December 26, 2024

Odia Express

Leading Odia News Portal of Odisha

କଳା କୁକୁରକୁ ରୁଟି ଖୁଆଇବାର ଫାଇଦା – ଶନି ଦେବ ଙ୍କ କୃପା ମିଳିବ ଓ ରିଷ୍ଟ ଖଣ୍ଡନ ପାଇଁ ଜାଣିରଖନ୍ତୁ..

ସାଙ୍ଗମାନେ ଶାସ୍ତ୍ରରେ କଳା ରଙ୍ଗର କୁକୁରକୁ କାଳ ଭୈରବଙ୍କର ବାହନ ମନା ଯାଇଥାଏ।ହିନ୍ଦୁ ମାନ୍ୟତା ଅନୁସାରେ କଳା କୁକୁରକୁ ରୁଟି ଖୁଆଇଲେ କାଳ ଭୈରବ ଖୁସି ହୋଇଥାନ୍ତି।ଏହି କାମ ଦ୍ୱାରା ସେ ବ୍ୟକ୍ତି ଅକସ୍ମାତ ମୃତ୍ୟୁ ଠାରୁ ଦୂରରେ ରହିଥାଏ।ଚାଲନ୍ତୁ ଜାଣିବା କଳା କୁକୁରକୁ ରୁଟି ଖୁଆଇଲେ କଣ ଫାଇଦା ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ରରେ କୁକୁରକୁ ଶନି ଆଉ କେତୁଙ୍କ ପ୍ରତୀକ ମାନାଯାଇଥାଏ।ଏହି ଦୁଇ ଗ୍ରହର ଶାନ୍ତି ପାଇଁ କଳା କିମ୍ବା କଳା ଧଳା ରଙ୍ଗର କୁକୁରକୁ ରୁଟି ଖୁଆଇଲେ ଏହି ଦୁଇ ଗ୍ରହ ଶାନ୍ତ ହୋଇଥାନ୍ତି।ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ କାଳ ସର୍ପ ଯୋଗ ଅଛି ତେବେ ସେମାନେ ଏହାକୁ ଶାନ୍ତ କରିବାକୁ ଇଛୁକ ସେମାନେ କଳା କୁକୁର କିମ୍ବା କଳା ଧଳା କୁକୁରକୁ ରୁଟି ଖୁଆଇବା କଥା।ଏହା ଦ୍ୱାରା ସେମାନେ ଶାନ୍ତିରେ ରହିପାରିବେ।ସେମାନଙ୍କୁ କୁହାଯାଏ କି ସେମାନେ ଘରେ କଳା ରଙ୍ଗର କୁକୁର ପାଳନ୍ତୁ ଏବଂ ସେମାନଙ୍କ ଯତ୍ନ ନେବା ସହ ଖାଦ୍ୟ ଖାଇବାକୁ ଦିଅନ୍ତୁ।ଏହା ଦ୍ୱାରା ବ୍ୟକ୍ତିର ଉନ୍ନତି ହୋଇଥାଏ।

ଯଉଁ ଲୋକ କୁକୁରକୁ ଖାଦ୍ୟ ଖୁଆନ୍ତି ଶନି ଦେବ ସେମାନଙ୍କ ଉପରେ ବହୁତ ଖୁସି ହୋଇଥାନ୍ତି।ପୂର୍ବ ପୁରୁଷଙ୍କ ଶାନ୍ତି ପାଇଁ କୁକୁରଙ୍କ ମିଠା ରୁଟି ଖାଇବାକୁ ଦିଆଯାଏ।ଏହା ଦ୍ୱାରା ପୂର୍ବ ପୁରୁଷ ଶାନ୍ତି ହୋଇଥାନ୍ତି।କୁକୁରକୁ ସବୁ ଦିନ ରୁଟି ଖୁଆଇଲେ ସବୁ ପ୍ରକାର ସଙ୍କଟ ଦୂର ହୋଇଥାଏ।କୁହାଯାଏ କି ସନ୍ତାନ ସୁଖରେ ବନ୍ଧା ଥିବା ଲୋକ କଳା କୁକୁର ପାଳିବା କଥା।ଏହା ସନ୍ତାନର ସ୍ଵସ୍ଥ ପାଇଁ ଭଲ ବୋଲି କୁହାଯାଏ।କୁହାଯାଏ କି କୁକୁର ନିଜ ମାଲିକ ଉପରକୁ ଆସୁଥିବା ବିପଦକୁ ନିଜ ଉପରକୁ ନେଇଯାଇଥାଏ।ପ୍ରେତ ବାଧାରୁ ମୁକ୍ତି ପାଇଁ କଳା କୁକୁର ବହୁତ ସାହାଯ୍ୟ କରିଥାଏ।

ସକାଳେ ସଞ୍ଜ କଳା କୁକୁରକୁ ରୁଟି ଦେଲେ ଋଣରୁ ମୁକ୍ତି ମିଳିଥାଏ।ଯଦି କବାଟ ଆଗରେ କୁକୁର ଭୁକେ ତେବେ ଧନାହାନି ଆଉ ରୋଗ ଆସିପାରେ।ଯଦି ପାଳତୁ କୁକୁର ଆଖିରେ ଲୁହ ଆସେ ଆଉ ସିଏ ଖାଇବା ନଖାଇ ତେବେ ଘରକୁ ସଙ୍କଟ ଆସିଥାଏ।ଯଦି ବାହାରକୁ ଗଲାବେଳେ ଯଦି ପାଳତୁ କୁକୁର ଭୁକେ ତେବେ କିଛି ଅସୁବିଧା ଆସିଥାଏ।କୁକୁର ଯଦି ମାଟି ସୁଙ୍ଗେ ତେବେ ଲାଭ ହୋଇଥାଏ।ଯଦି ଆନାଜ ଜାଗାକୁ କୁକୁର ଖୋଳେ ତେବେ ଶସ୍ୟ ଆସିଥାଏ।ଗାଈ ସହ କୁକୁର ଖେଳିବା ଶୁଭ ବୋଲି କୁହାଯାଏ।ଯଦି କେଉଁ ଗଛ ପାଖରେ କୁକୁର ଭୁକେ ତ ବର୍ଷା ଆସିପାରେ।ଯଦି ଆପଣ ପ୍ରତ୍ୟେକ ଦିନ କୁକୁରକୁ ଖାଇବାରେ ରୁଟି ଦେବେ ତେବେ ଆପଣ ଅନେକ ପ୍ରକାର ରୋଗରୁ ମୁକ୍ତି ପାଇ ପାରିବେ।

ଯଦି ଆପଣଙ୍କୁ ଏହି ଆର୍ଟିକିଲଟି ଭଲ ଲାଗିଲା ଲାଇକ କରନ୍ତୁ।ଯଦି ଆପଣଙ୍କ ପାଖରେ ଏହି ବିଷୟରେ ଆଉ କିଛି ତଥ୍ୟ ଅଛି କମେଣ୍ଟ କରି ଆମକୁ ଜଣାନ୍ତୁ।ଯଦି କିଛି ତଥ୍ୟ ଭୁଲ ଅଛି ତେବେ ମଧ୍ୟ ଆମକୁ ଜଣାନ୍ତୁ।

Leave a Reply

Your email address will not be published. Required fields are marked *