December 26, 2024

Odia Express

Leading Odia News Portal of Odisha

କାହା ସହିତ ହେବ ମୀନ ରାଶିର ଯୋଡି? ପ୍ରେମ ଓ ବିବାହ ପାଇଁ ସବୁ ୧୨ ଟି ରାଶି ସହିତ ମିଳନ – ଏବେ ଜାଣିରଖନ୍ତୁ..

ସାଙ୍ଗ ମାନେ ଆଜିର ବିଷୟ ଅଛି ପ୍ରେମ ଓ ବିବାହ ସମ୍ବନ୍ଧରେ।ଆପଣକଂ ଯୋଡି କେଉଁ ରାଶି ସହିତ ଭଲ ମେଳ ଖାଇବ।କେଉଁ ପ୍ରକାର ସାଥୀ ଆପଣଂକ ପାଇଁ ଉପଯୁକ୍ତ ତାହା ମୁ ଆଜି କହିବି। ଆଜି ଆମେ ଜାଣିବା ମୀନ ରାଶି ସମ୍ପର୍କରେ।ମୀନ ରାଶି ଦେବଗୁରୁ ବୃହସ୍ପତି ଙ୍କ ରାଶି।ଏମାନଙ୍କ ବ୍ୟକ୍ତିତ୍ୱର ଏକ ଚୁମ୍ବକୀୟ ଆକର୍ଷଣ ରହିଥାଏ।ଏମାନେ ବହୁତ୍ ଚଞ୍ଚଳ ଓ ଫୁର୍ତିଲା ହୋଇଥାନ୍ତି।ଏମାନେ ଏମାନଙ୍କ ଦାୟିତ୍ଵ ବହୁତ୍ ଭଲ ଭାବେ ନିଭାଇ ଥାଆନ୍ତି।ଏମାନେ ବହୁତ୍ ଭାବୁକ ହୋଇଥାନ୍ତି।ଏବେ ଅନ୍ୟ ରାଶି ମାନଙ୍କ ସହ ମିଳାଇବା।ମେଷ ରାଶି ଅଗ୍ନି ତତ୍ୱର ରାଶି ଅଟେ।ଜଳ ଓ ଅଗ୍ନି ର ମିଳନ କେବେ ବି ହୋଇ ପାରିବ ନାହିଁ।ବ୍ୟାପାରକୁ ଛାଡି ଦେଲେ ପ୍ରେମ ସମ୍ବନ୍ଧରେ ଏହା ଆପଣଙ୍କ ପାଇଁ ଠିକ୍ ନୁହେଁ।

ବୃଷ ରାଶି ସହିତ ଆପଣଙ୍କ ଯୋଡି ଖୁବ୍ ଜମିବ। ଏମାନଙ୍କ ବହୁତ୍ ଭଲ ପ୍ରକୃତି ହୋଇଥାଏ।ଆପଣଂକ ବୈବାହିକ ସମ୍ବନ୍ଧ ବହୁତ୍ ଉଚ୍ଚକୋଟୀର ରହିବ।

ମିଥୁନ ରାଶିର ବ୍ୟକ୍ତି ମାନେ ବହୁତ୍ ଜଟିଳ ହୋଇଥାନ୍ତି।ଏମାନେ ପ୍ରତି କାମରେ ଫାଇଦା ଦେଖିଥାନ୍ତି।ପ୍ରେମ ସମ୍ବନ୍ଧରେ ଏହା ଉଚିତ୍ ନୁହେଁ।ଆପଣ ଏମାନଙ୍କ ପାଇଁ ଯେତେ କଲେ ବି ଆପଣଙ୍କ ସମ୍ବନ୍ଧ ତିଷ୍ଠି ପାରିବ ନାହିଁ।

ଏବେ ଆସିବା କର୍କଟ ରାଶି ପାଖକୁ।ଏମାନେ ବହୁତ୍ ଭାବୁକ ହୋଇଥାନ୍ତି।ଏମାନେ ବହୁତ୍ ଚଞ୍ଚଳ ହୋଇଥାନ୍ତି।ଆପଣ ଏମିତି ଏକ ସାଥୀ ଚାହିଁ ଥାଆନ୍ତି ଯିଏ ଆପଣଙ୍କ ସହିତ କାନ୍ଧ ମିଳାଇ କରି ଚାଲି ପାରିବ।

ସିଂହ ରାଶି ସହିତ ଆପଣଙ୍କ ଯୋଡି ବହୁତ୍ ଭଲ ରହିବ। ସିଂହ ରାଶି ଏକ ପ୍ରଭାବଶାଳୀ ରାଶି ଅଟେ।ଏମାନେ ନିଜ ପରିବାର ପ୍ରତି ସମର୍ପିତ ରହିବେ।ଏମାନେ ଆପଣଙ୍କ ବହୁତ୍ ଯତ୍ନ ନେବେ।

କନ୍ୟା ରାଶି ସହିତ ମଧ୍ୟ ଆପଣଙ୍କ ମିଳନ ଭଲ ରହିବ।ଆପଣଙ୍କ କନ୍ୟା ରାଶି ସହିତ ଆକର୍ଷଣ ଇଶ୍ୱରିୟ ହେବ।ଏମାନେ ବୁଦ୍ଧିମାନ ଓ କୋମଳ ସ୍ଵଭାବ ର ହୋଇଥାନ୍ତି।

ତୁଳା ରାଶି ସହିତ ମଧ୍ୟ ଆପଣଙ୍କ ଯୋଡି ଏତେ ଭଲ ରହିବ ନାହିଁ।ଏମାନଙ୍କୁ ଖୁସି କରିବା ଏତେ ସହଜ ନୁହେଁ।ଆପଣଙ୍କ ଦାମ୍ପତ୍ୟ ଜୀବନ କଦାପି ସୁଖମୟ ହେବ ନାହିଁ।

ବିଛା ରାଶି ସହିତ ଆପଣଙ୍କ ଯୋଡି ବହୁତ୍ ଭଲ ରହିବ।ଏମାନେ ଆପଣଂକ ପାଇଁ ଭାଗ୍ୟଶାଳୀ ରହିବେ।ଆପଣ ସବୁବେଳେ ନିଜକୁ ଆକର୍ଷଣରେ ବାନ୍ଧି ରଖିବେ।

ଧନୁ ରାଶି ସହିତ ଆପଣଙ୍କ ଯୋଡି ଏତେ ଭଲ ହେବ ନାହିଁ।ଏମାନେ କେବଳ ନିଜ ଉପରେ ଭରସା ରଖିଥାନ୍ତି।ଏମାନେ ଆପଣଙ୍କ ପ୍ରତି ଏତେ ସମୟ ଦେଇ ପାରିବେ ନାହିଁ।

ମକର ରାଶି ସହିତ ଆପଣଙ୍କ ଯୋଡି ଖୁବ୍ ଭଲ ମାନିବ।ଏହା ଆପଣଙ୍କ ପାଇଁ ସବୁ କିଛି ଛାଡି ପାରିବେ।ଆପଣଙ୍କ ଭିତରେ ଏକ ମଜବୁତ୍ ସମ୍ପର୍କ ସୃଷ୍ଟି ହେବ।

କୁମ୍ଭ ରାଶି ସହିତ ଯୋଡି ମଧ୍ୟମ ଧରଣର ରହିବ।ଏମାନେ ବହୁତ୍ ଦାୟିତ୍ଵ ବାନ ବ୍ୟକ୍ତି ହୋଇଥାନ୍ତି।କିନ୍ତୁ ଆପଣକୁ ଏମାନଙ୍କ ରୋକଠକ ବ୍ୟବହାର ପସନ୍ଦ ଆସେ ନାହିଁ। ତ ସମ୍ପର୍କ ଏତେ ଭଲ ହୁଏ ନାହିଁ।

ମୀନ ଓ ମୀନ ରାଶିର ଯୋଡି ବହୁତ୍ ଭଲ ରହିବ।ଆପଣଙ୍କ ମଧ୍ୟରେ ସମ୍ପର୍କ ଅଧିକ ଘନୀଭୂତ ହେବ।ଆପଣ ଆପଣଙ୍କ ପରିବାର ପ୍ରତି ପୁରା ସମର୍ପଣ ନିଜକୁ କରିଦେବେ।

Leave a Reply

Your email address will not be published. Required fields are marked *