ଇଂରାଜୀ ଅକ୍ଷର S ନାମ ଧାରୀ ଲୋକଙ୍କ ପ୍ରେମ ସମ୍ପର୍କ କିପରି ହୋଇଥାଏ – ଜାଣିରଖନ୍ତୁ କିପରି ହେଇଥାନ୍ତି ଏମାନଙ୍କ ସ୍ୱଭାବ ବିଷୟରେ..
ଆମେ ସମସ୍ତଙ୍କୁ ପ୍ରେମର ଭାବନା ଦୁନିଆର ଏକ ଅଲଗା ପ୍ରକାର ଅନୁଭୂତି।ଥରେ ପ୍ରେମରେ ପଡିଲେ ଏକ ବ୍ୟକ୍ତି ନିଜକୁ ବହୁତ ଖୁସି ବ୍ୟକ୍ତି ମାନିଥାଉ।ଜ୍ୟୋତିଶଙ୍କ ଅନୁସାରେ ଆପଣଙ୍କ ଜନ୍ମ ତାରିଖ ନାମର ପ୍ରଥମ ଅକ୍ଷର ବହୁତ ମହତ୍ୟା ଭୂମିକା ଧାରଣ କରିଥାଏ ବୋଲି କୁହାଯାଇଛି।ଯେପରି ଜନ୍ମ ତାରିଖ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ସେହିପରି ନାମର ପ୍ରଥମ ଅକ୍ଷରର ମଧ୍ୟ ରହିଛି।ଜ୍ୟୋତିଷ ଶାସ୍ତ୍ରରେ ପ୍ରଥମ ଅକ୍ଷରକୁ ଆଧାର ମଣିକି ଯେକୋୖଣସି ବ୍ୟକ୍ତିଙ୍କ ବିଷୟରେ ଜାଣି ହୁଏ।ଆଜି ଆମେ ଜାଣିବା ଏସ ଅକ୍ଷରରେ ଆରମ୍ଭ ହେଉଥିବ ବ୍ୟକ୍ତିଙ୍କ ପ୍ରେମ ସମ୍ପର୍କ କିପରି ହୋଇଥାଏ।
S ନାମ ଧରି ଲୋକ ପ୍ରେମରେ ଅଧିକ ଗମ୍ଭୀର ଲାଜକୁଳା ହୋଇଥାନ୍ତି।ଏହି ଲୋକ ଯାହାକୁ ମଧ୍ୟ ପ୍ରେମ କରନ୍ତି ତାଙ୍କ ସହ ତାଙ୍କର ଅଧିକ ଆପଣ ପଣିଆ ରହିଥାଏ।ଏମାନଙ୍କ ଏହି ପ୍ରକୃତି କାରଣରୁ ଏମାନଙ୍କୁ ସତ ପ୍ରେମି ମିଳିଥାନ୍ତି।ଏମାନଙ୍କର ଏକ ଖାସ କଥା ହେଉଛି ଏହା କି ଏମାନଙ୍କୁ ଯେଉଁ ସ୍ଥାନରୁ ଜ୍ଞାନ ମିଳିଥାଏ ଏମାନେ ସେଠୁ ସେ ଜ୍ଞାନକୁ ହାସଲ କରିବାକୁ ଚିନ୍ତା କରିଥାନ୍ତି।
ଏମାନେ ବହୁତ ପ୍ରତିଭାଶାଳି ହୋଇଥାନ୍ତି।ନିଜ ମନରେ କଣ ଚାଲିଛି ସେମାନେ କାହାକୁ ଏହାର ଆଭାସ ହେବାକୁ ଦେଇ ନଥାନ୍ତି।ଏମାନଙ୍କ ସ୍ୱଭାବ ପ୍ରେମରେ ବୋହୁତ ଇମୋସନାଲ ହୋଇଥାଏ।ପ୍ରେମରେ ବେଳେ ବେଳେ ଏମାନଙ୍କୁ ଛୋଟ ଛୋଟ କଥା ମଧ୍ୟ ଖରାପ ଲାଗିଥାଏ।ଏମାନେ ଯାହାକୁ ପ୍ରେମ କରନ୍ତି ତାର ବୋହୁତ ଅଧିକ ଯତ୍ନ ନେଇଥାନ୍ତି।ନିଜ ଠୁ ଅଧିକ ତାଙ୍କ ଖୁସିରେ ଧ୍ୟାନ ଦେଇଥାନ୍ତି।
ଏମାନଙ୍କୁ ପ୍ରେମରେ ବିଲକୁଲ ଧୋକା ପସନ୍ଦ ଆସିନଥାଏ।ଏମାନେ କେବେବି ପ୍ରେମରେ କାହାକୁ ଧୋକା ଦେବା କଥା ଚିନ୍ତା ମଧ୍ୟ କରି ନଥାନ୍ତି।ପ୍ରେମରେ ଏମାନେ ନିଜର କର୍ତ୍ତବ୍ୟ ବୋହୁତ ସୁଦୃଢତାର ସହ କରିଥାନ୍ତି।ଯାହା ଏମାନଙ୍କର ସବୁଠୁ ବଡ ଭଲ କଥା।ପ୍ରେମରେ ଏମାନେ ସବୁବେଳେ ଭଲ ସହଧର୍ମୀ ଭାବରେ ଗଣା ଯାଇଥାନ୍ତି।ଏହା ଯେଉଁ କଥା ହଉ ପ୍ରେମ କଥା ହଉ କି ବାହାଘର କଥା।
ଏହି ଲୋକ ଯେପରି କୁହନ୍ତି ସେପରି ହୋଇଥାନ୍ତି।ଏମାନେ ନିଜ ସହଧର୍ମୀକୁ ଆଗରେ କିଛି କଥା ଲୁଚାଇ ନଥାନ୍ତି।ଏମାନେ ବହୁତ ଲୟାଲ ହୋଇଥାନ୍ତି।ଏମାନେ ନିଜଠୁ ଅଧିକ ନିଜ ପାର୍ଟନର ବିଷୟରେ ଚିନ୍ତା କରିଥାନ୍ତି।ଏହା ସହ ଏମାନଙ୍କ ଭିତରେ ଆତ୍ମା ବିଶ୍ୱାସ ବହୁଥାଏ।ଏମାନେ କଥାରେ ଏତେ ଧନୀ ହୋଇଥାନ୍ତି କି ସାମ୍ନା ଲୋକ ଉପରେ ପ୍ରଭାବ ଛାଡି ଦିଅନ୍ତି।ଏହି ଲୋକ ହସମୁଖ ଆଉ ସଫା ହୃଦୟର ହୋଇଥାନ୍ତି।ଏବଂ ସତର ସାଥ ଦେଇଥାନ୍ତି।ଏମାନେ ନିଜ ବଳ ଦ୍ୱାରା ସବୁ କିଛି ପାଇବାର କ୍ଷମତା ରଖିଥାନ୍ତି।ନିଜ ବ୍ୟବହାର ଦ୍ୱାରା ଏମାନେ ନିଜ ବନ୍ଧୁ ମାନଙ୍କ ଭିତରେ ବହୁତ ପପୁଲର ହୋଇଥାନ୍ତି।
ଏମାନଙ୍କ ବ୍ୟବାହିକ ଜୀବନ ବହୁତ ଭଲ ହୋଇଥାଏ।ଏମାନେ ନିଜ ପ୍ରେମକୁ ସବୁ ଦୁଃଖ କଷ୍ଟରୁ ଦୂରରେ ରଖିଥାନ୍ତି।ସବୁବେଳେ ଖୁସି କଥା ବାଣ୍ଟିଥାନ୍ତି।ପ୍ରେମ ସହ ଏମାନେ ନିଜ ପିତା ମାତାଙ୍କ ସହ ମଧ୍ୟ ଭଲ ସଂପର୍କ ରଖିଥାନ୍ତି।ଏମାନେ ପ୍ରେମରେ ପ୍ରଥମେ କହିବା ପାଇଁ ବହୁତ ଚିନ୍ତା କରିଥାନ୍ତି।ଏମାନେ ପ୍ରେମରେ ଅଳ୍ପ ସ୍ୱାର୍ଥୀ ହୋଇଥାନ୍ତି।ଏମାନଙ୍କ ପ୍ରେମକୁ ଆଉ କିଏ ଦେଖେ ଏମାନଙ୍କୁ ଏହା ଭଲ ଲାଗିନଥାଏ।ଏହା ପଛରେ ସେମାନଙ୍କର ଭାବନା ଥାଏ।ଏମାନେ ନିଜ ପ୍ରେମକୁ ଆଉ କାହା ସହ ବାଣ୍ଟିବାକୁ ଭଲ ପାଇନଥାନ୍ତି।