December 21, 2024

Odia Express

Leading Odia News Portal of Odisha

୯୯% ଲୋକ ଜାଣି ନାହାନ୍ତି ସବୁବେଳେ କେତେ କାଜୁ ଖାଇବେ , କେତେବେଳେ ଖାଇବେ , ଏହାର ଵିଧି କଣ…

କାଜୁର ବ୍ୟବହାର ବହୁତ ସାରା ଖାଦ୍ୟ ରେ ପକା ଯାଇଥାଏ।ମିଠା ତିଆରି କରିବାରେ ବ୍ୟବହାର କରାଯାଏ। କାରଣ ଏହା ଦ୍ୱାରା ଖାଦ୍ୟରେ ନୂଆ ସ୍ୱାଦ ଆସିଥାଏ। ଆଉ ସବୁ ଖାଦ୍ୟ ବହୁତ ସୁସ୍ୱାଦୁ ଏବଂ ଖାଇବା ପାଇଁ ଭଲ ଲାଗିଥାଏ।ଏହା ଆମ ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ।କାଜୁର ଭିଟାମିନ ଇ ବହୁତ ମାତ୍ରାରେ ରହିଥାଏ।ଏହା ଆଣ୍ଟି ଏଜିଙ୍ଗ କାମ କରିଥାଏ। କାଜୁ ଖାଇବା ଦ୍ୱାରା ଶରୀରର ପାଚନ କ୍ରିୟା ଠିକ ହୋଇଥାଏ ଏବଂ ହୃଦୟ ରୋଗ ମଧ୍ୟ ଭଲ ହେଇ ଯାଇଥାଏ।କାଜୁ ଖାଇବା ଦ୍ୱାରା କୋଳେସ୍ତ୍ରାଳ କୁ ଆୟତରେ ରଖିଥାଏ। କାରଣ ଏଥିରେ ପ୍ରୋଟିନ ଅଧିକ ରହିଥାଏ ସେଥିପାଇଁ ପାଚନ ଜଲଦି ଜୋଇଁ ଯାଏ।କାଜୁର ମଗ୍ନେସିୟମ , ପୋଟାସିୟମ , କ୍ୟାଲସିୟମ , ଜିଙ୍କ , ଆଇରନ, ମାଙ୍ଗାନିଜ, ଏବଂ ମିନେରାଲ ରହିଥାଏ।

କାଜୁ ରକ୍ତର ଅଭାବକୁ ଦୂର କରିଥାଏ। କାଜୁ ଖାଇବା ଦ୍ୱାରା ଆମ ଦାନ୍ତ ଏବଂ ମାଢି ଶକ୍ତ ହୋଇ ଥାଏ।ଏହା ସହିତ କାଜୁର ପ୍ରୋଟିନ ବହୁତ ମାତ୍ରାରେ ରହିଥାଏ। ଯାହା ଦ୍ୱାରା ଚୁଟି ଏବଂ ତ୍ୱଚା ଠିକ ରହିଥାଏ।କାଜୁର ସୋଡିୟମ କମ ରହି ଥାଏ ଏବଂ ପୋଟାସିୟମ ଅଧିକ ରହିଥାଏ।ଯାହା ଦ୍ୱାରା ରକ୍ତଚାପ କମ ହୋଇଥାଏ। କାଜୁ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢି ଥାଏ।ଆପଣଙ୍କ ମନେ ରଖିବାର ଶକ୍ତି ବଢି ଥାଏ।ଏହା ଖାଇବା ଦ୍ୱାରା ୟୁରିକ ଏସିଡ କମ ହୋଇ ଥାଏ ଏବଂ ବିପି କମ ହୋଇ ଥାଏ।କାଜୁରେ ଭିଟାମିନ ଇ ଆଉ ସେଲେଲୀୟମ ପରି ଆଣ୍ଟି ଅକ୍ସିଡାଣ୍ଟ ରହି ଥାଏ। ଯାହା ଆମକୁ କ୍ୟାନ୍ସରରୁ ବଞ୍ଚେଇ ଥାଏ।

ଏହା ବ୍ୟତୀତ କାଜୁରେ ଜିଙ୍କ ରହି ଥାଏ ଏହା ସଂକ୍ରମଣରୁ ବଞ୍ଚାଇ ଥାଏ।କାଜୁରେ କପର ରାଜି ଥାଏ ଯାହା ଦ୍ୱାରା ଆମ ହାଡ ଏବଂ ଯୋଡ଼ାରେ ଦର୍ଦ ହୋଇ ଥାଏ।ଏହା ସହିତ କାଜୁ ଏନର୍ଜୀ ଦେଇ ଥାଏ। ଏହା ଦ୍ୱାରା ଥକା ପଣ କମ ହୋଇଥାଏ। କମ ସେବନ ଦ୍ୱାରା ଚୁଟି ଲମ୍ବା , ମୋଟା, ମଜବୁତ, ଏବଂ ଚମକି ଥାଏ।ଏହା ଦ୍ୱାରା ଚୁଟି ଝଡ଼ିବା ସମସ୍ୟା ବି ଦୂର ହୋଇ ଯାଇ ଥାଏ।କାଜୁକୁ ଖାଇବା ଦ୍ୱାରା ଚେହେରାର ଚମକ ଆଦିଥାଏ। କାଜୁକୁ ଦୁଧରେ ମିଶ୍ରଣ କରିକି ଲଗେଇଲେ ଚେହେରା ରେ ନିଖାର ଆସିଥାଏ କିନ୍ତୁ ସବୁ ଜିନିଷ ପ୍ରକୃତି ଠାରୁ ଅଧିକ ବ୍ୟବହାର କଲେ ଖରାପ ହୋଇଥାଏ।

ଯଦି ଆପଣ ବହୁତ ମାତ୍ରାରେ କାଜୁ ଖାଇବେ ଏହା ଦ୍ୱାରା ଆପଣଙ୍କ ଓଜନ ବଢିଥାଏ।ବହୁତ ଅଧିକ ମୋଟ ହୋଇ ଯିବେ କାରଣ କାଜୁରେ ଅଧିକ କ୍ୟାଲସିୟମ ରହି ଥାଏ।ଏହା ଖାଇବା ଦ୍ୱାରା ବହୁତ ରୋଗ ହୋଇ ପାରେ ତେଣୁ ଏହାର ସେବନ କମ କରେ। ଆପଣ ଗୋଟିଏ ଦିନରେ ଦୁଇ ରୁ ତିନିଟି କାଜୁ ଖାଇ ପାରିବେ।ଏହା ଦ୍ୱାରା ଚୁଟି ଝଡ଼ିବା ସମସ୍ୟା ବି ଦୂର ହୋଇ ଯାଇଥାଏ। କାଜୁକୁ ଖାଇବା ଦ୍ୱାରା ଚେହେରାର ଚମକ ଆଦି ଥାଏ। ଏହା ଖାଇବା ଦ୍ୱାରା ୟୁରିକ ଏସିଡ କମ ହୋଇ ଥାଏ ଏବଂ ବିପି କମ ହୋଇ ଥାଏ।କାଜୁରେ ଭିଟାମିନ ଇ ଆଉ ସେଲେଲୀୟମ ପରି ଆଣ୍ଟି ଅକ୍ସିଡାଣ୍ଟ ରହି ଥାଏ।

Leave a Reply

Your email address will not be published. Required fields are marked *