କ ଜନ୍ମ ୯,୧୮ କିମ୍ବା ୨୭ ତାରିଖରେ ହୋଇଥାଏ ତାହେଲେ ଆପଣଙ୍କ ୯ ହୋଇଥାଏ।ବିଜ୍ଞାନ ଅନୁସାରେ ମଙ୍ଗଳ ଗ୍ରହ ଏକ ବିନାଶକାରୀ ଗ୍ରହ ହୋଇଥାଏ।ତେଣୁ ଏହି ବ୍ୟକ୍ତିମାନେ ବହୁତ ରାଗି ହୋଇଥାନ୍ତି କିନ୍ତୁ ଏମାନେ ଭାବନାତ୍ମକ ମଧ୍ୟ ହୋଇଥାନ୍ତି।ଉପରେ ଥିବା ସବୁ ମୂଳାଙ୍କ ମଧ୍ୟରୁ ଶାରୀରିକ ସମ୍ବନ୍ଧ ଯଦି ସବୁଠୁ ଅଧିକ ପସନ୍ଦ ହୋଇଥାଏ ତାହେଲେ ତାହା ମୂଳାଙ୍କ ୯ ଅଟେ।
ଏହି କାରଣରୁ ଏମାନଙ୍କର ବିବାହ ବାହାରେ ମଧ୍ୟ ରିସ୍ତା ରହିଥାଏ ଏବଂ ତାହା କେବଳ ଶାରୀରିକ ଆବଶ୍ୟକକୁ ପୁର୍ଣ କରିବା ହେତୁ ହୋଇଥାଏ।ଏମାନଙ୍କ ପାଇଁ ତାଙ୍କ ପରିବାର ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏବଂ ସେଥିପାଇଁ ନିଜ ସାଥିଠାରୁ ଅଧିକ ନିଜ ଛୁଆମାନଙ୍କୁ ପ୍ରେମ କରିଥାନ୍ତି।