December 22, 2024

Odia Express

Leading Odia News Portal of Odisha

୪ଦିନ ପିଇ ନିଅନ୍ତୁ ଏହି ଉପଚାର,ହାତ ଗୋଡ ଦରଜ, ଅଣ୍ଟା ଦରଜ,ଥକ୍କାପଣ, ଦୁର୍ବଳତା ଓ ରକ୍ତର ଅଭାବ ୯୦ବର୍ଷ ପର୍ଯ୍ୟନ୍ତ ହେବ ନାହିଁ

ନମସ୍କାର ବନ୍ଧୁଗଣ,ଆପଣଙ୍କର ଶରୀରର ପାଖାପାଖି ସବୁ ରୋଗକୁ ଶେଷ କରିଦେବ ଏହି ଉପାୟ ।ଏବଂ କେବେବି ହେବ ନାହିଁ ଥକ୍କାପଣ, ଗଣ୍ଠି କିମ୍ବା ଶରୀର ଦରଜ।ଆଖି ଦୁର୍ବଳ ହେବା ଭଳି ସମସ୍ୟା ଆପଣଙ୍କୁ ଛୁଇଁ ପାରିବ ନାହିଁ।କ୍ଷୀରର ବ୍ୟବହାର ତ ସମସ୍ତେ କରିଥାନ୍ତି କିନ୍ତୁ ଯଦି ଆପଣ ଏହି ଭଳି ଭାବରେ କିସମିଶ ମିଶାଇ କରି ଖାଇବେ ଯେଉଁ ଉପାୟରେ ଆମେ ଆପଣଙ୍କୁ କହିବୁ ତେବେ ଆପଣଙ୍କୁ ବହୁତ ପ୍ରକାରର ଔଷଧ ମଧ୍ୟ ଖାଇବାକୁ ପଡିବ ନାହିଁ।

ସ୍ୱାସ୍ଥ୍ୟ ବିଜ୍ଞାନୀଙ୍କ ଅନୁସାରେ କ୍ଷୀର ଓ କିସମିଶରେ କିଛି ଏଭଳି ଧାତୁ ମିଳିଥାଏ ଯାହା ନା କେବଳ ପୁରୁଷ ମାନଙ୍କର ସମସ୍ୟା ପାଇଁ ଉପକାରୀ ଅଟେ ଏହା ସହିତ ଦୁର୍ବଳ ଆଖି, ଯୌନର ଦୁର୍ବଳତା, ଶରୀରର ଦୁର୍ବଳତା ପାଇଁ ମଧ୍ୟ ବହୁତ ଜରୁରୀ ଅଟେ।ତେବେ ଆସନ୍ତୁ ଜାଣିବା କିପରି ଭାବରେ ଆପଣ ଏହି ଉପାୟକୁ ପ୍ରସ୍ତୁତ କରିବେ।ଯାହା ଦ୍ଵାରା ରକ୍ତର ଅଭାବ ,ଆଖିର ଦୁର୍ବଳତା ଓ ହାଡ଼ ସହ ଜଡିତ ସମସ୍ତ ସମସ୍ୟା ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯିବ।

ଏହି ଉପାୟକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଯେଉଁ କିସମିଶ ନେବାର ତାହା ହେଉଛି, ପୁରୁଣା ହୋଇଥିବା କିସମିଶ।କାରଣ ବଜାରରେ ଦୁଇ ପ୍ରକାରର କିସମିଶ ମିଳେ ପ୍ରଥମ ହେଉଛି ତାଜା କିସମିଶ ଓ ଦ୍ଵିତୀୟରେ ପୁରୁଣା କିସମିଶ।ଯାହାର ରଙ୍ଗ ଟିକେ ଗାଢା ଥିବ ଆପଣଙ୍କୁ ସେହି କିସମିଶ ନବାର ଅଛି।ଏହା ଆମ ପାଇଁ ବହୁତ ଲାଭଦାୟକ ରହିବ।ଏହା ଆମ ଆଖି ଓ ତ୍ୱଚା ଦୁହିଁଙ୍କ ପାଇଁ ଭଲ ହୋଇଥାଏ।କାରଣ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ,ଭିଟାମିନ ଏ ରଖିଥାଏ ଓ ଏହା ଆମ ଆଖି ପାଇଁ ବହୁତ ଭଲ ଅଟେ।ଏଥିରେ ଥିବା ପ୍ରାକୃତିକ ମିଠା ଭଲ ଭାରେ ହଜମ କରାଏ ଯାହା ଫଳରେ ଆମ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରଣରେ ରହିବ।ତେଣୁ ଥକ୍କାପଣ ଓ ଦୁର୍ବଳତା ସମୟରେ କିସମିଶ ଖାଇଲେ ଆମକୁ ତୁରନ୍ତ ଶକ୍ତି ମିଳିଥାଏ।ଯେଉଁମାନଙ୍କର ରକ୍ତ ଅଭାବ, ହାଡରେ ଅସୁବିଧା ରହୁଛି ତେବେ ଏହାକୁ ଯେକୌଣସି ବୟସର ଲୋକ ଖାଇପାରିବେ।ଯଦି ଆପଣଙ୍କର ପେଟ ଖରାପ ଅଛି,ମୋଟାପଣ ବଢୁଛି ଓ ପାଚନ ତନ୍ତ୍ର ଦୁର୍ବଳ ଅଛି ତେବେ ଆପଣ ନିଶ୍ଚିତ ଭାବରେ ଏହାର ସେବନ କରନ୍ତୁ।ଏହା ଆପଣଙ୍କର ପାଚନକୁ ଠିକ କରାଇଥାଏ।ଏହା କିଡନୀ ଓ ଯକୃତକୁ ସଫା ରଖିବାର କାମ ମଧ୍ୟ କରେ।

ଏବେ ଆପଣ ପୁରୁଣା କିସମିଶର ପାଖାପାଖି ଚଉଦଟି ଦାନା ନିଅନ୍ତୁ।ଏହାକୁ ଏକ ଖାଲି ପାତ୍ରରେ ରଖନ୍ତୁ।ବ୍ୟବହାର କରିବା ପାଇଁ ଏହି କିସମିଶକୁ ପାଣିରେ ଭିଜାଇ ରଖନ୍ତୁ।ଏବଂ ରାତି ସାରା ପାଣିରେ ଭିଜାଇ ରଖିବା ପରେ ସକାଳେ ଏହି କିସମିଶର ଦାନାକୁ ଯେଉଁ ପାଣିରେ ରଖିଥିଲେ ସେହି ପାଣିକୁ ପିଅନ୍ତୁ।ଏବଂ ଯେଉଁ କିସମିଶ ଅଛି ତାହାକୁ ଏକ ଗିଲାସ ଗରମ କ୍ଷୀରରେ ପକାନ୍ତୁ।ଯାହାକୁ ଆପଣଙ୍କୁ ପ୍ରଥମରୁ ହିଁ ଫୁଟାଇ କରି ରଖିଥିବେ।ଏଥିରେ ଚିନି କିମ୍ବା ଅନ୍ୟ କିଛି ଜିନିଷ ପକାନ୍ତୁ ନାହିଁ।କାରଣ ମିଠା କରିବାର କାମ ଏଠାରେ କିସମିଶ କରିଦେବ।କ୍ଷୀର ସବୁବେଳେ ହଜମ ହେବା ପାଇଁ ସମୟ ନିଏ।ତେଣୁ ଏହି ମିଶ୍ରଣକୁ ସବୁବେଳେ ସକାଳ ସମୟରେ ହିଁ ପିଇବା ଆମ ଶରୀର ପାଇଁ ହିତକାରୀ ହେବ ।ଏହାକୁ ସକାଳେ ହିଁ ସେବନ କରିବାର ଅଛି ଓ ଚାରିଥର ନେବା ଦ୍ଵାରା ଏହା ନିଜ ପ୍ରଭାବ ଦେଖାଇବା ଆରମ୍ଭ କରିଦେବ।ଏବଂ ଆପଣଙ୍କ ଶରୀରରେ ଦୁର୍ବଳତା ଭଳି ସମସ୍ୟା ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯିବ।ଏହାକୁ ପ୍ରତିଦିନ ସେବନ କରନ୍ତୁ।

Leave a Reply

Your email address will not be published. Required fields are marked *