୫୦୦ ବର୍ଷ ପରେ ଫାଲଗୁନ ମାସରେ ହେଲା ମହା ସଂଯୋଗ – କରନ୍ତୁ ଏହି ଉପାୟ ମିଳିବ ଅନେକ ଲାଭ..
୫୦୦ ବର୍ଷ ପରେ ଫାଲଗୁନ ମାସରେ ହେଲା ମହା ସଂଯୋଗ।୨୮ କି ୨୯ ତାରିଖ ଜଣାନ୍ତୁ ଠିକ ତାରିଖ ଆଉ ସମୟ।ଏହି କାମ କରିବାକୁ ଭୁଲନ୍ତୁ ନାହିଁ।ହିନ୍ଦୁ ତିଥିର କ୍ୟାଲେଣ୍ଡର ଅନୁସାରେ ସବୁ ମାସ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ।ଏହି ତିଥୀର ସ୍ୱାମୀ ଚନ୍ଦ୍ରଦେବ ହୋଇଥାନ୍ତି।ହିନ୍ଦୁ ଶାସ୍ତ୍ରରେ ପୂର୍ଣ୍ଣିମା ତିଥୀର ବୋହୁତ ମହତ୍ୱ ରହିଛି।ଏହାକୁ ବହୁତ ଖାସ ବୋଲି ଗଣାଯାଇଥାଏ।ଏହି ଦିନ ସ୍ନାନ ଦାନ କରିବା ଆଉ ସୂର୍ଯ୍ୟଙ୍କୁ ଅର୍ଘ ଦେବା ବହୁତ ଭଲ ବୋଲି କୁହା ଯାଇଥାଏ।ଏହି ଦିନ ଏହି କାମ କଲେ ବହୁତ ପୁଣ୍ୟ ମିଳିଥାଏ।
ଫାଲଗୁନ ମାସର ପୂର୍ଣ୍ଣିମା ତିଥି ଫାଲଗୁନ ପୂର୍ଣ୍ଣିମା ନାମରେ ଜଣାଯାଏ।ଏହି ଦିନ ହୋଲି ପର୍ବ ଆଉ ଲଷ୍ମୀ ଜୟନ୍ତୀ ପାଳନ କରାଯାଏ।ବହୁତ ଲୋକ ଏହି ଦିନ ଓପାସ ଏବଂ ବ୍ରତ ମଧ୍ୟ କରିଥାନ୍ତି।ଆଜି ଆମେ ୨୦୨୧ରେ ଫାଲଗୁନ ମାସର ଠିକ ତିଥି ବାର ସମୟ ଆଉ ପୂଜା ବିଧି ବିଷୟରେ ଆଦି ଜାଣିବା ଏବଂ ଏହା ସହିତ ଏହି ଦିନ କରାଯାଉଥିବା ଏକ ବିଶେଷ ବିଧି ବିଷୟରେ ଜାଣିବା।
ସର୍ବ ପ୍ରଥମେ ଆମେ ଦେଖିବା ଫାଲଗୁନ ମାସର ତିଥି ୨୦୨୧।୨୦୨୧ ବର୍ଷ ଫାଲଗୁନ ମାସ ୨୮ ତାରିଖ ରବିବାର ଦିନ ପଡିବ।ପୂର୍ଣ୍ଣିମା ତିଥି ଆରମ୍ଭ ହେବ ସକାଳ ୩:୨୭ ଘଟିକାରେ।ପୂର୍ଣ୍ଣିମା ତିଥି ସମାପ୍ତ ହବ ୨୯ ତାରିଖ ଦିନ ସୋମବାର ସକାଳ ୧୨:୨୭ ମିନିଟରେ।
ଫାଲଗୁନ ମାସ ଶୁଭ ଯୋଗ ୨୦୨୧।ଏହି ବର୍ଷ ଫାଲଗୁନ ପୂର୍ଣ୍ଣିମା ଦିନ ୫୦୦ ବର୍ଷ ପରେ ଏକ ଭଲ ସଂଯୋଗ ହଉଅଛି।ଏହା ହଉଛି ୨୮ ତାରିଖ ଦିନ ହୋଲିକା ଦହନ ଆଉ ୨୯ ତାରିଖ ଦିନ ରଙ୍ଗ ହୋଲି ଉତ୍ସବ ପାଳନ କରାଯିବ।ଏହିଦିନ କୃଷ୍ଣ ପ୍ରସ୍ତର ପ୍ରତିପଦା ବିଧି ସହ ଧ୍ରୁବ ୟୋଗର ନିର୍ମାଣ ମଧ୍ୟ ହଉଅଛି।ଏହା ସହ ଏହି ଦିନ ସର୍ବାହ ସୀଧି ୟୋଗ ଆଉ ଅମୃତ ସିଦ୍ଧି ୟୋଗ ମଧ୍ୟ ଗଠନ ହୋଉଅଛି।ଏହାକି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲି ସର୍ବାହ ସୀଧି ୟୋଗ ସହ ଅମୃତ ସିଦ୍ଧି ୟୋଗରେ ମଧ୍ୟ ପାଳନ କରାଯିବ।
ଫାଲଗୁନ ପୂର୍ଣ୍ଣିମା ପୂଜା ବିଧି।ଏହି ଦିନ ହୋଲିକା ଦହନ କରାଯାଇଥାଏ।ହୋଲିକା ଦହନ ପୂର୍ବରୁ ଶୁଭ ମୁହୂର୍ତରେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଂହ କରି ବସନ୍ତୁ।ଏବଂ ହୋଳିକା ଦହନରେ ବ୍ୟବହାର ହେବାକୁ ଥିବା ସାମଗ୍ରୀ ହେଉଛି ପୁଷ୍ପ କଚ୍ଚାସୁତ ଗୁଡ ମାଳ ସାବୂତ ନଡ଼ିଆ କଦଳୀ ଗୁଲାଲ ପାଞ୍ଚ ପ୍ରକାର ଶସ୍ୟ ଆଉ ଏକ ଲୋଟା ଜଳ ନେଇକି ଚାରିଦିଗରେ ପରିକ୍ରମା କରନ୍ତୁ।ଏହି ସମୟରେ କଚ୍ଚାସୁତ ହୋଲିକ ଉପରେ ଛିଞ୍ଚନ କରନ୍ତୁ।ଆଉ ପରିକ୍ରମା ପୁରା ହେବା ପରେ ହୋଲିକା ଦହନ କରନ୍ତୁ।ଶେଷରେ ହୋଲିକ ଉପରେ ଗୁଲାଲ ପକାଇ ସମସ୍ତଙ୍କ ଆଶିର୍ବାଦ ନିଅନ୍ତୁ।
ଫାଲଗୁନ ପୂର୍ଣ୍ଣିମା ଉପାୟ।ଫାଲଗୁନ ପୂର୍ଣ୍ଣିମା ଦିନ ଚନ୍ଦ୍ରର ଉଦୟ ହେବାପରେ ଚନ୍ଦ୍ର ଦର୍ଶନ କରିକି ଧୂପ ଦୀପ ଆଉ ଫୁଲ ଅର୍ପଣ କରିକି ଦୁଧ ମିଶା ଅର୍ଘ୍ୟ ଅର୍ପଣ କରନ୍ତୁ।ଏହି ରାତିରେ ଚନ୍ଦ୍ରମା କୁ କ୍ଷୀରି ଅବଶ୍ୟ ଅର୍ପଣ କରନ୍ତୁ।ଏହା ଦ୍ୱାରା ଜୀବନରେ ଆସୁଥିବା ଆର୍ଥିକ ସମସ୍ୟା ଦୂର ହୋଇଥାଏ।ଏହି ଦିନ ଲଷ୍ମୀଙ୍କୁ ପୂଜା କରନ୍ତୁ।ଏହି ସମୟରେ ଲଷ୍ମୀଙ୍କୁ ହଳଦୀ ଗଣ୍ଠି ଅର୍ପଣ କରନ୍ତୁ।ଏହା ପରେ ଏହାକୁ ନିଜ ଧନ ରଖୁଥିବା ସ୍ତାନରେ ରଖିଦିଅନ୍ତୁ।ଶାସ୍ତ୍ରରେ ଏହା ମାନ୍ୟତା ଅଛି କି ଫାଲଗୁନ ପୂର୍ଣ୍ଣିମା ଦିନ ଏହି ଉପାୟ ବହୁତ ଲାଭକାରୀ ହୋଇଥାଏ।