December 26, 2024

Odia Express

Leading Odia News Portal of Odisha

ଫିଟିକିରି ଦ୍ୱାରା ହେଉଥିବା ଉପକାର – ମିଳିବ ଏତେ ଲାଭ ଯେ ଆପଣ କେବେ ଭାବି ନଥିବେ ମଧ୍ୟ – ଆଜି ଜାଣିରଖନ୍ତୁ..

ଫିଟିକିରିର ଆଶ୍ଚର୍ଯ୍ୟ କରିଦେବା ଭଳି ଲାଭ।ଆପଣ ଭାବନ୍ତି ଫିଟିକିରି ଖାଲି ଦାଢ଼ି ବନେଇବାର କାମରେ ଆସେ।କିନ୍ତୁ ଖାଲି ଏତିକି ନୁହେଁ ଯେତେବେଳେ ଆପଣଙ୍କ ଶରୀରର କୌଣସି ସ୍ଥାନରେ ଖଣ୍ଡିଆ ହୋଇ ରକ୍ତ ବାହାରୁଥିଲେ ଏବଂ ବହୁତ ଅଧିକ କଷ୍ଟ ହେଉଥିଲେ ଆପଣ ସେହିଜାଗାରେ ଫିଟିକିରିର ବ୍ୟବହାର କରି ସେହି କ୍ଷତ ସ୍ଥାନରୁ ବାହାରୁଥିବା ରକ୍ତକୁ ରୋକି ପାରିବେ।ଯଦି ଆପଣଙ୍କ ଗୋଇଠି ଫାଟିଯାଇଛି ଏବଂ ରକ୍ତବାହରୁଛି ଆଉ ଦରଜ ହେଉଥାଏ ତେବେ ଫିଟିକିରି ସାହାଯ୍ୟରେ ତାକୁ ରୋକାଯାଇ ପାରିବ।ଏହାସହିତ ଯଦି ଆପଣଙ୍କ ଚେହେରା ଉପରେ ଦାଗ ହୋଇଯାଇଥାଏ ତେବେ ଆପଣ ଫିଟିକିରି ସାହାଯ୍ୟରେ ଏହାକୁ ସଫା କରିପାରିବେ।

ଯଦି ଆପଣଙ୍କ ଚୁଟିରେ ବେଶି ଉଙ୍କୁଣୀ ହୋଇଯାଇଥାଏ ତେବେ ମଧ୍ୟ ଫିଟିକିରି ଦ୍ୱାରା ଏହାକୁ ମାରିପାରିବେ।ଯଦି ସାଙ୍ଗମାନେ କେତେବେଳେ ମଧ୍ୟ ବିଷଧର ପୋକ ଯେପରିକି ମହୁମାଛି କିମ୍ବା ବିଛା ଆପଣଙ୍କୁ କାମୁଡ଼ିଦେଇଥାଏ ତେବେ ଆପଣ ଫିଟିକିରି ଦ୍ୱାରା ମଧ୍ୟ ଏହାର ପ୍ରଭାବ କମ କରିପାରିବେ।ଏହାସହିତ ଯଦି ଆପଣଙ୍କ ଦାନ୍ତରେ ଦରଜ ଥାଏ କିମ୍ବା ଆପଣଙ୍କ ଦନ୍ତରୁ ଦୁର୍ଗନ୍ଧ ବାହାରିଥାଏ ତେବେ ଆପଣ ଫିଟିକିରି ଦ୍ୱାରା ଏହାକୁ ରୋକିପାରିବେ।

ଏହାସହିତ ଆମେ କଥା ହେବା ଫିଟିକିରିର କ୍ଷତି ଗୁଡିକ ବିଷୟରେ।ସର୍ବ ପ୍ରଥମେ ଆମେ କଥାହେବା ଯଦି କୌଣସି ସ୍ଥାନରୁ ରକ୍ତ ବାହାରିଥାଏ ତେବେ ଆପଣ କିପରି ଫିଟିକିରି ଦ୍ୱାରା ଏହାକୁ ରୋକିପାରିବେ।ସାଙ୍ଗମାନେ ଆପଣ ଫିରିକିରିକୁ ପାଣିରେ ବୁଡାଇ ରକ୍ତବହରୁଥିବା ଜାଗାରେ ଘଷିବା ଦ୍ୱାରା ରକ୍ତ ବାହାରିବା କାମ ହୋଇଥାଏ।ଏହି ଉପାୟ ହାଲ୍କା ଖଣ୍ଡିଆ ହୋଇଥିଲେ ବହୁତ ଅଧିକ ଲାଭ ହୋଇଥାଏ।ଅପଣଙ୍କ ଫାଟିଯାଇଥିବା ଗୋଇଠି ଠିକ କରିବା ପାଇଁ ଆପଣ ଫିଟିକିରିକୁ ଏକ ଛୋଟ ପାତ୍ରରେ ଗରମ କରନ୍ତୁ ଏହା କରିବା ଦ୍ୱାରା ଫିଟିକିରି ତରାଳିବା ଆରମ୍ଭ ହୋଇଥାଏ।ଏହା ପୁରାପୁରି ବାଷ୍ପୀଭୁତ ହେବାପରେ ଏହାକୁ ଥଣ୍ଡା କରନ୍ତୁ।ଏବଂ ଥଣ୍ଡା ହେବା ପରେ ଏହାର ଛୋଟ ଛୋଟ ଖଣ୍ଡ କରନ୍ତୁ।ଏହାପରେ ଫିଟିକିରି ଖଣ୍ଡକୁ ନଡ଼ିଆ ତେଲରେ ମିଶାଇ ଗୋଇଠିରେ ଲଗାନ୍ତୁ।ଏହିପରି ବାରମ୍ବାର ଏକ ସପ୍ତାହ କରିବା ଦ୍ୱାରା ଆପଣଙ୍କ ଫାଟିଯାଇଥିବା ଗୋଇଠି ଭଲ ହୋଇଯାଇଥାଏ।ଧ୍ୟାନ ରଖିବେ ଆପଣଙ୍କୁ ଫିଟିକିରିକୁ ବହୁତ ଧ୍ୟାନର ସହିତ ଗୁଣ୍ଡ କରିବାକୁ ପଡିବ।

ସାଙ୍ଗମାନେ ଚେହେରାରେ ହୋଇଥିବା ଦାଗକୁ ଠିକ କରିବାପାଇଁ ଫିଟିକିରିର ଖଣ୍ଡକୁ ପାଣିରେ ବୁଡାଇ ଚେହେରାରେ ହାଲ୍କା ହାତରେ ଲଗାନ୍ତୁ।ଶୁଖିଯିବାପରେ ସଫା ପାଣିରେ ଧୋଇଦିଅନ୍ତୁ।କିଛି ଦିନ ପରେ ଦାଗ ଲିଭିଯାଇଥାଏ।ଏହା ସହିତ ସାଙ୍ଗମାନେ ଯଦି ଆପଣଙ୍କ ଚୁଟିରେ ଉଙ୍କୁଣୀ ସମସ୍ୟା ବହୁତ ଅଧିକ ହୋଇଥାଏ ତେବେ ଚୁଟିରୁ ଉଙ୍କୁଣୀକୁ ମାରିବା ପାଇଁ ଫିଟିକିରିର ବ୍ୟବହାର କରାଯାଇପାରିବ।ଏଥିପାଇଁ ଆପଣ ଫିଟିକିରି ପାଉଡରରେ ଚାହା ଗଛର ତେଲ ଏବଂ ପାଣିକୁ ମିଳାଇ କିଛି ସମୟ ମୁଣ୍ଡରେ ଲଗାନ୍ତୁ।ଏହାଦ୍ୱାରା ଅପଣଙ୍କ ମୁଣ୍ଡରୁ ଉଙ୍କୁଣୀ ନଷ୍ଟ ହୋଇଥାଏ।

ଯଦି ଅପଣଙ୍କୁ କୌଣସି ଜାଗାରେ ବିଷଧର ଯିବ ଯେପରିକି ମହୁମାଛି ଏବଂ ବିଛା କାମୁଡି ଦେଇଥାଏ ତେବେ ପାଣିରେ ଫିଟିକିରିକୁ ପକେଇକି ଏହାର ଏକ ଗାଢ଼ା ଘୋଳ ତିଆରି କରନ୍ତୁ।ଏବଂ ଏହାକୁ ନେଇକରି ପ୍ରଭାଭିତ ଅଙ୍ଗରେ ଲଗାନ୍ତୁ।ବହୁତ ଜଲ୍ଦି ଆପଣଙ୍କୁ ଭଲ ଲାଗିଥାଏ।ଯଦି ଆପଣଙ୍କ ଦାନ୍ତରେ ଦରଜ ଥାଏ ଏବଂ ଦାନ୍ତରୁ ଦୁର୍ଗନ୍ଧ ବାହାରିଥାଏ ତେବେ ଆପଣ ଗରମ ପାଣିରେ ଅଳ୍ପ ଲୁଣ ପକାଇ ଏକ ଛୋଟ ଚାମଚ ଫିଟିକିରି ପାଉଡର ପକାଇ ଛାଣିଦିଅନ୍ତୁ।ଯେବେ ପାଣି ହାଲ୍କା ଥଣ୍ଡା ହୋଇଯାଏ ତେବେ ଏହି ପାଣିକୁ ପାଟିରେ ରଖି କୂଳି କରନ୍ତୁ।ଏହାଦ୍ୱାରା ଦାନ୍ତର ଦରଜ ଏବଂ ଦୁର୍ଗନ୍ଧ ଭଳି ସମସ୍ୟା ଭଲ ହୋଇଯାଇଥାଏ।

ଏବେ କଥା ହେବା ଏହାର କ୍ଷତି କଣ କଣ ହୋଇଥାଏ।ସାଙ୍ଗମାନେ ଫିଟିକିରି ଚେହେରାକୁ କମଜୋର କରାଇପରେ।ଲମ୍ବା ସମୟ ପାଇଁ ଫିଟିକିରିର ବ୍ୟବହାର କରିବା ଦ୍ୱାରା ଚେହେରାରେ ଚେହେରାରେ ସୁଖାପଣ ହୋଇପାରେ।ତେବେ ଏହାର ମାତ୍ରା ସୀମିତ କରନ୍ତୁ।

Leave a Reply

Your email address will not be published. Required fields are marked *