December 26, 2024

Odia Express

Leading Odia News Portal of Odisha

ମହାଶିବରାତ୍ରି ଦିନ ଏହି ୬ଟି ରାଶିର ବ୍ୟକ୍ତି ହେବେ ମାଲାମାଲ – ଆଜି ରାତି ୧୨ ଟା ପରଠୁ ବଦଳିଯିବ ଏହି ମାନକ ଭାଗ୍ୟ ର ଘର..

୧୧ ମାର୍ଚ୍ଚ ୨୦୨୧ ମହାଶିବରାତ୍ରି ଦିନ ୪୮ ଘଣ୍ଟା ଭିତରେ ୬ଟି ରାଶି ହେବେ ମାଲାମାଲ।ବନିବେ କୋଟିପତି।ଭଗବାନ ଶିବଙ୍କୁ ଦେବଙ୍କ ଦେବା ମହାଦେବ ବୋଲି ମାନଯାଇଥାଏ।୧୧ ମାର୍ଚ୍ଚ ୨୦୨୧ ଗୁରୁବାର ଦିନ ପାଳନ କରାଯିବ ପବିତ୍ର ମହାଶିବରାତ୍ରି।ଯାହା ବହୁତ ସର ଶୁଭ ଦିନରେ ଅସିଛି।ଏହି ମହାଶିବରାତ୍ରି ଅବସରରେ ଶନି, ଗୁରୁ, ଚନ୍ଦ୍ରମା ଏହାସହିତ ମକର ରାଶିରେ ରାଜଯୋଗ ବନଉଛନ୍ତି।ଯାହା ମହାଶିବରାତ୍ରି ପାଇଁ ଅଧିକ ଫଳଦାୟୀ ହୋଇଛି।ଆମେ ଆଜି ଆପଣଙ୍କୁ ଜଣାଇବାକୁ ଯାଉଛୁଯେ ଆଜିର ଏହି ମହାଶିବରାତ୍ରିରେ ଏହି ୬ଟି ରାଶି ମାଲାମାଲ ହେବାକୁ ଯାଉଛନ୍ତି।ଏମାନଙ୍କ ଭାଗ୍ୟ ଚମକିବାକୁ ଯାଉଛି।ଆଗତ ୪୮ଘଣ୍ଟା ମଧ୍ୟରେ ଏମାନଙ୍କୁ ଖୁସୀଖବର ମିଳିବାକୁ ଯାଉଛି।ମହାଶିବରାତ୍ରିରେ ଶିଵଯୋଗ ବନିବାକୁ ଯାଉଛି ଏହାସହିତ ସିଦ୍ଧଯୋଗ ମଧ୍ୟ ବନିବାକୁ ଯାଉଛି।ଏହି ଯୋଗ ମହାଦେବଙ୍କୁ ଅତ୍ୟନ୍ତ ପସନ୍ଦ ହୋଇଥାଏ।ଏଥିରେ ମହାଦେବଙ୍କ ଅଶ୍ରୀବାଦ ସଦା ରହିଥାଏ।ଯଦି ଆପଣ କୌଣସି କାର୍ଯ୍ୟ ଏହି ଯୋଗରେ କରନ୍ତି ଆପଣଙ୍କୁ ସଫଳତା ମିଳିଥାଏ।ଏହି ତିଥି ୧୧ ମାର୍ଚ୍ଚ ୨୦୨୧ ଗୁରୁବାରଦିନ ଦ୍ୱିପ୍ରହର ୨ଟା ୩୫ରେ ଆରମ୍ଭ ହେବ ଏବଂ ଏହା ୧୨ମାର୍ଚ୍ଚ ୨ଟା ୦୨ରେ ସମାପ୍ତ ହେବ।

ଏହି ମହାଶିବରାତ୍ରିର ଶୁଭ ଅବସରରେ ଏହି ୬ରାଶିଙ୍କ ଉପରେ ଭଗବାନ ଶିବଙ୍କ କୃପା ରହିବ।ମହାଦେବଙ୍କୁ ଯିଏ ତନମନ ଏବଂ ପୁରା ସର୍ଦ୍ଧାରେ ଆରାଧନା କରିଥାଏ ତେବେ ତାଙ୍କୁ ମନବାଞ୍ଚିତ ଫଳ ମିଳିଥାଏ।ଭଗବାନ ଶିବ ନିଜ ଭକ୍ତଙ୍କ ଦୁଃଖ ଏବଂ ଅସୁବିଧା କେବେହେଲେ ଦେଖିପାରନ୍ତି ନାହିଁ।ଭଗବାନ ଶିବଙ୍କ ଅରାଧାନର ବିଶେଷ ପର୍ବ ମହାଶିବରାତ୍ରି ପର୍ବ ଅଟେ।ଏହିଦିନ ସମ୍ପୂର୍ଣ୍ଣ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଭଗବାନ ଶିବଙ୍କ ପୂଜା କରନ୍ତୁ।ଏହି ୬ରାଶି ବ୍ୟକ୍ତି ଏହି ଶୁଭ ଅବସରରେ ବହୁତ ଜଲ୍ଦି ମାଲାମାଲ ଏବଂ କୋଟିପତି ହେବାକୁ ଯାଉଛନ୍ତି।ଏମାନଙ୍କୁ ନିଜ ବାଣିଜ୍ୟ ଏବଂ ଯେକୌଣସି କ୍ଷେତ୍ରରେ ସୁବର୍ଣ୍ଣ ସୁଯୋଗ ପାଇବେ।ଏମାନେ ନିଜ ଜୀବନରେ ସଫଳତା ପାଇ ଆଗକୁ ବଢିବାର ନଜର ଆସିବେ।ଏହିଦିନ ଆପଣ ପଞ୍ଚାମୃତରେ ଭଗବାନ ଶବଙ୍କ ଜଳ ଅଭିଷେକ କରନ୍ତୁ।ଯଦି ଆପଣ ପଞ୍ଚାମୃତରେ ଜଳଅଭିଷେକ କରନ୍ତି ତେବେ ମହାଦେବ ଅପଣଙ୍କ ସବୁ ମନୋସ୍କାମନା ପୁରଣ କରିବେ।

ସାଙ୍ଗମାନେ ଏବେ ଆସନ୍ତୁ ଜାଣିବା ଏହି ୬ରାଶି କେଉଁମାନେ ଯାହାଙ୍କ ଉପରେ ଏହି ମହାଶିବରାତ୍ରିରେ ମହାଦେବ ନିଜ କୃପା ଦୃଷ୍ଟି ରଖିଛନ୍ତି?ପ୍ରଥମ ରାଶି ହେଉଛି କନ୍ୟାରାଶି।କନ୍ୟା ରାଶି ଲୋକମାନଙ୍କୁ ଏହି ମହାଶିବରାତ୍ରିରେ ୪୮ଘଣ୍ଟା ମଧ୍ୟରେ ଖୁସୀଖବର ମିଳିବ।ଏମାନଙ୍କୁ ନିଜ କ୍ୟାରିଅରରେ ବହୁତ ସଫଳତା ମିଳିବ।କନ୍ୟାରାଶି ଉପରେ ଭଗବାନ ଶିବ ନିଜ କୃପାଦୃଷ୍ଟି ବର୍ଷାଇବେ।ଏମାନଙ୍କ ବାଣିଜ୍ୟରେ ଉର୍ଣ୍ଣତି ଦେଖାଯିବା।ଏବଂ ରହିଯାଇଥିବ ସବୁ କାମ ପୁର୍ନବାର ହବାକୁ ଲାଗିବ।ଏମନଙ୍କ ପ୍ରେମ ସମ୍ବନ୍ଦରେ ଉର୍ଣ୍ଣତି ଆସିବ।

ଦୂତୀୟ ରାଶି:- ବୃଷରାଶି। ବୃଷରାଶି ବ୍ୟକ୍ତିମାନଙ୍କୁ ଜଣାଇବୁଯେ ଏହି ମହାଶିବରାତ୍ରିରେ ୪୮ଘଣ୍ଟା ଭିତରେ ଆପଣଙ୍କୁ ବୋହିତ ଭଲ ଖୁସି ଖବର ମିଳିବ।ଯଦି ଆପଣ କୌଣସି ନୂଆ ବାଣିଜ୍ୟ କରିବାକୁ ଯାଉଛନ୍ତି ତେବେ ଆପଣଙ୍କୁ ବିଶେଷ ଲାଭ ମିଳିବ।ଏହା ଆପଣଙ୍କ ଧନକୁ ବଢାଇବ।ଆପଣ ଏହିଦିନ ଭଗବାନ ଶିବଙ୍କ ବ୍ରତ ରଖନ୍ତୁ।ଏହିଦିନ ଆପଣ ମହାଦେବଙ୍କ ବ୍ରତ ରଖନ୍ତୁ।ମହାଦେବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ।

ତୃତୀୟ ରାଶି:- ମକର ରାଶି।ମକର ରାଶି ବ୍ୟକ୍ତିମାନ ଏହି ମହାଶିବରାତ୍ରି ବହୁତ ଅଧିକ ଭାଗ୍ୟଶାଳୀ ରହିବେ।ଆପଣଙ୍କ ପାଇଁ ଧନର ଅନେକ ସ୍ରୋତ ବନିବ ଏବଂ ସବୁ ରାଜିଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଆରମ୍ଭ ହେବ।ଆପଣଙ୍କ ପ୍ରମୋସନ ହେବାର ମଧ୍ୟ ସମ୍ଭାବନା ଅଛି।ଆପଣଙ୍କ କାର୍ଯ୍ୟରେ ହେଉଥିବା ବାଧା ମହାଦେବଙ୍କ କୃପାରୁ ଦୂର ହେବ।ଆପଣ ପ୍ରଥମରୁ ମହାଦେବଙ୍କ ପୂଜାଅର୍ଚନା କରନ୍ତୁ।

ଚତୁର୍ଥ ରାଶି:- ମିଥୁନରାଶି।ସାଙ୍ଗମାନେ ଆପଣଙ୍କୁ ଜଣାଇବୁଯେ ମିଥୁନରାଶି ବ୍ୟକ୍ତିମାନଙ୍କ ଉପରେ ମଧ୍ୟ ମହାଦେବଙ୍କ କୃପାଦ୍ରୁଷ୍ଟି ରହିଛି।ଅପଣଙ୍କ ସବୁ ରହିଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।ଏବଂ ଆପଣଙ୍କ ଅର୍ଥକ ସ୍ଥିତି ମଧ୍ୟ ମଜବୁତ ହେବ।ଯଦି ଲୋନ ପାଇଁ ଆବେଦନ କରିଛନ୍ତି ତେବେ ତାହା ମଞ୍ଜୁର ହେବାରେ ଦେଖାଦେବ।ଯଦି ଆପଣ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅଛନ୍ତି ତେବେ ଆପଣଙ୍କୁ ବିଶେଷ ଲାଭ ମିଳିବାର ସମ୍ଭାବନା ଅଛି।

ପଞ୍ଚମ ରାଶି:- ମିନ ରାଶି।ମିନରାଶି ବ୍ୟକ୍ତିମାନଙ୍କୁ ମଧ୍ୟ ଏହି ମହାଶିବରାତ୍ରି ଦିନ ବିଶେଷ ଖୁସି ଖବର ମିଳିବ।ଯଦି ଆପଣ ବିଦ୍ୟାର୍ଥୀ ତେବେ ଆପଣଙ୍କୁ ବିଶେଷ ସଫଳତା ମିଳିବ।ଆପଣଙ୍କ ପରିବାରକ ଜୀବନ ମଧ୍ୟ ବହୁତ ଭଲ ରହିବ।ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ।ପ୍ରେମ ସମ୍ବନ୍ଧ ମଧ୍ୟ ମଜବୁତ ହେବ।

ଷଷ୍ଟ ରାଶି:- କର୍କଟରାଶି।କର୍କଟ ରାଶି ବ୍ୟକ୍ତି ମାନଙ୍କୁ ମହାଶିବରାତ୍ରି ଅବସରରେ ଧନର ବଡ଼ ସ୍ରୋତ ମିଳିବ।ଜାହାଦ୍ୱାରା ଆପଣଙ୍କୁ ଧନରେ ମାଲାମାଲ ହେବାରୁ କେହି ରୋକି ପାରିବେ ନାହିଁ।ଆପଣଙ୍କୁ ସଫଳତା ମଧ୍ୟ ମିଳିବ।ବଣିଜ୍ୟରୁ ମଧ୍ୟ ଲାଭ ମିଳିବ।

Leave a Reply

Your email address will not be published. Required fields are marked *