December 23, 2024

Odia Express

Leading Odia News Portal of Odisha

ଜିରା ପାଣିରେ ୧୫ କିଲୋ ପର୍ଯ୍ୟନ୍ତ ଓଜନ କମାନ୍ତୁ – ନୂଆ ମଜାଦାର ଉପାୟ ମାତ୍ର କିଛି ଦିନରେ ପେଟ ଚର୍ବି ତରଳିବାକୁ ଲାଗିବ..

ଓଜନ କମାଇ ବା ପାଈଁ ପ୍ରଥମେ ସମକିଂ,ଡ୍ରିଙ୍କିଙ୍ଗ,ଅଧିକ ଖାଉଛନ୍ତି ତାକୁ ଛାଡିବାକୁ ପଡିବ।ଯଦି ସେମାନେ ସତରେ ଓଜନ କମ କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ଆଗରୁ ଚେଷ୍ଟା କରିଛନ୍ତି ସେମାନେ ପ୍ରଥମେ ୩ ଟି ଧଳା ଲୁଣକୁ କଂଟ୍ରୋଲରେ ଖାଇବାକୁ ହେବ।ମଇଦା,ଚିନି କମ ଖାଇବାକୁ ପଡିବ।ଗୋଟିଏ ଦିନରେ ୨ ରୁ ୩ ଚାମଚ ପର୍ଯ୍ୟନ୍ତ ନିଅନ୍ତୁ।ଅଧିକ ନିଅନ୍ତୁ ନାହିଁ।ଧଳା ଚାଉଳ ଜମାରୁ ବି ଖାଆନ୍ତୁ ନାହିଁ।ଯଦି ଅଧିକ ପସନ୍ଦ ତେବେ ବ୍ରାଉନ ରାଇସ ଖାଆନ୍ତୁ।ଏହା ସହ ଅଧିକ ଖାଆନ୍ତୁ ନାହିଁ।ମିଠା ଖାଆନ୍ତୁ ନାହିଁ।ରୁଟି ଉପରେ ନିର୍ଭର କରନ୍ତୁ ନାହିଁ।ଅଧିକ ସଲାଡ଼,ପନିପରିବା ଖାଇବା ଉପରେ ଧ୍ୟାନ ଦିଅନ୍ତ।

ଜିରା ପାଣି ରୋଗ ପ୍ରତିରୋଧକ ଶକ୍ତିକୁ ଅଧିକ କରେ,ଗ୍ୟାସ କମାଏ,ମେଟାବୋଲିଜିମକୁ ବଢାଏ,ହାର୍ଟ ଅଟ୍ଟାକକୁ କମାଏ।ଏହା ଆମର ମେମୋରୀକୁ ବଢାଏ।ଜିରାକୁ ଆମେ ବହୁତ ଖାଦ୍ୟରେ ବ୍ୟବହାର କରୁ।ଯଦି ଆମେ ଜିରାକୁ ଠିକ ଭାବରେ ବ୍ୟବହାର କରିବା ଆମେ ଗୋଟେ ମାସରେ ୧୦ କିଲୋ ପର୍ଯ୍ୟନ୍ତ ଓଜନ କମାଇ ପାରିବା।ଏହାକୁ ଯଦି ଠିକ ଭାବରେ ପିଇବା ଆମର ଓଜନ କମି ପାରିବ।ଯଦି କେହି ରୋଗି ଅଛନ୍ତି ସେମାନଙ୍କୁ ପ୍ରଥମେ ଡକ୍ଟରଙ୍କ ସହ କଥା ହେବାକୁ ପଡିବ।

ଆପଣ ଆହି ରେସିପିକୁ ଗୋଟେ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ ଯଦି କିଛି ସାଇଡ ଇଫେକ୍ଟ ନାହିଁ ତେବେ ଆପଣ ଏହାକୁ ଆଗକୁ କରନ୍ତୁ।ଆମକୁ କରିବା ପାଇଁ ପ୍ରଥମେ ଆମେ ଗୋଟେ ଗ୍ଲାସ ପାଣିରେ ଗୋଟେ ଚାମଚ ଜିରା ଦିଅନ୍ତୁ।ରାତିରେ ଶୋଇବା ପୂର୍ବରୁ ଆମକୁ ପାଣିରେ ପକାଇ ଶୁଅନ୍ତୁ।ସେହି ପାଣିକୁ ପାତ୍ରରେ ଖୋଲିକି ଗରମ କରାଇ ନିଅନ୍ତୁ ଗୋଟେ କି ଦୁଇ ମିନିଟ ପାଇଁ।ଗରମ ହେବା ପରେ ଆପଣ ଏହାକୁ ଛାଣନ୍ତୁ।ଦେଖିବେ ଜିରାଟି ଭଲ ଭାବେରେ ଗରମ ହୋଇଥିବା।ଆମକୁ ଥଣ୍ଡା କରିବାକୁ ସମୟ ଦିଅନ୍ତୁ।ଏହାକୁ ପିଇବାର ଅଧା ଘଣ୍ଟା ପରେ ଆପଣ ଖାଆନ୍ତୁ।

ଏହାକୁ ଅଧିକ କାମ କରିବା ପାଇଁ ଆପଣ ଏଥିରେ ଲେମ୍ବୁକୁ ଚିପୁଡି ନିଅନ୍ତୁ।ଏହାକୁ ଆପଣ ଏକ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ଆପଣ ଜାଣି ପାରିବେ କି ଆପଣଙ୍କର ଓଜନ କମୁଛି।ଦିନରେ ଅଧିକ ପାଣି ସେବନ କରନ୍ତୁ,ରୁଟି ଆଉ ଭାତ ଅଧିକ ସେବନ କରନ୍ତୁ ନାହିଁ।ଚା ଯଦି ଆପଣଙ୍କ ପସନ୍ଦ ଆପଣ ଜିରା ପାଣି ପିଇବାର ଅଧା ଘଣ୍ଟା ପରେ ସେବନ କରନ୍ତୁ।ଏହା ଦ୍ବାରା ଆପଣ ଗୋଟେ ମାସରେ ୧୦ କିଲୋ ପର୍ଯନ୍ତ ଓଜନ କମାଇ ପାରିବେ।

ଏହା ହଉଛି ଆମର ଆଜିର ଜିରା ରେସିପି।ଏହା ଦ୍ୱାରା ଆପଣ ନିଜର ଓଜନ କମାଇ ପାରିବେ।ଯାହାର ଲେମ୍ବୁରେ ଗ୍ୟାସ ହୁଏ ସେମାନେ ଖାଲି ଏହି ପାଣିକୁ ପିଇପାରିବେ।ଆପଣ ଗୋଟେ ଲେମ୍ବୁକୁ ଗୋଟେ ଦିନରେ ଖାଆନ୍ତୁ ଯେମିତି ଆପଣ ଖାଇ ପାରିବେ।ଏହା ବହୁତ ଲାଭକାରୀ ,ଏହାକୁ ଆପଣାନ୍ତୁ।

Leave a Reply

Your email address will not be published. Required fields are marked *