ବାହାଡା ଫଳର ଶରୀର ପ୍ରତି ଲକ୍ଷାଧିକ ଉପକାରୀତା – ଜାଣିଲେ ଆପଣ ବି କହିବେ ବହୁତ ବଢିଆ ଉପାୟ..
କିଛି ଫଳ ଏପରି ହୋଇଥାଏ ଯାହାକି ଅମୃତ ସହିତ ତୁଳନୀୟ ଅଟେ ଓ ବହୁତ ଆରୋଗ୍ୟକାରୀ ଗୁଣର ଅଧିକାରୀ ହୋଇଥାଏ।ତନ୍ମଧ୍ୟରୁ ବାହାଡା ଅନ୍ୟତମ ଅଟେ।ଏହା ଶରୀରର ଅନେକ ରୋଗକୁ ଦୂର କରିଥାଏ।ବାହାଡାର ପାଉଡରରେ ମହୁ ମିଶାଇ ସେବନ କରିବା ଦ୍ୱାରା ଥଣ୍ଡା କାଶରୁ ଉପଶମ ମିଳିଥାଏ।ଏହାକୁ ମୁହଁରେ ଲଗାଇବା ଦ୍ୱାରା ମଧ୍ୟ ମୁହଁରେ ବ୍ରଣ ହେବା ସମସ୍ୟାରୁ ମୁକ୍ତି ମିଳିଥାଏ।ଏହାକୁ ପାଣି କିମ୍ବା କ୍ଷୀରରେ ଘଷି ଲଗାଇବା ଦ୍ୱାରା ତ୍ୱଚାରେ ଉଜ୍ବଳତା ଆସିଥାଏ।ଓ କଳାଦାଗ ସମସ୍ୟା ମଧ୍ୟ ଦୂର ହୋଇଥାଏ।ବାହାଡା ଗୁଣ୍ଡରେ ସୋରିଷ ତେଲ ଗରମ କରି ଫାଟିଥିବା ଗୋଇଠି ଓ ଦରଜ ଅଣ୍ଟାରେ ଲଗାଇବା ଦ୍ୱାରା ଏଥିରୁ ଉପଶମ ମିଳିଥାଏ।
ସ୍ୱାସ୍ଥ୍ୟର ବ୍ୟତିକ୍ରମ ମାନସିକତା ଉପରେ କୁପ୍ରଭାଵ ପକାଇବା ସହିତ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ତଥା ଉତ୍କଣ୍ଠା ରୂପକ ଅଶାଦ୍ରୁମ ମୂଳରେ କୁଠାରାଘାତ କରିଥାଏ।ତେଣୁ ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଏକ ସୁସ୍ଥ ଓ ଆରୋଗ୍ୟତା ପୂର୍ଣ୍ଣ ଜୀବନର ଆଶା ପୋଷଣ କରିଥାନ୍ତି।ବର୍ତ୍ତମାନ କରୋନା ସମସ୍ୟା ସମଗ୍ର ବିଶ୍ୱରେ ଏକ ବିରାଟ ବିପଦ ରୂପେ ପ୍ରତିଭାତ ହୋଇଛି।ଲକଡାଉନ ସମସ୍ତଙ୍କ ଜୀବନକୁ କରିଛି ଭାରାକ୍ରାନ୍ତ ଓ ବିବ୍ରତପୂର୍ଣ୍ଣ।ଏଥି ସହିତ ବର୍ତ୍ତମାନ ପ୍ରାୟ ଅଧିକାଂଶ ବ୍ୟକ୍ତିଙ୍କ ପ୍ରଧାନ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ବଦ ହଜମି।ଯାହାକି ଖାଦ୍ୟର ସଠିକ ହଜମ ନହେବା ଦ୍ଵାରା ହୋଇଥାଏ।ଯାହାକି ଶରୀରକୁ ମ୍ରିୟମାଣ କରିବା ସହିତ ଯନ୍ତ୍ରଣା ଦାୟକ ହୋଇଥାଏ।ଏହା କେବଳ ବୟସ୍କ ଲୋକଙ୍କୁ ନୁହେଁ ବରଂ ଛୋଟ ପିଲାଙ୍କୁ ମଧ୍ୟ ହୋଇଥାଏ।
ଏକ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ସୁନ୍ଦର ପରିବେଶ ନିହାତି ଆବଶ୍ୟକ ଅଟେ।ସାଧାରଣତଃ ଆପଣ ଧ୍ୟାନ ଦେବା ଉଚିତ ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦ ଅଟେ।ସବୁବେଳେ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ।ଏହି ଉପାୟ ଆପଣଙ୍କ ପ୍ରତି ବହୁତ ସହାୟକ ହେବ। ଏହାଦ୍ବାରା ଆପଣ ବହୁତ ଲାଭବାନ ମଧ୍ୟ ହେବେ।
ଏକ ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।
ଆଧୁନିକ ଔଷଧ ଠାରୁ ଘରୋଇ ତଥା ଆୟୁର୍ବେଦିକ ଉପଚାର ବହୁତ ଫଳପ୍ରଦ ହୋଇଥାଏ।ତେଣୁ ଏହାକୁ ଅବଲମ୍ବନ କରିବା ଦ୍ୱାର ବହୁତ ଉପକାର ହୋଇଥାଏ।