December 23, 2024

Odia Express

Leading Odia News Portal of Odisha

ଜୀବନରେ କେତେଥର ହୋଇପାରେ ଆପଣଙ୍କୁ ପ୍ରେମ ଜାଣନ୍ତୁ ରାଶି ଅନୁସାରେ – ନିଶ୍ଚୟ ଜାଣିରଖନ୍ତୁ ଏବେ..

ସାଙ୍ଗମାନେ ଏହା କୁହାଯାଏକି ଏକ ସାମାନ୍ୟ ମଣିଷ ନିଜ ଜୀବନରେ ୪ଥର ପ୍ରେମରେ ପଡିଥାଏ ଏବଂ ତାକୁ ପ୍ରତ୍ୟେକ ଥର ଏହା ଲାଗିଥାଏ କି ସେ ତାର ଜୀବନସାଥୀ ବୋଲି କିନ୍ତୁ ବିଶ୍ୱାସ କରନ୍ତୁ ତା ଜୀବନରେ ଆସୁଥିବା ପ୍ରତ୍ୟେକ ପ୍ରେମୀ ଗୋଟେ ଖାସ ଏବଂ ଜରୁରୀ ସବକ ଅଟେ।ଯଦି ଆପଣଙ୍କୁ ବିଶିଷ୍ଟ ରୂପରେ ଜାଣିବାର ଅଛି କିଏ କେତେଥର ପ୍ରେମରେ ପଡିଥାଏ ତାହେଲେ ଏହା ରାଶି ଉପାୟରେ ଜଣା ଯାଇପାରେ।ତ ଚାଲନ୍ତୁ ଜାଣିବା କେଉଁ ରାଶିକୁ କେତେଥର ଜୀବନରେ ପ୍ରେମ ହୋଇଥାଏ।ସବୁଠୁ ପ୍ରଥମେ କଥା ହେବା ମେଷ ରାଶି ବିଷୟରେ।ଯଦି ଆପଣ ମେଷ ରାଶି ସହିତ ତାଲୁକା ରଖିଛନ୍ତି ନା ତ ଆପଣଙ୍କୁ ପ୍ରେମରେ ପଡ଼ିବାକୁ କେବେ ଅସୁବିଧା ହୁଏ ନା ତ କାହାକୁ ପ୍ରପୋଜ କରିବାରେ।ଆପଣଙ୍କ ଜୀବନରେ ପ୍ରେମ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଚାହେ ତାହା ପରିବାର ପାଇଁ ହୋଉ କି ବନ୍ଧୁମାନଙ୍କ ପାଇଁ ହଉ।

ଏବେ ଆମେ କଥା ହେବା ବୃଷ ରାଶି ବିଷୟରେ।ବୃଷ ରାଶି ଏବଂ ମେଷ ରାଶିର ଜାତକରେ ଗୋଟେ ସମାନତା ଅଛି କି ଏମାନେ ଦୁହେଁ ପ୍ରେମରେ ବିଶ୍ୱାସ ରଖିଥାନ୍ତି ଅନ୍ତର କେବଳ ଏତିକି କି ଯଉଠି ମେଷ ରାଶି ବ୍ୟକ୍ତିମାନେ ପ୍ରେମ କରିବାକୁ ନିଜର ସମୟ ନେଇଥାନ୍ତି କିନ୍ତୁ ବୃଷ ରାଶି ବ୍ୟକ୍ତିମାନଙ୍କୁ ସବୁଦିନ ପ୍ରେମ ହୋଇଥାଏ।

ମିଥୁନରାଶି ଜାତକ ସେହି ଛୁଆଙ୍କ ଭଳି ହୋଇଥାଏ ଯିଏ ଖେଳନା ଦୋକାନରେ ପଶିଲା ପରେ ନିର୍ଣ୍ଣୟ ନେଇପାରେ ନାହିଁ କି ତାକୁ କେଉଁ ଖେଳନା ଅଧିକ ପସନ୍ଦ ହୋଇଥାଏ।ଆପଣ ସେହି ବ୍ୟକ୍ତିମାନଙ୍କ ଭିତରୁ ଅଟନ୍ତି ଯିଏ ଜୀବନରେ ଜଲଦି ଏବଂ ବହୁତ ଥର ପ୍ରେମ କରିଥାନ୍ତି।

କର୍କଟ ରାଶିର ବ୍ୟକ୍ତିମାନେ ନିଜ ପ୍ରଫେକ୍ଟ ପ୍ରେମ ପାଇଁ ଦିନରେ ବି ସ୍ୱପ୍ନ ଦେଖିଥାନ୍ତି।ଆପଣ ନିଜ ପ୍ରେମୀଠାରୁ ବହୁତ କାଳ୍ପନିକ ଏବଂ ବହୁତସାରା ଇଚ୍ଛା ରଖିଥାନ୍ତି।ଆଗକୁ ଯାଇକରି ଏହା ଆପଣଙ୍କ ପାଇଁ ଦୁଃଖର କାରଣ ହୋଇଥାଏ।ଆପଣଙ୍କର ଜୀବନରେ ଥରେ ନିଶ୍ଚୟ ହୃଦୟ ଭାଙ୍ଗିଥାଏ।

ସିଂହରାଶି ବ୍ୟକ୍ତିମାନଙ୍କର ପ୍ରେମରେ ବିଶ୍ୱାସ ତ ଅଛି କନ୍ତୁ ସେମାନେ ଚାହାନ୍ତି ତାଙ୍କୁ ଅଲଗା ଅଲଗା ଅନୁଭବ ମିଳୁ ବୋଲି।ଏହି କାରଣରୁ ଆପଣ ନିଜ ଜୀବନ କାଳରେ ଅଲଗା ଅଲଗା ଲୋକଙ୍କ ସମ୍ପର୍କରେ ଆସିଥାନ୍ତି ଏବଂ ଯୁବା ଅବସ୍ଥାରେ ଆପଣଙ୍କ ବହୁତ ପ୍ରେମ ସମ୍ପର୍କ ଗଢିଉଠିଥାଏ।

ଏବେ ଆମେ କଥା ହେବା କନ୍ୟା ରାଶି ବିଷୟରେ।ଏମାନେ ଅନ୍ୟଠାରୁ ଅଧିକ ନିଜକୁ ଭଲ ପାଇଥାନ୍ତି କିନ୍ତୁ ଏହାର ଅର୍ଥ ଏହା କଦାପି ନୁହଁ କି ତାଙ୍କୁ କେବେବି ପ୍ରେମ ହୁଏ ନାହିଁ।ସେମାନେ ନିଜ ପୁରା ଜୀବନକାଳରେ କେବେଳ ଗୋଟେ ମଣିଷକୁ ପ୍ରେମ କରିଥାନ୍ତି ସେବି ଦୁଇଟି କାରଣରୁ ପ୍ରଥମ ହେଉଛି କଣ ସେ ବ୍ୟକ୍ତି ତାଙ୍କ ପ୍ରେମ ପାଇଁ ଉଚିତ ଏବଂ ଦ୍ୱିତୀୟ ହେଉଛି ତାଙ୍କ ପ୍ରେମୀ କେବେବି ତାଙ୍କ ମହତ୍ୱକାଂଶ ମଧ୍ୟରେ ନ ଆସୁ।

ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ପ୍ରେମ କୌଣସି ଶିକ୍ଷା ଅଥବା ପାଠ ଠାରୁ କମ ନୁହଁ।ଆପଣ ଜଲଦି ଜଲଦି ବଂଚନ୍ତି ଏବଂ ନିଜ ସମ୍ବନ୍ଧକୁ ନିଜର ୧୦୦ ପ୍ରତିଶତ ଦବାକୁ ଚେଷ୍ଟା କରିଥାନ୍ତି।ନିଜ ଜୀବନକାଳ ଭିତରେ ଆପଣ ୩ ଥର ପ୍ରେମରେ ପଡନ୍ତି ଏବଂ ୩ ଥର ଯାକ ଆପଣ କିଛି ନା କିଛି ଶିଖିଥାନ୍ତି।

ଏବେ କଥା ହେବା ବିଚ୍ଛା ରାଶି ବିଷୟରେ।ଆପଣଙ୍କ ଭିତରେ ଭରପୁର ପ୍ରେମ ରହିଥାଏ କିନ୍ତୁ ପ୍ରେମକୁ ନେଇ ଆପଣ ଅଳ୍ପ ସ୍ୱର୍ଥୀ ହୋଇଥାନ୍ତି।ଆପଣଙ୍କ ଜୀବନରେ ଆସିଥିବା ୨ ପ୍ରେମ ସମ୍ବନ୍ଧ ବହୁତ ଖରାପ ଭାବରେ ସମାପ୍ତ ହୋଇଛି।

ଧନୁ ରାଶିର ବ୍ୟକ୍ତିମାନଙ୍କୁ ପ୍ରେମରେ ପଡିବା ବହୁତ ଭଲ ଲାଗିଥାଏ।ଏଥିପାଇଁ ନିଜ ଜୀବନ କାଳରେ କମସେ କମ ୪ ଥର ଆପଣ ପ୍ରେମ ନିଶ୍ଚୟ କରିଥାନ୍ତି।ପ୍ରଥମେ ଆପଣଙ୍କୁ ସବୁ ଭଲ ଲାଗିଥାଏ ପରନ୍ତୁ ଯେବେ ସମ୍ବନ୍ଧରେ ଗମ୍ଭୀରତା ଆସିଥାଏ ଆପଣ ପଛଘୁଞ୍ଚା ଦେଇଥାନ୍ତି।

ଏବେ ଆମେ କଥା ହେବା ମକର ରାଶି ବିଷୟରେ।ଆପଣ ନିଜ ବ୍ୟବସାୟିକ ଜୀବନରେ ଯେତେ ମହତ୍ୱକଂସି ଥାନ୍ତି ସେତେ ନିଜ ପ୍ରେମ ସମ୍ବନ୍ଧ ପାଇଁ ମଧ୍ୟ ଥାନ୍ତି।ଯଦି ଆପଣଙ୍କୁ କେହି ଏମିତି ମିଳିଯାଏ ଯାହା ସହ ଆପଣ ନିଜ ସମ୍ପୂର୍ଣ ଜୀବନ ବ୍ୟତୀତ କରିପାରିବେ ତ ତା ପାଇଁ ଆପଣ କିଛି ବି କରିପାରିବେ।

କୁମ୍ଭରାଶିର ବ୍ୟକ୍ତିମାନଙ୍କୁ ଆଜାଦ ରହିବେ ନା ପ୍ରେମରେ ପଡିବେ ଏହି ୨ଟି କଥା ଗମ୍ଭୀରତାରେ ପକାଇଥାଏ।ଆପଣଙ୍କ ବ୍ୟକ୍ତିତ୍ୱ ପାଇଁ ଏହି ୨ଟି ଅତ୍ୟନ୍ତ ଆବଶ୍ୟକ ଅଟେ।ସମୟ ସହିତ ଆପଣ ଏହା ମଧ୍ୟରୁ ଗୋଟେକୁ ନିଜ ପ୍ରାଥମିକତା ବନେଇ ଆଗକୁ ବଢିଯାଆନ୍ତି।ଆପଣ ନିଜ ଜୀବନରେ କମସେ କମ ୨ ଥର ପ୍ରେମ ତ ନିଶ୍ଚୟ କରିଥାନ୍ତି।

ଅନ୍ତିମ ରାଶି ହେଉଛି ମୀନ ରାଶି।ଭିତରରୁ ଆପଣ ପରିମାନଙ୍କ କାହାଣୀରେ ବିଶ୍ୱାସ ରଖିଥାନ୍ତି ଏବଂ ଚାହାନ୍ତି କି ଆପଣଙ୍କ ପ୍ରେମ ସମ୍ପର୍କ କିଛି ଏମିତି ହଉ ବୋଲି କିନ୍ତୁ ଆପଣଙ୍କୁ ଡର ଲାଗିଥାଏ କି ଆପଣଙ୍କ ପାଇଁ ଆପଣଙ୍କ ସମ୍ବନ୍ଧ ଖରାପ ନ ହେଇଯାଉ ବୋଲି।ଆପଣ ନିଜ ଜୀବନରେ ଗୋଟେ ଥର ହିଁ ପ୍ରେମ କରିଥାନ୍ତି ଏବଂ ତାକୁ ହିଁ ପରିମାନଙ୍କ କାହାଣୀ ବୋଲି ଭାବି ଡିଲ କରିଥାନ୍ତି।

Leave a Reply

Your email address will not be published. Required fields are marked *