December 26, 2024

Odia Express

Leading Odia News Portal of Odisha

ପ୍ରଥମ ନଜରରେ ଆପଣ କଣ ଦେଖିଲେ ? କୁହନ୍ତୁ ଓ ଜାଣନ୍ତୁ ଏକ ସତ୍ୟ – ୩ଟି ଜିନିଷ ଲୁଚି ରହିଛି ଆପଣ କେଉଁ ଜିନିଷ ଦେଖିଲେ କୁହନ୍ତୁ..

ସାଙ୍ଗ ମାନେ ଆମ ଭିତରେ ଏକ ଲୁଚିଥିବା ମଣିଷ ରହିଥାଏ ଯିଏ ଆମ ମନର ଗହିରରେ ଲୁଚି ରହିଥାଏ।କେତେ ମନୋବିଜ୍ଞାନୀଙ୍କ ଧାରଣା ଏହା ଯେ ଦୁନିଆର ଅଧା ଲୋକ ଏହି କଥା ଜାଣି ନାହାନ୍ତି ଯେ ତାଙ୍କ ଅବଚେତନ ବ୍ୟକ୍ତିତ୍ୱ କଣ ହୋଇଥାଏ।ଏହାକୁ ଜାଣିବା ପାଇଁ ଆମକୁ ବର୍ଷ ବର୍ଷ ଲାଗିଯାଏ।କଣ ଆପଣ ଜାଣିଛନ୍ତି ଯେ କିଛି ରଙ୍ଗ,ସ୍ଥାନ,ଛବି ତଥା କିଛି ଖାସ୍ ଜିନିଷ ପ୍ରତି ଆକର୍ଷଣ ଆମକୁ ଏହି ଲୁଚିଥିବା ବ୍ୟକ୍ତିତ୍ୱ ସହ ମିଳାଇ ଦେଇଥାଏ।ଏହି କାରଣରୁ ବ୍ୟକ୍ତିତ୍ୱ କୁଇଜ୍ ବହୁତ୍ ଲୋକ ପ୍ରିୟ ହୋଇଥାନ୍ତି।ଆଜି ମୁ ଆପଣ ମାନଙ୍କୁ ଏମିତି ଏକ ଛବି ଦେଖାଇଛି,ଯାହାକୁ ଆପଣ ଧ୍ୟାନରେ ଦେଖିବେ।ଆପଣ ଯାହାକୁ ବି ପ୍ରଥମେ ଦେଖିବେ ତାହା ଆପଣଙ୍କ ଅବଚେତନ ବ୍ୟକିତ୍ୱକୁ ଦେଖାଇବ।

ଯଦି ଆପଣ ଛବିରେ ଏକ ବ୍ୟକ୍ତି କୁ ଦେଖିଲେ ତ ଆପଣ ଆପଣଙ୍କ ବ୍ୟକ୍ତିତ୍ବ କୁ ନେଇ ଖୁବ୍ ସଚେତନ ଅଛନ୍ତି।ଆପଣ ସବୁବେଳେ ଚାହାଁନ୍ତି କି ଲୋକ ମାନଙ୍କ ମଧ୍ୟରେ ଆପଣଙ୍କ ଛବି ମଜବୁତ୍ ହେଉ ଯାହା ପାଇଁ ଆପଣ ଆପଣଙ୍କ ଉପରେ ବହୁତ୍ ଧ୍ୟାନ ଦେଇଥାନ୍ତି।କାହାକୁ କିଛି କହିବା ପୂର୍ବରୁ ଆପଣ ପ୍ରଥମେ ଭାବିଥାଆନ୍ତି କି ସେ ଶବ୍ଦର ଅନ୍ୟ ମାନଙ୍କ ଉପରେ କଣ ପ୍ରଭାବ ପଡ଼ିବ।ଏହାର କାରଣ ଏହା ଯେ ଆପଣ ଲୋକ ମାନକୁ ଆପଣଙ୍କ ବିଷୟରେ କେବଳ ଭଲ ଦେଖାଇବାକୁ ଚାହାଁନ୍ତି।ଏହା ଆପଣଙ୍କ ଅବଚେତନ୍ ବ୍ୟକ୍ତିତ୍ୱ ଅଟେ।ଆପଣ ଆପଣଙ୍କ ଛବି ଭଲ କରିବା ଲାଗି ବେଳେ ବେଳେ ମିଛ ମଧ୍ୟ କହିଥାନ୍ତି।

ଦ୍ଵିତୀୟ ହେଉଛି ନୀଳ ବୃକ୍ଷ।ଯଦି ଆପଣ ପ୍ରଥମେ ନୀଳ ବୃକ୍ଷ ଦେଖିଛନ୍ତି ତ ଏହାର ଅର୍ଥ ଆପଣ ଏକ ବିଚାରଶୀଳ ଓ ବୌଦ୍ଧିକ ବ୍ୟକ୍ତି ଅଟନ୍ତି।ଆପଣ ସବୁବେଳେ ଆପଣକଂ ବିଚାର ଉପରେ ଦୃଢ଼ ରହିଥାନ୍ତି।ଆପଣ ସମସ୍ୟା ଗୁଡ଼ିକୁ ଅତି ସହଜରେ ସମାଧାନ କରି ଦିଅନ୍ତି।ଆପଣ ସେହି ବ୍ୟକ୍ତି ଅଟନ୍ତି ଯିଏ ସମସ୍ୟାର ପ୍ରଥମେ ସମାଧାନ ବାହାର କରିପାରନ୍ତି।ଆପଣଙ୍କ ଅବଚେତନ ବ୍ୟକ୍ତିତ୍ୱ ଏହା ଆଡ଼କୁ ଇଶାରା କରୁଛି କି ଆପଣ ସମସ୍ୟା କୁ ଏକ କାମ ବୋଲି ଭାବନ୍ତି।ଆପଣ ବହୁତ୍ ବିଶ୍ଵସ୍ତ ଅଟନ୍ତି ଓ ଏହି ଗୁଣ ଆପଣଙ୍କୁ ଅନ୍ୟ ମାନଙ୍କଠୁ ଅଲଗା କରିଥାଏ।ଆପଣ ଏକ ସଚା ଆତ୍ମା ଅଟନ୍ତି।

ତୃତୀୟ ହେଉଛି ପକ୍ଷୀ।ଯଦି ଆପଣ ଆଗ ପକ୍ଷୀଙ୍କୁ ଦେଖିଲେ ତ ଆପଣ ଏକାନ୍ତ ରେ ରହିବାକୁ ପସନ୍ଦ କରନ୍ତି।ଆପଣ ପୁରା ଭାବରେ ଭିଡ଼ କୁ ଘୃଣା କରନ୍ତି।ଏକୁଟିଆପଣ ଆପଣଙ୍କ ବ୍ୟକ୍ତିତ୍ୱ କୁ ଆହୁରି ଭଲ ଭାବେ ପ୍ରକାଶିତ କରେ।ଆପଣ ଆପଣଙ୍କ ଜୀବନରେ ନକରାତ୍ମକ ଠୁ ଦୂରେଇ ରହିଥାନ୍ତି।ଆପଣ ଗର୍ବି ହୋଇ ନଥାନ୍ତି କି ଅସଭ୍ୟ ମଧ୍ୟ ହୋଇ ନଥାନ୍ତି। ଆପଣ ନିଜ ସହିତ ରହିବାକୁ ବହୁତ୍ ଭଲ ପାଆନ୍ତି।ଆପଣକୁ ଶାନ୍ତ ଜାଗାରେ ବୁଲିବା ବହୁତ୍ ପଶନ୍ଦ ଆସିଥାଏ।

Leave a Reply

Your email address will not be published. Required fields are marked *