December 30, 2024

Odia Express

Leading Odia News Portal of Odisha

କିପରି ଆପଣ ବିଭିନ୍ନ ପ୍ରକାରର ରୋଗରୁ ଦୂରେଇ ରହିବେ – ମୋଟାପଣ କମେଇବାର ରାମବାଣ ଉପାୟ ଜାଣିରଖନ୍ତୁ..

ବନ୍ଧୁଗଣ ଆଜି ଆମେ ଆପଣମାନଙ୍କୁ ଏକ ଏପରି ଉପାୟ ଯାହା ଦ୍ଵାରା ଆପଣ ୧୪୮ ପ୍ରକାରର ରୋଗ ଠୁ ଦୂରେଇ ରହିପାରିବେ ।ବନ୍ଧୁଗଣ ପାଣି ଅମ୍ଳ ନୁହେଁ କିମ୍ବା କ୍ଷାର ନୁହେଁ । କୁହାଯାଏ କି ପେଟ ଯଦି ପାଣି ପାଟି ରହିବ ତାହେଲେ ବହୁତ୍ ଭଲ ଏହାର ଅର୍ଥ ଏହା କି ପେଟ ଯଦି ପାଣି ପରି ଅମ୍ଳୀୟ କିମ୍ବା କ୍ଷାରୀୟ ହେବ ନାହିଁ ତାହେଲେ ଆମ ପେଟରେ ଅମ୍ଳ କିମ୍ବା କ୍ଷାରର ମାତ୍ରା ଅଧିକ ବଢିବ ନାହିଁ ଯାହା ଫଳରେ ଆମ ପେଟ ଜନିତ କୌଣସି ପ୍ରକାରର ସମସ୍ତ ସମସ୍ୟା ସୃଷ୍ଟି ହୁଏ ନାହିଁ ।ପାଣିକୁ ଧୀରେଧୀରେ କରି ପିଇବା ଉଚିତ୍ କାହିଁକି ନା ଆମେ ଯେତେବେଳେ ପାଣିକୁ ଧୀରେ ଧୀରେ କରି ପିଉ ତାହା ଆମ ଲାଳ ସହିତ ମିଶି ଆମ ପେଟକୁ ଯାଇଥାଏ ଯାହା ପେଟରେ ଅଧିକ ଅମ୍ଳ କିମ୍ବା କ୍ଷାରର ମାତ୍ରକୁ ବଢ଼ାଇବାକୁ ଦିଏ ନାହିଁ।ସେଥିପାଇଁ ପାଣି କୁ ସିଧା ନ ପିଇ ପାଣିକୁ ଧୀରେଧୀରେ କରି ପିଇବା ଉଚିତ୍ ଯେପରି ପଶୁପକ୍ଷୀ ମାନେ ପିଅନ୍ତି । ସେଥିପାଇଁ ମଧ୍ୟ ସେମାନଙ୍କୁ କୌଣସି ପ୍ରକାରର ରୋଗ ହୋଇନଥାଏ ଏବଂ ମଣିଷକୁ ହିଁ ସବୁ ପ୍ରକାରର ରୋଗ ହୋଇଥାଏ।

ଆପଣ ଯଦି ନିଜର ଓଜନକୁ କମ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ କିଛି କରିବାର ନାହିଁ କେବଳ ଆପଣଙ୍କୁ ନିଜର ପାଣି ପିବାର ଶୈଳୀକୁ ବଦଳେଇବାକୁ ହେବ ।

ପାଣିକୁ ଧୀରେଧୀରେ କରି ପିଇବା ଉଚିତ୍ କାହିଁକି ନା ଆମେ ଯେତେବେଳେ ପାଣିକୁ ଧୀରେ ଧୀରେ କରି ପିଉ ତାହା ଆମ ଲାଳ ସହିତ ମିଶି ଆମ ପେଟକୁ ଯାଇଥାଏ ଯାହା ପେଟରେ ଅଧିକ ଅମ୍ଳ କିମ୍ବା କ୍ଷାରର ମାତ୍ରକୁ ବଢ଼ାଇବାକୁ ଦିଏ ନାହିଁ । ଡକ୍ଟରମାନେ ଏହା କୁହନ୍ତି କି ଆମ ଲାଳରେ ବହୁତ୍ ପ୍ରକାରର ଓଷଧିୟ ହିଁ ରହିଥାଏ ସେଥିପାଇଁ ପଶୁପକ୍ଷୀ ମାନଙ୍କର କୌଣସି ସ୍ଥାନରେ ବି କ୍ଷତ ହେଲେ ସେମାନେ ସେହି ସ୍ଥାନକୁ ନିଜ ଜିଭ ଦ୍ଵାରା ନିଜ ଲାଳକୁ ଲଗାଇ ଦିଅନ୍ତି ଏବଂ ସେମାନଙ୍କ ସେହି ସ୍ଥାନର କ୍ଷତ ବହୁତ୍ ଶିଘ୍ର ଭଲ ହୋଇଯାଇଥାଏ।ଭାରତର ଅନେକ ଲୋକମାନେ ତ ଏତେ ଦୁର୍ଭାଗ୍ୟ ଯେ ସେମାନେ ଏହି ଲାଳକୁ ଭିତରକୁ ନେଇପାରନ୍ତି ନାହିଁ ସେମାନେ ତମାଖୁ ,ଗୁଟଖା , ପାନ ଆଦି ଖାଇ ଲାଳକୁ ଖାଲି ଫୋପାଡି ଥାନ୍ତି।

ଯେଉଁ ଲାଳକୁ ବନାଇବା ପାଇଁ ଭଗବାନ ଆପଣଙ୍କ ଭିତରେ ଲକ୍ଷ ଲକ୍ଷ ଗ୍ରନ୍ଥି ମାନ ଦେଇଛନ୍ତି କିନ୍ତୁ ଆପଣ ସେହି ଲାଳକୁ ଫୋଫଡି ଦେଉଛନ୍ତି।

ଏହା ବହୁତ୍ ହିଁ ମୂଲ୍ୟବାନ ଏବଂ ଏହାର ଓଷଧୀୟ ଗୁଣ ବହୁତ୍ ରହିଥାଏ । ଯଦି ଆପଣ ସକାଳର ଲାଳକୁ କୌଣସି ପ୍ରକାରର ଛୋଟ ଜୀବ ଯେମିତିକି ପିମ୍ପୁଡ଼ି ଉପରେ ପକାଇଦେବେ ତାହେଲେ ସେ ମରିଯିବ କାହିଁକି ନା ସେଥିରେ ଔଷଧୀୟ ଗୁଣ ଅଧିକ ରହିଥାଏ।କିନ୍ତୁ ଆପଣ ତମାଖୁ ଖାଇ ସେହି ଲାଳକୁ ଚାରିଆଡେ ଫୋଫଡିଥନ୍ତି ଯାହାଦ୍ଵାରା ରାସ୍ତା ତ ଖରାପ କର କର ଏହା ସହିତ ନିଜକୁ ତା ଠୁ ବି ଅଧିକ ଖରାପ କରିଥାନ୍ତି।ସେଥିପାଇଁ ଆମେ ଆପଣଙ୍କୁ ଏହି କଥା କହିବୁ କି ଯଦି ଆପଣ ଅଧିକ ଛେପ ପକାଉଛନ୍ତି ତାହେଲେ ଆପଣ ଆଉ ଛେପ ପକାନ୍ତୁ ନାହିଁ ।କେବଳ ଯେତେବେଳେ କଫ ବାହାର କରିବେ ସେହି ସମୟରେ ହିଁ ଲାଳ ବାହାର କରନ୍ତୁ ନଚେତ୍ ବାହାର କରନ୍ତୁ ନାହିଁ ।ଆପଣ ଯଦି ଏହି ଛେପକୁ ଏଣେତେଣେ ନ ପକାଇ ନିଜ ଲାଳକୁ ନିଜ ଭିତରେ ରଖିବେ ତାହେଲେ ଆପଣ ବିଭିନ୍ନ ପ୍ରକାରର ରୋଗରୁ ଦୂରେଇ ରହିବେ।

Leave a Reply

Your email address will not be published. Required fields are marked *