ବାସ୍ତୁ ଶାସ୍ତ୍ର- ଘରର ପୂଜା ଘରେ ଏହି ଛଅଟି ଜିନିଷ ରଖି ଦିଅନ୍ତୁ, ଘରରୁ ଦାରିଦ୍ର୍ୟତା ଦୂର ହୋଇଯିବ – ଚାଣକ୍ୟ ନୀତି ଅନୁସାରେ ଜାଣନ୍ତୁ କଣ ଅଟେ ସେହି ଜିନିଷ
ନମସ୍କାର ବନ୍ଧୁଗଣ,ଯେଉଁ ଘରର ପୂଜା ଘରେ ଏହି ସବୁ ଜିନିଷ ଉପସ୍ଥିତ ନଥାଏ ତେବେ ସେଠାରେ ବା ସେହି ଘରେ ଭୁଲରେ ମଧ୍ୟ ଧନର ବୃଦ୍ଧି ହୁଏ ନାହିଁ।ବ୍ୟକ୍ତିର ଧନୀ ହେବାର ସ୍ୱପ୍ନ ଅଧା ରହିଯାଏ।ଯଦି ଆପଣଙ୍କୁ ଧନୀ ହେବାର ଅଛି ତେବେ ଘରର ପୂଜା ଘରେ ଏହି ସବୁ ଜିନିଷ ନିଶ୍ଚିତ ଭାବରେ ରଖନ୍ତୁ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲେଖା ଯାଇଅଛି କି ଘରର ପୂଜା ଘରେ ଯଦି ଆମେ ଏହି ଜିନିଷ ରଖିଥାଉ ତେବେ ଘରେ ଧନର ଅଭାବ କେବେ ଦେଖିବାକୁ ମିଳେ ନାହିଁ।ଆଜି ଆମେ ସେହି ଚାରୋଟି ଜିନିଷ ବିଷୟରେ ଜାଣିବା ଯାହାକୁ ଯଦି ଆପଣ ନିଜ ପୂଜା ଘରେ ରଖିବେ ତେବେ ଘରେ ସର୍ବଦା ସୁଖ ଶାନ୍ତିର ବାତାବରଣ ରହିବ।ଏବଂ ଭରପୁର ପଇସା ଆସିବ।
ଭଗବାନ ଶ୍ରୀକୃଷ୍ଣ ଏହା ମଧ୍ୟ କହିଛନ୍ତି କି ଯେଉଁ ଘରେ ପୂଜା ଘରେ ଏହି ଜିନିଷ ନଥାଏ ତେବେ ସେହି ଘରକୁ କେବେବି ଧନ ଆସେ ନାହିଁ ଏପରି ଘରେ ଧନସମ୍ପତ୍ତି ରହେ ନାହିଁ।ଚାକିରୀ, ପିଲାଙ୍କ ପାଠପଢାରେ ମନ ମଧ୍ୟ ଲାଗେ ନାହିଁ।ଯଦି ଆପଣ ମଧ୍ୟ ଧନବାନ ହେବାକୁ ଚାହୁଁଛନ୍ତି ତେବେ ଘରର ପୂଜା ଘରେ ଏହି ଜିନିଷ ନିଶ୍ଚିତ ଭାବରେ ରଖନ୍ତୁ।ତେବେ ଆସନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ।
ପ୍ରଥମ ଜିନିଷ ହେଉଛି,ଛୋଟ ଶଙ୍ଖ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରର ପୂଜା ଘରେ ଯଦି ଆପଣ ଛୋଟ ଶଙ୍ଖ ରଖିବେ ତେବେ ଘରେ ସବୁବେଳେ ସୁଖ ଶାନ୍ତି ରୁହେ।ଏପରି କରିବା ଦ୍ଵାରା ସୁନା,ଚାନ୍ଦି ଓ ବହୁତ ଧନ ମିଳି ଥାଏ।ଏହା ସତ୍ଵେ ବ୍ୟବସାୟରେ ଲାଭ ହୁଏ।ଏଥିପାଇଁ ଘରର ମନ୍ଦିରରେ ଛୋଟ କିମ୍ବା ବଡ ଶଙ୍ଖ ନିଶ୍ଚିତ ରହିବା ଦରକାର।କାରଣ ଯେଉଁ ଘରେ ଶଙ୍ଖ ଥାଏ ସେଠାରେ ମାତା ଲକ୍ଷ୍ମୀ ବାସ କରନ୍ତି।ଘରର ପୂଜା ଘରେ ମା ଲକ୍ଷ୍ମୀଙ୍କର ମୂର୍ତ୍ତି ନିଶ୍ଚିତ ରଖନ୍ତୁ।
ଏହା ସହିତ ଧନତେରସଙ୍କ ମୂର୍ତ୍ତି ମଧ୍ୟ ରଖନ୍ତୁ।କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଦ୍ଵାରା ଏହା କୁହାଯାଏ କି ଧନତେରସଙ୍କ ମୂର୍ତ୍ତି ଓ ଗଣେଶ ଓ ଲକ୍ଷ୍ମୀଙ୍କର ମୂର୍ତ୍ତି ଆମକୁ ଘରର ପୂଜା ଘରେ ସବୁବେଳେ ରଖିବା ଉଚିତ।ଏବଂ ନିୟମିତ ପୂଜା କରିବା ଉଚିତ।କାରଣ ଏ ଧନର ଦେବତା ଅଟନ୍ତି।ଯଦି ଆମେ ଧନତେରସଙ୍କ ମୂର୍ତି ଆମେ ନିଜ ପୂଜା ଘରେ ରଖିବା ତେବେ ଏହା ଦ୍ଵାରା ବ୍ୟବସାୟରେ ଲାଭ ହୋଇଥାଏ।ଘରକୁ ସୁଖ ଶାନ୍ତି ଆସେ।ଟଙ୍କାର କୌଣସି ଅସୁବିଧା ରୁହେ ନାହିଁ।
ଶାସ୍ତ୍ର ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଯେବେ ପଚରାଗଲା କି ବ୍ୟକ୍ତିକୁ ସଫଳ ହେବା ପାଇଁ ଘରେ ଏପରି କଣ ରଖିବା ଉଚିତ ତେବେ ଶ୍ରୀକୃଷ୍ଣ କହିଲେ କି ଘରେ ସର୍ବଦା ସଫା ଜଳ ଭରିକରି ରଖିବା ଉଚିତ।ଅତିଥିର ସମ୍ମାନ କରିବା ଉଚିତ ଏବଂ ତାଙ୍କୁ ସବୁଠୁ ପ୍ରଥମେ ସଫା ଜଳ ପିଇବାକୁ ଦେବା ଉଚିତ।ଏହା ସହିତ ହିଁ ଘରର ପୂଜା ଘରେ ଦୀପ,ଦେଶୀ ଘିଅ, ଗଙ୍ଗା ଜଳ ଚନ୍ଦନ, ଶଙ୍ଖ ଓ ମହୁ ସବୁବେଳେ ରଖିବା ଉଚିତ।ଯାହାକି ଭଗବାନ ଶ୍ରୀକୃଷ୍ଣ ମହାଭାରତ କାଳରେ କହିଥିଲେ।
ଯଦି କୌଣସି ବ୍ୟକ୍ତି ଶ୍ରୀକୃଷ୍ଣଙ୍କର ଏହି କଥା ମାନେ ନାହିଁ ତେବେ ତାକୁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡେ।ତେଣୁ ଆପଣ ଯଦି ନିଜର ଧନ ସମ୍ପତ୍ତି ବୃଦ୍ଧି କରିବାକୁ ଚାହୁଁଛନ୍ତି କିମ୍ବା ନିଜ ଘରର ସୁଖ ଶାନ୍ତି ବଢ଼ାଇବାକୁ ଚାହୁଁଛନ୍ତି ତେବେ ଏହି ସବୁ ଜିନିଷ ନିଜ ପୂଜା ଘରେ ନିଶ୍ଚୟ ରଖନ୍ତୁ।