December 26, 2024

Odia Express

Leading Odia News Portal of Odisha

20 ବର୍ଷ ପୁରୁଣା ନାକ, ଗଳା ଆଲର୍ଜି ଏବଂ ବାରମ୍ବାର ଛିଙ୍କରୁ ମୁକ୍ତି ପାଆନ୍ତୁ – ଆଜି ଘରେ କରନ୍ତୁ ଏହି ଉପାୟ ଗୁଡିକ..

ସାଙ୍ଗ ମାନେ ଆପଣ ମାନେ ଏଲର୍ଜି,ଥଣ୍ଡା,ମୁଣ୍ଡ ବିନ୍ଧା ଆଦି ରୋଗ ବିଷୟରେ ବହୁତ୍ ଶୁଣିଥିବେ।ଏହା ପ୍ରାୟତଃ ସବୁ ଲୋକ ମାନଙ୍କୁ ହୋଇଥାଏ।ଆମ ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ଆମ ଶରୀରର ରୋଗକୁ ଦେଖିପାରୁନେ। ମୁ ଆଜି ଆପଣ ମାନକୁ ଏମିତି ଏକ ଉପାୟ କହିବି ଯାହା ଦ୍ଵାରା ଆପଣ ମାନେ ଆପଣ ମାନଙ୍କ ବହୁତ ପୁରୁଣା ରୋଗ ମଧ୍ୟ ଭଲ କରିପାରିବେ।ଓ ଏହା ସମ୍ପୂର୍ଣ୍ଣ ଆୟର୍ବେଦିକ ଅଟେ।ସାଧାରଣତଃ ଥଣ୍ଡା ପ୍ରଥମେ ତଣ୍ଟି ଦରଜ ରୁ ଆରମ୍ଭ ହୋଇଥାଏ।ଏହାପରେ ନାକରୁ ପାଣି ବହିଥାଏ ଓ ଶେଷରେ ନାକ ବନ୍ଦ୍ ହୋଇଯାଇଥାଏ।ମୁଁ ଆପଣଙ୍କୁ ଯେଉଁ ଉପାୟ କହିବି ତାହା ଗଳା ର ସଂକ୍ରମଣକୁ ରୋକିଦିଏ।

ଆପଣ ସନ୍ଧ୍ୟାରେ ୧୦ ରୁ ୧୨ ଟି କଳା ମରିଚ ନେବାର ଅଛି।ଏହାକୁ ହେମଦସ୍ତରେ ଭଲ ଭାବେ କୁଟିଦେବେ। ତା ପରେ ଆପଣ ତାକୁ ଏକ ପାତ୍ରରେ ନେବେ ଓ ସେଥିରେ ୨ ଚାମଚ୍ ମହୁ ମିଶାଇଦେବ।ଏହାକୁ ରାତିରେ ଘୋଡ଼ାଇ ରଖି ଦିଅନ୍ତୁ।ସକାଳୁ ଉଠି ସେହି ପାତ୍ରରେ ୨ ଚାମଚ ଅଦା ରସ ମିଳାଇଦେବେ ଓ ୮ ରୁ ୧୦ ତୁଳସୀ ପତ୍ର ମିଶାଇ ଦେବେ।ଟା ପରେ ଅଧା ଚାମଚ ହଳଦୀ ମିଶାଇ ଦେବେ।ଆପଣ ଅଦା ରସକୁ ରଖିକରି ଅଳ୍ପ ଅଳ୍ପ ମଧ୍ୟ ବ୍ୟବହାର କରିପାରିବେ।


ଏବେ ଆପଣ ଏହି ପାଞ୍ଚଟି ଜିନିଷକୁ ହାତରେ ମିଶାଇ ଦିଅନ୍ତୁ ଓ ଆଙ୍ଗୁଠିରେ ଚାଟି ଚାଟି ଖାଆନ୍ତୁ।ଏହାକୁ ଖାଇବା ପରେ ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବେ ନାହିଁ।ଆପଣ ଏହାକୁ ପ୍ରଭାବୀ କରିବା ପାଇଁ ଗାଈ ଘିଅକୁ ଗରମ କରି ଶୋଇବା ପୂର୍ବରୁ ନାକରେ ଦୁଇ ବୁନ୍ଦା ପକାଇ ଶୋଇଯିବେ।ଆପଣ ଯେଉଁ ହଳଦୀ ଖାଉଛନ୍ତି ତାହା କ୍ୟାନ୍ସର ର ସବୁଠୁ ବଡ଼ ଶତ୍ରୁ ଯାହା ଆପଣଙ୍କୁ ହଜାର କ୍ୟାନ୍ସର ରୋଗଠାରୁ କୋଶ ଦୂରରେ ରଖିବା।ହଳଦୀକୁ ପ୍ରାୟ ସବୁ ବ୍ୟକ୍ତି ବ୍ୟବହାର କରିବା ଉଚିତ।ହଳଦୀ ଆୟର୍ବେଦ ର ସାନ୍ ଅଟେ।ଜଦି ଆପଣ ହଳଦୀ ଖାଉଛନ୍ତି ତ ଏହା ଆପଣଙ୍କୁ ରୋଗ ଠାରୁ ଦୂରରେ ରଖିବ।ଆପଣ ଙ୍କ ଗଳା ର ସମସ୍ୟାକୁ ମଧ୍ୟ ଏହା ଦୂରରେ ରଖିବ।ଆପଣଙ୍କ ମୁଣ୍ଡ ବିନ୍ଧା , ଛିଙ୍କ, ଏଲର୍ଜୀ ସବୁ କିଛି ଠିକ ହୋଇଯିବ।

ଯେତେବେଳ ଆମକୁ ଥଣ୍ଡା ହୋଇଥାଏ, ଓ ଆମ ନାକ ବହୁଥାଏ ତ ଆମକୁ ସବୁବେଳେ ଆମ ପାଖେ ଏକ ରୁମାଲ ରଖିବା ପାଇଁ ପଡ଼ିବ ବା ଏକ ବେଶିନ ପାଖେ ପାଖେ ସବୁବେଳେ ରହିବାକୁ ପଡ଼ିବ।ଏହା ଆମ ଇଚ୍ଛା ଶକ୍ତିକୁ ଦୁର୍ବଳ କରିଦିଏ ତ ଆମେ ଲୋକ ଗହଲିକୁ ଯିବାକୁ ପସନ୍ଦ କରୁନା।ଏହା ଶରୀରକୁ ବହୁତ ପୀଡ଼ା ଦେଇଥାଏ।ଆଜିକାଲି ବହୁତ ଲୋକ ଗାଡ଼ି ଚଳନ୍ତି।ଗାଡ଼ି ଚଳାଇବା ସମୟରେ ଛିଂକ ଆସିବା ଦ୍ଵାରା ତାହା ବହୁତ ଅସୁବିଧା ସୃଷ୍ଟି କରିଥାଏ।

Leave a Reply

Your email address will not be published. Required fields are marked *