P ନାମ ଯୁକ୍ତ ଏବଂ M ନାମ ଯୁକ୍ତ ବ୍ୟକ୍ତିଙ୍କ ଯୋଡି କିପରି ହୋଇଥାଏ – ଏମାନଙ୍କ ଭିତରେ କିଏ ଅଧିକ ଶକ୍ତିଶାଳୀ ହେଇଥାନ୍ତି ଜାଣିରଖନ୍ତୁ..
ନମାସ୍କର ସାଙ୍ଗମାନେ ଆଜି ଅମେଏହି ଆର୍ଟିକିଲରେ ଜାଣିବା P ନାମ ଯୁକ୍ତ ଏବଂ M ନାମ ଯୁକ୍ତ ବ୍ୟକ୍ତି କିପରି ହୋଇଥାନ୍ତି।ଏବଂ ସେମାନେ ଯଦି ବୈବାହିକ ଜୀବନରେ ଏକାଠି ଆସନ୍ତି ତେବେ ତାଙ୍କ ବୈବାହିକ ଜୀବନ କିପରି ହୋଇଥାଏ।ଏବଂ ସେଥିରେ କୌଣସି ଅସୁବିଧା ଆସିଥାଏ କି ନାହିଁ।ଏବଂ ଯଦି କୌଣସି ଅସୁବିଧା ଆସିଥାଏ ତେବେ ତାହାର ଉପଚାର କଣ ହୋଇଥାଏ?ଆଜି ଆମେ ୭ଟି ପଏଣ୍ଟରେ ଦେଖିବା।
ପ୍ରଥମ ପଏଣ୍ଟ:-ବ୍ୟକ୍ତିତ୍ୱ।ପ୍ରାୟତଃ P ନାମ ଵାଲା ବ୍ୟକ୍ତି ଏହା ଭାବିଥାନ୍ତି ଯେ ସବୁବେଳେ ଅନ୍ୟ ଲୋକ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ କଣ ଭାବିଥାନ୍ତି।ଏବଂ ଆପଣଙ୍କ ପାଇଁ ଭଲ ବ୍ୟକ୍ତି ବନିବା ପାଇଁ ଚେଷ୍ଟା କରିଥାନ୍ତି।ଏବଂ ଆପଣଙ୍କ ପାଇଁ ଆପଣଙ୍କ ଛବି ଏବଂ ସ୍ନମାନ ବହୁତ ମହତ୍ୱପୂର୍ଣ ହୋଇଥାଏ।ଏବଂ M ନାମ ଯୁକ୍ତ ଲୋକ ବହୁତ ସାହସୀ ବୁଦ୍ଧମାନ ଏବଂ କର୍ମୀ ହୋଇଥାନ୍ତି।ଏଥିପାଇଁ ଏମନଙ୍କ ବ୍ୟକ୍ତିତ୍ୱ ବହୁତ ଭଲ ହୋଇଥାଏ।ଏବଂ ଏମାନେ ବହୁତ ଚତୁର ମଧ୍ୟ ହୋଇଥାନ୍ତି।ତେବେ ବ୍ୟକ୍ତିତ୍ୱ ମାମଲାରେ P ଏବଂ M କୁ କେହି ହରାଇପାରି ନଥାନ୍ତି।
ଦ୍ୱିତୀୟ ପଏଣ୍ଟ:-ପ୍ରକୃତି।P ନାମ ଯୁକ୍ତ ଲୋକ ସବୁବେଳେ ନିଜ ଚାରିପଟେ ଏକ ରହସ୍ୟର ମହଲ ବନାଇ ରଖନ୍ତି।ଏମନେ କେବେହେଲେ ନିଜ କଥା ଅନ୍ୟ କାହାକୁ କହିନଥାନ୍ତି।ଏମନଙ୍କ ଜୀବନରେ କଣ ଚାଲିଛି ଏମାନେ କାହାଆଗରେ ଜଣାଇ ନଥାନ୍ତି।P ଆକ୍ଷରରୁ ଆରମ୍ଭ ହେଉଥିବା ଲୋକ କେତେବେଳେ ଅଲଗା ତ କେତେବେଳେ ଅଲଗା ଦେଖାଯାଆନ୍ତି।ଏମାନେ କଣ ଭାବନ୍ତି ତାହା ବୁଝିବା କଷ୍ଟ ହୋଇଥାଏ।ଏବଂ M ନାମ ଯୁକ୍ତ ଲୋକ ହସ ଖୁସି କରିଥାନ୍ତି ଏବଂ କଥା ମଧ୍ୟ ଅଧିକ କହିଥାନ୍ତି ତେବେ ଏହି ଦୁଇଙ୍କୁ ପ୍ରକୃତି ମାମଲାରେ ବହୁତ ଭଲ ହୋଇଥାନ୍ତି।
ତୃତୀୟ ପଏଣ୍ଟ:-ଅର୍ଥ ସମ୍ବନ୍ଧୀୟ।P ନାମ ଯୁକ୍ତ ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି ଏମାନେ ଖର୍ଚ୍ଚ ଅଧିକ କରିଥାନ୍ତି ଏବଂ ଏମାନେ ଟଙ୍କା ରୋଜଗାର କରିବା ଭଲ ଭାବରେ ଜାଣିଥାଆନ୍ତି।ଏମାନେ ନିଜ ବୁଦ୍ଧି ଦ୍ୱାରା କେଉଁଠାରୁ ମଧ୍ୟ ଟଙ୍କା ରୋଜଗାର କରିପାରିଥାଆନ୍ତି।ଏବଂ M ନାମ ଯୁକ୍ତ ଲୋକ ବିଶ୍ୱସ୍ଥ ହୋଇଥାନ୍ତି ଏବଂ ଏମାନଙ୍କୁ ଅର୍ଥ ମାମଲାରେ କୌଣସି ଅସୁବିଧା ଆସିନଥାଏ।
ଚତୁର୍ଥ ପଏଣ୍ଟ:-ବ୍ୟବହାର।P ନାମ ଯୁକ୍ତ ଲୋକ।ଲୋକ ମାନଙ୍କ ସହ ଏମାନେ ଭଲ ବ୍ୟବହାର କରିଥାଆନ୍ତି।କିନ୍ତୁ ନିଜର କଥା ପ୍ରକାଶ କରିବାକୁ ଥିଲେ ଏମାନେ କାହାର ଶୁଣିନଥାନ୍ତି।M ନାମ ଯୁକ୍ତ ଲୋକ ମଧ୍ୟ ଅନ୍ୟ ମାନଙ୍କ ସହ ଭଲ ବ୍ୟବହାର କରିଥାଆନ୍ତି।କିନ୍ତୁ ଏମାନେ କେବେ କେବେ ନିଜ ସ୍ୱାର୍ଥ ଦେଖିଥାଆନ୍ତି।ତେଣୁ ବ୍ୟବହାର ମାମଲାରେ ଏମାନଙ୍କୁ କେବେକେବେ ଅସୁବିଧା ଆସିଥାଏ।
ପଞ୍ଚମ ପଏଣ୍ଟ:-ଜୀବନ।ଏମାନେ ନିଜ ଜୀବନକୁ ଏକ ଅଲଗା ନଜର ରେ ଦେଖନ୍ତି।ଯାହାକୁ ଏମାନେ ଭଲ ପାଆନ୍ତି ସେମାନଙ୍କୁ ପୁରା ଜୀବନ ସମ୍ଭାଳିକି ରଖନ୍ତି।ଏବଂ M ନାମ ଯୁକ୍ତ ଲୋକ ଜୀବନକୁ ଏକ ଦାଇତ୍ୱ ଭାବରେ ଦେଖିଥାଆନ୍ତି।ଜୀବନ ମାମଲାରେ ମଧ୍ୟ ଏମାନଙ୍କୁ କୌଣସି ଅସୁବିଧା ଆସିନଥାଏ।
ଷଷ୍ଠ ପଏଣ୍ଟ:-ଆଧ୍ୟାତ୍ମିକତା।ଏହି ଦୁଇ ନାମ ବ୍ୟକ୍ତି ଧାର୍ମିକ ହୋଇଥାଆନ୍ତି।ଏମାନେ ଭଗବାନଙ୍କ ଉପରେ ଶ୍ରଦ୍ଧା ରଖିଥାଆନ୍ତି।ଏମାନଙ୍କୁ ଆଧ୍ୟାତ୍ମିକତା ଉପରେ କୌଣସି ଅସୁବିଧା ଆସିନଥାଏ।
ସପ୍ତମ ପାଏଣ୍ଟ:-ଖରାପ ଅଭ୍ୟାସ।P ନାମ ଯୁକ୍ତ ବ୍ୟକ୍ତି କେବେକେବେ ବେଶି ଜିଦି ହୋଇଯାଇଥାଆନ୍ତି।ଏମାନେ ଲୋକଙ୍କ ସାମ୍ନାରେ ଏମାନେ ବେଳେବେଳେ ଖରାପ ହୋଇଯାଇଥାନ୍ତି।କେବେକେବେ ଏମାନେ ସ୍ୱାର୍ଥପର ଲାଗନ୍ତି କିନ୍ତୁ ବାସ୍ତବରେ ଏହା ହୋଇନାଥାଏ।M ନାମ ଯୁକ୍ତ ବ୍ୟକ୍ତିଙ୍କ ଖରାପ ଗୁଣ ହେଉଛି ତାଙ୍କ ରାଗ।ଏମାନେ ଯେବେ ରାଗନ୍ତି ତେବେ କାହାର କଥା ଶୁଣି ନଥାନ୍ତି।ଏହି ପାଏଣ୍ଟରେ ଯଦି ଏମାନେ ନିଜକୁ ସମ୍ଭାଳିଦିନ୍ତି ତେବେ ଏମାନଙ୍କୁ କୌଣସି ଅସୁବିଧା ଆସିନଥାଏ।ନଚେତ ଅସୁବିଧା ଆସିପାରେ।