ଅଣ୍ଡା କଞ୍ଚା , ସିଝା କିମ୍ବା ଭଜା କରି ଖାଇବା ଉଚିତ – ଅଣ୍ଡା ଖାଉଥିବା ଲୋକ ନିଶ୍ଚୟ ଜାଣିରଖନ୍ତୁ ଏହି କଥା..
ସବୁବେଳେ ଲୋକ ଅଣ୍ଡା ଖାଇଥାନ୍ତି କେବଳ ସ୍ୱାଦ ପାଇଁ।ସେଥିପାଇଁ କିଛି ଲୋକ ଏହାକୁ ଭଜା କରି ଥାନ୍ତି କିଛି ଲୋକ ସିଝା ତ କିଛି ଲୋକ କଞ୍ଚା ଖାଇଥାନ୍ତି।କଞ୍ଚା ଅଣ୍ଡାକୁ ବହୁତ ଶକ୍ତି ଶାଳୀ ଭାବିକି ଏହାକୁ କଞ୍ଚା ହି ଖାଇଥାନ୍ତି। ଏମାନଙ୍କ ଭିତରୁ ଏମିତି ଲୋକ ଥାନ୍ତି ଯେଉଁ ମାନେ ଯୋଗ କରିଥାନ୍ତି।ଅଣ୍ଡାର ସେବନ ଓଜନ ବଢ଼େଇବା କିମ୍ବା ଓଜନ କମେଇବା ପାଇଁ କରିଥାନ୍ତି।ଏହାର ଠିକରେ ବ୍ୟବହାର କରିଲେ ଏଥିରେ ମିଳୁ ଥିବା ପ୍ରୋଟିନ ଶରୀରରେବଢୁଥିବା ଚର୍ବିକୁ କମ କରିବାରେ ସାହାଯ୍ୟ କରିଥାଏ କିନ୍ତୁ ଅଣ୍ଡାକୁ କିପରି ଖାଇ ପାରିବ ଏହା ଦ୍ୱାରା ଶରୀରକୁ ବହୁତ ଫାଇଦା ମିଳି ପାରିବ।ଅଣ୍ଡାକୁ ଭୁଲ ଭାବରେ ବ୍ୟବହାର କରିଲେ ଏହା ଆମକୁ ରୋଗରେ ପକେଇ ପାରିବ।
ଆସନ୍ତୁ ଜାଣିବା କଞ୍ଚା ଅଣ୍ଡା , ସିଝା ଅଣ୍ଡା , ଭଜା ଅଣ୍ଡା କିପରି ଖାଇବା ଏବଂ ଏହି ସବୁ ଅଣ୍ଡାର ସେବନ କେବେ କରିବା ଦରକାର।ଯାହାକୁ ବୁଝିବା ପାଇଁ ଆମକୁ ଦୁଇ ଟି କଥା ବୁଝିବା ଦରକାର।ପ୍ରଥମେ ହେଉଛି ଅଣ୍ଡରେ ପାଉଥିବା ପ୍ରୋଟିନ। ଗୋଟିଏ କଞ୍ଚା ଅଣ୍ଡରେ କେଉଁ ସବୁ ପୋଷାକ ତତ୍ୱ ପାଇଥାନ୍ତି ଆଉ ଏହାକୁ ଶିଝେଇବା ପରେ ପୋଷାକ ତତ୍ୱର ମାତ୍ରା ବଢି ଥାଏ କି କମିଥାଏ।ଦ୍ୱିତୀୟ ଟି ହେଲା ଅଣ୍ଡାର ଶୋଷଣ ଯାହାକି ଅଣ୍ଡାର କଞ୍ଚା , ଭଜା , ସିଝା ଖାଇବା ପରେ ଏହା ମଧ୍ୟରେ କେଉଁ ଅଣ୍ଡା ଆମ ଶରୀରରେ ଠିକ ଭାବରେ ହଜମ ହୋଇଥାଏ।ଆଉ କେଉଁ ଅଣ୍ଡା ଆମକୁ କ୍ଷତି ପହଞ୍ଚାଇ ଥାଏ। କାରଣଯେଉଁ ଜିନିଷ ଯେତେ ଭଲ ହେଲେ ବି ଯଦି ଶରୀରରେ ହଜମ ହୋଇ ନଥାଏ ତାହେଲେ ଏହାର ଫାଇଦା ଆମ ଶରୀରକୁ ମିଳିନଥାଏ।
ଆସନ୍ତୁ ଜାଣିବା କାଞ୍ଚା ଅଣ୍ଡରେ କଣ କଣ ରହି ଥାଏ ଏବଂ ଏହାକୁ ଶିଝେଇବା ପରେ କଣ ହୋଇଥାଏ।ପୋଷାକ ତତ୍ୱର ମାତ୍ର ବଢି ଥାଏ କି କମିଥାଏ।ଅଣ୍ଡାରେ ସବୁଠୁ ଅଧିକ ପ୍ରୋଟିନ ଏବଂ ଫ୍ୟାଟ ରହିଥାଏ। ଯଦି ଏହାର ହଳଦିଆ ଅଂଶକୁ ବାହାର କରି ଦିଆଯାଏ ତାହେଲେ ଏହାର ସଫା ଅଂଶରେ କେବଳ ପ୍ରୋଟିନ ମିଳିଥାଏ। ଯାହା କି ଦୁନିଆର ସବୁଠୁ ଶସ୍ତା ଏବଂ ବହୁତ ଭଲ ପ୍ରୋଟିନ ଅଟେ।କାଇଁକି ନ ଦୁନିଆରେ ଏମିତି କିଛି ଆଉ ଫଳ ନାହିଁ ଯେଉଁ ଥିରେ ଅଣ୍ଡାର ଧଳା ଅଂଶ ପରି ସୁଧ ଏବଂ ଭଲ ପ୍ରୋଟିନ ପାଇଥାଉ।ସେଠି ପାଇଁ ଯୋଗ କରୁ ଥିବା ଲୋକ ମାନେ ଏହାକୁ ସେବନ କରିଥାନ୍ତି କିନ୍ତୁ ଲୋକ ମାନେ କୁହାନ୍ତିକି କଞ୍ଚା ଅଣ୍ଡା ସିଝା ଅଣ୍ଡା ଠାରୁ ବହୁତ ଫାଇଦା ଦେଇ ଥାଏ।
ଅଣ୍ଡାକୁ ଶିଝେଇବା ପରେ କି ଭାଜିବା ପରେ ଏହାର ପ୍ରୋଟିନରେ କୌଣସି ଅସୁବିଧା ଦେଖା ଯାଏନି।ସବୁଥିରେ ହି ଛଅ ଗ୍ରାମ ପ୍ରୋଟିନ ମିଳି ଥାଏ।କଞ୍ଚା ଅଣ୍ଡରେ ବ୍ୟାକ୍ଟେରିଆ ପାଇଁ ଥାଉ ଏହା ଶରୀର ପାଇଁ ଭଲ ନୁହେଁ , ସିଝା ଅଣ୍ଡା ହି ଶରୀରରେ ବହୁତ ଜଲଦି ହଜମ ହୋଇ ଯାଇଥାଏ।ସଲମନେଲା ବ୍ୟାକ୍ଟେରିଆ ରହିଥାଏ।ଏହା ଶରୀର ରେ ବହୁତ କ୍ଷତି କରିଥାଏ।ଏହା ଦ୍ୱାରା ପେଟ ବିନ୍ଧା , ମୁଣ୍ଡ ବିନ୍ଧା ପରି ସମସ୍ୟା ଦେଖା ଦେଇଥାଏ।ଛୁଆ ବୁଢା ଏବଂ ଗର୍ଭବତୀ ମହିଳାଙ୍କ ଥରେ ଏହା ବହୁତ ଅଧିକ ଦେଖା ଯାଇଥାଏ। ଏହା ସମସ୍ତଙ୍କ ସାଙ୍ଗରେ ହୋଇ ନଥାଏ କିନ୍ତୁ କଞ୍ଚା ଅଣ୍ଡା ଖାଆନ୍ତୁ ନାହିଁ।ସିଝା ଅଣ୍ଡା ଶରୀରକୁ ବହୁତ ଫାଇଦା ଦେଇ ଥାଏ ଏବଂ ହଜମ ହୋଇଯାଏ।