ଜଗନ୍ନାଥ ମନ୍ଦିରର ଅଜଣା ରହସ୍ୟ – ବୈଜ୍ଞାନିକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି ଭଗବାନ ଙ୍କ ଏପରି ଲୀଳା ଦେଖି – ସବୁ ଓଡ଼ିଆ ଜାଣିବା ଦରକାର…
ସାଙ୍ଗମାନେ ଆପଣ ମାନେ ଏମିତି ଗୋଟାଏ ମନ୍ଦିରକୁ ଦେଖିଛନ୍ତି ଯୋଉଠି କି ସେହି ଭଗବାନ ଙ୍କ ମୂର୍ତ୍ତୀରେ ତାଙ୍କର ହୃଦୟ ରହିଛି। ହଁ ଆପଣ ମାନେ ସତ ଜଣିଲେ ଆଉ କୁହାଯାଇଥାଏ ଯେ ଯେବେବି ସେହି ମୂର୍ତ୍ତୀ ଜାଗାରେ ନୁଆ ମୂର୍ତ୍ତୀ ରଖାଯାଏ, ତେବେ ସେହି ପୁରୁଣା ମୂର୍ତ୍ତୀରୁ ସେହି ହୃଦୟ କୁ ବାହାର କରି ସେହି ନୂତନ ମୂର୍ତ୍ତୀ ରେ ସ୍ଥାପନ କରାଯାଏ। ଏହି ସମୟ ରେ ସମ୍ପୂର୍ଣ ସହର ର ବିଜୁଳି ବନ୍ଦ କରିଦିଆଯାଏ ଯେମିତି କି କେହି ବି ଏହି ହୃଦୟକୁ ଦେଖିନପାରନ୍ତୁ।ଆଉ ଭୁଲ ରେ ଯଦି କେହି ଏହାକୁ ଦେଖଥାନ୍ତି ତେବେ ତାହାର ମୃତ୍ୟୁ ହୋଇଯାଏ।
ଆଜି ଆମେ ମାନେ ଜାଣିବା ପୁରୀରେ ସ୍ଥାପିତ ବିଶ୍ଵ ପ୍ରସିଦ୍ଧି ଲାଭ କରିଥିବା ଭଗବାନ ଜଗନ୍ନାଥ ମନ୍ଦିରର ଏହି ଦଶ ଟି ରହସ୍ୟ ବିଷୟ ରେ ଯାହାକୁ ଆଜି ପର୍ଯ୍ୟନ୍ତ ବିଜ୍ଞାନ ଜଗତ ଜାଣି ପାରିଲା ନାହିଁ। ତେବେ ଚାଲନ୍ତୁ ଏହା ବିଷୟରେ ଆଗକୁ ଜାଣିବା।ତେବେ ଭକ୍ତି ରେ ନିଶ୍ଚୟ ଲେଙ୍କାହନ୍ତୁ ଜୟ ଜଗନ୍ନାଥ
୧: ଭଗବାନ ଜଗନ୍ନାଥ ମନ୍ଦିରର ଉପରେ ଥିବା ପତକା ଟି ସବୁବେଳେ ପବନର ବିପରୀତ ପାର୍ଶ୍ବକୁ ପ୍ରବାହିତ ହୁଏ। ଏହା କେଉ କାରଣ ଯୋଗୁଁ ହେଉଛି ଏହା କେହି ମଧ୍ଯ ଜାଣିନାହାନ୍ତି ଏବଂ ଏହି ପତାକା କୁ ପ୍ରତିଦିନ ବଦଳା ଯାଇଥାଏ। କୌଣସି ଦିନ ଯଦି ଏହି ମନ୍ଦିର ର ପତକା ବଦଲା ନା ଯାଏ ତେବେ ମନ୍ଦିର ସଂପୂର୍ଣ୍ଣ ୧୮ବର୍ଷ ପର୍ଯନ୍ତ ବନ୍ଦ ରହିବ।
୨: ଏହି ମନ୍ଦିର ଟି ୪ଲକ୍ଷ ବର୍ଗ କିଲୋମିଟର ପର୍ଯ୍ୟନ୍ତ ରହିଛି ଏବଂ ୨୧୪ଫୁଟ୍ର ର ଉଚ୍ଚତା। ମନ୍ଦିର ର ଛାଇ ରେ ଗୋଟାଏ ରହସ୍ୟ ରହିଛି ଯେ ଏହର ଛାଇ ସବୁବେଳେ ଅଦୃଶ୍ୟ ରୁହେ।
୩: ମନ୍ଦିରର ଉପରେ ଗୋଟାଏ ସୁଦର୍ଶନ ଚକ୍ର ରହିଛି। ଏମିତି କୁହା ଯାଏ କି ଆପଣ ପୁରୀ ର କୌଣସି ଜାଗାରେ ଛିଡ଼ା ହୁଅନ୍ତୁ ଆପଣ କୁ ସୁଦର୍ଶନ ଚକ୍ର ଦେଖାଯିବ। ଏହା ଅଷ୍ଟ ଧାତୁ ରେ ନିର୍ମିତ ହେଇଥିବାରୁ ବହୁତ୍ ପବିତ୍ର ମନା ଯାଏ।
୪: ସମୁଦ୍ରର ପବନ ଦିନବେଳେ ସମୁଦ୍ରରୁ ସ୍ଥଳ ଭାଗକୁ ଆସେ ଏବଂ ରାତି ସମୟ ରେ ଏହାର ବିପରୀତ, କିନ୍ତୁ ପୁରୀ ରେ ଏହି ନିୟମ ର ବିପରୀତ ହୋଇଥାଏ।
୫: ଜଗନ୍ନାଥ ମନ୍ଦିରରେ ଆଜି ପର୍ଯ୍ୟନ୍ତ କୌଣସି ପକ୍ଷୀ ମନ୍ଦିର ଉପରେ ବସିବାର ଦେଖିବାକୁ ମିଳିନାହାନ୍ତି। ଏହି ଯୋଗୁଁ ମନ୍ଦିର ଉପରେ ଉଡାଜାହାଜ ମଧ୍ୟ ଯିବାର କେହି ଦେଖି ନାହାନ୍ତି।
୬: ମନ୍ଦିରର ପତକାକୁ ମଣିଷ ଦ୍ଵାରା ପ୍ରତିଦିନ ଓଲଟା ଚଢ଼ିକି ବଦଳା ଯାଇଥାଏ। ପତାକା ରେ ଶିବଙ୍କ ର ଚନ୍ଦ୍ର ର ଚିତ୍ର ରହିଛି।
୭: କୁହାଯାଏ କି ଜଗନ୍ନାଥ ମନ୍ଦିର ରେ ଦୁନିଆର ସବୁଠାରୁ ବଡ଼ ହଣ୍ଡିଶାଳ। ଏହିଠାରେ ୫୦୦ରୋଷଇୟାମାନେ ଆଉ ୩୦୦ ତାଙ୍କ ର ସହକର୍ମୀ କାମ କରନ୍ତି। ଏହି ମନ୍ଦିର ରେ ୧ଲକ୍ଷ ଲୋକ ଆସିଲେ ମଧ୍ୟ ଖାଦ୍ୟର କୌଣସି ବି ପ୍ରକାର ସମସ୍ୟା ଦେଖାଦେଇ ନ ଥାଏ।
୮: କୁହାଯାଏ ଯେ ଭଗବନ କୃଷ୍ଣ ଯେତେବଳେ ଦେହାନ୍ତ କରିଥିଲେ ତାଙ୍କର ଶରୀରର ଗୋଟିଏ ଅଂଶ କୁ ଛାଡି ଆଉ ସାବୁ ଭଗ ପାଞ୍ଚ ଭୂତ ରେ ଲିନ ହେଇଯାଇଥିଲା। ସେହି ଅଂଶ ଟି ହେଉଛି ସେହି ହୃଦୟ ଯାହାକି ଆଜି ପର୍ଯ୍ୟନ୍ତ ଭଗବାନ ଜଗନ୍ନାଥ ଙ୍କ କାଠ ର ମୂର୍ତିରେଆଜି ପର୍ଯ୍ୟନ୍ତ ରହିଅଛି।
୯: ଜଗନ୍ନାଥ ମନ୍ଦିରର ତିନୋଟି ମୂର୍ତ୍ତୀ କୁ ପ୍ରତି ବାର ବର୍ଷ ରେ ବଦଳା ଯାଇଥାଏ। ମନ୍ଦିର ରେ ଏହି ସମୟ ରେ କେହି ମଧ୍ୟ ଭିତରକୁ ପ୍ରବେଶ କରିପାରିବେ ନାହିଁ। ମନ୍ଦିର ସମ୍ମୁଖରେ ପୋଲିସ ମାନେ ରହିଥାନ୍ତି ଏବଂ ମନ୍ଦିର ଭିତରକୁ କେବଳ ଜଣେ ପୂଜାରୀ ର ପ୍ରବେଶ ର ଅନୁମତି ରହୁଥାଏ।