ପୃଥିବୀ ଗୋଲ ହେଲେ ମଧ୍ୟ ଆମକୁ କାହିଁକି ସମତଳ ଦେଖା ଯାଏ – ପ୍ରାୟ ୯୯ ପ୍ରତିଶତ ଲୋକ ଏହାର ସଠିକ ଉତ୍ତର ଜାଣି ନଥିବେ..
ଏହା ଆମର ପୃଥିବୀ ଯାହା ସୂର୍ଯ୍ୟଙ୍କ ତିନି ନମ୍ବରରେ ଆସିଥାଏ। ମରକୁରି , ପରେ ଆସି ଥାଏ ପୃଥିବୀ।ଏହା ଦୁଇ ଜଣଙ୍କ ଠାରୁ ଆକାରରେ ବଡ।ଏହା ଗୋଲ ଅଟେ।ଏହା ହେଉଛି ପୃଥିବୀର ସ୍ପେସ ଏଥିରେ ପୃଥିବୀର ବଙ୍କ ସରଫେସ ଦେଖିବାକୁ ମିଳି ଥାଏ। ଏହା ଦେଖିକି ଆପଣ କହି ପାରିବେ କି ପୃଥିବୀ ଗୋଲ ଅଟେ।ଏହା ଗୋଟିଏ ବଲ ପରି କିନ୍ତୁ ଆମେ ତ ଏଥିରେ ମାଟିରେ ରାହୁଛେ। ଏତେ ଘନ ବାୟୁମଣ୍ଡଳ ତଳେ ଏବଂ ଆକାରରେ ବହୁତ ଛୋଟ ଅଟେ ।କାରଣ ଏହା ଗୋଟିଏ ପେନର ଡଟ ପରି। ଆମେ ପୃଥିବୀ ତୁଳନାରେ ଅଟେ ଛୋଟ ଯେ ଆମେ ପୁର ପୃଥିବୀକୁ କେବେ ଦେଖି ପାରିବନି।ଆମ ପାଖରେ ପୃଥିବୀର କେତେ ଫଟୋ ଏବଂ ଭୁଡ଼ିଓ ରହିଛି ଯାହା ନାସା ଏବଂ ସ୍ପେସ ଏଜେନ୍ସି ଦ୍ୱାରା ନିଆ ଯାଇଛି।ଏହା ସେହି ପ୍ରମାଣ ଯାହାକୁ ଆମେ ଦେଖିକି କହି ପାରିବ କି ପୃଥିବୀ ଗୋଲ ଅଟେ।
କିନ୍ତୁ ଆପଣ ନାସା କହି ଥିବା କଥାକୁ କାଇଁକି ଭରସା କରିବେ।ଆପଣଙ୍କୁ ପ୍ରମାଣ ଦରକାର ଯାହା ଆପଣଙ୍କୁ ଭରସା ଦେଇ ପାରିବ କି ସତରେ ପୃଥିବୀ ଗୋଲ ଅଟେ।ଆସନ୍ତୁ ଜାଣିବା କୌଣସି କଷ୍ଟ ଶବ୍ଦ ଦ୍ୱାରା ନୁହଁ ଗୋଟିଏ ସାଧାରଣ ଉପାୟ ଦ୍ୱାରା ।ଆପଣ ସମୁଦ୍ର ତଟ କୁ ଯାଆନ୍ତୁ କିମ୍ବା ଗୋଟେ ଖାଲି ପଡିଆକୁ ଯାଆନ୍ତୁ।ଯେତେ ଦୂର ପଯ୍ୟନ୍ତ ଦେଖିବେ ସେତେ ଦୂର ଦେଖିବାକୁ ଚେଷ୍ଟା କରନ୍ତୁ। ଆପଣ ୫ କିମି ରୁ ବହୁତ ଦୂର ପଯ୍ୟନ୍ତ ଦେଖି ପାରିବେ ନାହିଁ।ଆପଣ କେତେ ବି ଚେଷ୍ଟା କରନ୍ତୁ କିନ୍ତୁ ଆପଣ କେବଳ ୫ କିମି ଯାଏ ହି ଦେଖି ପାରିବେ।ତାପରେ ଆପଣ ଗୋଟିଏ ଉଚ୍ଚା ଜାଗାକୁ ଯାଆନ୍ତୁ ସେଠାରୁ ମଧ୍ୟ ଆପଣ ସିଧା ଯେତେ ଦୂର ହେଉ ସେତେ ଦୂର ଦେଖିବାକୁ ଚେଷ୍ଟା କରନ୍ତୁ।
କିନ୍ତୁ ଆପଣ ସିଧାରେ କିଛି ବହୁତ ବାଟ ଯାଏ ଦେଖି ପାରିବେ କିନ୍ତୁ ଗୋଟିଏ ନିଶ୍ଚିନ୍ତ ଦୂରତା ପରେ ଆଉ ଦେଖି ପରି ବେନି। କେବଳ ୩୪୦ କିମି ଦୂର ଯାଏ ହି ଦେଖି ପାରିବେ।ଏହା ଏଠି ପାଇଁ କି ସବୁ ୫ ମିଟର ପରେ ପୃତିବିର ସରଫେସ ବଙ୍କା ହେଇ ଯାଉଥାଏ।ଯେବେ ଆମେ ମାଟିରେ ଠିଆ ହୋଇ ଯୋଉଠି ଆକାଶ ଏବଂ ମାଟି ମିଶିଥାଏ।ଆପଣ ଯେତେ ଉଚ୍ଚାକୁ ଯିବେ ସେତେ ଦୂର ଯାଏ ଦେଖିପାରିବେ।ଏହି କଥାରୁ ଆପଣ ଅନୁମାନ କରିପାରିବେ।ଆମ ପୃଥିବୀ ଗୋଟିଏ କର୍ଭ ରାସ୍ତାକୁ ଦେଇଯାଇଛି। ଗୋଟିଏ ଗୋଲ ପିଣ୍ଡ ନିର୍ମାଣ କରିଥାଏ।ଏହାକୁ ଗୋଟିଏ ଉଦାହରଣ ଭାବନ୍ତୁ।
ଗୋଟିଏ ବ୍ୟକ୍ତିକୁ ପୃଥିବି ଉପରେ ଠିଆ ହୋଇ ଦୂର ଯାଏ ଦେଖି ବାକୁ ଚେଷ୍ଟା କରନ୍ତି।ତାପରେ ସେମାନେ ଗୋଟିଏ ନିଶ୍ଚିତ ଦୂରତା ଯାଏ ଦେଖି ପାରନ୍ତି।ଏହି କଥା ସତକି ପୃଥିବୀ ଗୋଟିଏ ଗୋଲ। ଆମେ ଯେଉଁ ପୃଥିବୀ ଉପରେ ଛିଟା ହୋଇଛେ ତାହା ଗୋଲ ଅଟେ।ଆପଣ ଗୋଟିଏ ବଲ ନିଅନ୍ତୁ ତାହାକୁ ଦୂରରୁ ଦେଖନ୍ତୁ ଆପଣ ଦେଖିପାରିବେ ଏହାକୁ। ପୃଥିବୀ ସହ ବି ଠିକ ଏମିତି ହେଇଛି। ପୃଥିବି ଠାରୁ ଆମେ ବହୁତ ଛୋଟ ତେଣୁ ପୃଥିବୀର ଜମି ଆମକୁ ସବୁ ସ୍ଥାନରେ ସମାନ ଦେଖା ଯାଏ। ଆମେ ପୃଥିବୀର କେବେ ବି କୋଉଠି ବି ମାଟି ସହ ଜଡିତ ରହି ଥାଉ ଏହା ହେଉଛି ସେହି କାରଣ। କିନ୍ତୁ ପୃଥୀବି ଗୋଲ ଅଟେ।