December 26, 2024

Odia Express

Leading Odia News Portal of Odisha

ଆପଣଙ୍କ ଜନ୍ମ ସମୟ କହିଥାଏ ଆପଣଙ୍କ ବିଷୟରେ ବହୁତ କିଛି – ଜାଣନ୍ତୁ ସବିଶେଷ ତଥ୍ୟ କିପରି ଅଟେ ଆପଣଙ୍କ ଭାଗ୍ୟ ଓ ଭବିଷ୍ୟ..

ଆଜି ଏଠାରେ ଆମେ ଆପଣଙ୍କୁ କହିବୁ କି ଜନ୍ମ ସମୟରୁ ଆପଣ ନିଜର ଭବିଷ୍ୟ କିପରି ଜାଣିପାରିବେ।ଏହାତ ଆମେ ସବୁ ଜାଣୁ କି ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ଜନ୍ମ ସମୟକୁ ବହୁତ ଗୁରୁତ୍ୱପୂର୍ଣ୍ଣ କୁହାଯାଇଛି।ଜନ୍ମ ସମୟ ଜରିଆରେ ଜନ୍ମ କୁଣ୍ଡଳୀ ପ୍ରସ୍ତୁତ କରାଯାଇଥାଏ ଯାହାର ଆମ ଜୀବନରେ ବହୁତ ମହତ୍ଵ ହୋଇଥାଏ ତଥା ଭାବିଷ୍ୟରେ ହେବାକୁ ଯାଉଥିବା ଘଟଣା ବିସୟରେ ମଧ୍ୟ ଆଭାସ ହୋଇଥାଏ।ତେବେ ଅସାନ୍ତୁ ଜାଣିବା କି କଣ ପ୍ରଭାବ ପକାଏ ଆପଣଙ୍କ ଜନ୍ମ ସମୟ ଆପଣଙ୍କ ଏବଂ ଆପଣଙ୍କ ଭବିଷ୍ୟତ ଉପରେ।

ପ୍ରଥମେ ଆମେ ତାଙ୍କ ବିଷୟରେ ଜାଣିବା ଯାହା ଜନ୍ମ ସମୟ ସକାଳ ୪ ରୁ ୬ ମଧ୍ୟରେ ରହିଥାଏ।ଏମାନେ ବହୁତ ଭାଗ୍ୟସାଳି ହୋଇଥାନ୍ତି।ଆପଣଙ୍କ ସୂର୍ଯ୍ୟ ପ୍ରଥମ ସ୍ଥାନରେ ଅଛି ଯାହା ଆପଣଙ୍କୁ ଉତ୍ତମ ସ୍ୟାସ୍ଥ୍ୟ ଏବଂ ଆତ୍ମବିଶ୍ବାସ ପ୍ରଦାନ କରିଥାଏ।ଆପଣ ସବୁବେଳେ ଦୃଢ ସଂକଳ୍ପିତ ରହିଥାନ୍ତି ଏବଂ ଆପଣଙ୍କ ଭବିଷ୍ୟତ ଭଲ ହୋଇଥାଏ।

ଏବେ କଥା ହେବା ଯାହା ଜନ୍ମ ସମୟ ସକାଳ ୬ ରୁ ୮ ମଧ୍ୟରେ ରହିଥାଏ ତାଙ୍କ ଭବିଷ୍ୟତ କିପରି ହୋଇଥାଏ।ଏମାନଙ୍କ ସୂର୍ଯ୍ୟ ଘର ୧୨ ସ୍ଥାନରେ ରହିଥାଏ ଯାହା ଆପଣଙ୍କ ଜୀବନରେ ଏମିତି ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଥାଏ ଯାହାକୁ ବ୍ୟାଖ୍ୟା କରିବା କଠିନ ଅଟେ। ଆପଣ ସକ୍ତ୍ୟ ଦିନଚର୍ୟ ଆପଣନ୍ତୁ ଏବଂ ମୁଣ୍ଡକୁ ସବୁବେଳେ ଶାନ୍ତ ରଖନ୍ତୁ।

ଏବେ ଆମେ ଜାଣିବା ଯାହା ଜନ୍ମ ସମୟ ସକାଳ ୮ ରୁ ୧୦ ମଧ୍ୟରେ ହୋଇଥାଏ ତାଙ୍କ ଭବିଷ୍ୟତ।ଏମାନଙ୍କ ସୂର୍ଯ୍ୟ ୧୧ ନମ୍ବର ସ୍ଥାନରେ ରହିଥାଏ ଯାହାର ଅର୍ଥ ହେଉଚି ଆପଣଙ୍କ ବହୁତ ସାଙ୍ଗ ହେବେ ତଥା ଆପଣଙ୍କ ସାମାଜିକ ସମ୍ବନ୍ଧ ତିଆରି କରିବା ପାଇଁ ପଇସାର ଆବଶ୍ୟକ ମଧ୍ୟ ହେବ। ଆପଣଙ୍କ ଅଧିକ ସମୟ ସାଙ୍ଗମାନଙ୍କ ବିଷୟରେ ଜାଣିବାରେ ଯିବ।ଆପଣ ଯାହାର ହକ୍ଦାର ହୋଇଥାନ୍ତି ତାହାଠୁ ବହୁତ ଅଧିକ ଆପଣଙ୍କୁ ମିଳିଥାଏ।

ଏବେ ଆମେ ଜାଣିବା ଯାହା ଜନ୍ମ ସମୟ ଦ୍ବୀପହର ୧୨ ରୁ ୨ ମଧ୍ୟରେ ରହିଥାଏ ତାଙ୍କ ଭବିଷ୍ୟତ କଣ ହୋଇଥାଏ।ଏମାନଙ୍କ ସୂର୍ଯ୍ୟ ନବମ ସ୍ଥାନରେ ରହିଥାଏ ଯାହାଦ୍ୱାରା ଆପଣଙ୍କୁ ଯାତ୍ରାରେ ପରିପୂର୍ଣ ଜୀବନ,ଦାର୍ଶନିକ,ଧାର୍ମିକ,ପରୋପକାରୀ ସ୍ଵଭାଵ ଏବଂ ପ୍ରସିଦ୍ଧ ହେବା ଆଡକୁ ସଂକେତ ଦେଇଥାଏ।ଏହା ଆପଣଙ୍କୁ ଭଲ ଭବିଷ୍ୟତ ଆଡକୁ ସଂକେତ ଦେଇଥାଏ ଏବଂ ଆପଣଙ୍କୁ ନିଜର ଭବିଷ୍ୟତ ଚମକିଲା ଭଳି ଦେଖାଯାଏ।

ଏବେ କଥା ହେବା ଯାହାର ଜନ୍ମ ସକାଳ ୧୦ ରୁ ୧୨ ମଧ୍ୟରେ ହୋଇଥାଏ ତାହାର ଭବିଷ୍ୟତ କଣ ହୋଇଥାଏ।ଏମାନଙ୍କ ସୂର୍ଯ୍ୟ ଦଶମ ସ୍ଥାନରେ ଥାଏ।କହାଯାଏ କି ଏହା ସୂର୍ଯ୍ୟର ସବୁଠୁ ମହତ୍ୱପୂର୍ଣ୍ଣ ସ୍ଥାନ ହୋଇଥାଏ।ଆପଣ ନିଜର ପ୍ରକଳ୍ପ ଏବଂ କୌଶଳ ପୂର୍ଣ ଭାବରେ ପୁରଣ କରିଥାନ୍ତି।ଦୁନିଆର ନଜରରେ ଆପଣ ସର୍ବଶ୍ରେଷ୍ଠ ପ୍ରମାଣିତ ହୋଇଥାନ୍ତି।

ଏବେ ଆମେ କଥା ହେବା ଜନ୍ମ ସମୟ ୨ ରୁ ୪ ମଧ୍ୟ ଯାହାର ହୋଇଥାଏ ତାହାର ଭବିଷ୍ୟତ କିପରି ରହିଥାଏ।ଏମାନଙ୍କ ସୂର୍ଯ୍ୟ ଅଷ୍ଟମ ସ୍ଥାନରେ ରହିଥାଏ।କୁହାଯାଏ କି ଏମାନଙ୍କୁ ଋଣ,ଟ୍ରଷ୍ଟ,ସର୍ବଜନିକ ଫଣ୍ଡ ଏବଂ ବ୍ୟାଙ୍କ ଆଦିରେ ଅସୁବିଧା ହୋଇପାରେ କିନ୍ତୁ ଆପଣ ନିଜ ପରିଶ୍ରମ ଦ୍ୱାରା ଏଥିରେ ଆରାମସେ ପାର ହୋଇପାରିବେ।

ଏବେ ଆମେ ଜାଣିବା ଯାହାର ଜନ୍ମସମୟ ସନ୍ଧ୍ୟା ୪ ରୁ ୬ ମଧରେ ହୋଇଥାଏ ତାହେଲେ ତାଙ୍କ ଭବିଷ୍ୟତ କିପରି ହୋଇଥାଏ।ଏମାନଙ୍କ ସୂର୍ଯ୍ୟ ସପ୍ତମ ସ୍ଥାନରେ ରହିଥାଏ।ଜ୍ୟୋତିଷ ଶାସ୍ତ୍ର ଏହାକୁ ସଝେଦାରୀର ଘର ମଧ୍ୟ କୁହାଯାଇଥାଏ।ବିବାହ ଆପଣଙ୍କୁ ଅନ୍ୟ ଲୋକଙ୍କ ଅପେକ୍ଷା ଅଧିକ ପ୍ରଭାବ କରିବ।ଏଥିପାଇଁ ନିଜ ବୈବାହିକ ଜୀବନକୁ ସଫଳ କରିବାକୁ ଚେଷ୍ଟା କରନ୍ତୁ।

ଏବେ ଆମେ ଜାଣିବା ଜନ୍ମସମୟ ସନ୍ଧ୍ୟା ୬ ରୁ ରାତି ୮ ମଧରେ ଯାହାର ଜନ୍ମ ହୋଇଥାଏ ତାହାର ଭବିଷ୍ୟତ କିପରି ହୋଇଥାଏ।ଏମାନଙ୍କ ସୂର୍ଯ୍ୟ ଷଷ୍ଠ ସ୍ଥାନରେ ରହିଥାଏ।କୁହାଯାଇଛି କି ଆପଣଙ୍କ ଜୀବନରେ ଆପଣଙ୍କ ସାଥି ଏବଂ ଅଧିନସ୍ଥ ଠାରୁ ଆପଣଙ୍କୁ ସହଯୋଗ ମିଳିଥାଏ।ଆପଣ ସମାଜସେବା କ୍ଷେତ୍ରରେ ଅଧିକ ଧ୍ୟାନ ଦିଅନ୍ତି।ଆଧ୍ୟାତ୍ମିକ ସତର୍କତା ଏବଂ ପରିଶ୍ରମୀ ହେବାର ଗୁଣ ଆପଣଙ୍କୁ ଲମ୍ବା ସମୟ ପାଇଁ ସଫଳ ଏବଂ ସମ୍ମାନ ପାଇବାରେ ସାହାଯ୍ୟ କରିଥାଏ।

ଏବେ ଆମେ ଜାଣିବା ଯଦି ଆପଙ୍କଣ ଜନ୍ମ ଯଦି ରାତି ୮ ରୁ ୧୦ ମଧ୍ୟରେ ହୋଇଥାଏ ତାହେଲେ ଆପଣଙ୍କ ଭବିଷ୍ୟତ କିପରି ହୋଇଥାଏ।ଏମାନଙ୍କ ସୂର୍ଯ୍ୟ ପଞ୍ଚମ ସ୍ଥାନରେ ରହିଥାଏ ଯାହାର ଅର୍ଥ ଏହାକି ଆପଣଙ୍କୁ ଜୀବନରେ ଆଶାବାଦୀ ନଜରିଆ ଏବଂ ମୌକାର ତଲସିବାର ଇଚ୍ଛାଶକ୍ତି ପ୍ରଦାନ ଅଛି।ଆପଣଙ୍କ ଯଦି କୌଣସି ରୁଚି ଅଛି ତାହେଲେ ଏହା ବ୍ୟବସାୟରେ ପରିଣତ ହୋଇପାରେ।ଆପଣ ମଂଚ ଏବଂ ବ୍ୟକ୍ତିଗତ ଜୀବନ ଦୁଇଟିରେ ଅଭିନୟ କରୁଥିବା ମହାନ ପ୍ରେମୀ ସାବ୍ୟସ୍ତ ହୋଇପାରନ୍ତି।

ଆସନ୍ତୁ ଏବେ ଜାଣିବା ଜନ୍ମ ସମୟ ରାତି ୧୦ ରୁ ୧୨ ମଧ୍ୟରେ ଯାହାର ହୋଇଥାଏ ତେବେ ତାଙ୍କ ଭବିଷ୍ୟତ କିପରି ହୋଇଥାଏ।କୁହାଯାଏକି ଏମାନଙ୍କ ସୂର୍ଯ୍ୟ ଚତୁର୍ଥ ସ୍ଥାନରେ ରହିଥାଏ ଯାହା ଘର ଏବଂ ସଂପତ୍ତି ପାଇଁ ପ୍ରଯୁଜ୍ୟ ହୋଇଥାଏ।ଆପଣ ଜାଗା,ରିଏଲଇଷ୍ଟେଟ ଆଦିରେ ଲାଭ ପ୍ରାପ୍ତ କରିପାରନ୍ତି ତଥା ଆପଣଙ୍କ ଅବିଭାବକ ମଧ୍ୟ ଆପଣଙ୍କ ଜୀବନ ବନେଇବାରେ ସାହାଯ୍ୟ କରିଥାନ୍ତି।

ଏବେ ଆମେ ଜାଣିବା ଜନ୍ମସମୟ ରାତି ୧୨ ରୁ ୨ ମଧରେ ହୋଇଥିବା ଲୋକଙ୍କ ଭବିଷ୍ୟତ ବିଷୟରେ।ଏମାନଙ୍କ ସୂର୍ଯ୍ୟ ତୃତୀୟ ସ୍ଥାନରେ ରହିଥାଏ।ଏହା ଆପଣଙ୍କ ବୌଦ୍ଧିକ କ୍ଷମତା,ଯାତ୍ରା କରିବାର ଚାହିଦା ଏବଂ ଉଚ୍ଚ ସ୍ତରର ରୋମାଞ୍ଚକୁ ଦର୍ଶାଇଥାଏ।ଆପଣ ପତ୍ରକାର ଏବଂ ଟିଭି ଆଦି କ୍ଷେତ୍ରରେ ନାମ କରିପାରିବେ ତଥା ସୂର୍ଯ୍ୟର ସ୍ଥିତି ଆପଣଙ୍କୁ ଭଲ ସାମାଜିକ ଜୀବନ ଦେଇଥାଏ ।

ଅସାନ୍ତୁ ଏବେ କଥା ହେବା ଜନ୍ମସମୟ ଯାହାର ରାତି ୨ ରୁ ୪ ମଧ୍ୟରେ ହୋଇଥାଏ ତାହାର ଭବିଷ୍ୟତ କିପରି ହୋଇଥାଏ।ଏମାନଙ୍କ ସୂର୍ଯ୍ୟ ଦ୍ୱିତୀୟ ସ୍ଥାନରେ ରହିଥାଏ।ଏହା ପରିବାରର ସ୍ଥାନ ଅଟେ ଯାହାର ଅର୍ଥ ଏହାକି ଆପଣ ପଇସା ବନେଇବାରେ ସଫଳ ହୋଇପାରିବେ ଯଦିବି ଆପଣ ଏହାକୁ ସମ୍ଭାଳି ନପାରନ୍ତୁ।ଏହା ସହିତ ଆପଣ ଏକ ମହାନ ବ୍ୟକ୍ତି ହୋଇପାରିବେ ଯାହାଦ୍ୱାରା ଆପଣଙ୍କୁ ସମାଜରେ ବହୁତ ସମ୍ମାନ ମିଳିପାରିବ।

Leave a Reply

Your email address will not be published. Required fields are marked *