September 16, 2024

Odia Express

Leading Odia News Portal of Odisha

ଅନିଦ୍ରା ରୋଗରୁ ମୁକ୍ତି ପାଇବାର ତରିକା – ଏହାକୁ ଥରେ ବ୍ୟବହାର କଲେ ରାତିରେ ସଂଗେ ସଂଗେ ନିଦ ଆସିବ..

ସ୍ୱାସ୍ଥ୍ୟର ବ୍ୟତିକ୍ରମ ମାନସିକତା ଉପରେ କୁପ୍ରଭାଵ ପକାଇବା ସହିତ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ତଥା ଉତ୍କଣ୍ଠା ରୂପକ ଅଶାଦ୍ରୁମ ମୂଳରେ କୁଠାରାଘାତ କରିଥାଏ।ତେଣୁ ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଏକ ସୁସ୍ଥ ଓ ଆରୋଗ୍ୟତା ପୂର୍ଣ୍ଣ ଜୀବନର ଆଶା ପୋଷଣ କରିଥାନ୍ତି।ବର୍ତ୍ତମାନ କରୋନା ସମସ୍ୟା ସମଗ୍ର ବିଶ୍ୱରେ ଏକ ବିରାଟ ବିପଦ ରୂପେ ପ୍ରତିଭାତ ହୋଇଛି।ଲକଡାଉନ ସମସ୍ତଙ୍କ ଜୀବନକୁ କରିଛି ଭାରାକ୍ରାନ୍ତ ଓ ବିବ୍ରତପୂର୍ଣ୍ଣ।ଏଥି ସହିତ ବର୍ତ୍ତମାନ ପ୍ରାୟ ଅଧିକାଂଶ ବ୍ୟକ୍ତିଙ୍କ ପ୍ରଧାନ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ବଦ ହଜମି।ଯାହାକି ଖାଦ୍ୟର ସଠିକ ହଜମ ନହେବା ଦ୍ଵାରା ହୋଇଥାଏ।ଯାହାକି ଶରୀରକୁ ମ୍ରିୟମାଣ କରିବା ସହିତ ଯନ୍ତ୍ରଣା ଦାୟକ ହୋଇଥାଏ।ଏହା କେବଳ ବୟସ୍କ ଲୋକଙ୍କୁ ନୁହେଁ ବରଂ ଛୋଟ ପିଲାଙ୍କୁ ମଧ୍ୟ ହୋଇଥାଏ।

ଆଜିକାଲି ଅନିଦ୍ରା ରୋଗ ସମସ୍ତଙ୍କର ବଡ ସମସ୍ୟା ଅଟେ।ଅଧିକ ଚିନ୍ତା, ମେଦ ବହୁଳତା ଆଦି ଏହାର ବଡ କାରଣ ଅଟେ।ଏଥିପାଇଁ dry seed ଆଦିର ଆବଶ୍ୟକତା ବହୁତ ଅଟେ।ଡାଇବେଟିସ ଏକ ଭୟାନକ ରୋଗ ଅଟେ।ଏହାକୁ ଚିନିର ବେମାରି ମଧ୍ୟ କୁହାଯାଏ।କାରଣ ରକ୍ତରେ ଏହାର ପରିମାଣ ଅଧିକ ହେବା ଯୋଗୁଁ ଏହା ସୃଷ୍ଟି ହୋଇଥାଏ।ଏହି ରୋଗ ଆମ କିଡନୀକୁ ଆକ୍ରାନ୍ତ କରିବା ସହିତ ଉଚ୍ଚ ରକ୍ତଚାପ ଓ ହୃତ ଜନିତ ରୋଗର କାରଣ ହୋଇଥାଏ ଓ ଶରୀରରେ କୋଲେଷ୍ଟରଲର ପରିମାଣ ବଢାଇଦିଏ।ସର୍ବୋପରି ଡାଇବେଟିସ ଶରୀରକୁ ରୋଗର ଘର ବନେଇଦିଏ।ତେଣୁ ଏହାକୁ ସବୁବେଳେ ନିୟନ୍ତ୍ରଣରେ ରଖିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।

ଏକ ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।

ସ୍ୱାସ୍ଥ୍ୟର ତ୍ରୁଟି ମନୁଷ୍ୟକୁ ଭାରାକ୍ରାନ୍ତ କରିଦିଏ।ବିଭିନ୍ନ କ୍ଷେତ୍ରରେ ଏହାର ଆଗ୍ରହକୁ ପ୍ରତିରୋଧ କରିଥାଏ।ଜୀବନରେ ଦୁଃଖ ଆଣେ ଓ ମାନସିକ ସ୍ଥିତିକୁ ମଧ୍ୟ ଖରାପ କରିଥାଏ।ତେଣୁ ଛୋଟ ଠାରୁ ବଡ଼ ଯାଏ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସୁସ୍ଥ ଓ ନିରୋଗ ରହିବାକୁ ଚାହାଁନ୍ତି। ହେଲେ ବୟସ ବଢ଼ିବା ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ସାଧାରଣତଃ ଦେଖା ଯାଇଥାଏ।ତେଣୁ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

Leave a Reply

Your email address will not be published. Required fields are marked *