ତିନି ଥରରେ ଅଣ୍ଟା ବିନ୍ଧା , ଯୋଡ଼ା ବିନ୍ଧା , ଆଣ୍ଠୁ ଗଣ୍ଠି ବିନ୍ଧା ଭଲ କରି ଦେବା ଏହି ଘରୋଇ ଔଷଧ – ଘରୋଇ ଉପଚାର ଜାଣିରଖନ୍ତୁ..
କେବେ ବି ନିଜ କ୍ଷମତାରୁ ଅଧିକ ବୋଝ ଉଠାନ୍ତୁ ନାହିଁ।ବହୁତ ଲୋକ ଅଛନ୍ତି ଯେଉଁ ମାନେ ୩ ଘଣ୍ଟା ଧରି ଯିମରେ ଝାଳ ବୁହାଇଥାନ୍ତି।ଲଗାତାର କରିବା ଯୋଗୁ ତାଙ୍କ ମାଂସ ପେଶୀ ଟାଣି ହୋଇ ଯାଇଥାଏ। ରାତିରେ ଲୋକ ସୋଇପଡନ୍ତି କିନ୍ତୁ ସକାଳେ ତାଙ୍କ ଶରୀର ବହୁତ ବିନ୍ଧା ହୋଇ ଥାଏ ଉଠି ବି ପାରନ୍ତି ନାହିଁ। ଚାଲି ବି ପାରନ୍ତି ନାହିଁ ତାପର ଦିନ ଯିମ ବି ଯାଇ ପାରନ୍ତି ନାହିଁ । ସହିତ ବହୁତ ଲୋକ ଅଛି ଯେଉଁ ମାନେ ଦେଖେଇବା ପାଇଁ ବହୁତ ଥର ନିଜ କ୍ଷମତା ଠାରୁ ଅଧିକ ବୋଝ ଉଠେଇ ଥାନ୍ତି।ଏହା ଦ୍ୱାରା ତାଙ୍କ ମାଂସ ପେଶୀ ଟାଣି ହୋଇ ଯାଇଥାଏ।ଏହା ଦ୍ୱାରା ଅଣ୍ଟା ବିନ୍ଧା , ଗୋଡ ବିନ୍ଧା ମୁଁହ ବିନ୍ଧା ହୋଇଥାଏ। ଏହା ସହିତ ବୟସ ବଢ଼ିବା ସହିତ ବହୁତ ରୋଗ ହୋଇଥାଏ।
ଯେମିତିକି ଆଣ୍ଠୁ ଗଣ୍ଠି ବିନ୍ଧା , ଅଣ୍ଟା ବିନ୍ଧା ହେବ।ଏହା ବହୁତ ବୟସ ହୋଇ ଯାଇଥିବା ବ୍ୟକ୍ତି ଠାରେ ହୋଇଥାଏ। ଆପଣଙ୍କ ଶରୀରରେ କେମିତିଆ ବି ବିନ୍ଧା ହେଉ ଅଣ୍ଟା ବିନ୍ଧା ହଉ କି ଆଣ୍ଠୁ ବିନ୍ଧା। ଏହା ଚୁଟିକିରେ ଦୂର କରି ଦେଇଥାଏ। କାରଣ ଏହା ବହୁତ ପୁରୁଣା ଘରୋଇ ଉପଚାର ଏବଂ ଆମେ ଏଥିରେ ଯେତେ ବି ଜିନିଷ ନେବା ସେ ଏହି ବିନ୍ଧାକୁ କମ କରି ଦେବା।ଆସନ୍ତୁ ଜାଣିବା ଏହାକୁ ଆମେ କିପରି ତିଆରି କରିବା ଏବଂ କେମିତି ଏହାର ପ୍ରୟୋଗ କରିବା। ପ୍ରଥମେ ଆପଣଙ୍କୁ ନବାକୁ ପଡିବ ଜାଇ ଫଳ। ଏହା କୌଣସି ଦୋକାନରେ ମିଳିଯିବ।ଗୋଟିଏ ଜାଇ ଫଳ ଦୁଇ ରୁ ପାଞ୍ଚ ଟଙ୍କା ଭିତରେ ମିଳିଯିବ।ଏଥିରେ ଦୁଇଟି ଜାଇ ଫଳ ନିଅନ୍ତୁମ
ଏହାକୁ ଖଣ୍ଡ ଖଣ୍ଡ କରି ଦିଅନ୍ତୁ।ଜାଇ ଫଳ ବିନ୍ଧାକୁ କମେଇଥାଏ।ଏହା ପରେ ଆପଣଙ୍କୁ ଆଉ ଗୋଟିଏ ଜିନିଷ ନବାକୁ ପଡିବ ଏହା ହେଉଛି ସୋରିଷ ତେଲ । ସୋରିଷ ତେଲ ରକ୍ତ ସଞ୍ଚାଳନ ବଢ଼ାଇ ଥାଏ ଏହା ସହିତ ବିନ୍ଧା ମଧ୍ୟ ଭଲ କରି ଥାଏ। ଯଦି ଆପଣ ରାତିରେ ସୋରିଷ ତେଲ ଲାଗେଇକି ମାସେଜ କରି ଦିଅନ୍ତି ତାହେଲେ ଆପଣଙ୍କୁ ଭଲ ନିଦ ଆସି ଥାଏ ଏହା ସହିତ ଥକା ପଣ ଦୂର ହୋଇଥାଏ। ଏହା ଆପଣଙ୍କ ଶରୀରକୁ ବହୁତ ଭଲ ରଖିଥାଏ।ଏଥିରେ ଦୁଇ ଚାମଚ ସୋରିଷ ତେଲ ପକେଇ ଦିଅନ୍ତୁ।ଏହା ପରେ ଏଥିରେ ନିଅନ୍ତୁ ରସୁଣ। ରସୁଣ ବହୁତ ଆୟୁର୍ବେଦିକ ଜିନିଷ ହୋଇଥାଏ। ଏହା ଆମ ଶରୀରରେ ରକ୍ତ ସଞ୍ଚାଳନ ଠିକ ରଖିଥାଏ। ଏହା ସହିତ ବିନ୍ଧା ଦୂର କରିଥାଏ।
ତିନିଟି ରସୁଣ ନିଅନ୍ତୁ ଏବଂ ଏଥିରେ ପକାନ୍ତୁ।ଏହା ପରେ ଏହି ତିନିଟି ଜିନିଷକୁ ମିଶେଇ ଦିଅନ୍ତୁ।ମିସେଇବା ପରେ ଗୋଟିଏ ତଟିଆ ନିଅନ୍ତୁ ତାପରେ ଏହାକୁ ପକେଇ ଦିଅନ୍ତୁ।ତାପରେ ଏହାକୁ ଟିକେ ଗରମ କରନ୍ତୁ।ରସୁଣ ନ ହେବା ଯାଏ ଏହାକୁ ଆମେ ଗରମ କରିବା। ହେଇ ଗଲା ପରେ ଯେତେବେଳେ ଆମ ଘରୋଇ ଔଷଧ ଥଣ୍ଡା ହେଇ ଯିବ ଏହାକୁ ଆପଣ ହାତରେ ନେଇ ବିନ୍ଧା ହେଉ ଥିବା ଜାଗାରେ ମାଲିସ କରନ୍ତୁ।ପନ୍ଦର ମିନିଟ ଯାଏ ଲଗାନ୍ତୁ।ଏହାକୁ ଧୋଇବେ ନାହିଁ। ପନ୍ଦର ମିନିଟ ପରେ ଏହାକୁ ଲଗାତାର ଲଗାନ୍ତୁ ଦେଖିବେ ଆପଣଙ୍କର ସବୁ ବିନ୍ଧା ଭଲ ହେଇଯିବ।